Tu Thare Aa Re Priya
🎵 2283 characters
⏱️ 3:20 duration
🆔 ID: 6782887
📜 Lyrics
ତୁ ଥରେ ଆ'ରେ ପ୍ରିୟା
ମୋ ଛାତିରେ ଥା'ରେ ପ୍ରିୟା
ତୋ ବିନା ଚାଲେ ନାହିଁ ସ୍ପନ୍ଦନ ମୋର
ଓ, ତୁ ଥରେ ଆ'ରେ ପ୍ରିୟା
ମୋ ଛାତିରେ ଥା'ରେ ପ୍ରିୟା
ତୋ ବିନା ଚାଲେ ନାହିଁ ସ୍ପନ୍ଦନ ମୋର
ମୁଁ ସଞ୍ଜରୁ ସକାଳ ପାଗଳ ପ୍ରେମରେ ତୋର
ତୁ ହେଇଯା love tune ମୋର
ତୁ ହେଇଯା love tune ମୋର
ମୁଁ ସଞ୍ଜରୁ ସକାଳ ପାଗଳ ପ୍ରେମରେ ତୋର
ତୁ ହେଇଯା love tune ମୋର
ତୁ ହେଇଯା love tune ମୋର
ପ୍ରିୟା ତୋର ଚୁଇଁ-ମୁଇଁ ହସରେ
ଧୀରେ ଧୀରେ ହୁଏ ମୋତେ ନିଶାରେ
ସେ ନିଶାରେ ଝୁମିଯାଏ ମୁଁ, ହୋ
ଆଖି ତୋର ନୀଳ ନୀଳ ଦରିଆ
ସୁନାରଙ୍ଗି ସପନର ଫରୁଆ
ସେ ସପନେ ହଜିଯାଏ ମୁଁ, ଓ
ତୁ କଲୁ କି କିମିଆଁ? ଓ ପ୍ରୟା, ଆଖିରେ ତୋର
ତୁ ହେଇଯା love tune ମୋର
ତୁ ହେଇଯା love tune ମୋର
ତୁ କଲୁ କି କିମିଆଁ? ଓ ପ୍ରୟା, ଆଖିରେ ତୋର
ତୁ ହେଇଯା love tune ମୋର
ତୁ ହେଇଯା love tune ମୋର
ଗୀତ କରି ମୁଁ ତତେ ଗାଇବି
ଦିନ ରାତି ତତେ ଭଲପାଇବି
ପାଖେ ପାଖେ ମୋର ଥିଲେ ତୁ, ହୋ
ତତେ ପାଇ ସବୁକିଛି ଭୁଲିବି
ତୋ ସାଥିରେ ବାକି ବାଟ ଚାଲିବି
ମୋ ଠିକଣା ହେଇଗଲେ ତୁ, ହୋ
ମୁଁ ଭୁଲିଯିବି ଦୁନିଆଁ ଓ ପ୍ରିୟା, କଥାରେ ତୋର
ତୁ ହେଇଯା love tune ମୋର
ତୁ ହେଇଯା love tune ମୋର
ମୁଁ ଭୁଲିଯିବି ଦୁନିଆଁ ଓ ପ୍ରିୟା, କଥାରେ ତୋର
ତୁ ହେଇଯା love tune ମୋର
ତୁ ହେଇଯା love tune ମୋର
ତୁ ହେଇଯା love tune ମୋର
ତୁ ହେଇଯା love tune ମୋର
ମୋ ଛାତିରେ ଥା'ରେ ପ୍ରିୟା
ତୋ ବିନା ଚାଲେ ନାହିଁ ସ୍ପନ୍ଦନ ମୋର
ଓ, ତୁ ଥରେ ଆ'ରେ ପ୍ରିୟା
ମୋ ଛାତିରେ ଥା'ରେ ପ୍ରିୟା
ତୋ ବିନା ଚାଲେ ନାହିଁ ସ୍ପନ୍ଦନ ମୋର
ମୁଁ ସଞ୍ଜରୁ ସକାଳ ପାଗଳ ପ୍ରେମରେ ତୋର
ତୁ ହେଇଯା love tune ମୋର
ତୁ ହେଇଯା love tune ମୋର
ମୁଁ ସଞ୍ଜରୁ ସକାଳ ପାଗଳ ପ୍ରେମରେ ତୋର
ତୁ ହେଇଯା love tune ମୋର
ତୁ ହେଇଯା love tune ମୋର
ପ୍ରିୟା ତୋର ଚୁଇଁ-ମୁଇଁ ହସରେ
ଧୀରେ ଧୀରେ ହୁଏ ମୋତେ ନିଶାରେ
ସେ ନିଶାରେ ଝୁମିଯାଏ ମୁଁ, ହୋ
ଆଖି ତୋର ନୀଳ ନୀଳ ଦରିଆ
ସୁନାରଙ୍ଗି ସପନର ଫରୁଆ
ସେ ସପନେ ହଜିଯାଏ ମୁଁ, ଓ
ତୁ କଲୁ କି କିମିଆଁ? ଓ ପ୍ରୟା, ଆଖିରେ ତୋର
ତୁ ହେଇଯା love tune ମୋର
ତୁ ହେଇଯା love tune ମୋର
ତୁ କଲୁ କି କିମିଆଁ? ଓ ପ୍ରୟା, ଆଖିରେ ତୋର
ତୁ ହେଇଯା love tune ମୋର
ତୁ ହେଇଯା love tune ମୋର
ଗୀତ କରି ମୁଁ ତତେ ଗାଇବି
ଦିନ ରାତି ତତେ ଭଲପାଇବି
ପାଖେ ପାଖେ ମୋର ଥିଲେ ତୁ, ହୋ
ତତେ ପାଇ ସବୁକିଛି ଭୁଲିବି
ତୋ ସାଥିରେ ବାକି ବାଟ ଚାଲିବି
ମୋ ଠିକଣା ହେଇଗଲେ ତୁ, ହୋ
ମୁଁ ଭୁଲିଯିବି ଦୁନିଆଁ ଓ ପ୍ରିୟା, କଥାରେ ତୋର
ତୁ ହେଇଯା love tune ମୋର
ତୁ ହେଇଯା love tune ମୋର
ମୁଁ ଭୁଲିଯିବି ଦୁନିଆଁ ଓ ପ୍ରିୟା, କଥାରେ ତୋର
ତୁ ହେଇଯା love tune ମୋର
ତୁ ହେଇଯା love tune ମୋର
ତୁ ହେଇଯା love tune ମୋର
ତୁ ହେଇଯା love tune ମୋର
⏱️ Synced Lyrics
[00:20.24] ତୁ ଥରେ ଆ'ରେ ପ୍ରିୟା
[00:22.13] ମୋ ଛାତିରେ ଥା'ରେ ପ୍ରିୟା
[00:24.87] ତୋ ବିନା ଚାଲେ ନାହିଁ ସ୍ପନ୍ଦନ ମୋର
[00:39.51] ଓ, ତୁ ଥରେ ଆ'ରେ ପ୍ରିୟା
[00:42.13] ମୋ ଛାତିରେ ଥା'ରେ ପ୍ରିୟା
[00:44.53] ତୋ ବିନା ଚାଲେ ନାହିଁ ସ୍ପନ୍ଦନ ମୋର
[00:50.33] ମୁଁ ସଞ୍ଜରୁ ସକାଳ ପାଗଳ ପ୍ରେମରେ ତୋର
[00:56.72] ତୁ ହେଇଯା love tune ମୋର
[00:59.15] ତୁ ହେଇଯା love tune ମୋର
[01:01.68] ମୁଁ ସଞ୍ଜରୁ ସକାଳ ପାଗଳ ପ୍ରେମରେ ତୋର
[01:06.70] ତୁ ହେଇଯା love tune ମୋର
[01:09.18] ତୁ ହେଇଯା love tune ମୋର
[01:27.69] ପ୍ରିୟା ତୋର ଚୁଇଁ-ମୁଇଁ ହସରେ
[01:29.95] ଧୀରେ ଧୀରେ ହୁଏ ମୋତେ ନିଶାରେ
[01:32.45] ସେ ନିଶାରେ ଝୁମିଯାଏ ମୁଁ, ହୋ
[01:37.60] ଆଖି ତୋର ନୀଳ ନୀଳ ଦରିଆ
[01:40.05] ସୁନାରଙ୍ଗି ସପନର ଫରୁଆ
[01:42.52] ସେ ସପନେ ହଜିଯାଏ ମୁଁ, ଓ
[01:48.10] ତୁ କଲୁ କି କିମିଆଁ? ଓ ପ୍ରୟା, ଆଖିରେ ତୋର
[01:54.16] ତୁ ହେଇଯା love tune ମୋର
[01:56.63] ତୁ ହେଇଯା love tune ମୋର
[01:59.32] ତୁ କଲୁ କି କିମିଆଁ? ଓ ପ୍ରୟା, ଆଖିରେ ତୋର
[02:04.24] ତୁ ହେଇଯା love tune ମୋର
[02:06.58] ତୁ ହେଇଯା love tune ମୋର
[02:29.94] ଗୀତ କରି ମୁଁ ତତେ ଗାଇବି
[02:32.78] ଦିନ ରାତି ତତେ ଭଲପାଇବି
[02:35.15] ପାଖେ ପାଖେ ମୋର ଥିଲେ ତୁ, ହୋ
[02:40.14] ତତେ ପାଇ ସବୁକିଛି ଭୁଲିବି
[02:42.70] ତୋ ସାଥିରେ ବାକି ବାଟ ଚାଲିବି
[02:45.20] ମୋ ଠିକଣା ହେଇଗଲେ ତୁ, ହୋ
[02:50.45] ମୁଁ ଭୁଲିଯିବି ଦୁନିଆଁ ଓ ପ୍ରିୟା, କଥାରେ ତୋର
[02:56.84] ତୁ ହେଇଯା love tune ମୋର
[02:59.32] ତୁ ହେଇଯା love tune ମୋର
[03:01.64] ମୁଁ ଭୁଲିଯିବି ଦୁନିଆଁ ଓ ପ୍ରିୟା, କଥାରେ ତୋର
[03:06.87] ତୁ ହେଇଯା love tune ମୋର
[03:09.15] ତୁ ହେଇଯା love tune ମୋର
[03:11.75] ତୁ ହେଇଯା love tune ମୋର
[03:14.21] ତୁ ହେଇଯା love tune ମୋର
[03:17.47]
[00:22.13] ମୋ ଛାତିରେ ଥା'ରେ ପ୍ରିୟା
[00:24.87] ତୋ ବିନା ଚାଲେ ନାହିଁ ସ୍ପନ୍ଦନ ମୋର
[00:39.51] ଓ, ତୁ ଥରେ ଆ'ରେ ପ୍ରିୟା
[00:42.13] ମୋ ଛାତିରେ ଥା'ରେ ପ୍ରିୟା
[00:44.53] ତୋ ବିନା ଚାଲେ ନାହିଁ ସ୍ପନ୍ଦନ ମୋର
[00:50.33] ମୁଁ ସଞ୍ଜରୁ ସକାଳ ପାଗଳ ପ୍ରେମରେ ତୋର
[00:56.72] ତୁ ହେଇଯା love tune ମୋର
[00:59.15] ତୁ ହେଇଯା love tune ମୋର
[01:01.68] ମୁଁ ସଞ୍ଜରୁ ସକାଳ ପାଗଳ ପ୍ରେମରେ ତୋର
[01:06.70] ତୁ ହେଇଯା love tune ମୋର
[01:09.18] ତୁ ହେଇଯା love tune ମୋର
[01:27.69] ପ୍ରିୟା ତୋର ଚୁଇଁ-ମୁଇଁ ହସରେ
[01:29.95] ଧୀରେ ଧୀରେ ହୁଏ ମୋତେ ନିଶାରେ
[01:32.45] ସେ ନିଶାରେ ଝୁମିଯାଏ ମୁଁ, ହୋ
[01:37.60] ଆଖି ତୋର ନୀଳ ନୀଳ ଦରିଆ
[01:40.05] ସୁନାରଙ୍ଗି ସପନର ଫରୁଆ
[01:42.52] ସେ ସପନେ ହଜିଯାଏ ମୁଁ, ଓ
[01:48.10] ତୁ କଲୁ କି କିମିଆଁ? ଓ ପ୍ରୟା, ଆଖିରେ ତୋର
[01:54.16] ତୁ ହେଇଯା love tune ମୋର
[01:56.63] ତୁ ହେଇଯା love tune ମୋର
[01:59.32] ତୁ କଲୁ କି କିମିଆଁ? ଓ ପ୍ରୟା, ଆଖିରେ ତୋର
[02:04.24] ତୁ ହେଇଯା love tune ମୋର
[02:06.58] ତୁ ହେଇଯା love tune ମୋର
[02:29.94] ଗୀତ କରି ମୁଁ ତତେ ଗାଇବି
[02:32.78] ଦିନ ରାତି ତତେ ଭଲପାଇବି
[02:35.15] ପାଖେ ପାଖେ ମୋର ଥିଲେ ତୁ, ହୋ
[02:40.14] ତତେ ପାଇ ସବୁକିଛି ଭୁଲିବି
[02:42.70] ତୋ ସାଥିରେ ବାକି ବାଟ ଚାଲିବି
[02:45.20] ମୋ ଠିକଣା ହେଇଗଲେ ତୁ, ହୋ
[02:50.45] ମୁଁ ଭୁଲିଯିବି ଦୁନିଆଁ ଓ ପ୍ରିୟା, କଥାରେ ତୋର
[02:56.84] ତୁ ହେଇଯା love tune ମୋର
[02:59.32] ତୁ ହେଇଯା love tune ମୋର
[03:01.64] ମୁଁ ଭୁଲିଯିବି ଦୁନିଆଁ ଓ ପ୍ରିୟା, କଥାରେ ତୋର
[03:06.87] ତୁ ହେଇଯା love tune ମୋର
[03:09.15] ତୁ ହେଇଯା love tune ମୋର
[03:11.75] ତୁ ହେଇଯା love tune ମୋର
[03:14.21] ତୁ ହେଇଯା love tune ମୋର
[03:17.47]