Hatare Re To Hata De
🎵 2383 characters
⏱️ 4:26 duration
🆔 ID: 6837035
📜 Lyrics
ହାତରେ ତୋ ହାତ ଦେ
ଥରେ ମୋତେ ଛୁଇଁଦେ
ନଜରରେ ନଜର ମିଶେଇ ତୁ ଦେ
ହାତରେ ତୋ ହାତ ଦେ
ଥରେ ମୋତେ ଛୁଇଁଦେ
ନଜରରେ ନଜର ମିଶେଇ ତୁ ଦେ
ଆଜି କହୁଚି, କହୁଚି ମୁଁ ଭଲପାଉଚି
ତତେ ରାଣୀ କରି ରଖିବି ମୁଁ କଥା ଦଉଚି
ଆଜି କହୁଚି, କହୁଚି ମୁଁ ଭଲପାଉଚି
ତତେ ପ୍ରେମ ପାଇଁ ଅନୁମତି ଦେଇଦେଇଚି
ଚାହିଁଦେଲେ ହୃଦୟରେ କିଛି ହଉଚି (କିଛି ହଉଚି)
ହାତରେ ତୋ ହାତ ଦେ
ଥରେ ମୋତେ ଛୁଇଁଦେ
ନଜରରେ ନଜର ମିଶେଇ ତୁ ଦେ
ମୋତି, ତୁ ହୀରା-ମୋତି
ସେଥିପାଇଁ ମନେ ଦେଲି ମୁଁ ସାଇତି, ମୁଁ ସାଇତି
ରାତି, ରାତି ଯାଏ ବିତି
ସାରାରାତି ଚେଇଁ ଚେଇଁ ମୁଁ ଭାବୁଛି, ମୁଁ ଭାବୁଛି
ଆଜି କହୁଚି, କହୁଚି ମୁଁ ଭଲପାଉଚି
ତତେ ପାଖେ ପାଇ ଆଜିକାଲି ସବୁ ଭୁଲିଚି
ଅଦିନରେ ଇନ୍ଦ୍ରଧନୁ ଝଲସି ଯାଉଚି (ଝଲସି ଯାଉଚି)
ହାତରେ ତୋ ହାତ ଦେ
ଥରେ ମୋତେ ଛୁଇଁଦେ
ନଜରରେ ନଜର ମିଶେଇ ତୁ ଦେ
ଲାଖି, ଆଖି ଯାଏ ଲାଖି
ଦେଖିଦେଲି ଥରେ ହାଏ, ତୋ ସଉକି, ତୋ ସଉକି
ବାଛି, ଆଣିଛି ମୁଁ ବାଛି
ଦୁନିଆଁରୁ ଖୋଜି ତତେ ମୁଁ ପରଖି, ମୁଁ ପରଖି
ଆଜି କହୁଚି, କହୁଚି ମୁଁ ଭଲପାଉଚି
ତୋ ହାତେ ଦେବି ଚାନ୍ଦ ଆଣି କଥାଦଉଚି
ଶର୍ମିଲି ଦେହରୁ ତୋ ମୁକ୍ତା ଝରୁଚି (ମୁକ୍ତା ଝରୁଚି)
ହାତରେ ତୋ ହାତ ଦେ
ଥରେ ମୋତେ ଛୁଇଁଦେ
ନଜରରେ ନଜର ମିଶେଇ ତୁ ଦେ
ହାତରେ ତୋ ହାତ ଦେ
ଥରେ ମୋତେ ଛୁଇଁଦେ
ନଜରରେ ନଜର ମିଶେଇ ତୁ ଦେ
ଥରେ ମୋତେ ଛୁଇଁଦେ
ନଜରରେ ନଜର ମିଶେଇ ତୁ ଦେ
ହାତରେ ତୋ ହାତ ଦେ
ଥରେ ମୋତେ ଛୁଇଁଦେ
ନଜରରେ ନଜର ମିଶେଇ ତୁ ଦେ
ଆଜି କହୁଚି, କହୁଚି ମୁଁ ଭଲପାଉଚି
ତତେ ରାଣୀ କରି ରଖିବି ମୁଁ କଥା ଦଉଚି
ଆଜି କହୁଚି, କହୁଚି ମୁଁ ଭଲପାଉଚି
ତତେ ପ୍ରେମ ପାଇଁ ଅନୁମତି ଦେଇଦେଇଚି
ଚାହିଁଦେଲେ ହୃଦୟରେ କିଛି ହଉଚି (କିଛି ହଉଚି)
ହାତରେ ତୋ ହାତ ଦେ
ଥରେ ମୋତେ ଛୁଇଁଦେ
ନଜରରେ ନଜର ମିଶେଇ ତୁ ଦେ
ମୋତି, ତୁ ହୀରା-ମୋତି
ସେଥିପାଇଁ ମନେ ଦେଲି ମୁଁ ସାଇତି, ମୁଁ ସାଇତି
ରାତି, ରାତି ଯାଏ ବିତି
ସାରାରାତି ଚେଇଁ ଚେଇଁ ମୁଁ ଭାବୁଛି, ମୁଁ ଭାବୁଛି
ଆଜି କହୁଚି, କହୁଚି ମୁଁ ଭଲପାଉଚି
ତତେ ପାଖେ ପାଇ ଆଜିକାଲି ସବୁ ଭୁଲିଚି
ଅଦିନରେ ଇନ୍ଦ୍ରଧନୁ ଝଲସି ଯାଉଚି (ଝଲସି ଯାଉଚି)
ହାତରେ ତୋ ହାତ ଦେ
ଥରେ ମୋତେ ଛୁଇଁଦେ
ନଜରରେ ନଜର ମିଶେଇ ତୁ ଦେ
ଲାଖି, ଆଖି ଯାଏ ଲାଖି
ଦେଖିଦେଲି ଥରେ ହାଏ, ତୋ ସଉକି, ତୋ ସଉକି
ବାଛି, ଆଣିଛି ମୁଁ ବାଛି
ଦୁନିଆଁରୁ ଖୋଜି ତତେ ମୁଁ ପରଖି, ମୁଁ ପରଖି
ଆଜି କହୁଚି, କହୁଚି ମୁଁ ଭଲପାଉଚି
ତୋ ହାତେ ଦେବି ଚାନ୍ଦ ଆଣି କଥାଦଉଚି
ଶର୍ମିଲି ଦେହରୁ ତୋ ମୁକ୍ତା ଝରୁଚି (ମୁକ୍ତା ଝରୁଚି)
ହାତରେ ତୋ ହାତ ଦେ
ଥରେ ମୋତେ ଛୁଇଁଦେ
ନଜରରେ ନଜର ମିଶେଇ ତୁ ଦେ
ହାତରେ ତୋ ହାତ ଦେ
ଥରେ ମୋତେ ଛୁଇଁଦେ
ନଜରରେ ନଜର ମିଶେଇ ତୁ ଦେ
⏱️ Synced Lyrics
[00:28.94] ହାତରେ ତୋ ହାତ ଦେ
[00:31.46] ଥରେ ମୋତେ ଛୁଇଁଦେ
[00:34.07] ନଜରରେ ନଜର ମିଶେଇ ତୁ ଦେ
[00:38.59] ହାତରେ ତୋ ହାତ ଦେ
[00:40.98] ଥରେ ମୋତେ ଛୁଇଁଦେ
[00:43.32] ନଜରରେ ନଜର ମିଶେଇ ତୁ ଦେ
[00:47.32] ଆଜି କହୁଚି, କହୁଚି ମୁଁ ଭଲପାଉଚି
[00:52.18] ତତେ ରାଣୀ କରି ରଖିବି ମୁଁ କଥା ଦଉଚି
[00:56.98] ଆଜି କହୁଚି, କହୁଚି ମୁଁ ଭଲପାଉଚି
[01:01.60] ତତେ ପ୍ରେମ ପାଇଁ ଅନୁମତି ଦେଇଦେଇଚି
[01:07.10] ଚାହିଁଦେଲେ ହୃଦୟରେ କିଛି ହଉଚି (କିଛି ହଉଚି)
[01:14.56] ହାତରେ ତୋ ହାତ ଦେ
[01:17.13] ଥରେ ମୋତେ ଛୁଇଁଦେ
[01:19.36] ନଜରରେ ନଜର ମିଶେଇ ତୁ ଦେ
[01:24.45]
[01:52.62] ମୋତି, ତୁ ହୀରା-ମୋତି
[01:57.45] ସେଥିପାଇଁ ମନେ ଦେଲି ମୁଁ ସାଇତି, ମୁଁ ସାଇତି
[02:11.85] ରାତି, ରାତି ଯାଏ ବିତି
[02:16.58] ସାରାରାତି ଚେଇଁ ଚେଇଁ ମୁଁ ଭାବୁଛି, ମୁଁ ଭାବୁଛି
[02:20.87] ଆଜି କହୁଚି, କହୁଚି ମୁଁ ଭଲପାଉଚି
[02:25.66] ତତେ ପାଖେ ପାଇ ଆଜିକାଲି ସବୁ ଭୁଲିଚି
[02:31.07] ଅଦିନରେ ଇନ୍ଦ୍ରଧନୁ ଝଲସି ଯାଉଚି (ଝଲସି ଯାଉଚି)
[02:38.56] ହାତରେ ତୋ ହାତ ଦେ
[02:40.93] ଥରେ ମୋତେ ଛୁଇଁଦେ
[02:43.31] ନଜରରେ ନଜର ମିଶେଇ ତୁ ଦେ
[02:48.55]
[03:16.65] ଲାଖି, ଆଖି ଯାଏ ଲାଖି
[03:21.44] ଦେଖିଦେଲି ଥରେ ହାଏ, ତୋ ସଉକି, ତୋ ସଉକି
[03:35.98] ବାଛି, ଆଣିଛି ମୁଁ ବାଛି
[03:40.65] ଦୁନିଆଁରୁ ଖୋଜି ତତେ ମୁଁ ପରଖି, ମୁଁ ପରଖି
[03:44.89] ଆଜି କହୁଚି, କହୁଚି ମୁଁ ଭଲପାଉଚି
[03:49.82] ତୋ ହାତେ ଦେବି ଚାନ୍ଦ ଆଣି କଥାଦଉଚି
[03:55.18] ଶର୍ମିଲି ଦେହରୁ ତୋ ମୁକ୍ତା ଝରୁଚି (ମୁକ୍ତା ଝରୁଚି)
[04:02.53] ହାତରେ ତୋ ହାତ ଦେ
[04:05.08] ଥରେ ମୋତେ ଛୁଇଁଦେ
[04:07.25] ନଜରରେ ନଜର ମିଶେଇ ତୁ ଦେ
[04:12.23] ହାତରେ ତୋ ହାତ ଦେ
[04:14.67] ଥରେ ମୋତେ ଛୁଇଁଦେ
[04:17.17] ନଜରରେ ନଜର ମିଶେଇ ତୁ ଦେ
[04:22.25]
[00:31.46] ଥରେ ମୋତେ ଛୁଇଁଦେ
[00:34.07] ନଜରରେ ନଜର ମିଶେଇ ତୁ ଦେ
[00:38.59] ହାତରେ ତୋ ହାତ ଦେ
[00:40.98] ଥରେ ମୋତେ ଛୁଇଁଦେ
[00:43.32] ନଜରରେ ନଜର ମିଶେଇ ତୁ ଦେ
[00:47.32] ଆଜି କହୁଚି, କହୁଚି ମୁଁ ଭଲପାଉଚି
[00:52.18] ତତେ ରାଣୀ କରି ରଖିବି ମୁଁ କଥା ଦଉଚି
[00:56.98] ଆଜି କହୁଚି, କହୁଚି ମୁଁ ଭଲପାଉଚି
[01:01.60] ତତେ ପ୍ରେମ ପାଇଁ ଅନୁମତି ଦେଇଦେଇଚି
[01:07.10] ଚାହିଁଦେଲେ ହୃଦୟରେ କିଛି ହଉଚି (କିଛି ହଉଚି)
[01:14.56] ହାତରେ ତୋ ହାତ ଦେ
[01:17.13] ଥରେ ମୋତେ ଛୁଇଁଦେ
[01:19.36] ନଜରରେ ନଜର ମିଶେଇ ତୁ ଦେ
[01:24.45]
[01:52.62] ମୋତି, ତୁ ହୀରା-ମୋତି
[01:57.45] ସେଥିପାଇଁ ମନେ ଦେଲି ମୁଁ ସାଇତି, ମୁଁ ସାଇତି
[02:11.85] ରାତି, ରାତି ଯାଏ ବିତି
[02:16.58] ସାରାରାତି ଚେଇଁ ଚେଇଁ ମୁଁ ଭାବୁଛି, ମୁଁ ଭାବୁଛି
[02:20.87] ଆଜି କହୁଚି, କହୁଚି ମୁଁ ଭଲପାଉଚି
[02:25.66] ତତେ ପାଖେ ପାଇ ଆଜିକାଲି ସବୁ ଭୁଲିଚି
[02:31.07] ଅଦିନରେ ଇନ୍ଦ୍ରଧନୁ ଝଲସି ଯାଉଚି (ଝଲସି ଯାଉଚି)
[02:38.56] ହାତରେ ତୋ ହାତ ଦେ
[02:40.93] ଥରେ ମୋତେ ଛୁଇଁଦେ
[02:43.31] ନଜରରେ ନଜର ମିଶେଇ ତୁ ଦେ
[02:48.55]
[03:16.65] ଲାଖି, ଆଖି ଯାଏ ଲାଖି
[03:21.44] ଦେଖିଦେଲି ଥରେ ହାଏ, ତୋ ସଉକି, ତୋ ସଉକି
[03:35.98] ବାଛି, ଆଣିଛି ମୁଁ ବାଛି
[03:40.65] ଦୁନିଆଁରୁ ଖୋଜି ତତେ ମୁଁ ପରଖି, ମୁଁ ପରଖି
[03:44.89] ଆଜି କହୁଚି, କହୁଚି ମୁଁ ଭଲପାଉଚି
[03:49.82] ତୋ ହାତେ ଦେବି ଚାନ୍ଦ ଆଣି କଥାଦଉଚି
[03:55.18] ଶର୍ମିଲି ଦେହରୁ ତୋ ମୁକ୍ତା ଝରୁଚି (ମୁକ୍ତା ଝରୁଚି)
[04:02.53] ହାତରେ ତୋ ହାତ ଦେ
[04:05.08] ଥରେ ମୋତେ ଛୁଇଁଦେ
[04:07.25] ନଜରରେ ନଜର ମିଶେଇ ତୁ ଦେ
[04:12.23] ହାତରେ ତୋ ହାତ ଦେ
[04:14.67] ଥରେ ମୋତେ ଛୁଇଁଦେ
[04:17.17] ନଜରରେ ନଜର ମିଶେଇ ତୁ ଦେ
[04:22.25]