Home 🎬 Bollywood 🎵 Pakistani 🎤 English Pop

Raji Thare Heija

👤 Mantu Churia, Aseema Panda 🎼 Raji Thare Heija ⏱️ 4:48
🎵 2923 characters
⏱️ 4:48 duration
🆔 ID: 6837021

📜 Lyrics

ହାଏ, ଚିକିଣିଆ face ତୋର, ଅଣ୍ଟା ହଲା ଚାଲିରେ
ହେ, ଟୋକାମାନେ ତୋ ପଛରେ କରୁଛନ୍ତି rally ରେ

ହାଏ, ଚିକିଣିଆ face ତୋର, ଅଣ୍ଟା ହଲା ଚାଲିରେ
ହେ, ଟୋକାମାନେ ତୋ ପଛରେ କରୁଛନ୍ତି rally ରେ

ରାଜି ଥରେ ହେଇଯା, ତତେ କରିଦେବି ଘରବାଲି ରେ, ହାଁ

ହାଁ, ହାଁ, ଚିହ୍ନିଛି ଭଲସେ ମୁଁ, ତୁ ମହା ଚାଲିଆ
Dialogue ମାରି-ମାରି ତୁ ହେଇଯିବୁ ହାଲିଆ
Office ବନ୍ଦ ଆଜି, form ପକେଇବୁ କାଲି ଆ

ହେ, ଘରୁ ପାଦ କାଢ଼ିଦେ ରେ, Family କୁ ଛାଡ଼ିଦେ ରେ
ଘରୁ ପାଦ କାଢ଼ିଦେ ରେ, Family କୁ ଛାଡ଼ିଦେ ରେ
ଉଠେଇ ନେବି କାଲି ରେ

ରାଜି ଥରେ ହେଇଯା, ତତେ କରିଦେବି ଘରବାଲି ରେ
Office ବନ୍ଦ ଆଜି, form ପକେଇବୁ କାଲି ଆ

ଦିନ ଲାଗୁଛି ମତେ ରାତି
ବଢ଼ି ଯାଉଛି ମୋ ତାତି
ହେ, ଦିନ ଲାଗୁଛି ମତେ ରାତି
ବଢ଼ି ଯାଉଛି ମୋ ତାତି
ହଉଛି ଖାଲି ମୁଁ ଛାଟିପିଟି

ତତେ ହଉଚି ପ୍ରେମ-ଜ୍ୱର
ବଢ଼ିଯାଉଛି temprature
ତତେ ହଉଚି ପ୍ରେମ-ଜ୍ୱର
ବଢ଼ିଯାଉଛି temprature
Reject ହବୁ କେତେ ଥର?

ହୋ, ପାଇବୁନି ମୋ ଭଳିଆ, ଭାବୁ କାଇଁ ମତେ ଅଳିଆ?
ପାଇବୁନି ମୋ ଭଳିଆ, ଭାବୁ କାଇଁ ମତେ ଅଳିଆ?
ମୋ ଆଡ଼େ ଯା ତୁ ଢ଼ଳି ରେ

ରାଜି ଥରେ ହେଇଯା, ତତେ କରିଦେବି ଘରବାଲି ରେ

କାଇଁ ଲେଖୁଛୁ ମୋ ପାଇଁ ଗୀତ?
ତୋ ହାତକୁ ଖାଲି କଷ୍ଟ
କାଇଁ ଲେଖୁଛୁ ମୋ ପାଇଁ ଗୀତ?
ତୋ ହାତକୁ ଖାଲି କଷ୍ଟ
ଟୋକା ତୁ ପୁରା ଷଷ୍ଠରୁ ନଷ୍ଟ

ହେ, ଭୁଲିଯାଇଛି ଭୋକ ଶୋଷ
ମୁଁ ଟୋକା ତ ପୁରା କଷ
ଓ, ଭୁଲିଯାଇଛି ଭୋକ ଶୋଷ
ମୁଁ ଟୋକା ତ ପୁରା କଷ
ତୋ ଆଖି ନିଶାରେ ହେଲି ମୁଁ ବେହୋସ

କାଇଁ କରୁଚୁ follow? ମାରେନି ମୋତେ ତେଲ
କାଇଁ କରୁଚୁ follow? ମାରେନି ମୋତେ ତେଲ
ଚାରି ଘେରା ତୁ ବୁଲିଆ

Office ବନ୍ଦ ଆଜି, form ପକେଇବୁ କାଲି ଆ
ଆରେ, Office ବନ୍ଦ ଆଜି, form ପକେଇବୁ କାଲି ଆ

⭐ Rate These Lyrics

Average: 0.0/5 • 0 ratings