Home 🎬 Bollywood 🎵 Pakistani 🎤 English Pop

Kahile Tu Khali Thare

👤 Kuldeep Pattnaik feat. Arpita Choudhury 🎼 Kahile Tu Khali Thare ⏱️ 4:52
🎵 2180 characters
⏱️ 4:52 duration
🆔 ID: 6809268

📜 Lyrics

କହିଲେ ତୁ ଖାଲି ଥରେ, ଜୀବନ ବି ଦେଇପାରେ
ହସି ହସି ତୋରି ପାଇଁ

କହିଲେ ତୁ ଖାଲି ଥରେ, ଜୀବନ ବି ଦେଇପାରେ
ହସି ହସି ତୋରି ପାଇଁ

ତୋ ବିନା କିଛି ବି ଚାହୁଁନି ମୁଁ ଅଧିକା
ଜିଇଁବାକୁ ତୋ ସାଥେ ପାଇଗଲି ମଉକା
ହେଇ ତୋର परछाई

କହିଲେ ତୁ ଖାଲି ଥରେ, ଜୀବନ ବି ଦେଇପାରେ
ହସି ହସି ତୋରି ପାଇଁ
କହିଲେ ତୁ ଖାଲି ଥରେ, ଜୀବନ ବି ଦେଇପାରେ
ହସି ହସି ତୋରି ପାଇଁ

ନିସର୍ତ୍ତରେ ଥରେ ମନ ଦେଲାପରେ
ଲାଗୁଛୁ ଭାରି ନିଜର
ସ୍ଥିର ପରି ନେଲେ ଚାଲିବି ତୋ ସାଥେ
ବାଟ ହଉ ଯେତେବି ଦୂର

ରହିଛୁ ତୁ ଏଇ ମୋ ହୃଦୟରେ ଏମିତି
ଶାମୁକାରେ ମୋତିଟେ ସାରା ଦିନ ଯେମିତି
ଯାତନାରେ ଥାଏ ରହି

କହିଲେ ତୁ ଖାଲି ଥରେ, ଜୀବନ ବି ଦେଇପାରେ
ହସି ହସି ତୋରି ପାଇଁ
କହିଲେ ତୁ ଖାଲି ଥରେ, ଜୀବନ ବି ଦେଇପାରେ
ହସି ହସି ତୋରି ପାଇଁ

ଲାଜେ ଜୁଡ଼ୁବୁଡ଼ୁ ମୁଁ ହେଇଗଲିଣି
ଛୁଇଁଲୁ ମୋତେ ତୁ ବୋଲି
ଛଡ଼େଇଲେ ଯେତେବି ଜମା ଛାଡ଼ୁନି
ଏ କି ରଙ୍ଗ ଦେଲୁ ତୁ ବୋଳି?

ଗଢ଼ିଦେବା ଆମେ ନୂଆ ଗୋଟେ ପୃଥିବୀ
ହସିଖେଳି ଜିଇଁବା ଗାଈ ପ୍ରେମ ପରବୀ
ଦୁନିଆଠୁ ଦୂର ହେଇ

କହିଲେ ତୁ ଖାଲି ଥରେ, ଜୀବନ ବି ଦେଇପାରେ
ହସି ହସି ତୋରି ପାଇଁ
କହିଲେ ତୁ ଖାଲି ଥରେ, ଜୀବନ ବି ଦେଇପାରେ
ହସି ହସି ତୋରି ପାଇଁ

⏱️ Synced Lyrics

[00:23.41] କହିଲେ ତୁ ଖାଲି ଥରେ, ଜୀବନ ବି ଦେଇପାରେ
[00:29.18] ହସି ହସି ତୋରି ପାଇଁ
[00:45.88] କହିଲେ ତୁ ଖାଲି ଥରେ, ଜୀବନ ବି ଦେଇପାରେ
[00:51.41] ହସି ହସି ତୋରି ପାଇଁ
[00:56.97] ତୋ ବିନା କିଛି ବି ଚାହୁଁନି ମୁଁ ଅଧିକା
[01:02.30] ଜିଇଁବାକୁ ତୋ ସାଥେ ପାଇଗଲି ମଉକା
[01:08.15] ହେଇ ତୋର परछाई
[01:13.84] କହିଲେ ତୁ ଖାଲି ଥରେ, ଜୀବନ ବି ଦେଇପାରେ
[01:19.55] ହସି ହସି ତୋରି ପାଇଁ
[01:25.07] କହିଲେ ତୁ ଖାଲି ଥରେ, ଜୀବନ ବି ଦେଇପାରେ
[01:30.68] ହସି ହସି ତୋରି ପାଇଁ
[02:09.94] ନିସର୍ତ୍ତରେ ଥରେ ମନ ଦେଲାପରେ
[02:14.98] ଲାଗୁଛୁ ଭାରି ନିଜର
[02:20.58] ସ୍ଥିର ପରି ନେଲେ ଚାଲିବି ତୋ ସାଥେ
[02:26.39] ବାଟ ହଉ ଯେତେବି ଦୂର
[02:31.83] ରହିଛୁ ତୁ ଏଇ ମୋ ହୃଦୟରେ ଏମିତି
[02:37.43] ଶାମୁକାରେ ମୋତିଟେ ସାରା ଦିନ ଯେମିତି
[02:43.08] ଯାତନାରେ ଥାଏ ରହି
[02:48.86] କହିଲେ ତୁ ଖାଲି ଥରେ, ଜୀବନ ବି ଦେଇପାରେ
[02:54.22] ହସି ହସି ତୋରି ପାଇଁ
[02:59.97] କହିଲେ ତୁ ଖାଲି ଥରେ, ଜୀବନ ବି ଦେଇପାରେ
[03:05.33] ହସି ହସି ତୋରି ପାଇଁ
[03:44.37] ଲାଜେ ଜୁଡ଼ୁବୁଡ଼ୁ ମୁଁ ହେଇଗଲିଣି
[03:50.00] ଛୁଇଁଲୁ ମୋତେ ତୁ ବୋଲି
[03:55.58] ଛଡ଼େଇଲେ ଯେତେବି ଜମା ଛାଡ଼ୁନି
[04:01.13] ଏ କି ରଙ୍ଗ ଦେଲୁ ତୁ ବୋଳି?
[04:06.77] ଗଢ଼ିଦେବା ଆମେ ନୂଆ ଗୋଟେ ପୃଥିବୀ
[04:12.37] ହସିଖେଳି ଜିଇଁବା ଗାଈ ପ୍ରେମ ପରବୀ
[04:17.92] ଦୁନିଆଠୁ ଦୂର ହେଇ
[04:23.80] କହିଲେ ତୁ ଖାଲି ଥରେ, ଜୀବନ ବି ଦେଇପାରେ
[04:29.13] ହସି ହସି ତୋରି ପାଇଁ
[04:34.43] କହିଲେ ତୁ ଖାଲି ଥରେ, ଜୀବନ ବି ଦେଇପାରେ
[04:40.48] ହସି ହସି ତୋରି ପାଇଁ
[04:47.03]

⭐ Rate These Lyrics

Average: 0.0/5 • 0 ratings