Mora Hosa Nahin
🎵 2136 characters
⏱️ 3:30 duration
🆔 ID: 6837028
📜 Lyrics
ପ୍ରେମ ଚଢ଼େଇ
ଦେଲା ଡ଼େଣା ବାଡ଼େଇ
ନେଲା ନିଦ ଉଡ଼େଇ, ଉଡ଼େଇ
ମୋର ହୋସ ନାହିଁ, ହୋସ ନାହିଁ, ହୋସ ନାହିଁ
ତୋର ହୋସ ନାହିଁ
ମୋର ହୋସ ନାହିଁ, ହୋସ ନାହିଁ, ହୋସ ନାହିଁ
ତୋର ହୋସ ନାହିଁ
ପ୍ରେମ ପିଆଲାରେ
ଚୁମା ଦେଲାପରେ
ନିଶା ଚଢ଼ିଗଲା ଆଉ ଓହ୍ଲଉ ନାହିଁ
ମୋର ହୋସ ନାହିଁ, ହୋସ ନାହିଁ, ହୋସ ନାହିଁ
ତୋର ହୋସ ନାହିଁ
ମୋର ହୋସ ନାହିଁ, ହୋସ ନାହିଁ, ହୋସ ନାହିଁ
ତୋର ହୋସ ନାହିଁ
ସାରାରାତି ନିଦ, ଦେଇଦେଲା ଧୋକା
ସାରାରାତି ମନ ହେଲା ଯାଯାବର
ଯେବେଠୁ ତୋ ପରେ, ରହିଲା ନଜର
ସେବେଠାରୁ ରଖିନାହିଁ ନିଜ ଖବର
ପ୍ରେମ ବରଷାରେ
ଓଦା ହେଲା ପରେ
ଦେହ ଭିଜିଗଲା ଆଉ ସୁଖୁ ତ ନାହିଁ
ମୋର ହୋସ ନାହିଁ, ହୋସ ନାହିଁ, ହୋସ ନାହିଁ
ତୋର ହୋସ ନାହିଁ
ମୋର ହୋସ ନାହିଁ, ହୋସ ନାହିଁ, ହୋସ ନାହିଁ
ତୋର ହୋସ ନାହିଁ
ଝିଲମିଲ୍ ଲାଗେ, ବୟସର ରଙ୍ଗ
ଆଉ ହବନାହିଁ ପ୍ରେମ ପରା ଦିଶେ
ହୃଦୟକୁ ରାସ୍ତା, ଖୋଲିଦେଲୁ ଯଦି
ଛାତି ଚିରି ରକତରେ ଯାଆ ମିଶି
ପ୍ରେମ ନୂଆ ଲାଗେ
ବନ୍ଧା ହେଲା ପରେ
ଗଣ୍ଠି ପଡ଼ିଗଲା ଆଉ ଫିଟୁ ତ ନାହିଁ
ମୋର ହୋସ ନାହିଁ, ହୋସ ନାହିଁ, ହୋସ ନାହିଁ
ତୋର ହୋସ ନାହିଁ
ମୋର ହୋସ ନାହିଁ, ହୋସ ନାହିଁ, ହୋସ ନାହିଁ
ତୋର ହୋସ ନାହିଁ
ଦେଲା ଡ଼େଣା ବାଡ଼େଇ
ନେଲା ନିଦ ଉଡ଼େଇ, ଉଡ଼େଇ
ମୋର ହୋସ ନାହିଁ, ହୋସ ନାହିଁ, ହୋସ ନାହିଁ
ତୋର ହୋସ ନାହିଁ
ମୋର ହୋସ ନାହିଁ, ହୋସ ନାହିଁ, ହୋସ ନାହିଁ
ତୋର ହୋସ ନାହିଁ
ପ୍ରେମ ପିଆଲାରେ
ଚୁମା ଦେଲାପରେ
ନିଶା ଚଢ଼ିଗଲା ଆଉ ଓହ୍ଲଉ ନାହିଁ
ମୋର ହୋସ ନାହିଁ, ହୋସ ନାହିଁ, ହୋସ ନାହିଁ
ତୋର ହୋସ ନାହିଁ
ମୋର ହୋସ ନାହିଁ, ହୋସ ନାହିଁ, ହୋସ ନାହିଁ
ତୋର ହୋସ ନାହିଁ
ସାରାରାତି ନିଦ, ଦେଇଦେଲା ଧୋକା
ସାରାରାତି ମନ ହେଲା ଯାଯାବର
ଯେବେଠୁ ତୋ ପରେ, ରହିଲା ନଜର
ସେବେଠାରୁ ରଖିନାହିଁ ନିଜ ଖବର
ପ୍ରେମ ବରଷାରେ
ଓଦା ହେଲା ପରେ
ଦେହ ଭିଜିଗଲା ଆଉ ସୁଖୁ ତ ନାହିଁ
ମୋର ହୋସ ନାହିଁ, ହୋସ ନାହିଁ, ହୋସ ନାହିଁ
ତୋର ହୋସ ନାହିଁ
ମୋର ହୋସ ନାହିଁ, ହୋସ ନାହିଁ, ହୋସ ନାହିଁ
ତୋର ହୋସ ନାହିଁ
ଝିଲମିଲ୍ ଲାଗେ, ବୟସର ରଙ୍ଗ
ଆଉ ହବନାହିଁ ପ୍ରେମ ପରା ଦିଶେ
ହୃଦୟକୁ ରାସ୍ତା, ଖୋଲିଦେଲୁ ଯଦି
ଛାତି ଚିରି ରକତରେ ଯାଆ ମିଶି
ପ୍ରେମ ନୂଆ ଲାଗେ
ବନ୍ଧା ହେଲା ପରେ
ଗଣ୍ଠି ପଡ଼ିଗଲା ଆଉ ଫିଟୁ ତ ନାହିଁ
ମୋର ହୋସ ନାହିଁ, ହୋସ ନାହିଁ, ହୋସ ନାହିଁ
ତୋର ହୋସ ନାହିଁ
ମୋର ହୋସ ନାହିଁ, ହୋସ ନାହିଁ, ହୋସ ନାହିଁ
ତୋର ହୋସ ନାହିଁ
⏱️ Synced Lyrics
[00:24.31] ପ୍ରେମ ଚଢ଼େଇ
[00:26.57] ଦେଲା ଡ଼େଣା ବାଡ଼େଇ
[00:28.26] ନେଲା ନିଦ ଉଡ଼େଇ, ଉଡ଼େଇ
[00:32.53] ମୋର ହୋସ ନାହିଁ, ହୋସ ନାହିଁ, ହୋସ ନାହିଁ
[00:36.51] ତୋର ହୋସ ନାହିଁ
[00:40.26] ମୋର ହୋସ ନାହିଁ, ହୋସ ନାହିଁ, ହୋସ ନାହିଁ
[00:44.22] ତୋର ହୋସ ନାହିଁ
[00:48.57] ପ୍ରେମ ପିଆଲାରେ
[00:50.32] ଚୁମା ଦେଲାପରେ
[00:52.17] ନିଶା ଚଢ଼ିଗଲା ଆଉ ଓହ୍ଲଉ ନାହିଁ
[00:58.48] ମୋର ହୋସ ନାହିଁ, ହୋସ ନାହିଁ, ହୋସ ନାହିଁ
[01:02.60] ତୋର ହୋସ ନାହିଁ
[01:06.47] ମୋର ହୋସ ନାହିଁ, ହୋସ ନାହିଁ, ହୋସ ନାହିଁ
[01:10.50] ତୋର ହୋସ ନାହିଁ
[01:14.49]
[01:38.93] ସାରାରାତି ନିଦ, ଦେଇଦେଲା ଧୋକା
[01:42.81] ସାରାରାତି ମନ ହେଲା ଯାଯାବର
[01:46.81] ଯେବେଠୁ ତୋ ପରେ, ରହିଲା ନଜର
[01:50.99] ସେବେଠାରୁ ରଖିନାହିଁ ନିଜ ଖବର
[01:54.61] ପ୍ରେମ ବରଷାରେ
[01:56.45] ଓଦା ହେଲା ପରେ
[01:58.36] ଦେହ ଭିଜିଗଲା ଆଉ ସୁଖୁ ତ ନାହିଁ
[02:04.65] ମୋର ହୋସ ନାହିଁ, ହୋସ ନାହିଁ, ହୋସ ନାହିଁ
[02:08.55] ତୋର ହୋସ ନାହିଁ
[02:12.39] ମୋର ହୋସ ନାହିଁ, ହୋସ ନାହିଁ, ହୋସ ନାହିଁ
[02:16.23] ତୋର ହୋସ ନାହିଁ
[02:20.85]
[02:44.62] ଝିଲମିଲ୍ ଲାଗେ, ବୟସର ରଙ୍ଗ
[02:48.74] ଆଉ ହବନାହିଁ ପ୍ରେମ ପରା ଦିଶେ
[02:52.69] ହୃଦୟକୁ ରାସ୍ତା, ଖୋଲିଦେଲୁ ଯଦି
[02:56.73] ଛାତି ଚିରି ରକତରେ ଯାଆ ମିଶି
[03:00.81] ପ୍ରେମ ନୂଆ ଲାଗେ
[03:02.43] ବନ୍ଧା ହେଲା ପରେ
[03:04.33] ଗଣ୍ଠି ପଡ଼ିଗଲା ଆଉ ଫିଟୁ ତ ନାହିଁ
[03:10.68] ମୋର ହୋସ ନାହିଁ, ହୋସ ନାହିଁ, ହୋସ ନାହିଁ
[03:14.48] ତୋର ହୋସ ନାହିଁ
[03:18.46] ମୋର ହୋସ ନାହିଁ, ହୋସ ନାହିଁ, ହୋସ ନାହିଁ
[03:22.49] ତୋର ହୋସ ନାହିଁ
[03:28.84]
[00:26.57] ଦେଲା ଡ଼େଣା ବାଡ଼େଇ
[00:28.26] ନେଲା ନିଦ ଉଡ଼େଇ, ଉଡ଼େଇ
[00:32.53] ମୋର ହୋସ ନାହିଁ, ହୋସ ନାହିଁ, ହୋସ ନାହିଁ
[00:36.51] ତୋର ହୋସ ନାହିଁ
[00:40.26] ମୋର ହୋସ ନାହିଁ, ହୋସ ନାହିଁ, ହୋସ ନାହିଁ
[00:44.22] ତୋର ହୋସ ନାହିଁ
[00:48.57] ପ୍ରେମ ପିଆଲାରେ
[00:50.32] ଚୁମା ଦେଲାପରେ
[00:52.17] ନିଶା ଚଢ଼ିଗଲା ଆଉ ଓହ୍ଲଉ ନାହିଁ
[00:58.48] ମୋର ହୋସ ନାହିଁ, ହୋସ ନାହିଁ, ହୋସ ନାହିଁ
[01:02.60] ତୋର ହୋସ ନାହିଁ
[01:06.47] ମୋର ହୋସ ନାହିଁ, ହୋସ ନାହିଁ, ହୋସ ନାହିଁ
[01:10.50] ତୋର ହୋସ ନାହିଁ
[01:14.49]
[01:38.93] ସାରାରାତି ନିଦ, ଦେଇଦେଲା ଧୋକା
[01:42.81] ସାରାରାତି ମନ ହେଲା ଯାଯାବର
[01:46.81] ଯେବେଠୁ ତୋ ପରେ, ରହିଲା ନଜର
[01:50.99] ସେବେଠାରୁ ରଖିନାହିଁ ନିଜ ଖବର
[01:54.61] ପ୍ରେମ ବରଷାରେ
[01:56.45] ଓଦା ହେଲା ପରେ
[01:58.36] ଦେହ ଭିଜିଗଲା ଆଉ ସୁଖୁ ତ ନାହିଁ
[02:04.65] ମୋର ହୋସ ନାହିଁ, ହୋସ ନାହିଁ, ହୋସ ନାହିଁ
[02:08.55] ତୋର ହୋସ ନାହିଁ
[02:12.39] ମୋର ହୋସ ନାହିଁ, ହୋସ ନାହିଁ, ହୋସ ନାହିଁ
[02:16.23] ତୋର ହୋସ ନାହିଁ
[02:20.85]
[02:44.62] ଝିଲମିଲ୍ ଲାଗେ, ବୟସର ରଙ୍ଗ
[02:48.74] ଆଉ ହବନାହିଁ ପ୍ରେମ ପରା ଦିଶେ
[02:52.69] ହୃଦୟକୁ ରାସ୍ତା, ଖୋଲିଦେଲୁ ଯଦି
[02:56.73] ଛାତି ଚିରି ରକତରେ ଯାଆ ମିଶି
[03:00.81] ପ୍ରେମ ନୂଆ ଲାଗେ
[03:02.43] ବନ୍ଧା ହେଲା ପରେ
[03:04.33] ଗଣ୍ଠି ପଡ଼ିଗଲା ଆଉ ଫିଟୁ ତ ନାହିଁ
[03:10.68] ମୋର ହୋସ ନାହିଁ, ହୋସ ନାହିଁ, ହୋସ ନାହିଁ
[03:14.48] ତୋର ହୋସ ନାହିଁ
[03:18.46] ମୋର ହୋସ ନାହିଁ, ହୋସ ନାହିଁ, ହୋସ ନାହିଁ
[03:22.49] ତୋର ହୋସ ନାହିଁ
[03:28.84]