Aa Lagei De Daga
🎵 1865 characters
⏱️ 4:00 duration
🆔 ID: 6837342
📜 Lyrics
ତତେ ପ୍ରେମରୋଗ, ମତେ ପ୍ରେମରୋଗ
ୟା ଠାରୁ ନାହିଁ ଆଉ ବଡ଼ ଭାଗ୍ୟ
ଏ romantic-romantic ପାଗ
ଆ ଲଗେଇ ଦେ, ଲଗେଇ ଦେ ଦାଗ
ଆ ଲଗେଇ ଦେ, ଲଗେଇ ଦେ ଦାଗ
ଆ ଲଗେଇ ଦେ, ଲଗେଇ ଦେ ଦାଗ
ଆ ଲଗେଇ ଦେ, ଲଗେଇ ଦେ ଦାଗ
ହୋ-ହୋ-ହୋ (ନା ନା ନା)
ହୋ-ହୋ-ହୋ (ନା ନା ନା)
ତୋ ଆଖି ମୋ ଆଖି
ମିଶିଗଲେ ଯାଏ ଲାଖି
କିଛି-କିଛି ହେଇଯାଏ ଛାତିରେ
ତୋ ମନ ମୋ ମନ
ନିଶା-ନିଶା ସାରା ଦିନ
ତୋ ସ୍ଵପ୍ନ ମୋ ଆଖିରେ ସବୁ ରାତିରେ
ତତେ ନାହିଁ ନିଦ, ମତେ ନାହିଁ ନିଦ
ବୟସ ପାଇଁ ତ ଏ ବଡ଼ ବିପଦ
ଏ romantic-romantic ପାଗ
ଆ ଲଗେଇ ଦେ, ଲଗେଇ ଦେ ଦାଗ
ଆ ଲଗେଇ ଦେ, ଲଗେଇ ଦେ ଦାଗ
ଆ ଲଗେଇ ଦେ, ଲଗେଇ ଦେ ଦାଗ
ଆ ଲଗେଇ ଦେ, ଲଗେଇ ଦେ ଦାଗ
ତୁ ଅଛୁ ମୁଁ ଅଛି
ଲାଗେ ଅଛି ସବୁକିଛି
ମିଠା-ମିଠା ଭାରି ମିଠା ଲାଗେ ଜୀବନ
ତତେ ଯେବେ ଦେଖେନାହିଁ
ଲାଗେନାହିଁ ନିଜ ଛାଇ
ତୁ ଥିଲେ ଦିନରେ ବି ଦିଶେ ସପନ
ତୋର ଯଉ ବାଟ, ମୋର ସେଇ ବାଟ
ଯୁଆଡ଼କୁ ଗଲେ ହେଇଯାଏ ଭେଟ
ଏ romantic-romantic ପାଗ
ଆ ଲଗେଇ ଦେ, ଲଗେଇ ଦେ ଦାଗ
ଆ ଲଗେଇ ଦେ, ଲଗେଇ ଦେ ଦାଗ
ଆ ଲଗେଇ ଦେ, ଲଗେଇ ଦେ ଦାଗ
ଆ ଲଗେଇ ଦେ, ଲଗେଇ ଦେ ଦାଗ
ୟା ଠାରୁ ନାହିଁ ଆଉ ବଡ଼ ଭାଗ୍ୟ
ଏ romantic-romantic ପାଗ
ଆ ଲଗେଇ ଦେ, ଲଗେଇ ଦେ ଦାଗ
ଆ ଲଗେଇ ଦେ, ଲଗେଇ ଦେ ଦାଗ
ଆ ଲଗେଇ ଦେ, ଲଗେଇ ଦେ ଦାଗ
ଆ ଲଗେଇ ଦେ, ଲଗେଇ ଦେ ଦାଗ
ହୋ-ହୋ-ହୋ (ନା ନା ନା)
ହୋ-ହୋ-ହୋ (ନା ନା ନା)
ତୋ ଆଖି ମୋ ଆଖି
ମିଶିଗଲେ ଯାଏ ଲାଖି
କିଛି-କିଛି ହେଇଯାଏ ଛାତିରେ
ତୋ ମନ ମୋ ମନ
ନିଶା-ନିଶା ସାରା ଦିନ
ତୋ ସ୍ଵପ୍ନ ମୋ ଆଖିରେ ସବୁ ରାତିରେ
ତତେ ନାହିଁ ନିଦ, ମତେ ନାହିଁ ନିଦ
ବୟସ ପାଇଁ ତ ଏ ବଡ଼ ବିପଦ
ଏ romantic-romantic ପାଗ
ଆ ଲଗେଇ ଦେ, ଲଗେଇ ଦେ ଦାଗ
ଆ ଲଗେଇ ଦେ, ଲଗେଇ ଦେ ଦାଗ
ଆ ଲଗେଇ ଦେ, ଲଗେଇ ଦେ ଦାଗ
ଆ ଲଗେଇ ଦେ, ଲଗେଇ ଦେ ଦାଗ
ତୁ ଅଛୁ ମୁଁ ଅଛି
ଲାଗେ ଅଛି ସବୁକିଛି
ମିଠା-ମିଠା ଭାରି ମିଠା ଲାଗେ ଜୀବନ
ତତେ ଯେବେ ଦେଖେନାହିଁ
ଲାଗେନାହିଁ ନିଜ ଛାଇ
ତୁ ଥିଲେ ଦିନରେ ବି ଦିଶେ ସପନ
ତୋର ଯଉ ବାଟ, ମୋର ସେଇ ବାଟ
ଯୁଆଡ଼କୁ ଗଲେ ହେଇଯାଏ ଭେଟ
ଏ romantic-romantic ପାଗ
ଆ ଲଗେଇ ଦେ, ଲଗେଇ ଦେ ଦାଗ
ଆ ଲଗେଇ ଦେ, ଲଗେଇ ଦେ ଦାଗ
ଆ ଲଗେଇ ଦେ, ଲଗେଇ ଦେ ଦାଗ
ଆ ଲଗେଇ ଦେ, ଲଗେଇ ଦେ ଦାଗ
⏱️ Synced Lyrics
[00:30.14] ତତେ ପ୍ରେମରୋଗ, ମତେ ପ୍ରେମରୋଗ
[00:35.39] ୟା ଠାରୁ ନାହିଁ ଆଉ ବଡ଼ ଭାଗ୍ୟ
[00:40.05] ଏ romantic-romantic ପାଗ
[00:44.69] ଆ ଲଗେଇ ଦେ, ଲଗେଇ ଦେ ଦାଗ
[00:49.73] ଆ ଲଗେଇ ଦେ, ଲଗେଇ ଦେ ଦାଗ
[00:54.44] ଆ ଲଗେଇ ଦେ, ଲଗେଇ ଦେ ଦାଗ
[00:59.18] ଆ ଲଗେଇ ଦେ, ଲଗେଇ ଦେ ଦାଗ
[01:04.34]
[01:14.06] ହୋ-ହୋ-ହୋ (ନା ନା ନା)
[01:19.13] ହୋ-ହୋ-ହୋ (ନା ନା ନା)
[01:24.63] ତୋ ଆଖି ମୋ ଆଖି
[01:28.98] ମିଶିଗଲେ ଯାଏ ଲାଖି
[01:33.76] କିଛି-କିଛି ହେଇଯାଏ ଛାତିରେ
[01:39.15] ତୋ ମନ ମୋ ମନ
[01:43.67] ନିଶା-ନିଶା ସାରା ଦିନ
[01:48.83] ତୋ ସ୍ଵପ୍ନ ମୋ ଆଖିରେ ସବୁ ରାତିରେ
[01:54.01] ତତେ ନାହିଁ ନିଦ, ମତେ ନାହିଁ ନିଦ
[01:59.22] ବୟସ ପାଇଁ ତ ଏ ବଡ଼ ବିପଦ
[02:04.25] ଏ romantic-romantic ପାଗ
[02:08.77] ଆ ଲଗେଇ ଦେ, ଲଗେଇ ଦେ ଦାଗ
[02:13.82] ଆ ଲଗେଇ ଦେ, ଲଗେଇ ଦେ ଦାଗ
[02:18.52] ଆ ଲଗେଇ ଦେ, ଲଗେଇ ଦେ ଦାଗ
[02:23.23] ଆ ଲଗେଇ ଦେ, ଲଗେଇ ଦେ ଦାଗ
[02:28.88]
[02:53.61] ତୁ ଅଛୁ ମୁଁ ଅଛି
[02:57.68] ଲାଗେ ଅଛି ସବୁକିଛି
[03:03.02] ମିଠା-ମିଠା ଭାରି ମିଠା ଲାଗେ ଜୀବନ
[03:08.34] ତତେ ଯେବେ ଦେଖେନାହିଁ
[03:12.74] ଲାଗେନାହିଁ ନିଜ ଛାଇ
[03:17.88] ତୁ ଥିଲେ ଦିନରେ ବି ଦିଶେ ସପନ
[03:23.05] ତୋର ଯଉ ବାଟ, ମୋର ସେଇ ବାଟ
[03:28.69] ଯୁଆଡ଼କୁ ଗଲେ ହେଇଯାଏ ଭେଟ
[03:33.14] ଏ romantic-romantic ପାଗ
[03:37.90] ଆ ଲଗେଇ ଦେ, ଲଗେଇ ଦେ ଦାଗ
[03:42.98] ଆ ଲଗେଇ ଦେ, ଲଗେଇ ଦେ ଦାଗ
[03:47.89] ଆ ଲଗେଇ ଦେ, ଲଗେଇ ଦେ ଦାଗ
[03:52.48] ଆ ଲଗେଇ ଦେ, ଲଗେଇ ଦେ ଦାଗ
[03:59.60]
[00:35.39] ୟା ଠାରୁ ନାହିଁ ଆଉ ବଡ଼ ଭାଗ୍ୟ
[00:40.05] ଏ romantic-romantic ପାଗ
[00:44.69] ଆ ଲଗେଇ ଦେ, ଲଗେଇ ଦେ ଦାଗ
[00:49.73] ଆ ଲଗେଇ ଦେ, ଲଗେଇ ଦେ ଦାଗ
[00:54.44] ଆ ଲଗେଇ ଦେ, ଲଗେଇ ଦେ ଦାଗ
[00:59.18] ଆ ଲଗେଇ ଦେ, ଲଗେଇ ଦେ ଦାଗ
[01:04.34]
[01:14.06] ହୋ-ହୋ-ହୋ (ନା ନା ନା)
[01:19.13] ହୋ-ହୋ-ହୋ (ନା ନା ନା)
[01:24.63] ତୋ ଆଖି ମୋ ଆଖି
[01:28.98] ମିଶିଗଲେ ଯାଏ ଲାଖି
[01:33.76] କିଛି-କିଛି ହେଇଯାଏ ଛାତିରେ
[01:39.15] ତୋ ମନ ମୋ ମନ
[01:43.67] ନିଶା-ନିଶା ସାରା ଦିନ
[01:48.83] ତୋ ସ୍ଵପ୍ନ ମୋ ଆଖିରେ ସବୁ ରାତିରେ
[01:54.01] ତତେ ନାହିଁ ନିଦ, ମତେ ନାହିଁ ନିଦ
[01:59.22] ବୟସ ପାଇଁ ତ ଏ ବଡ଼ ବିପଦ
[02:04.25] ଏ romantic-romantic ପାଗ
[02:08.77] ଆ ଲଗେଇ ଦେ, ଲଗେଇ ଦେ ଦାଗ
[02:13.82] ଆ ଲଗେଇ ଦେ, ଲଗେଇ ଦେ ଦାଗ
[02:18.52] ଆ ଲଗେଇ ଦେ, ଲଗେଇ ଦେ ଦାଗ
[02:23.23] ଆ ଲଗେଇ ଦେ, ଲଗେଇ ଦେ ଦାଗ
[02:28.88]
[02:53.61] ତୁ ଅଛୁ ମୁଁ ଅଛି
[02:57.68] ଲାଗେ ଅଛି ସବୁକିଛି
[03:03.02] ମିଠା-ମିଠା ଭାରି ମିଠା ଲାଗେ ଜୀବନ
[03:08.34] ତତେ ଯେବେ ଦେଖେନାହିଁ
[03:12.74] ଲାଗେନାହିଁ ନିଜ ଛାଇ
[03:17.88] ତୁ ଥିଲେ ଦିନରେ ବି ଦିଶେ ସପନ
[03:23.05] ତୋର ଯଉ ବାଟ, ମୋର ସେଇ ବାଟ
[03:28.69] ଯୁଆଡ଼କୁ ଗଲେ ହେଇଯାଏ ଭେଟ
[03:33.14] ଏ romantic-romantic ପାଗ
[03:37.90] ଆ ଲଗେଇ ଦେ, ଲଗେଇ ଦେ ଦାଗ
[03:42.98] ଆ ଲଗେଇ ଦେ, ଲଗେଇ ଦେ ଦାଗ
[03:47.89] ଆ ଲଗେଇ ଦେ, ଲଗେଇ ଦେ ଦାଗ
[03:52.48] ଆ ଲଗେଇ ଦେ, ଲଗେଇ ଦେ ଦାଗ
[03:59.60]