Home 🎬 Bollywood 🎵 Pakistani 🎤 English Pop

Lachaka Mani Baby

👤 Antara Chakraborty, Debesh Pati 🎼 Lachaka Mani Baby ⏱️ 3:58
🎵 3100 characters
⏱️ 3:58 duration
🆔 ID: 6800664

📜 Lyrics

ହାଏ ଲୋ ମୋ ଝମ୍ପରବାଲି, ନାଲି ଝିଣ୍ଟିକା
ତତେ ଦେଖି ଦିଲଟା ହୁଏ ବିନ୍ଧା-ଝିଟିକା
ହଁ, ବାଇୟାଟା ଖାଇଦବୁ ଯା' ଜ୍ୱର ବଟିକା
ଘର ବାଟେ କରନା ଆଉ ନୃତ୍ୟ-ନାଟିକା

ତୋ ରାଣ, ମୋ ପ୍ରାଣ ମୁଁ ତୋ ପାଇଁ ଦେଇଦେବି ଲୋ

ଲଚକମଣି baby ଲୋ, boyfriend ତୋର ହେବି ଲୋ
ଘୁଡୁ-ଘୁଡୁ-ଘୁଡୁ bullet ଗାଡ଼ିରେ ବଜାର ବୁଲେଇ ନେବି ଲୋ
ଏ, ଲଚକମଣି baby ରେ, ଚକମା ଦେଖେଇ ଦେବି ରେ
ଘୁଡୁ-ଘୁଡୁ-ଘୁଡୁ bullet ଗାଡ଼ିରେ ବଜାର ଗାଇଯିବି

ହେ, शोना, ହାଏ ତୁ ସୁନ୍ଦରୀ ମଇନା
ତୋର ଟୁକୁରୁ-ଟୁକୁରୁ ଆଖି ଦି'ଟା କଲା ରେ ପାଗଲା ଦିୱାନା
ହେ, ଗେଣ୍ଡା, ଏତେ ତୁ style ମାରନା
ବେସି ଛୁନ୍ଦୁରୁ-ମୁନ୍ଦୁରୁ କଥା କହିଲେ, ଦେଖିବୁ ସଦର ଥାନା

ହେ छोरी, ହବୁ ଚୋରି, ଗଲେ ପଛେ ଥାନାକୁ ମୁଁ ଯିବି ଲୋ

ଲଚକମଣି baby ଲୋ, boyfriend ତୋର ହେବି ଲୋ
ଘୁଡୁ-ଘୁଡୁ-ଘୁଡୁ bullet ଗାଡ଼ିରେ ବଜାର ବୁଲେଇ ନେବି
ଆଏ-ହାଏ, ଲଚକମଣି baby ରେ, ଚକମା ଦେଖେଇ ଦେବି ରେ
ଘୁଡୁ-ଘୁଡୁ-ଘୁଡୁ bullet ଗାଡ଼ିରେ ବଜାର ଗାଇଯିବି

ତାନାନା-ନାନା-ତାନାନା
ତାନାନା-ନାନା-ତାନାନା
ତାନାନା-ନାନା-ତାନାନା

ଏ mummy, ଟୋକାଟା ହତାଶ ପ୍ରେମୀ
ଆରେ ଲାଗୁଛି ଯେମିତି ପ୍ରେମ-vitamin ଯାଇଛି ତା ଦେହରୁ କମି
ହେ, ମଣି, ଶୁଣାଣି ଏତେ କାହାଣୀ
ତୁ ନଗଲେ କୁଲୁ-କୁଲୁ ହୁଏ ଯିବାକୁ ତୋ ସାନ ଭଉଣୀ

ହଉ ଧନ, ଦେଲି ମନ, କହ କେବେ କରିବୁ ତୋ baby ରେ?

ହଁ, ଲଚକମଣି baby ରେ, girlfriend ତୋର ହେବି ରେ
ଘୁଡୁ-ଘୁଡୁ-ଘୁଡୁ bullet ଗାଡ଼ିରେ ବଜାର ତୋ ସାଥେ ଯିବି
ହଁ, ଲଚକମଣି baby ଲୋ, boyfriend ତୋର ହେବି ଲୋ
ଘୁଡୁ-ଘୁଡୁ-ଘୁଡୁ bullet ଗାଡ଼ିରେ ବଜାର ବୁଲେଇ ନେବି
ଆଏ-ହାଏ, ଲଚକମଣି baby ରେ, girlfriend ତୋର ହେବି ରେ
ଘୁଡୁ-ଘୁଡୁ-ଘୁଡୁ bullet ଗାଡ଼ିରେ ବଜାର ତୋ ସାଥେ ଯିବି
ହଁ, ଲଚକମଣି baby ଲୋ, boyfriend ତୋର ହେବି ଲୋ
ଘୁଡୁ-ଘୁଡୁ-ଘୁଡୁ bullet ଗାଡ଼ିରେ ବଜାର ବୁଲେଇ ନେବି

⏱️ Synced Lyrics

[00:37.23] ହାଏ ଲୋ ମୋ ଝମ୍ପରବାଲି, ନାଲି ଝିଣ୍ଟିକା
[00:41.56] ତତେ ଦେଖି ଦିଲଟା ହୁଏ ବିନ୍ଧା-ଝିଟିକା
[00:49.30] ହଁ, ବାଇୟାଟା ଖାଇଦବୁ ଯା' ଜ୍ୱର ବଟିକା
[00:53.87] ଘର ବାଟେ କରନା ଆଉ ନୃତ୍ୟ-ନାଟିକା
[00:57.54] ତୋ ରାଣ, ମୋ ପ୍ରାଣ ମୁଁ ତୋ ପାଇଁ ଦେଇଦେବି ଲୋ
[01:03.96] ଲଚକମଣି baby ଲୋ, boyfriend ତୋର ହେବି ଲୋ
[01:08.26] ଘୁଡୁ-ଘୁଡୁ-ଘୁଡୁ bullet ଗାଡ଼ିରେ ବଜାର ବୁଲେଇ ନେବି ଲୋ
[01:11.72] ଏ, ଲଚକମଣି baby ରେ, ଚକମା ଦେଖେଇ ଦେବି ରେ
[01:16.49] ଘୁଡୁ-ଘୁଡୁ-ଘୁଡୁ bullet ଗାଡ଼ିରେ ବଜାର ଗାଇଯିବି
[01:37.13] ହେ, शोना, ହାଏ ତୁ ସୁନ୍ଦରୀ ମଇନା
[01:42.92] ତୋର ଟୁକୁରୁ-ଟୁକୁରୁ ଆଖି ଦି'ଟା କଲା ରେ ପାଗଲା ଦିୱାନା
[01:53.68] ହେ, ଗେଣ୍ଡା, ଏତେ ତୁ style ମାରନା
[01:59.53] ବେସି ଛୁନ୍ଦୁରୁ-ମୁନ୍ଦୁରୁ କଥା କହିଲେ, ଦେଖିବୁ ସଦର ଥାନା
[02:05.93] ହେ छोरी, ହବୁ ଚୋରି, ଗଲେ ପଛେ ଥାନାକୁ ମୁଁ ଯିବି ଲୋ
[02:12.34] ଲଚକମଣି baby ଲୋ, boyfriend ତୋର ହେବି ଲୋ
[02:16.33] ଘୁଡୁ-ଘୁଡୁ-ଘୁଡୁ bullet ଗାଡ଼ିରେ ବଜାର ବୁଲେଇ ନେବି
[02:19.89] ଆଏ-ହାଏ, ଲଚକମଣି baby ରେ, ଚକମା ଦେଖେଇ ଦେବି ରେ
[02:24.59] ଘୁଡୁ-ଘୁଡୁ-ଘୁଡୁ bullet ଗାଡ଼ିରେ ବଜାର ଗାଇଯିବି
[02:37.29] ତାନାନା-ନାନା-ତାନାନା
[02:39.56] ତାନାନା-ନାନା-ତାନାନା
[02:41.37] ତାନାନା-ନାନା-ତାନାନା
[02:45.63] ଏ mummy, ଟୋକାଟା ହତାଶ ପ୍ରେମୀ
[02:51.24] ଆରେ ଲାଗୁଛି ଯେମିତି ପ୍ରେମ-vitamin ଯାଇଛି ତା ଦେହରୁ କମି
[03:01.74] ହେ, ମଣି, ଶୁଣାଣି ଏତେ କାହାଣୀ
[03:07.92] ତୁ ନଗଲେ କୁଲୁ-କୁଲୁ ହୁଏ ଯିବାକୁ ତୋ ସାନ ଭଉଣୀ
[03:14.08] ହଉ ଧନ, ଦେଲି ମନ, କହ କେବେ କରିବୁ ତୋ baby ରେ?
[03:20.18] ହଁ, ଲଚକମଣି baby ରେ, girlfriend ତୋର ହେବି ରେ
[03:24.61] ଘୁଡୁ-ଘୁଡୁ-ଘୁଡୁ bullet ଗାଡ଼ିରେ ବଜାର ତୋ ସାଥେ ଯିବି
[03:28.45] ହଁ, ଲଚକମଣି baby ଲୋ, boyfriend ତୋର ହେବି ଲୋ
[03:32.90] ଘୁଡୁ-ଘୁଡୁ-ଘୁଡୁ bullet ଗାଡ଼ିରେ ବଜାର ବୁଲେଇ ନେବି
[03:36.47] ଆଏ-ହାଏ, ଲଚକମଣି baby ରେ, girlfriend ତୋର ହେବି ରେ
[03:41.26] ଘୁଡୁ-ଘୁଡୁ-ଘୁଡୁ bullet ଗାଡ଼ିରେ ବଜାର ତୋ ସାଥେ ଯିବି
[03:44.97] ହଁ, ଲଚକମଣି baby ଲୋ, boyfriend ତୋର ହେବି ଲୋ
[03:49.48] ଘୁଡୁ-ଘୁଡୁ-ଘୁଡୁ bullet ଗାଡ଼ିରେ ବଜାର ବୁଲେଇ ନେବି
[03:53.43]

⭐ Rate These Lyrics

Average: 0.0/5 • 0 ratings