Aji Tharu Mo Bata
🎵 2430 characters
⏱️ 5:17 duration
🆔 ID: 6837288
📜 Lyrics
ଆଜିଠାରୁ ମୋ ବାଟ ମୋ ଠିକଣା ହେଲା ତୋର
ଆଜିଠାରୁ ମୋ ଘର ମୋ ଅଗଣା ହେଲା ତୋର
ଆଜି ଠାରୁ ମୋ scooter ର
ପଛ seat ହେଇଗଲା ତୋର
ଆଜି ଠାରୁ ମୋ sweater ର
Design ହେଇଗଲା ତୋର
ଆଜି ଠାରୁ ମୋର ସବୁ ହେଇଗଲା ତୋର
(ହେଇଗଲା ତୋର, ହେଇଗଲା ତୋର)
ଆଜି ଠାରୁ ତୁ, ତୁ, ତୁ ମୋର
ଆଜି ଠାରୁ ତୁ, ତୁ, ତୁ ମୋର
ଗୋଟେ almirah ରେ ପାଖାପାଖି ଥିବ
ମୋ shirt ଆଉ ତୋ ଶାଢ଼ୀ
ଗୋଟେ table ରେ ଲାଗି ଲାଗି ଥିବ
ତୋ ଚୁଡି ଆଉ ମୋ ଘଡ଼ି
ଯଉ ଆଇନାରେ ଦେଖିବି ମୋ ମୁହଁ
ଲାଗିଥିବ ତୋ ନାଲି ବିନ୍ଦି
ବାଡ଼ିରୁ ତୋଳି ମୁଁ ପରିବା ଆଣିଲେ
ଖୁଆଇବୁ ତୁ ମୋତେ ରାନ୍ଧି
ଆଜିଠାରୁ ମୋ T.V. ର ସବୁ channel ହେଇଗଲା ତୋର
ଆଜିଠାରୁ ମୋ pocket ର ସବୁ cash ହେଇଗଲା ତୋର
ଆଜିଠାରୁ ମୋର ସବୁ ହେଇଗଲା ତୋର
(ହେଇଗଲା ତୋର, ହେଇଗଲା ତୋର)
ଆଜି ଠାରୁ ତୁ, ତୁ, ତୁ ମୋର
ଆଜି ଠାରୁ ତୁ, ତୁ, ତୁ ମୋର
ଗୋଟେ album ରେ ଉଠେଇ ରଖିବା
ତୋ photo ଆଉ ମୋ photo
ଆମ bedroom ରେ ଗୋଟେ ହେଇଯିବ
ତୋ ଖଟ ଆଉ ମୋ ଖଟ
କାମ କରୁ-କରୁ ହାତ କଟିଗଲେ
ବାନ୍ଧିଦବୁ ତୁ କାନି ଚିରି
କେବେ-କେବେ ମୋର ଇଚ୍ଛା ହବ ଯଦି
ଖୁଆଇଦବୁ ମୋତେ ତୁ ଖିରି
ଆଜିଠାରୁ ମୋ କୂଅର ସବୁ ପାଣି ହେଇଗଲା ତୋର
ଆଜିଠାରୁ ମୋ ଜମିର ସବୁ ପଟା ହେଇଗଲା ତୋର
ଆଜିଠାରୁ ମୋର ସବୁ ହେଇଗଲା ତୋର
(ହେଇଗଲା ତୋର, ହେଇଗଲା ତୋର)
ଆଜି ଠାରୁ ତୁ, ତୁ, ତୁ ମୋର
ଆଜି ଠାରୁ ତୁ, ତୁ, ତୁ ମୋର
ଆଜି ଠାରୁ ତୁ, ତୁ, ତୁ ମୋର
ଆଜି ଠାରୁ ତୁ, ତୁ, ତୁ ମୋର
ଆଜିଠାରୁ ମୋ ଘର ମୋ ଅଗଣା ହେଲା ତୋର
ଆଜି ଠାରୁ ମୋ scooter ର
ପଛ seat ହେଇଗଲା ତୋର
ଆଜି ଠାରୁ ମୋ sweater ର
Design ହେଇଗଲା ତୋର
ଆଜି ଠାରୁ ମୋର ସବୁ ହେଇଗଲା ତୋର
(ହେଇଗଲା ତୋର, ହେଇଗଲା ତୋର)
ଆଜି ଠାରୁ ତୁ, ତୁ, ତୁ ମୋର
ଆଜି ଠାରୁ ତୁ, ତୁ, ତୁ ମୋର
ଗୋଟେ almirah ରେ ପାଖାପାଖି ଥିବ
ମୋ shirt ଆଉ ତୋ ଶାଢ଼ୀ
ଗୋଟେ table ରେ ଲାଗି ଲାଗି ଥିବ
ତୋ ଚୁଡି ଆଉ ମୋ ଘଡ଼ି
ଯଉ ଆଇନାରେ ଦେଖିବି ମୋ ମୁହଁ
ଲାଗିଥିବ ତୋ ନାଲି ବିନ୍ଦି
ବାଡ଼ିରୁ ତୋଳି ମୁଁ ପରିବା ଆଣିଲେ
ଖୁଆଇବୁ ତୁ ମୋତେ ରାନ୍ଧି
ଆଜିଠାରୁ ମୋ T.V. ର ସବୁ channel ହେଇଗଲା ତୋର
ଆଜିଠାରୁ ମୋ pocket ର ସବୁ cash ହେଇଗଲା ତୋର
ଆଜିଠାରୁ ମୋର ସବୁ ହେଇଗଲା ତୋର
(ହେଇଗଲା ତୋର, ହେଇଗଲା ତୋର)
ଆଜି ଠାରୁ ତୁ, ତୁ, ତୁ ମୋର
ଆଜି ଠାରୁ ତୁ, ତୁ, ତୁ ମୋର
ଗୋଟେ album ରେ ଉଠେଇ ରଖିବା
ତୋ photo ଆଉ ମୋ photo
ଆମ bedroom ରେ ଗୋଟେ ହେଇଯିବ
ତୋ ଖଟ ଆଉ ମୋ ଖଟ
କାମ କରୁ-କରୁ ହାତ କଟିଗଲେ
ବାନ୍ଧିଦବୁ ତୁ କାନି ଚିରି
କେବେ-କେବେ ମୋର ଇଚ୍ଛା ହବ ଯଦି
ଖୁଆଇଦବୁ ମୋତେ ତୁ ଖିରି
ଆଜିଠାରୁ ମୋ କୂଅର ସବୁ ପାଣି ହେଇଗଲା ତୋର
ଆଜିଠାରୁ ମୋ ଜମିର ସବୁ ପଟା ହେଇଗଲା ତୋର
ଆଜିଠାରୁ ମୋର ସବୁ ହେଇଗଲା ତୋର
(ହେଇଗଲା ତୋର, ହେଇଗଲା ତୋର)
ଆଜି ଠାରୁ ତୁ, ତୁ, ତୁ ମୋର
ଆଜି ଠାରୁ ତୁ, ତୁ, ତୁ ମୋର
ଆଜି ଠାରୁ ତୁ, ତୁ, ତୁ ମୋର
ଆଜି ଠାରୁ ତୁ, ତୁ, ତୁ ମୋର
⏱️ Synced Lyrics
[00:22.15] ଆଜିଠାରୁ ମୋ ବାଟ ମୋ ଠିକଣା ହେଲା ତୋର
[00:34.30] ଆଜିଠାରୁ ମୋ ଘର ମୋ ଅଗଣା ହେଲା ତୋର
[00:45.93] ଆଜି ଠାରୁ ମୋ scooter ର
[00:49.04] ପଛ seat ହେଇଗଲା ତୋର
[00:52.16] ଆଜି ଠାରୁ ମୋ sweater ର
[00:55.09] Design ହେଇଗଲା ତୋର
[00:59.28] ଆଜି ଠାରୁ ମୋର ସବୁ ହେଇଗଲା ତୋର
[01:02.50] (ହେଇଗଲା ତୋର, ହେଇଗଲା ତୋର)
[01:05.99] ଆଜି ଠାରୁ ତୁ, ତୁ, ତୁ ମୋର
[01:13.66] ଆଜି ଠାରୁ ତୁ, ତୁ, ତୁ ମୋର
[01:19.87]
[01:45.74] ଗୋଟେ almirah ରେ ପାଖାପାଖି ଥିବ
[01:51.89] ମୋ shirt ଆଉ ତୋ ଶାଢ଼ୀ
[01:57.99] ଗୋଟେ table ରେ ଲାଗି ଲାଗି ଥିବ
[02:04.13] ତୋ ଚୁଡି ଆଉ ମୋ ଘଡ଼ି
[02:13.30] ଯଉ ଆଇନାରେ ଦେଖିବି ମୋ ମୁହଁ
[02:19.36] ଲାଗିଥିବ ତୋ ନାଲି ବିନ୍ଦି
[02:24.19] ବାଡ଼ିରୁ ତୋଳି ମୁଁ ପରିବା ଆଣିଲେ
[02:30.47] ଖୁଆଇବୁ ତୁ ମୋତେ ରାନ୍ଧି
[02:33.70] ଆଜିଠାରୁ ମୋ T.V. ର ସବୁ channel ହେଇଗଲା ତୋର
[02:39.74] ଆଜିଠାରୁ ମୋ pocket ର ସବୁ cash ହେଇଗଲା ତୋର
[02:46.80] ଆଜିଠାରୁ ମୋର ସବୁ ହେଇଗଲା ତୋର
[02:50.01] (ହେଇଗଲା ତୋର, ହେଇଗଲା ତୋର)
[02:53.69] ଆଜି ଠାରୁ ତୁ, ତୁ, ତୁ ମୋର
[03:01.11] ଆଜି ଠାରୁ ତୁ, ତୁ, ତୁ ମୋର
[03:07.68]
[03:36.62] ଗୋଟେ album ରେ ଉଠେଇ ରଖିବା
[03:42.60] ତୋ photo ଆଉ ମୋ photo
[03:48.93] ଆମ bedroom ରେ ଗୋଟେ ହେଇଯିବ
[03:54.95] ତୋ ଖଟ ଆଉ ମୋ ଖଟ
[04:04.20] କାମ କରୁ-କରୁ ହାତ କଟିଗଲେ
[04:10.32] ବାନ୍ଧିଦବୁ ତୁ କାନି ଚିରି
[04:15.22] କେବେ-କେବେ ମୋର ଇଚ୍ଛା ହବ ଯଦି
[04:21.15] ଖୁଆଇଦବୁ ମୋତେ ତୁ ଖିରି
[04:24.52] ଆଜିଠାରୁ ମୋ କୂଅର ସବୁ ପାଣି ହେଇଗଲା ତୋର
[04:30.56] ଆଜିଠାରୁ ମୋ ଜମିର ସବୁ ପଟା ହେଇଗଲା ତୋର
[04:37.71] ଆଜିଠାରୁ ମୋର ସବୁ ହେଇଗଲା ତୋର
[04:40.89] (ହେଇଗଲା ତୋର, ହେଇଗଲା ତୋର)
[04:44.45] ଆଜି ଠାରୁ ତୁ, ତୁ, ତୁ ମୋର
[04:52.08] ଆଜି ଠାରୁ ତୁ, ତୁ, ତୁ ମୋର
[04:59.89] ଆଜି ଠାରୁ ତୁ, ତୁ, ତୁ ମୋର
[05:07.45] ଆଜି ଠାରୁ ତୁ, ତୁ, ତୁ ମୋର
[05:13.54]
[00:34.30] ଆଜିଠାରୁ ମୋ ଘର ମୋ ଅଗଣା ହେଲା ତୋର
[00:45.93] ଆଜି ଠାରୁ ମୋ scooter ର
[00:49.04] ପଛ seat ହେଇଗଲା ତୋର
[00:52.16] ଆଜି ଠାରୁ ମୋ sweater ର
[00:55.09] Design ହେଇଗଲା ତୋର
[00:59.28] ଆଜି ଠାରୁ ମୋର ସବୁ ହେଇଗଲା ତୋର
[01:02.50] (ହେଇଗଲା ତୋର, ହେଇଗଲା ତୋର)
[01:05.99] ଆଜି ଠାରୁ ତୁ, ତୁ, ତୁ ମୋର
[01:13.66] ଆଜି ଠାରୁ ତୁ, ତୁ, ତୁ ମୋର
[01:19.87]
[01:45.74] ଗୋଟେ almirah ରେ ପାଖାପାଖି ଥିବ
[01:51.89] ମୋ shirt ଆଉ ତୋ ଶାଢ଼ୀ
[01:57.99] ଗୋଟେ table ରେ ଲାଗି ଲାଗି ଥିବ
[02:04.13] ତୋ ଚୁଡି ଆଉ ମୋ ଘଡ଼ି
[02:13.30] ଯଉ ଆଇନାରେ ଦେଖିବି ମୋ ମୁହଁ
[02:19.36] ଲାଗିଥିବ ତୋ ନାଲି ବିନ୍ଦି
[02:24.19] ବାଡ଼ିରୁ ତୋଳି ମୁଁ ପରିବା ଆଣିଲେ
[02:30.47] ଖୁଆଇବୁ ତୁ ମୋତେ ରାନ୍ଧି
[02:33.70] ଆଜିଠାରୁ ମୋ T.V. ର ସବୁ channel ହେଇଗଲା ତୋର
[02:39.74] ଆଜିଠାରୁ ମୋ pocket ର ସବୁ cash ହେଇଗଲା ତୋର
[02:46.80] ଆଜିଠାରୁ ମୋର ସବୁ ହେଇଗଲା ତୋର
[02:50.01] (ହେଇଗଲା ତୋର, ହେଇଗଲା ତୋର)
[02:53.69] ଆଜି ଠାରୁ ତୁ, ତୁ, ତୁ ମୋର
[03:01.11] ଆଜି ଠାରୁ ତୁ, ତୁ, ତୁ ମୋର
[03:07.68]
[03:36.62] ଗୋଟେ album ରେ ଉଠେଇ ରଖିବା
[03:42.60] ତୋ photo ଆଉ ମୋ photo
[03:48.93] ଆମ bedroom ରେ ଗୋଟେ ହେଇଯିବ
[03:54.95] ତୋ ଖଟ ଆଉ ମୋ ଖଟ
[04:04.20] କାମ କରୁ-କରୁ ହାତ କଟିଗଲେ
[04:10.32] ବାନ୍ଧିଦବୁ ତୁ କାନି ଚିରି
[04:15.22] କେବେ-କେବେ ମୋର ଇଚ୍ଛା ହବ ଯଦି
[04:21.15] ଖୁଆଇଦବୁ ମୋତେ ତୁ ଖିରି
[04:24.52] ଆଜିଠାରୁ ମୋ କୂଅର ସବୁ ପାଣି ହେଇଗଲା ତୋର
[04:30.56] ଆଜିଠାରୁ ମୋ ଜମିର ସବୁ ପଟା ହେଇଗଲା ତୋର
[04:37.71] ଆଜିଠାରୁ ମୋର ସବୁ ହେଇଗଲା ତୋର
[04:40.89] (ହେଇଗଲା ତୋର, ହେଇଗଲା ତୋର)
[04:44.45] ଆଜି ଠାରୁ ତୁ, ତୁ, ତୁ ମୋର
[04:52.08] ଆଜି ଠାରୁ ତୁ, ତୁ, ତୁ ମୋର
[04:59.89] ଆଜି ଠାରୁ ତୁ, ତୁ, ତୁ ମୋର
[05:07.45] ଆଜି ଠାରୁ ତୁ, ତୁ, ତୁ ମୋର
[05:13.54]