Home 🎬 Bollywood 🎵 Pakistani 🎤 English Pop

Mo Ghara Bata Dei

👤 Kuldeep Pattanaik 🎼 Mo Ghara Bata Dei - Single ⏱️ 3:55
🎵 2515 characters
⏱️ 3:55 duration
🆔 ID: 6809306

📜 Lyrics

ଆ-ଆ-ଆ, ଆଆ-ଆ

ମୋ ଘର ବାଟ ଦେଇ ଚାଲିଯାଉ ହସିଦେଇ
ଦିନସାରା ଭାବି ରହିପାରେନା

ମୋ ଘର ବାଟ ଦେଇ ଚାଲିଯାଉ ହସିଦେଇ
ଦିନସାରା ଭାବି ରହିପାରେନା
ତୁ ହାତେ ବହି ଧରି, ଚାହୁଁ ଯେବେ ଫେରି ଫେରି
ରାତିସାରା ଭାବି ଶୋଇହୁଏନା

କେତେଦିନ କହ ଏମିତି ଚାଲିବ?
କିଏ କାହା କଥା କେମିତି ବୁଝିବ?
ମଜା ନା सज़ा କହିଦେନା

ମୋ ଘର ବାଟ ଦେଇ ଚାଲିଯାଉ ହସିଦେଇ
ଦିନସାରା ଭାବି ରହିପାରେନା

ମନ ତଳେ ଲୁଚିଥାଏ ଯଉକଥା ତୋର
ସେଇ କଥା ଆଖିରୁ ତୋ ବୁଝି ହେଇଯାଏ
ବାଟ କେବେ ସରେ ନାହିଁ ଠିକଣାରେ ମୋର
ପାଦ ତୋର ମୋ ବାଟରେ କାହିଁ ରହିଯାଏ?
ସବୁ ଜାଣି ଅଜଣା ତୁ, କିଛି ଜାଣିନାହୁଁ
ଯିଏ ପଚାରେ ମୋ କଥା ଚିହ୍ନିନାହିଁ କହୁ

ମୁହାଁ ମୁହିଁ ହେଲେ ମୁହଁ ପୋତିଦଉ
ଇଶାରାରେ ପୁଣି ଦେଖାହବାକୁ କହୁ
ମଜା ନା सज़ा କହିଦେନା

ମୋ ଘର ବାଟ ଦେଇ ଚାଲିଯାଉ ହସିଦେଇ
ଦିନସାରା ଭାବି ରହିପାରେନା

ଆଉ କାହା ସାଥେ ଯେବେ ଗପି ଗପି ଯାଉ
କେମିତି ସହିବ ଦେହ? ଏମିତି ତୁ ହଉ
ମୋତେ ଲାଗେ ଏଇ ଅଛୁ, ଆସି ଲୁଚି ଯାଉ
ମୋତେ ଛାଡ଼ି ଏକା ଏକା କେମିତି ତୁ ରହୁ?
ତୋ ନୀରବତା ଭାରି ବାଧୁଛି ଯେ ଏତେ
ସତ କହ ଜଳେଇବୁ, ଆଉ କହ କେତେ?

ପଢ଼ାପଢ଼ି ସରୁ କରିନେବି ସାଥି
ଅତି ହେଇଗଲେ କରିଦବା ଇତି
ମଜା ନା सज़ा କହିଦେନା

ମୋ ଘର ବାଟ ଦେଇ ଚାଲିଯାଉ ହସିଦେଇ
ଦିନସାରା ଭାବି ରହିପାରେନା
ତୁ ହାତେ ବହି ଧରି, ଚାହୁଁ ଯେବେ ଫେରି ଫେରି
ରାତିସାରା ଭାବି ଶୋଇହୁଏନା

⏱️ Synced Lyrics

[00:10.33] ଆ-ଆ-ଆ, ଆଆ-ଆ
[00:19.75] ମୋ ଘର ବାଟ ଦେଇ ଚାଲିଯାଉ ହସିଦେଇ
[00:24.86] ଦିନସାରା ଭାବି ରହିପାରେନା
[00:34.50] ମୋ ଘର ବାଟ ଦେଇ ଚାଲିଯାଉ ହସିଦେଇ
[00:39.09] ଦିନସାରା ଭାବି ରହିପାରେନା
[00:43.30] ତୁ ହାତେ ବହି ଧରି, ଚାହୁଁ ଯେବେ ଫେରି ଫେରି
[00:49.39] ରାତିସାରା ଭାବି ଶୋଇହୁଏନା
[00:53.87] କେତେଦିନ କହ ଏମିତି ଚାଲିବ?
[00:58.24] କିଏ କାହା କଥା କେମିତି ବୁଝିବ?
[01:03.59] ମଜା ନା सज़ा କହିଦେନା
[01:10.60] ମୋ ଘର ବାଟ ଦେଇ ଚାଲିଯାଉ ହସିଦେଇ
[01:14.23] ଦିନସାରା ଭାବି ରହିପାରେନା
[01:30.10] ମନ ତଳେ ଲୁଚିଥାଏ ଯଉକଥା ତୋର
[01:34.97] ସେଇ କଥା ଆଖିରୁ ତୋ ବୁଝି ହେଇଯାଏ
[01:43.99] ବାଟ କେବେ ସରେ ନାହିଁ ଠିକଣାରେ ମୋର
[01:49.07] ପାଦ ତୋର ମୋ ବାଟରେ କାହିଁ ରହିଯାଏ?
[01:53.69] ସବୁ ଜାଣି ଅଜଣା ତୁ, କିଛି ଜାଣିନାହୁଁ
[01:58.64] ଯିଏ ପଚାରେ ମୋ କଥା ଚିହ୍ନିନାହିଁ କହୁ
[02:03.01] ମୁହାଁ ମୁହିଁ ହେଲେ ମୁହଁ ପୋତିଦଉ
[02:07.72] ଇଶାରାରେ ପୁଣି ଦେଖାହବାକୁ କହୁ
[02:12.19] ମଜା ନା सज़ा କହିଦେନା
[02:20.21] ମୋ ଘର ବାଟ ଦେଇ ଚାଲିଯାଉ ହସିଦେଇ
[02:24.82] ଦିନସାରା ଭାବି ରହିପାରେନା
[02:39.61] ଆଉ କାହା ସାଥେ ଯେବେ ଗପି ଗପି ଯାଉ
[02:44.84] କେମିତି ସହିବ ଦେହ? ଏମିତି ତୁ ହଉ
[02:52.95] ମୋତେ ଲାଗେ ଏଇ ଅଛୁ, ଆସି ଲୁଚି ଯାଉ
[02:58.91] ମୋତେ ଛାଡ଼ି ଏକା ଏକା କେମିତି ତୁ ରହୁ?
[03:03.42] ତୋ ନୀରବତା ଭାରି ବାଧୁଛି ଯେ ଏତେ
[03:08.42] ସତ କହ ଜଳେଇବୁ, ଆଉ କହ କେତେ?
[03:13.46] ପଢ଼ାପଢ଼ି ସରୁ କରିନେବି ସାଥି
[03:17.42] ଅତି ହେଇଗଲେ କରିଦବା ଇତି
[03:22.97] ମଜା ନା सज़ा କହିଦେନା
[03:29.81] ମୋ ଘର ବାଟ ଦେଇ ଚାଲିଯାଉ ହସିଦେଇ
[03:34.70] ଦିନସାରା ଭାବି ରହିପାରେନା
[03:39.76] ତୁ ହାତେ ବହି ଧରି, ଚାହୁଁ ଯେବେ ଫେରି ଫେରି
[03:44.38] ରାତିସାରା ଭାବି ଶୋଇହୁଏନା
[03:50.19]

⭐ Rate These Lyrics

Average: 0.0/5 • 0 ratings