Home 🎬 Bollywood 🎵 Pakistani 🎤 English Pop

Kajal Kajal

👤 Bhuban feat. Archana padhi 🎼 Kajal Kajal - Single ⏱️ 5:52
🎵 4839 characters
⏱️ 5:52 duration
🆔 ID: 6837265

📜 Lyrics

ଏହେ, ଆଖି ତୋର୍ କାଜଲ୍-କାଜଲ୍ (ହାଁ)
काली-काली କାଜଲ୍-କାଜଲ୍ (ଓହୋ)
काली-काली नैनों वाली रे (ହଟ୍)
ଆଖି ତୋର୍ କାଜଲ୍-କାଜଲ୍
काली-काली କାଜଲ୍-କାଜଲ୍
काली-काली नैनों वाली रे

ଏହେ, ହାଏରେ ସୁନ୍ଦରୀ ଜହ୍ନ
ମୋର୍ ଚାଖିଥି ଲାଗଲା ମନ
ଚାହାନି ନାଇଁ ଦେଖାନ
ମନକେ ରୁଚେ ତତେ ଧନ

ହୋ, ତୁଇ ମୋର ସୁନ୍ଦରୀ ଜହ୍ନ
ମୋର୍ ଚାଖିଥି ଲାଗଲା ମନ
ଚାହାନି ନାଇଁ ଦେଖାନ
ମନକେ ରୁଚେ ତତେ ଧନ

ନଟ୍ଟୁ ରାଜା ରେ ମୋର ମଟ୍ଟୁ ମୱାଲି
କିଏ କହେ ତୁଇ ହେଲା ଗୁଲାପ ଡାଲି
ଏ ଫୁଲ, ଏ ଫୁଲ, ଏ ଫୁଲ

ଏ ଗୁରୀ ତୋର୍ ଆଖିର୍ କଜଲ
ତିନ୍ ଛନା କରି ବହେନି ମତେ କଲା ପାଗଲ
ଏ ଗୁରୀ ତୋର୍ ଆଖିର୍ କଜଲ
काली-काली नैनों वाली କଲା ପାଗଲ

काजल-काजल, तेरी आँखियों का काजल रे
काजल-काजल, ମନେ କରିଯା ତୁ ପାଗଲ ରେ
काजल-काजल, मेरी आँखियों का काजल रे
काजल-काजल, ତତେ କରିଯାଏ ତ ପାଗଲ ରେ

ଏ ପିଲା ମୋର୍ ଆଖିର୍ କଜଲ
काली-काली କଜଲି ଆଖି କଲା ପାଗଲ
ଏ ପିଲା ମୋର୍ ଆଖିର୍ କାଜଲ
काली-काली କଜଲି ଆଖି କଲା ପାଗଲ
ହଁ, काली-काली କଜଲି काली କଲା ପାଗଲ

ହଁ, तारीफ़ ନାଇଁ କରି ନେଇଁ ରହି ପାରୁଛେଁ
ଦିଲ୍ କେ ଚୋଟ୍ ମାରିଦେଲୁ जख्मी ହେଇଛେଁ
ତୋର ଆଖିର୍ काजल କଲା ଘାୟଲ ପାଗଲା ସାଜିଛେ
ସବୁବେଲେ ସୁନା-ଗୁରୀ ମୁଇଁ ତଡ଼ପି ମରୁଛେଁ

ଆଖିର୍ କଜଲେ ଯାଇଛୁ ଫସି
ମହନି ଲାଗେ ମୁଲକି ହସି
ତୋର୍ ପଟି ମରା କଥା ତୋର୍ ପାଖେ ରଖିଥା
ଭଲ ପାଉଛୁ ବୋଲି ପିଲା ଦେଖେଇ ହେସୁ ବେଶୀ

काजल-काजल, तेरी आँखियों का काजल रे
काजल-काजल, ମନେ କରିଯା ତୁ ପାଗଲ ରେ
काजल-काजल, मेरी आँखियों का काजल रे
काजल-काजल, ତତେ କରିଯାଏ ତ ପାଗଲ ରେ

ଏ ଗୁରୀ ତୋର୍ ଆଖିର୍ କଜଲ ରେ କଜଲ
काली-काली नैनों वाली କଲା ପାଗଲ
ଏ ପିଲା ମୋର୍ ଆଖିର୍ କଜଲ
काली-काली କଜଲି ଆଖି କଲା ପାଗଲ
ହଁ, काली-काली କଜଲି काली କଲୁ ପାଗଲ

ହଁ, गुस्सा ନାଇଁ ଦେଖା गुस्सा वाली
ହେଇଥିଲେ ହେଇଥା ତୁଇ risky बड़ी
ତୋର୍ ପଛେ ମୁଇଁ ବୁଲୁଥିମି daily-daily
ମତେ ମିଠା ଲାଗୁଛେ ରେ ତୋର୍ ନୁଆଁ-ନୁଆଁ गाली

ପଗଲୁ-ଚଗଲୁ ରାଜା, ବାବୁ ଟିଙ୍ଗାଲୁ
ଚାହାଲି ପଛେ ମୋର୍ କିନ୍ଦରି ବୁଲୁ
ତୋର୍ ପାଗେଲାମି ପିଲା ନାଇଁ ଚାଲେ ରେ
ଦିଲ୍ ନାଇଁ ଦିଏ ପିଲା ଯଦି ତୁଇ सतालू

काजल, काजल, तेरी आँखियों का काजल रे
काजल-काजल, ମନେ କରିଯା ତୁ ପାଗଲ ରେ
काजल, काजल, मेरी आँखियों का काजल रे
काजल-काजल, ତତେ କରିଯାଏ ତ ପାଗଲ ରେ

ଏ ଗୁରୀ ତୋର୍ ଆଖିର୍ କଜଲ
ତିନ୍ ଛନା କରି ବହେନି ମତେ କଲା ପାଗଲ
ଏ ବାବୁ ମୋର୍ ଆଖିର୍ କଜଲ
काली-काली କଜଲି ଆଖି କଲା ପାଗଲ
ହଁ, ତିନ୍ ଛନା କରି ବହେନି ମତେ କଲା ପାଗଲ
काली-काली କଜଲି ଆଖି କଲା ପାଗଲ
ହଁ, ତିନ୍ ଛନା କରି ବହେନି ମତେ କଲା ପାଗଲ

⏱️ Synced Lyrics

[00:03.13] ଏହେ, ଆଖି ତୋର୍ କାଜଲ୍-କାଜଲ୍ (ହାଁ)
[00:06.77] काली-काली କାଜଲ୍-କାଜଲ୍ (ଓହୋ)
[00:08.33] काली-काली नैनों वाली रे (ହଟ୍)
[00:11.64] ଆଖି ତୋର୍ କାଜଲ୍-କାଜଲ୍
[00:13.34] काली-काली କାଜଲ୍-କାଜଲ୍
[00:15.23] काली-काली नैनों वाली रे
[00:18.56]
[00:52.19] ଏହେ, ହାଏରେ ସୁନ୍ଦରୀ ଜହ୍ନ
[00:55.79] ମୋର୍ ଚାଖିଥି ଲାଗଲା ମନ
[00:57.49] ଚାହାନି ନାଇଁ ଦେଖାନ
[00:58.96] ମନକେ ରୁଚେ ତତେ ଧନ
[01:00.68]
[01:07.37] ହୋ, ତୁଇ ମୋର ସୁନ୍ଦରୀ ଜହ୍ନ
[01:10.64] ମୋର୍ ଚାଖିଥି ଲାଗଲା ମନ
[01:12.64] ଚାହାନି ନାଇଁ ଦେଖାନ
[01:14.25] ମନକେ ରୁଚେ ତତେ ଧନ
[01:16.13] ନଟ୍ଟୁ ରାଜା ରେ ମୋର ମଟ୍ଟୁ ମୱାଲି
[01:19.48] କିଏ କହେ ତୁଇ ହେଲା ଗୁଲାପ ଡାଲି
[01:22.58] ଏ ଫୁଲ, ଏ ଫୁଲ, ଏ ଫୁଲ
[01:27.80] ଏ ଗୁରୀ ତୋର୍ ଆଖିର୍ କଜଲ
[01:31.14] ତିନ୍ ଛନା କରି ବହେନି ମତେ କଲା ପାଗଲ
[01:34.40] ଏ ଗୁରୀ ତୋର୍ ଆଖିର୍ କଜଲ
[01:38.08] काली-काली नैनों वाली କଲା ପାଗଲ
[01:41.16] काजल-काजल, तेरी आँखियों का काजल रे
[01:44.78] काजल-काजल, ମନେ କରିଯା ତୁ ପାଗଲ ରେ
[01:47.88] काजल-काजल, मेरी आँखियों का काजल रे
[01:51.44] काजल-काजल, ତତେ କରିଯାଏ ତ ପାଗଲ ରେ
[01:54.71] ଏ ପିଲା ମୋର୍ ଆଖିର୍ କଜଲ
[01:58.23] काली-काली କଜଲି ଆଖି କଲା ପାଗଲ
[02:01.50] ଏ ପିଲା ମୋର୍ ଆଖିର୍ କାଜଲ
[02:04.83] काली-काली କଜଲି ଆଖି କଲା ପାଗଲ
[02:07.94] ହଁ, काली-काली କଜଲି काली କଲା ପାଗଲ
[02:12.05]
[02:45.04] ହଁ, तारीफ़ ନାଇଁ କରି ନେଇଁ ରହି ପାରୁଛେଁ
[02:48.85] ଦିଲ୍ କେ ଚୋଟ୍ ମାରିଦେଲୁ जख्मी ହେଇଛେଁ
[02:51.82] ତୋର ଆଖିର୍ काजल କଲା ଘାୟଲ ପାଗଲା ସାଜିଛେ
[02:55.16] ସବୁବେଲେ ସୁନା-ଗୁରୀ ମୁଇଁ ତଡ଼ପି ମରୁଛେଁ
[02:58.81]
[03:05.88] ଆଖିର୍ କଜଲେ ଯାଇଛୁ ଫସି
[03:09.27] ମହନି ଲାଗେ ମୁଲକି ହସି
[03:11.99] ତୋର୍ ପଟି ମରା କଥା ତୋର୍ ପାଖେ ରଖିଥା
[03:15.57] ଭଲ ପାଉଛୁ ବୋଲି ପିଲା ଦେଖେଇ ହେସୁ ବେଶୀ
[03:19.16] काजल-काजल, तेरी आँखियों का काजल रे
[03:22.69] काजल-काजल, ମନେ କରିଯା ତୁ ପାଗଲ ରେ
[03:26.04] काजल-काजल, मेरी आँखियों का काजल रे
[03:29.22] काजल-काजल, ତତେ କରିଯାଏ ତ ପାଗଲ ରେ
[03:32.52] ଏ ଗୁରୀ ତୋର୍ ଆଖିର୍ କଜଲ ରେ କଜଲ
[03:36.19] काली-काली नैनों वाली କଲା ପାଗଲ
[03:39.47] ଏ ପିଲା ମୋର୍ ଆଖିର୍ କଜଲ
[03:42.84] काली-काली କଜଲି ଆଖି କଲା ପାଗଲ
[03:45.87] ହଁ, काली-काली କଜଲି काली କଲୁ ପାଗଲ
[03:50.07]
[04:23.16] ହଁ, गुस्सा ନାଇଁ ଦେଖା गुस्सा वाली
[04:26.75] ହେଇଥିଲେ ହେଇଥା ତୁଇ risky बड़ी
[04:29.70] ତୋର୍ ପଛେ ମୁଇଁ ବୁଲୁଥିମି daily-daily
[04:33.17] ମତେ ମିଠା ଲାଗୁଛେ ରେ ତୋର୍ ନୁଆଁ-ନୁଆଁ गाली
[04:36.97]
[04:43.92] ପଗଲୁ-ଚଗଲୁ ରାଜା, ବାବୁ ଟିଙ୍ଗାଲୁ
[04:47.27] ଚାହାଲି ପଛେ ମୋର୍ କିନ୍ଦରି ବୁଲୁ
[04:49.94] ତୋର୍ ପାଗେଲାମି ପିଲା ନାଇଁ ଚାଲେ ରେ
[04:53.39] ଦିଲ୍ ନାଇଁ ଦିଏ ପିଲା ଯଦି ତୁଇ सतालू
[04:56.91] काजल, काजल, तेरी आँखियों का काजल रे
[05:00.74] काजल-काजल, ମନେ କରିଯା ତୁ ପାଗଲ ରେ
[05:04.03] काजल, काजल, मेरी आँखियों का काजल रे
[05:07.51] काजल-काजल, ତତେ କରିଯାଏ ତ ପାଗଲ ରେ
[05:10.87] ଏ ଗୁରୀ ତୋର୍ ଆଖିର୍ କଜଲ
[05:14.27] ତିନ୍ ଛନା କରି ବହେନି ମତେ କଲା ପାଗଲ
[05:17.56] ଏ ବାବୁ ମୋର୍ ଆଖିର୍ କଜଲ
[05:20.82] काली-काली କଜଲି ଆଖି କଲା ପାଗଲ
[05:23.97] ହଁ, ତିନ୍ ଛନା କରି ବହେନି ମତେ କଲା ପାଗଲ
[05:27.62] काली-काली କଜଲି ଆଖି କଲା ପାଗଲ
[05:30.80] ହଁ, ତିନ୍ ଛନା କରି ବହେନି ମତେ କଲା ପାଗଲ
[05:36.53]

⭐ Rate These Lyrics

Average: 0.0/5 • 0 ratings