Home 🎬 Bollywood 🎵 Pakistani 🎤 English Pop

Tate Sabu Bele Satara

👤 Satyajit, Tapu Mishra, Prem Anad 🎼 Hela Mate Prema Jara ⏱️ 3:31
🎵 2447 characters
⏱️ 3:31 duration
🆔 ID: 6836981

📜 Lyrics

ତତେ ସବୁବେଳେ ସତର
ମତେ ସବୁବେଳେ ଅଠର
ତତେ ସବୁବେଳେ ସତର
ମତେ ସବୁବେଳେ ଅଠର

ତୋର ମୋର ମନ ମିଶିଲା
ପ୍ରେମ ଶିଉଳିରେ ପାଦ ଖସିଲା
ଦୁନିଆ କାହିଁକି ଲଗେଇ ଦଉଛି 144?

I don't care, I don't care
I don't care, I don't care
I don't care, I don't care
I don't care, I don't care

ତୁ ଯୋଉ ବଗିଚାର ଫୁଲର ମହୁ
ମୁଁ ସେଇ ବଗିଚାର ମହୁମାଛି
ମୋ ପାଇଁ ଦୁନିଆକୁ ତୁ ଆସିଛୁ
ତୋ ପାଇଁ ମୋ ହୃଦୟ ଖୋଲାଅଛି

ତୁ ଯୋଉ ଆକାଶର ଉଡା ଚଢେଇ
ମୁଁ ସେଇ ଆକାଶର ଜହ୍ନ ରାତି
ତୁ ଯୋଉ ଠିକଣାର ନୀଳ ଲଫାପା
ମୁଁ ସେଇ ଠିକଣାର ପ୍ରେମ ଚିଠି

ତୋର ମୋର ଆଖି ମିଶିଲା
ଜଣଙ୍କ ଭିତରେ ଜଣେ ପଶିଲା

ଦୁନିଆ କାହିଁକି ସବୁବେଳେ ଆସି ବାଡଉଛି ଆମ door?

I don't care, I don't care
I don't care, I don't care
I don't care, I don't care
I don't care, I don't care

(Come to me baby in sexy-sexy night)
(And make me so crazy)
('Cause love is blind)
(I know you hug me baby, full life with joy)
(दुनियाँ वाले जो भी सोचे, I don't care)

ମୁଁ ଯେବେ ଭାବନାରେ ଭାବେ ତୋ କଥା
ତୁ ଆସି ମୋର ଧରୁ ହାତ
ମୁଁ ଯେବେ ଏକୁଟିଆ ଚାଲେ ବାଟରେ
ତୁ ଆସି ଗାଉ ମୋ କାନେ ଗୀତ

ମୁଁ ଯେତେ ଦେଖୁଥିଲେ ଲାଗୁ ତୁ ନୂଆ
ମୁଁ ନ ଦେଖିଲେ ତତେ ଲାଗେ ନିଆଁ
ମୁଁ ପଡ଼ିଗଲି ଯେବେ ପ୍ରେମରେ ତୋର
ଏ ଛାତିରେ ଲେଖିଲି ତୋ ନାଁ

ଆରେ, ତୋର ମୋର ବାଟ ମିଶିଲା
ବାଟ ସାରା ଯଦି ପ୍ରେମ ବାସିଲା

ଦୁନିଆ କାହିଁକି ଆମ love-story କରୁଛି daily share?

I don't care, I don't care
I don't care, I don't care
I don't care, I don't care
I don't care, I don't care
I don't care, I don't care
I don't care, I don't care
I don't care, I don't care
I don't care, I don't care

⏱️ Synced Lyrics

[00:19.85] ତତେ ସବୁବେଳେ ସତର
[00:23.09] ମତେ ସବୁବେଳେ ଅଠର
[00:26.45] ତତେ ସବୁବେଳେ ସତର
[00:28.14] ମତେ ସବୁବେଳେ ଅଠର
[00:29.83] ତୋର ମୋର ମନ ମିଶିଲା
[00:31.49] ପ୍ରେମ ଶିଉଳିରେ ପାଦ ଖସିଲା
[00:32.86] ଦୁନିଆ କାହିଁକି ଲଗେଇ ଦଉଛି 144?
[00:37.45] I don't care, I don't care
[00:40.68] I don't care, I don't care
[00:43.92] I don't care, I don't care
[00:47.11] I don't care, I don't care
[00:50.90]
[01:10.42] ତୁ ଯୋଉ ବଗିଚାର ଫୁଲର ମହୁ
[01:13.94] ମୁଁ ସେଇ ବଗିଚାର ମହୁମାଛି
[01:17.16] ମୋ ପାଇଁ ଦୁନିଆକୁ ତୁ ଆସିଛୁ
[01:20.33] ତୋ ପାଇଁ ମୋ ହୃଦୟ ଖୋଲାଅଛି
[01:23.62] ତୁ ଯୋଉ ଆକାଶର ଉଡା ଚଢେଇ
[01:26.83] ମୁଁ ସେଇ ଆକାଶର ଜହ୍ନ ରାତି
[01:30.31] ତୁ ଯୋଉ ଠିକଣାର ନୀଳ ଲଫାପା
[01:33.57] ମୁଁ ସେଇ ଠିକଣାର ପ୍ରେମ ଚିଠି
[01:37.03] ତୋର ମୋର ଆଖି ମିଶିଲା
[01:38.63] ଜଣଙ୍କ ଭିତରେ ଜଣେ ପଶିଲା
[01:40.54] ଦୁନିଆ କାହିଁକି ସବୁବେଳେ ଆସି ବାଡଉଛି ଆମ door?
[01:45.09] I don't care, I don't care
[01:47.95] I don't care, I don't care
[01:51.30] I don't care, I don't care
[01:54.54] I don't care, I don't care
[01:59.30] (Come to me baby in sexy-sexy night)
[02:02.27] (And make me so crazy)
[02:03.98] ('Cause love is blind)
[02:05.78] (I know you hug me baby, full life with joy)
[02:08.90] (दुनियाँ वाले जो भी सोचे, I don't care)
[02:11.94]
[02:18.73] ମୁଁ ଯେବେ ଭାବନାରେ ଭାବେ ତୋ କଥା
[02:22.18] ତୁ ଆସି ମୋର ଧରୁ ହାତ
[02:25.47] ମୁଁ ଯେବେ ଏକୁଟିଆ ଚାଲେ ବାଟରେ
[02:28.67] ତୁ ଆସି ଗାଉ ମୋ କାନେ ଗୀତ
[02:31.91] ମୁଁ ଯେତେ ଦେଖୁଥିଲେ ଲାଗୁ ତୁ ନୂଆ
[02:35.14] ମୁଁ ନ ଦେଖିଲେ ତତେ ଲାଗେ ନିଆଁ
[02:38.42] ମୁଁ ପଡ଼ିଗଲି ଯେବେ ପ୍ରେମରେ ତୋର
[02:41.88] ଏ ଛାତିରେ ଲେଖିଲି ତୋ ନାଁ
[02:45.12] ଆରେ, ତୋର ମୋର ବାଟ ମିଶିଲା
[02:46.96] ବାଟ ସାରା ଯଦି ପ୍ରେମ ବାସିଲା
[02:48.49] ଦୁନିଆ କାହିଁକି ଆମ love-story କରୁଛି daily share?
[02:52.94] I don't care, I don't care
[02:56.29] I don't care, I don't care
[02:59.76] I don't care, I don't care
[03:02.66] I don't care, I don't care
[03:06.12] I don't care, I don't care
[03:09.48] I don't care, I don't care
[03:12.68] I don't care, I don't care
[03:15.90] I don't care, I don't care
[03:19.71]

⭐ Rate These Lyrics

Average: 0.0/5 • 0 ratings