Home 🎬 Bollywood 🎵 Pakistani 🎤 English Pop

Kunjabana Sundari

👤 Papu Pom Pom 🎼 Kunjabana Sundari ⏱️ 4:09
🎵 3159 characters
⏱️ 4:09 duration
🆔 ID: 6800651

📜 Lyrics

ଗୁଦୁଲୁ-ଗାଦୁଲୁ
ଗୁଦୁଲୁ-ଗାଦୁଲୁ
ଗୁଦୁଲୁ-ଗାଦୁଲୁ, ଏ, ଗୁଦୁଲୁ-ଗାଦୁଲୁ

ଗୁଦୁଲୁ-ଗାଦୁଲୁ ଚେହେରା ତୋର
ଆଖି ତୋର ନୀଳ-କଇଁ
ସକାଳୁ-ସକାଳୁ ନଈକି ଯାଉଛୁ ସିନାନ କରିବା ପାଇଁ ଲୋ

ଗୁଦୁଲୁ-ଗାଦୁଲୁ ଚେହେରା ତୋର
ଆଖି ତୋର ନୀଳ-କଇଁ
ସକାଳୁ-ସକାଳୁ ନଈକି ଯାଉଛୁ ସିନାନ କରିବା ପାଇଁ

ତୁ ଚାଲିଲେ ଉଡୁଛି କାନି
ତୋର ଅଣ୍ଟା ଭାରି ବେଇମାନି
ତୁଇ ଚାଲିଲେ ଉଡୁଛି କାନି
ତୋର ଅଣ୍ଟା ଭାରି ବେଇମାନି

ତୋ ଗୁଲାପି ଓଠର ମହୁଲି ମୋତେ ପିଲେଇଦେ ଲୋ ଗୁରୀ

କୁଞ୍ଜବନ ସୁନ୍ଦରୀ ମୋ, କୁଞ୍ଜବନ ସୁନ୍ଦରୀ
କୁଞ୍ଜବନ ସୁନ୍ଦରୀ ଗୋ, ମୋ କୁଞ୍ଜବନ ସୁନ୍ଦରୀ

ଏ ମୋର୍ ଲବଙ୍ଗଲତା, ମୋର୍ ଗଜମୁକୁତା
ତୋର ହଳଦୀ ମଖା ମୁହଁକୁ ଦେଖି ଗନି ଅଟକି
ଏ ମୋ ମୋର୍ ଲବଙ୍ଗଲତା, ମୋର୍ ଗଜମୁକୁତା
ତୋର ହଳଦୀ ମଖା ମୁହଁକୁ ଦେଖି ଗନି ଅଟକି

ସୋରିଷ ଫୁଲ ଛିଟ ଶାଢ଼ୀକୁ ଦେଖି
ମନଟା ମୋର୍ ସେଇଠି ଗଲାରେ ଲାଖି
ଧନ କଳା-କେଶ ଦେଲୁ ଛାଟି, ମୋ କଲିଜାରେ ହେଲା ପିଟି
ଧନ କଳା-କେଶ ଦେଲୁ ଛାଟି ଲୋ ମୋ କଲିଜାରେ ହେଲା ପିଟି

ମୋ ଛାତି ଭିତରେ ହାଉଲେ ହାଉଲେ ଚଲେଇଦେଲୁ ତୁ ଛୁରୀ

କୁଞ୍ଜବନ ସୁନ୍ଦରୀ ଗୋ, କୁଞ୍ଜବନ ସୁନ୍ଦରୀ, ଏ
କୁଞ୍ଜବନ ସୁନ୍ଦରୀ ଗୋ, ମୋ କୁଞ୍ଜବନ ସୁନ୍ଦରୀ

ଆଲୋ, ୧୬ ବୟସି, ମୋର କାକୁଡ଼ି-କଷି
ତୋର ଠୁମକ୍-ଠୁମକ୍ ଚାଲି ଦିଏ ହୋସ୍ ଉଡେଇ
ଆଲୋ-ଲୋ-ଲୋ, ମୋ ୧୬ ବୟସି, ମୋର କାକୁଡ଼ି-କଷି
ତୋର ଠୁମକ୍-ଠୁମକ୍ ଚାଲି ଦିଏ ହୋସ୍ ଉଡେଇ

ନାଲି-ନାଲି ତୋ ଓଠର ରଙ୍ଗ
ଚାରି ଛ'ଟା lipstick ବୋଧେ ଦେଇଛୁ ଖାଇ
ତୋର୍ ଗଭାର ଗଜରା ବେଣି, ମୋ ଛାତିକି ଦଉଛି ହାଣି
ତୋ ଗଭାର ଗଜରା ବେଣି, ମୋ ଛାତିକି ଦଉଛି ହାଣି

Full-gear ପକେଇ ଏବେ ଭାବୁଛି ଯିବି ମୁଁ ମାଡ଼ି

କୁଞ୍ଜବନ ସୁନ୍ଦରୀ ମୋ, କୁଞ୍ଜବନ ସୁନ୍ଦରୀ, ଏଇ, ଏଇ, ଏଇ
କୁଞ୍ଜବନ ସୁନ୍ଦରୀ ଗୋ, କୁଞ୍ଜବନ ସୁନ୍ଦରୀ

⏱️ Synced Lyrics

[00:14.63] ଗୁଦୁଲୁ-ଗାଦୁଲୁ
[00:16.54] ଗୁଦୁଲୁ-ଗାଦୁଲୁ
[00:18.49] ଗୁଦୁଲୁ-ଗାଦୁଲୁ, ଏ, ଗୁଦୁଲୁ-ଗାଦୁଲୁ
[00:29.34] ଗୁଦୁଲୁ-ଗାଦୁଲୁ ଚେହେରା ତୋର
[00:31.29] ଆଖି ତୋର ନୀଳ-କଇଁ
[00:32.85] ସକାଳୁ-ସକାଳୁ ନଈକି ଯାଉଛୁ ସିନାନ କରିବା ପାଇଁ ଲୋ
[00:40.35] ଗୁଦୁଲୁ-ଗାଦୁଲୁ ଚେହେରା ତୋର
[00:42.30] ଆଖି ତୋର ନୀଳ-କଇଁ
[00:44.19] ସକାଳୁ-ସକାଳୁ ନଈକି ଯାଉଛୁ ସିନାନ କରିବା ପାଇଁ
[00:47.35] ତୁ ଚାଲିଲେ ଉଡୁଛି କାନି
[00:51.05] ତୋର ଅଣ୍ଟା ଭାରି ବେଇମାନି
[00:54.71] ତୁଇ ଚାଲିଲେ ଉଡୁଛି କାନି
[00:56.64] ତୋର ଅଣ୍ଟା ଭାରି ବେଇମାନି
[00:58.57] ତୋ ଗୁଲାପି ଓଠର ମହୁଲି ମୋତେ ପିଲେଇଦେ ଲୋ ଗୁରୀ
[01:04.16] କୁଞ୍ଜବନ ସୁନ୍ଦରୀ ମୋ, କୁଞ୍ଜବନ ସୁନ୍ଦରୀ
[01:11.55] କୁଞ୍ଜବନ ସୁନ୍ଦରୀ ଗୋ, ମୋ କୁଞ୍ଜବନ ସୁନ୍ଦରୀ
[01:40.31] ଏ ମୋର୍ ଲବଙ୍ଗଲତା, ମୋର୍ ଗଜମୁକୁତା
[01:44.27] ତୋର ହଳଦୀ ମଖା ମୁହଁକୁ ଦେଖି ଗନି ଅଟକି
[01:51.41] ଏ ମୋ ମୋର୍ ଲବଙ୍ଗଲତା, ମୋର୍ ଗଜମୁକୁତା
[01:55.40] ତୋର ହଳଦୀ ମଖା ମୁହଁକୁ ଦେଖି ଗନି ଅଟକି
[01:59.16] ସୋରିଷ ଫୁଲ ଛିଟ ଶାଢ଼ୀକୁ ଦେଖି
[02:02.89] ମନଟା ମୋର୍ ସେଇଠି ଗଲାରେ ଲାଖି
[02:06.17] ଧନ କଳା-କେଶ ଦେଲୁ ଛାଟି, ମୋ କଲିଜାରେ ହେଲା ପିଟି
[02:09.83] ଧନ କଳା-କେଶ ଦେଲୁ ଛାଟି ଲୋ ମୋ କଲିଜାରେ ହେଲା ପିଟି
[02:14.02] ମୋ ଛାତି ଭିତରେ ହାଉଲେ ହାଉଲେ ଚଲେଇଦେଲୁ ତୁ ଛୁରୀ
[02:19.48] କୁଞ୍ଜବନ ସୁନ୍ଦରୀ ଗୋ, କୁଞ୍ଜବନ ସୁନ୍ଦରୀ, ଏ
[02:26.87] କୁଞ୍ଜବନ ସୁନ୍ଦରୀ ଗୋ, ମୋ କୁଞ୍ଜବନ ସୁନ୍ଦରୀ
[02:55.84] ଆଲୋ, ୧୬ ବୟସି, ମୋର କାକୁଡ଼ି-କଷି
[02:59.57] ତୋର ଠୁମକ୍-ଠୁମକ୍ ଚାଲି ଦିଏ ହୋସ୍ ଉଡେଇ
[03:06.21] ଆଲୋ-ଲୋ-ଲୋ, ମୋ ୧୬ ବୟସି, ମୋର କାକୁଡ଼ି-କଷି
[03:10.77] ତୋର ଠୁମକ୍-ଠୁମକ୍ ଚାଲି ଦିଏ ହୋସ୍ ଉଡେଇ
[03:14.58] ନାଲି-ନାଲି ତୋ ଓଠର ରଙ୍ଗ
[03:18.26] ଚାରି ଛ'ଟା lipstick ବୋଧେ ଦେଇଛୁ ଖାଇ
[03:21.75] ତୋର୍ ଗଭାର ଗଜରା ବେଣି, ମୋ ଛାତିକି ଦଉଛି ହାଣି
[03:25.44] ତୋ ଗଭାର ଗଜରା ବେଣି, ମୋ ଛାତିକି ଦଉଛି ହାଣି
[03:29.45] Full-gear ପକେଇ ଏବେ ଭାବୁଛି ଯିବି ମୁଁ ମାଡ଼ି
[03:34.71] କୁଞ୍ଜବନ ସୁନ୍ଦରୀ ମୋ, କୁଞ୍ଜବନ ସୁନ୍ଦରୀ, ଏଇ, ଏଇ, ଏଇ
[03:42.29] କୁଞ୍ଜବନ ସୁନ୍ଦରୀ ଗୋ, କୁଞ୍ଜବନ ସୁନ୍ଦରୀ
[03:49.14]

⭐ Rate These Lyrics

Average: 0.0/5 • 0 ratings