Gua Ghia
🎵 3317 characters
⏱️ 4:31 duration
🆔 ID: 6800661
📜 Lyrics
ତମ ସାଙ୍ଗେ ମୋର ଯୋଡ଼ିଟା ଯେମିତି ଗୁଆଘିଅ ସାଙ୍ଗେ ଅରୁଆ ଭାତ
ହେଇଟି, ତମରି ଭଳିଆ ସୁନ୍ଦରୀ-ରମଣୀ ବାହା ହେବା ପାଇଁ ଛଟପଟ
ହାଁ, ତମ ସାଙ୍ଗେ ମୋର ଯୋଡ଼ିଟା ଯେମିତି ଗୁଆଘିଅ ସାଙ୍ଗେ ଅରୁଆ ଭାତ
ତମରି ଭଳିଆ ସୁନ୍ଦରୀ-ରମଣୀ ବାହା ହେବା ପାଇଁ ଛଟପଟ
ମୁଁ ମୁଢ଼ି ହେଲେ ତମେ ମିକ୍ଚର
ମୁଁ ଖଟା ହେଲେ ତମେ Beer
ମୁଁ ଇଟିଲିକୁ ତମେ ସମ୍ବର
ମୁଁ ମାଛ ହେଲେ ତମେ ବେସର
ଆରେ, ଯେତେ ଝିଅ ଥିଲେ ମା'ରାଣ, ଜମା ତମପରି କେହି ନୁହଁ
(କାଇଁ ଝିଅ ଏମିତି କିରା ଖାଉଛି କି?)
ସିଏ ଗୁଆଘିଅ ଗୁଆଘିଅ, ହାଁ, ଅରୁଆକୁ ଗୁଆଘିଅ
ଗୁଆଘିଅ ଗୁଆଘିଅ, ହାଁ, ଅରୁଆକୁ ଗୁଆଘିଅ
(ରହ ତୋ ମା'କୁ କହୁଛି)
କଉ time ରେ ତମକୁ ମୋ ପାଇଁ, କିଏ ସେ ଦେଇଛି ଗଢ଼ି?
ପଖାଳ ସାଙ୍ଗକୁ ଯେମିତି ସୁନ୍ଦର ପାଣି ଆଳୁ ଚଡଚଡି
ଆଲୋ, ଟିକିଲି, ଅତର ସବୁ କିଣିଦେବି, ଥରେ ହେଇଯାଅ ରାଜି
ଗୋଡ଼, ହାତ ସବୁ ଘଷି ମୋଡ଼ି ଦେବି, ତୁମରି ସେବକ ସାଜି
ଆରେ, ଚୁଡା ସାଙ୍ଗେ ଗୁଡ଼ ଯେମିତି
ଧନ, ଯୋଡିଟା ଆମର ସେମିତି
ତମେ ନଟେଇକୁ ମୁଁ Kite
ତୁମେ ଜହ୍ନ ହେଲେ ମୁଁ night
ଆରେ, ଏତେ ଦିନେ ଖୋଜି ମୁଁ ପାଇଛି
ଟିକିଏ କାଖେଇ ଯାଅ
(ତୋ ପାଇଁ କିଆଁ କାଖେଇବ? ତୁ ଏମିତି କିଏ କି?)
ମୁଁ ଗୁଆଘିଅ ଗୁଆଘିଅ
ସେ ଅରୁଆ ମୁଁ ତାର ଘିଅ
ହାଁ, ଗୁଆଘିଅ ଗୁଆଘିଅ
ହରିବୋଲ, ଅରୁଆକୁ ଗୁଆଘିଅ ଗୁଆଘିଅ
ଆରେ, ଅରୁଆ ସାଙ୍ଗକୁ ଡାଲି
ତମେ ଗାଲ ହେଲେ ମୁଁ fair & lovely, ବଉଳ ଲୋ (ବଉଳ ଲୋ)
ମୁଁ ଆଇନା ତମେ ଟିକିଲି (ବଉଳ ଲୋ)
ନାନ ସାଙ୍ଗେ ତଡକା
ମୁଁ ଦେଶୀ ହେଲେ ତୁମେ ମୋର Vodka ବଉଳ ଲୋ (ବଉଳ ଲୋ)
ବଞ୍ଚି ପାରୁନି ମୁଁ ଏକା-ଏକା (ବଉଳ ଲୋ)
ଆରେ, ଏତେ ଦିନେ ଖୋଜି ମୁଁ ପାଇଛି
ଟିକିଏ କାଖେଇ ଯାଅ
(ଗୁଆଘିଅ ଗୁଆଘିଅ, ବାଡ଼ିଖିଆ ଖୁଆଇବି ଗୁଆଘିଅ)
(ହେ, ଗୁଆଘିଅ ଗୁଆଘିଅ, ବାଡ଼ିଖିଆ ଖୁଆଇବି ଗୁଆଘିଅ)
ଗୁଆଘିଅ ଗୁଆଘିଅ, ହାଁ, ଅରୁଆକୁ ଗୁଆଘିଅ
ଗୁଆଘିଅ ଗୁଆଘିଅ, ହାଁ, ଅରୁଆକୁ ଗୁଆଘିଅ
(ଗୁଆଘିଅ ନା ଛେଳିଘିଅ ବା?)

⏱️ Synced Lyrics
[00:36.72] ତମ ସାଙ୍ଗେ ମୋର ଯୋଡ଼ିଟା ଯେମିତି ଗୁଆଘିଅ ସାଙ୍ଗେ ଅରୁଆ ଭାତ
[00:47.34] ହେଇଟି, ତମରି ଭଳିଆ ସୁନ୍ଦରୀ-ରମଣୀ ବାହା ହେବା ପାଇଁ ଛଟପଟ
[00:58.53] ହାଁ, ତମ ସାଙ୍ଗେ ମୋର ଯୋଡ଼ିଟା ଯେମିତି ଗୁଆଘିଅ ସାଙ୍ଗେ ଅରୁଆ ଭାତ
[01:04.62] ତମରି ଭଳିଆ ସୁନ୍ଦରୀ-ରମଣୀ ବାହା ହେବା ପାଇଁ ଛଟପଟ
[01:09.79] ମୁଁ ମୁଢ଼ି ହେଲେ ତମେ ମିକ୍ଚର
[01:12.61] ମୁଁ ଖଟା ହେଲେ ତମେ Beer
[01:15.64] ମୁଁ ଇଟିଲିକୁ ତମେ ସମ୍ବର
[01:18.28] ମୁଁ ମାଛ ହେଲେ ତମେ ବେସର
[01:20.96] ଆରେ, ଯେତେ ଝିଅ ଥିଲେ ମା'ରାଣ, ଜମା ତମପରି କେହି ନୁହଁ
[01:27.12] (କାଇଁ ଝିଅ ଏମିତି କିରା ଖାଉଛି କି?)
[01:29.23] ସିଏ ଗୁଆଘିଅ ଗୁଆଘିଅ, ହାଁ, ଅରୁଆକୁ ଗୁଆଘିଅ
[01:35.38] ଗୁଆଘିଅ ଗୁଆଘିଅ, ହାଁ, ଅରୁଆକୁ ଗୁଆଘିଅ
[01:42.09] (ରହ ତୋ ମା'କୁ କହୁଛି)
[02:03.30] କଉ time ରେ ତମକୁ ମୋ ପାଇଁ, କିଏ ସେ ଦେଇଛି ଗଢ଼ି?
[02:08.73] ପଖାଳ ସାଙ୍ଗକୁ ଯେମିତି ସୁନ୍ଦର ପାଣି ଆଳୁ ଚଡଚଡି
[02:19.66] ଆଲୋ, ଟିକିଲି, ଅତର ସବୁ କିଣିଦେବି, ଥରେ ହେଇଯାଅ ରାଜି
[02:25.47] ଗୋଡ଼, ହାତ ସବୁ ଘଷି ମୋଡ଼ି ଦେବି, ତୁମରି ସେବକ ସାଜି
[02:30.90] ଆରେ, ଚୁଡା ସାଙ୍ଗେ ଗୁଡ଼ ଯେମିତି
[02:33.52] ଧନ, ଯୋଡିଟା ଆମର ସେମିତି
[02:36.48] ତମେ ନଟେଇକୁ ମୁଁ Kite
[02:39.18] ତୁମେ ଜହ୍ନ ହେଲେ ମୁଁ night
[02:42.06] ଆରେ, ଏତେ ଦିନେ ଖୋଜି ମୁଁ ପାଇଛି
[02:45.24] ଟିକିଏ କାଖେଇ ଯାଅ
[02:47.93] (ତୋ ପାଇଁ କିଆଁ କାଖେଇବ? ତୁ ଏମିତି କିଏ କି?)
[02:50.35] ମୁଁ ଗୁଆଘିଅ ଗୁଆଘିଅ
[02:53.07] ସେ ଅରୁଆ ମୁଁ ତାର ଘିଅ
[02:55.95] ହାଁ, ଗୁଆଘିଅ ଗୁଆଘିଅ
[02:58.40] ହରିବୋଲ, ଅରୁଆକୁ ଗୁଆଘିଅ ଗୁଆଘିଅ
[03:23.88] ଆରେ, ଅରୁଆ ସାଙ୍ଗକୁ ଡାଲି
[03:26.43] ତମେ ଗାଲ ହେଲେ ମୁଁ fair & lovely, ବଉଳ ଲୋ (ବଉଳ ଲୋ)
[03:32.37] ମୁଁ ଆଇନା ତମେ ଟିକିଲି (ବଉଳ ଲୋ)
[03:40.81] ନାନ ସାଙ୍ଗେ ତଡକା
[03:43.38] ମୁଁ ଦେଶୀ ହେଲେ ତୁମେ ମୋର Vodka ବଉଳ ଲୋ (ବଉଳ ଲୋ)
[03:48.98] ବଞ୍ଚି ପାରୁନି ମୁଁ ଏକା-ଏକା (ବଉଳ ଲୋ)
[03:54.52] ଆରେ, ଏତେ ଦିନେ ଖୋଜି ମୁଁ ପାଇଛି
[03:57.78] ଟିକିଏ କାଖେଇ ଯାଅ
[04:03.20] (ଗୁଆଘିଅ ଗୁଆଘିଅ, ବାଡ଼ିଖିଆ ଖୁଆଇବି ଗୁଆଘିଅ)
[04:08.35] (ହେ, ଗୁଆଘିଅ ଗୁଆଘିଅ, ବାଡ଼ିଖିଆ ଖୁଆଇବି ଗୁଆଘିଅ)
[04:14.55] ଗୁଆଘିଅ ଗୁଆଘିଅ, ହାଁ, ଅରୁଆକୁ ଗୁଆଘିଅ
[04:19.85] ଗୁଆଘିଅ ଗୁଆଘିଅ, ହାଁ, ଅରୁଆକୁ ଗୁଆଘିଅ
[04:26.27] (ଗୁଆଘିଅ ନା ଛେଳିଘିଅ ବା?)
[04:27.88]