Jamuna Jibaku Mote Hoichi Mana
🎵 2571 characters
⏱️ 4:24 duration
🆔 ID: 6800711
📜 Lyrics
ସତର ବୟସି ସରୁ-ଚକୁଳି ତୁ
ଆଲୋ ମୋ ଚାଉଳ-ଚୁନା
ସକାଳୁ-ସକାଳୁ ଝରକା ଖୋଲି ତୁ
ବୁଲେଇ ବଙ୍କେଇ ଅନା
ଯୋଡ଼ା ଆଖି ତୋ ଭାରି ନିଦୁଆ
କେବେ କରୁଛୁ ତୁଠ ଗାଧୁଆ?
ଆ ତୋ ପାଇଁ ବସିଛି ଧରି ମୁଁ ହଳଦୀ ଗିନା
ଯମୁନା, ଯମୁନା, ଯମୁନା ଯିବାକୁ ମୋତେ ହେଇଛି ମନା
ଯମୁନା ଯିବାକୁ ମୋତେ ହେଇଛି ମନା
ଯମୁନା ଯିବାକୁ ମୋତେ ହେଇଛି ମନା
ଯମୁନା ଯିବାକୁ ମୋତେ ହେଇଛି ମନା
ପୋଟଳ-ଚିରା ତୋ ଆଖି
ପାଗଳ କରିଛି ଏତେ
ତୋ ହଳଦୀ ଚେହେରା ଦେଖି ଲୋ
ପ୍ରେମର ଜଣ୍ଡିସ ମତେ, ହାଏ
ରାତିରେ ପାରୁନି ସୋଇ
ଦିହ କସମସ ହୁଏ
କଡ଼ ଲେଉଟାଏ ଯେତେ ଲୋ
ତୋ କଥା ହିଁ ଭାବୁଥାଏ
ଢ଼ିପା ଚାଲି ତୋ ଭାରି ଚାତୁରି
ମାରେ ଛାତିରେ ରାଢ଼ କତୁରୀ
ଆ ଫାଙ୍କା ନଈ କୂଳେ ହେଇଯିବା ଟିକେ ଚିହ୍ନା
ଯମୁନା, ଯମୁନା, ଯମୁନା ଯିବାକୁ ମୋତେ ହେଇଛି ମନା
ଯମୁନା ଯିବାକୁ ମୋତେ ହେଇଛି ମନା
ଯମୁନା ଯିବାକୁ ମୋତେ ହେଇଛି ମନା
ଯମୁନା ଯିବାକୁ ମୋତେ ହେଇଛି ମନା
କଅଁଳିଆ ତୋର ମନ
ଦେହ ତୋ ନରମ ପେଜ
କେତେ ଆଉ କରୁଥିବୁ ଲୋ?
ମୋ ପାଇଁ ଛାଡ଼ିଦେ ଲାଜ
ନଈରେ ଗୋଳିଆ ପାଣି
କୂଳରେ ବସିବା ଟିକେ
ମନ ଭରି କଥା ହବା ଲୋ
ନଥିବେ କେ ଆଖେପାଖେ
ଚାଲ୍ ଖେଳିବା ଆଖି କବାଡି
ମନ ପାଗଟା ଯାଉ ବିଗିଡ଼ି
ଆ ତତେ ଛୁଇଁବାକୁ ଦେଇଦେ ଟିକେ ବାହାନା
ଯମୁନା, ଯମୁନା, ଯମୁନା ଯିବାକୁ ମୋତେ ହେଇଛି ମନା
ଯମୁନା ଯିବାକୁ ମୋତେ ହେଇଛି ମନା
ଯମୁନା ଯିବାକୁ ମୋତେ ହେଇଛି ମନା
ଯମୁନା ଯିବାକୁ ମୋତେ ହେଇଛି ମନା
ଆଲୋ ମୋ ଚାଉଳ-ଚୁନା
ସକାଳୁ-ସକାଳୁ ଝରକା ଖୋଲି ତୁ
ବୁଲେଇ ବଙ୍କେଇ ଅନା
ଯୋଡ଼ା ଆଖି ତୋ ଭାରି ନିଦୁଆ
କେବେ କରୁଛୁ ତୁଠ ଗାଧୁଆ?
ଆ ତୋ ପାଇଁ ବସିଛି ଧରି ମୁଁ ହଳଦୀ ଗିନା
ଯମୁନା, ଯମୁନା, ଯମୁନା ଯିବାକୁ ମୋତେ ହେଇଛି ମନା
ଯମୁନା ଯିବାକୁ ମୋତେ ହେଇଛି ମନା
ଯମୁନା ଯିବାକୁ ମୋତେ ହେଇଛି ମନା
ଯମୁନା ଯିବାକୁ ମୋତେ ହେଇଛି ମନା
ପୋଟଳ-ଚିରା ତୋ ଆଖି
ପାଗଳ କରିଛି ଏତେ
ତୋ ହଳଦୀ ଚେହେରା ଦେଖି ଲୋ
ପ୍ରେମର ଜଣ୍ଡିସ ମତେ, ହାଏ
ରାତିରେ ପାରୁନି ସୋଇ
ଦିହ କସମସ ହୁଏ
କଡ଼ ଲେଉଟାଏ ଯେତେ ଲୋ
ତୋ କଥା ହିଁ ଭାବୁଥାଏ
ଢ଼ିପା ଚାଲି ତୋ ଭାରି ଚାତୁରି
ମାରେ ଛାତିରେ ରାଢ଼ କତୁରୀ
ଆ ଫାଙ୍କା ନଈ କୂଳେ ହେଇଯିବା ଟିକେ ଚିହ୍ନା
ଯମୁନା, ଯମୁନା, ଯମୁନା ଯିବାକୁ ମୋତେ ହେଇଛି ମନା
ଯମୁନା ଯିବାକୁ ମୋତେ ହେଇଛି ମନା
ଯମୁନା ଯିବାକୁ ମୋତେ ହେଇଛି ମନା
ଯମୁନା ଯିବାକୁ ମୋତେ ହେଇଛି ମନା
କଅଁଳିଆ ତୋର ମନ
ଦେହ ତୋ ନରମ ପେଜ
କେତେ ଆଉ କରୁଥିବୁ ଲୋ?
ମୋ ପାଇଁ ଛାଡ଼ିଦେ ଲାଜ
ନଈରେ ଗୋଳିଆ ପାଣି
କୂଳରେ ବସିବା ଟିକେ
ମନ ଭରି କଥା ହବା ଲୋ
ନଥିବେ କେ ଆଖେପାଖେ
ଚାଲ୍ ଖେଳିବା ଆଖି କବାଡି
ମନ ପାଗଟା ଯାଉ ବିଗିଡ଼ି
ଆ ତତେ ଛୁଇଁବାକୁ ଦେଇଦେ ଟିକେ ବାହାନା
ଯମୁନା, ଯମୁନା, ଯମୁନା ଯିବାକୁ ମୋତେ ହେଇଛି ମନା
ଯମୁନା ଯିବାକୁ ମୋତେ ହେଇଛି ମନା
ଯମୁନା ଯିବାକୁ ମୋତେ ହେଇଛି ମନା
ଯମୁନା ଯିବାକୁ ମୋତେ ହେଇଛି ମନା
⏱️ Synced Lyrics
[00:30.99] ସତର ବୟସି ସରୁ-ଚକୁଳି ତୁ
[00:34.29] ଆଲୋ ମୋ ଚାଉଳ-ଚୁନା
[00:37.29] ସକାଳୁ-ସକାଳୁ ଝରକା ଖୋଲି ତୁ
[00:40.36] ବୁଲେଇ ବଙ୍କେଇ ଅନା
[00:43.16] ଯୋଡ଼ା ଆଖି ତୋ ଭାରି ନିଦୁଆ
[00:46.23] କେବେ କରୁଛୁ ତୁଠ ଗାଧୁଆ?
[00:49.34] ଆ ତୋ ପାଇଁ ବସିଛି ଧରି ମୁଁ ହଳଦୀ ଗିନା
[00:54.84] ଯମୁନା, ଯମୁନା, ଯମୁନା ଯିବାକୁ ମୋତେ ହେଇଛି ମନା
[01:04.12] ଯମୁନା ଯିବାକୁ ମୋତେ ହେଇଛି ମନା
[01:10.47] ଯମୁନା ଯିବାକୁ ମୋତେ ହେଇଛି ମନା
[01:16.79] ଯମୁନା ଯିବାକୁ ମୋତେ ହେଇଛି ମନା
[01:22.52]
[01:47.30] ପୋଟଳ-ଚିରା ତୋ ଆଖି
[01:50.44] ପାଗଳ କରିଛି ଏତେ
[01:53.50] ତୋ ହଳଦୀ ଚେହେରା ଦେଖି ଲୋ
[01:56.77] ପ୍ରେମର ଜଣ୍ଡିସ ମତେ, ହାଏ
[02:03.06] ରାତିରେ ପାରୁନି ସୋଇ
[02:05.97] ଦିହ କସମସ ହୁଏ
[02:09.27] କଡ଼ ଲେଉଟାଏ ଯେତେ ଲୋ
[02:12.33] ତୋ କଥା ହିଁ ଭାବୁଥାଏ
[02:14.90] ଢ଼ିପା ଚାଲି ତୋ ଭାରି ଚାତୁରି
[02:18.13] ମାରେ ଛାତିରେ ରାଢ଼ କତୁରୀ
[02:21.30] ଆ ଫାଙ୍କା ନଈ କୂଳେ ହେଇଯିବା ଟିକେ ଚିହ୍ନା
[02:26.72] ଯମୁନା, ଯମୁନା, ଯମୁନା ଯିବାକୁ ମୋତେ ହେଇଛି ମନା
[02:36.13] ଯମୁନା ଯିବାକୁ ମୋତେ ହେଇଛି ମନା
[02:42.44] ଯମୁନା ଯିବାକୁ ମୋତେ ହେଇଛି ମନା
[02:48.74] ଯମୁନା ଯିବାକୁ ମୋତେ ହେଇଛି ମନା
[02:54.52]
[03:13.11] କଅଁଳିଆ ତୋର ମନ
[03:16.36] ଦେହ ତୋ ନରମ ପେଜ
[03:19.28] କେତେ ଆଉ କରୁଥିବୁ ଲୋ?
[03:22.56] ମୋ ପାଇଁ ଛାଡ଼ିଦେ ଲାଜ
[03:28.69] ନଈରେ ଗୋଳିଆ ପାଣି
[03:31.87] କୂଳରେ ବସିବା ଟିକେ
[03:34.85] ମନ ଭରି କଥା ହବା ଲୋ
[03:38.18] ନଥିବେ କେ ଆଖେପାଖେ
[03:40.64] ଚାଲ୍ ଖେଳିବା ଆଖି କବାଡି
[03:44.02] ମନ ପାଗଟା ଯାଉ ବିଗିଡ଼ି
[03:47.12] ଆ ତତେ ଛୁଇଁବାକୁ ଦେଇଦେ ଟିକେ ବାହାନା
[03:52.48] ଯମୁନା, ଯମୁନା, ଯମୁନା ଯିବାକୁ ମୋତେ ହେଇଛି ମନା
[04:01.97] ଯମୁନା ଯିବାକୁ ମୋତେ ହେଇଛି ମନା
[04:08.04] ଯମୁନା ଯିବାକୁ ମୋତେ ହେଇଛି ମନା
[04:14.36] ଯମୁନା ଯିବାକୁ ମୋତେ ହେଇଛି ମନା
[04:19.75]
[00:34.29] ଆଲୋ ମୋ ଚାଉଳ-ଚୁନା
[00:37.29] ସକାଳୁ-ସକାଳୁ ଝରକା ଖୋଲି ତୁ
[00:40.36] ବୁଲେଇ ବଙ୍କେଇ ଅନା
[00:43.16] ଯୋଡ଼ା ଆଖି ତୋ ଭାରି ନିଦୁଆ
[00:46.23] କେବେ କରୁଛୁ ତୁଠ ଗାଧୁଆ?
[00:49.34] ଆ ତୋ ପାଇଁ ବସିଛି ଧରି ମୁଁ ହଳଦୀ ଗିନା
[00:54.84] ଯମୁନା, ଯମୁନା, ଯମୁନା ଯିବାକୁ ମୋତେ ହେଇଛି ମନା
[01:04.12] ଯମୁନା ଯିବାକୁ ମୋତେ ହେଇଛି ମନା
[01:10.47] ଯମୁନା ଯିବାକୁ ମୋତେ ହେଇଛି ମନା
[01:16.79] ଯମୁନା ଯିବାକୁ ମୋତେ ହେଇଛି ମନା
[01:22.52]
[01:47.30] ପୋଟଳ-ଚିରା ତୋ ଆଖି
[01:50.44] ପାଗଳ କରିଛି ଏତେ
[01:53.50] ତୋ ହଳଦୀ ଚେହେରା ଦେଖି ଲୋ
[01:56.77] ପ୍ରେମର ଜଣ୍ଡିସ ମତେ, ହାଏ
[02:03.06] ରାତିରେ ପାରୁନି ସୋଇ
[02:05.97] ଦିହ କସମସ ହୁଏ
[02:09.27] କଡ଼ ଲେଉଟାଏ ଯେତେ ଲୋ
[02:12.33] ତୋ କଥା ହିଁ ଭାବୁଥାଏ
[02:14.90] ଢ଼ିପା ଚାଲି ତୋ ଭାରି ଚାତୁରି
[02:18.13] ମାରେ ଛାତିରେ ରାଢ଼ କତୁରୀ
[02:21.30] ଆ ଫାଙ୍କା ନଈ କୂଳେ ହେଇଯିବା ଟିକେ ଚିହ୍ନା
[02:26.72] ଯମୁନା, ଯମୁନା, ଯମୁନା ଯିବାକୁ ମୋତେ ହେଇଛି ମନା
[02:36.13] ଯମୁନା ଯିବାକୁ ମୋତେ ହେଇଛି ମନା
[02:42.44] ଯମୁନା ଯିବାକୁ ମୋତେ ହେଇଛି ମନା
[02:48.74] ଯମୁନା ଯିବାକୁ ମୋତେ ହେଇଛି ମନା
[02:54.52]
[03:13.11] କଅଁଳିଆ ତୋର ମନ
[03:16.36] ଦେହ ତୋ ନରମ ପେଜ
[03:19.28] କେତେ ଆଉ କରୁଥିବୁ ଲୋ?
[03:22.56] ମୋ ପାଇଁ ଛାଡ଼ିଦେ ଲାଜ
[03:28.69] ନଈରେ ଗୋଳିଆ ପାଣି
[03:31.87] କୂଳରେ ବସିବା ଟିକେ
[03:34.85] ମନ ଭରି କଥା ହବା ଲୋ
[03:38.18] ନଥିବେ କେ ଆଖେପାଖେ
[03:40.64] ଚାଲ୍ ଖେଳିବା ଆଖି କବାଡି
[03:44.02] ମନ ପାଗଟା ଯାଉ ବିଗିଡ଼ି
[03:47.12] ଆ ତତେ ଛୁଇଁବାକୁ ଦେଇଦେ ଟିକେ ବାହାନା
[03:52.48] ଯମୁନା, ଯମୁନା, ଯମୁନା ଯିବାକୁ ମୋତେ ହେଇଛି ମନା
[04:01.97] ଯମୁନା ଯିବାକୁ ମୋତେ ହେଇଛି ମନା
[04:08.04] ଯମୁନା ଯିବାକୁ ମୋତେ ହେଇଛି ମନା
[04:14.36] ଯମୁନା ଯିବାକୁ ମୋତେ ହେଇଛି ମନା
[04:19.75]