Aanichi Khira
🎵 2370 characters
⏱️ 4:32 duration
🆔 ID: 6766939
📜 Lyrics
(ବମ୍-ବମ୍ ହର-ହର, ବମ୍-ବମ୍ ହର-ହର)
(ବମ୍-ବମ୍ ହର-ହର, ବମ୍-ବମ୍ ହର-ହର)
ଆଣିଛି କ୍ଷୀର, ବେଲ ପତର
ଗଇସ ଚମ୍ପା ହାର
ଉଠ ହେ ହର, ଶିବ ଶଙ୍କର
ଆଜି ତ ସୋମବାର
(ବମ୍-ବମ୍ ହର-ହର, ବମ୍-ବମ୍ ହର-ହର)
(ବମ୍-ବମ୍ ହର-ହର, ବମ୍-ବମ୍ ହର-ହର)
ରକ୍ତ ଚନ୍ଦନେ ରାମଙ୍କ ନାମ
ଲେଖା ବେଲ ପତର
ଗୋଟି କି ଗୋଟି ଶହେ ଆଠଟି
ଦେଉଛି ନିଅ ହର
(ବମ୍-ବମ୍ ହର-ହର, ବମ୍-ବମ୍ ହର-ହର)
(ବମ୍-ବମ୍ ହର-ହର, ବମ୍-ବମ୍ ହର-ହର)
ଭୋଗ ଆଣିଛି ମୁଁ ପ୍ରଭୁ
ପୂର୍ଣ୍ଣ କରି ପୂଜା ଥାଳି
ଉଛାରୁଛି ପଞ୍ଚାକ୍ଷର
ଝୁଣା, ଦୀପ, ଧୂପ ଜାଳି
ଭୋଗ ଆଣିଛି ମୁଁ ପ୍ରଭୁ
ପୂର୍ଣ୍ଣ କରି ପୂଜା ଥାଳି
ଉଛାରୁଛି ପଞ୍ଚାକ୍ଷର
ଝୁଣା, ଦୀପ, ଧୂପ ଜାଳି
କି ଭୋଗ ଦେବି ତୁମକୁ ପ୍ରଭୁ
ତୁମେ ତ ଯୋଗୀବର
ଫଳେ ପୁଷ୍ପେ ମୁଁ ଆଣିଛି ଯାହା
ସାଦରେ ଘେନ କର
(ବମ୍-ବମ୍ ହର-ହର, ବମ୍-ବମ୍ ହର-ହର)
(ବମ୍-ବମ୍ ହର-ହର, ବମ୍-ବମ୍ ହର-ହର)
କି ଅବା କହିବି ପ୍ରଭୁ
ତୁମେ ଜାଣ ମନ କଥା
ନୀରବେ ଗୁହାରି କରେ
ତୁମ ପାଦେ ନଇଁ ମଥା
କି ଅବା କହିବି ପ୍ରଭୁ
ତୁମେ ଜାଣ ମନ କଥା
ନୀରବେ ଗୁହାରି କରେ
ତୁମ ପାଦେ ନଇଁ ମଥା
ଦୁଃଖୀ ର ଦୁଃଖ ହରୁଛ ବୋଲି
ତୁମର ନାଆ ହର
ତୁମ କରୁଣା ପାଦୁକା ଦାନେ
ମତେ ହେ ସୁଖି କର
(ବମ୍-ବମ୍ ହର-ହର, ବମ୍-ବମ୍ ହର-ହର)
(ବମ୍-ବମ୍ ହର-ହର, ବମ୍-ବମ୍ ହର-ହର)
(ବମ୍-ବମ୍ ହର-ହର, ବମ୍-ବମ୍ ହର-ହର)
(ବମ୍-ବମ୍ ହର-ହର, ବମ୍-ବମ୍ ହର-ହର)
(ବମ୍-ବମ୍ ହର-ହର, ବମ୍-ବମ୍ ହର-ହର)
ଆଣିଛି କ୍ଷୀର, ବେଲ ପତର
ଗଇସ ଚମ୍ପା ହାର
ଉଠ ହେ ହର, ଶିବ ଶଙ୍କର
ଆଜି ତ ସୋମବାର
(ବମ୍-ବମ୍ ହର-ହର, ବମ୍-ବମ୍ ହର-ହର)
(ବମ୍-ବମ୍ ହର-ହର, ବମ୍-ବମ୍ ହର-ହର)
ରକ୍ତ ଚନ୍ଦନେ ରାମଙ୍କ ନାମ
ଲେଖା ବେଲ ପତର
ଗୋଟି କି ଗୋଟି ଶହେ ଆଠଟି
ଦେଉଛି ନିଅ ହର
(ବମ୍-ବମ୍ ହର-ହର, ବମ୍-ବମ୍ ହର-ହର)
(ବମ୍-ବମ୍ ହର-ହର, ବମ୍-ବମ୍ ହର-ହର)
ଭୋଗ ଆଣିଛି ମୁଁ ପ୍ରଭୁ
ପୂର୍ଣ୍ଣ କରି ପୂଜା ଥାଳି
ଉଛାରୁଛି ପଞ୍ଚାକ୍ଷର
ଝୁଣା, ଦୀପ, ଧୂପ ଜାଳି
ଭୋଗ ଆଣିଛି ମୁଁ ପ୍ରଭୁ
ପୂର୍ଣ୍ଣ କରି ପୂଜା ଥାଳି
ଉଛାରୁଛି ପଞ୍ଚାକ୍ଷର
ଝୁଣା, ଦୀପ, ଧୂପ ଜାଳି
କି ଭୋଗ ଦେବି ତୁମକୁ ପ୍ରଭୁ
ତୁମେ ତ ଯୋଗୀବର
ଫଳେ ପୁଷ୍ପେ ମୁଁ ଆଣିଛି ଯାହା
ସାଦରେ ଘେନ କର
(ବମ୍-ବମ୍ ହର-ହର, ବମ୍-ବମ୍ ହର-ହର)
(ବମ୍-ବମ୍ ହର-ହର, ବମ୍-ବମ୍ ହର-ହର)
କି ଅବା କହିବି ପ୍ରଭୁ
ତୁମେ ଜାଣ ମନ କଥା
ନୀରବେ ଗୁହାରି କରେ
ତୁମ ପାଦେ ନଇଁ ମଥା
କି ଅବା କହିବି ପ୍ରଭୁ
ତୁମେ ଜାଣ ମନ କଥା
ନୀରବେ ଗୁହାରି କରେ
ତୁମ ପାଦେ ନଇଁ ମଥା
ଦୁଃଖୀ ର ଦୁଃଖ ହରୁଛ ବୋଲି
ତୁମର ନାଆ ହର
ତୁମ କରୁଣା ପାଦୁକା ଦାନେ
ମତେ ହେ ସୁଖି କର
(ବମ୍-ବମ୍ ହର-ହର, ବମ୍-ବମ୍ ହର-ହର)
(ବମ୍-ବମ୍ ହର-ହର, ବମ୍-ବମ୍ ହର-ହର)
(ବମ୍-ବମ୍ ହର-ହର, ବମ୍-ବମ୍ ହର-ହର)
(ବମ୍-ବମ୍ ହର-ହର, ବମ୍-ବମ୍ ହର-ହର)
⏱️ Synced Lyrics
[00:15.85] (ବମ୍-ବମ୍ ହର-ହର, ବମ୍-ବମ୍ ହର-ହର)
[00:19.64] (ବମ୍-ବମ୍ ହର-ହର, ବମ୍-ବମ୍ ହର-ହର)
[00:23.60]
[00:31.45] ଆଣିଛି କ୍ଷୀର, ବେଲ ପତର
[00:35.35] ଗଇସ ଚମ୍ପା ହାର
[00:39.64] ଉଠ ହେ ହର, ଶିବ ଶଙ୍କର
[00:43.39] ଆଜି ତ ସୋମବାର
[00:47.05] (ବମ୍-ବମ୍ ହର-ହର, ବମ୍-ବମ୍ ହର-ହର)
[00:51.11] (ବମ୍-ବମ୍ ହର-ହର, ବମ୍-ବମ୍ ହର-ହର)
[00:55.27] ରକ୍ତ ଚନ୍ଦନେ ରାମଙ୍କ ନାମ
[00:58.92] ଲେଖା ବେଲ ପତର
[01:02.83] ଗୋଟି କି ଗୋଟି ଶହେ ଆଠଟି
[01:07.05] ଦେଉଛି ନିଅ ହର
[01:10.76] (ବମ୍-ବମ୍ ହର-ହର, ବମ୍-ବମ୍ ହର-ହର)
[01:14.88] (ବମ୍-ବମ୍ ହର-ହର, ବମ୍-ବମ୍ ହର-ହର)
[01:18.59]
[01:42.50] ଭୋଗ ଆଣିଛି ମୁଁ ପ୍ରଭୁ
[01:46.59] ପୂର୍ଣ୍ଣ କରି ପୂଜା ଥାଳି
[01:50.53] ଉଛାରୁଛି ପଞ୍ଚାକ୍ଷର
[01:54.22] ଝୁଣା, ଦୀପ, ଧୂପ ଜାଳି
[02:01.99] ଭୋଗ ଆଣିଛି ମୁଁ ପ୍ରଭୁ
[02:05.89] ପୂର୍ଣ୍ଣ କରି ପୂଜା ଥାଳି
[02:09.91] ଉଛାରୁଛି ପଞ୍ଚାକ୍ଷର
[02:13.81] ଝୁଣା, ଦୀପ, ଧୂପ ଜାଳି
[02:17.86] କି ଭୋଗ ଦେବି ତୁମକୁ ପ୍ରଭୁ
[02:21.53] ତୁମେ ତ ଯୋଗୀବର
[02:25.76] ଫଳେ ପୁଷ୍ପେ ମୁଁ ଆଣିଛି ଯାହା
[02:29.82] ସାଦରେ ଘେନ କର
[02:33.36] (ବମ୍-ବମ୍ ହର-ହର, ବମ୍-ବମ୍ ହର-ହର)
[02:37.06] (ବମ୍-ବମ୍ ହର-ହର, ବମ୍-ବମ୍ ହର-ହର)
[02:41.32]
[03:05.08] କି ଅବା କହିବି ପ୍ରଭୁ
[03:09.07] ତୁମେ ଜାଣ ମନ କଥା
[03:12.87] ନୀରବେ ଗୁହାରି କରେ
[03:16.88] ତୁମ ପାଦେ ନଇଁ ମଥା
[03:24.77] କି ଅବା କହିବି ପ୍ରଭୁ
[03:28.62] ତୁମେ ଜାଣ ମନ କଥା
[03:32.71] ନୀରବେ ଗୁହାରି କରେ
[03:36.45] ତୁମ ପାଦେ ନଇଁ ମଥା
[03:40.34] ଦୁଃଖୀ ର ଦୁଃଖ ହରୁଛ ବୋଲି
[03:43.99] ତୁମର ନାଆ ହର
[03:48.16] ତୁମ କରୁଣା ପାଦୁକା ଦାନେ
[03:52.19] ମତେ ହେ ସୁଖି କର
[03:56.02] (ବମ୍-ବମ୍ ହର-ହର, ବମ୍-ବମ୍ ହର-ହର)
[03:59.58] (ବମ୍-ବମ୍ ହର-ହର, ବମ୍-ବମ୍ ହର-ହର)
[04:03.99]
[04:11.73] (ବମ୍-ବମ୍ ହର-ହର, ବମ୍-ବମ୍ ହର-ହର)
[04:15.69] (ବମ୍-ବମ୍ ହର-ହର, ବମ୍-ବମ୍ ହର-ହର)
[04:30.95]
[00:19.64] (ବମ୍-ବମ୍ ହର-ହର, ବମ୍-ବମ୍ ହର-ହର)
[00:23.60]
[00:31.45] ଆଣିଛି କ୍ଷୀର, ବେଲ ପତର
[00:35.35] ଗଇସ ଚମ୍ପା ହାର
[00:39.64] ଉଠ ହେ ହର, ଶିବ ଶଙ୍କର
[00:43.39] ଆଜି ତ ସୋମବାର
[00:47.05] (ବମ୍-ବମ୍ ହର-ହର, ବମ୍-ବମ୍ ହର-ହର)
[00:51.11] (ବମ୍-ବମ୍ ହର-ହର, ବମ୍-ବମ୍ ହର-ହର)
[00:55.27] ରକ୍ତ ଚନ୍ଦନେ ରାମଙ୍କ ନାମ
[00:58.92] ଲେଖା ବେଲ ପତର
[01:02.83] ଗୋଟି କି ଗୋଟି ଶହେ ଆଠଟି
[01:07.05] ଦେଉଛି ନିଅ ହର
[01:10.76] (ବମ୍-ବମ୍ ହର-ହର, ବମ୍-ବମ୍ ହର-ହର)
[01:14.88] (ବମ୍-ବମ୍ ହର-ହର, ବମ୍-ବମ୍ ହର-ହର)
[01:18.59]
[01:42.50] ଭୋଗ ଆଣିଛି ମୁଁ ପ୍ରଭୁ
[01:46.59] ପୂର୍ଣ୍ଣ କରି ପୂଜା ଥାଳି
[01:50.53] ଉଛାରୁଛି ପଞ୍ଚାକ୍ଷର
[01:54.22] ଝୁଣା, ଦୀପ, ଧୂପ ଜାଳି
[02:01.99] ଭୋଗ ଆଣିଛି ମୁଁ ପ୍ରଭୁ
[02:05.89] ପୂର୍ଣ୍ଣ କରି ପୂଜା ଥାଳି
[02:09.91] ଉଛାରୁଛି ପଞ୍ଚାକ୍ଷର
[02:13.81] ଝୁଣା, ଦୀପ, ଧୂପ ଜାଳି
[02:17.86] କି ଭୋଗ ଦେବି ତୁମକୁ ପ୍ରଭୁ
[02:21.53] ତୁମେ ତ ଯୋଗୀବର
[02:25.76] ଫଳେ ପୁଷ୍ପେ ମୁଁ ଆଣିଛି ଯାହା
[02:29.82] ସାଦରେ ଘେନ କର
[02:33.36] (ବମ୍-ବମ୍ ହର-ହର, ବମ୍-ବମ୍ ହର-ହର)
[02:37.06] (ବମ୍-ବମ୍ ହର-ହର, ବମ୍-ବମ୍ ହର-ହର)
[02:41.32]
[03:05.08] କି ଅବା କହିବି ପ୍ରଭୁ
[03:09.07] ତୁମେ ଜାଣ ମନ କଥା
[03:12.87] ନୀରବେ ଗୁହାରି କରେ
[03:16.88] ତୁମ ପାଦେ ନଇଁ ମଥା
[03:24.77] କି ଅବା କହିବି ପ୍ରଭୁ
[03:28.62] ତୁମେ ଜାଣ ମନ କଥା
[03:32.71] ନୀରବେ ଗୁହାରି କରେ
[03:36.45] ତୁମ ପାଦେ ନଇଁ ମଥା
[03:40.34] ଦୁଃଖୀ ର ଦୁଃଖ ହରୁଛ ବୋଲି
[03:43.99] ତୁମର ନାଆ ହର
[03:48.16] ତୁମ କରୁଣା ପାଦୁକା ଦାନେ
[03:52.19] ମତେ ହେ ସୁଖି କର
[03:56.02] (ବମ୍-ବମ୍ ହର-ହର, ବମ୍-ବମ୍ ହର-ହର)
[03:59.58] (ବମ୍-ବମ୍ ହର-ହର, ବମ୍-ବମ୍ ହର-ହର)
[04:03.99]
[04:11.73] (ବମ୍-ବମ୍ ହର-ହର, ବମ୍-ବମ୍ ହର-ହର)
[04:15.69] (ବମ୍-ବମ୍ ହର-ହର, ବମ୍-ବମ୍ ହର-ହର)
[04:30.95]