Home 🎬 Bollywood 🎵 Pakistani 🎤 English Pop

Batabana Hela Mo Prema

👤 Humane Sagar 🎼 Best Of Humane Sagar ⏱️ 5:30
🎵 2166 characters
⏱️ 5:30 duration
🆔 ID: 6837480

📜 Lyrics

ତୋ କଥା ମୁଁ ମାନିନିଏ ସବୁ
ରାତିକୁ କହିଲେ ଦିନ
ଏ କଥାବି ମାନିଲି ସହଜେ
ସୂର୍ଯ୍ୟକୁ କହିଲୁ ଜହ୍ନ

କେମିତି ମାନିବି ଏଇ କଥା ତୋର?
କେମିତି ମାନିବି ଏଇ କଥା ତୋର?
ନାହିଁ ତୋର ମୋ ପାଇଁ ପ୍ରେମ

ବାଟ ବଣା ହେଲା ମୋ ପ୍ରେମ
ବାଟ ବଣା ହେଲା ମୋ ପ୍ରେମ
ବାଟ ବଣା ହେଲା ମୋ ପ୍ରେମ
ବାଟ ବଣା ହେଲା ମୋ ପ୍ରେମ

ରାତି ମୋର କଟିଯାଏ
ତୋ ସପନ ବାଟ ଦେଇ
ମେଘ ହେଇ ବରସିଲୁ
ମୋ ପଲକ ଫାଙ୍କ ଦେଇ

ରାତି ମୋର କଟିଯାଏ
ତୋ ସପନ ବାଟ ଦେଇ
ମେଘ ହେଇ ବରସିଲୁ
ମୋ ପଲକ ଫାଙ୍କ ଦେଇ

ଛାତିରେ ସାଇତା ସବୁ ସ୍ମୃତି ତୋର
ଛାତିରେ ସାଇତା ସବୁ ସ୍ମୃତି ତୋର
ହବ ନାହିଁ କେବେବି ଶୂନ୍ୟ

ବାଟ ବଣା ହେଲା ମୋ ପ୍ରେମ
ବାଟ ବଣା ହେଲା ମୋ ପ୍ରେମ
ବାଟ ବଣା ହେଲା ମୋ ପ୍ରେମ
ବାଟ ବଣା ହେଲା ମୋ ପ୍ରେମ

ଚାଲୁ ଥିଲୁ ସାଥେ-ସାଥେ
ଛାଇ ଟିଏ ମୋର ହେଇ
ତୁ ଗଲା ପରେ-ପରେ
ରହିଛି ତୋ ବାଟ ଚାହିଁ

ଚାଲୁ ଥିଲୁ ସାଥେ-ସାଥେ
ଛାଇ ଟିଏ ମୋର ହେଇ
ତୁ ଗଲା ପରେ-ପରେ
ରହିଛି ତୋ ବାଟ ଚାହିଁ

ଆଜିବି ବିଶ୍ୱାସ ଅଛି ଦିନେ ତୋର
ଆଜିବି ବିଶ୍ୱାସ ଅଛି ଦିନେ ତୋର
ବରଷିବ ମୋ ପାଇଁ ପ୍ରେମ

ବାଟ ବଣା ହେଲା ମୋ ପ୍ରେମ
ବାଟ ବଣା ହେଲା ମୋ ପ୍ରେମ
ବାଟ ବଣା ହେଲା ମୋ ପ୍ରେମ
ବାଟ ବଣା ହେଲା ମୋ ପ୍ରେମ

⏱️ Synced Lyrics

[00:31.45] ତୋ କଥା ମୁଁ ମାନିନିଏ ସବୁ
[00:36.79] ରାତିକୁ କହିଲେ ଦିନ
[00:42.30] ଏ କଥାବି ମାନିଲି ସହଜେ
[00:47.55] ସୂର୍ଯ୍ୟକୁ କହିଲୁ ଜହ୍ନ
[00:52.84] କେମିତି ମାନିବି ଏଇ କଥା ତୋର?
[00:58.15] କେମିତି ମାନିବି ଏଇ କଥା ତୋର?
[01:03.45] ନାହିଁ ତୋର ମୋ ପାଇଁ ପ୍ରେମ
[01:08.95] ବାଟ ବଣା ହେଲା ମୋ ପ୍ରେମ
[01:14.19] ବାଟ ବଣା ହେଲା ମୋ ପ୍ରେମ
[01:19.55] ବାଟ ବଣା ହେଲା ମୋ ପ୍ରେମ
[01:24.81] ବାଟ ବଣା ହେଲା ମୋ ପ୍ରେମ
[02:01.97] ରାତି ମୋର କଟିଯାଏ
[02:07.43] ତୋ ସପନ ବାଟ ଦେଇ
[02:12.62] ମେଘ ହେଇ ବରସିଲୁ
[02:17.94] ମୋ ପଲକ ଫାଙ୍କ ଦେଇ
[02:28.87] ରାତି ମୋର କଟିଯାଏ
[02:34.27] ତୋ ସପନ ବାଟ ଦେଇ
[02:39.50] ମେଘ ହେଇ ବରସିଲୁ
[02:44.89] ମୋ ପଲକ ଫାଙ୍କ ଦେଇ
[02:50.22] ଛାତିରେ ସାଇତା ସବୁ ସ୍ମୃତି ତୋର
[02:55.32] ଛାତିରେ ସାଇତା ସବୁ ସ୍ମୃତି ତୋର
[03:00.89] ହବ ନାହିଁ କେବେବି ଶୂନ୍ୟ
[03:06.38] ବାଟ ବଣା ହେଲା ମୋ ପ୍ରେମ
[03:11.31] ବାଟ ବଣା ହେଲା ମୋ ପ୍ରେମ
[03:16.70] ବାଟ ବଣା ହେଲା ମୋ ପ୍ରେମ
[03:22.26] ବାଟ ବଣା ହେଲା ମୋ ପ୍ରେମ
[03:59.43] ଚାଲୁ ଥିଲୁ ସାଥେ-ସାଥେ
[04:04.76] ଛାଇ ଟିଏ ମୋର ହେଇ
[04:10.02] ତୁ ଗଲା ପରେ-ପରେ
[04:15.55] ରହିଛି ତୋ ବାଟ ଚାହିଁ
[04:26.06] ଚାଲୁ ଥିଲୁ ସାଥେ-ସାଥେ
[04:31.39] ଛାଇ ଟିଏ ମୋର ହେଇ
[04:36.87] ତୁ ଗଲା ପରେ-ପରେ
[04:42.16] ରହିଛି ତୋ ବାଟ ଚାହିଁ
[04:47.38] ଆଜିବି ବିଶ୍ୱାସ ଅଛି ଦିନେ ତୋର
[04:52.56] ଆଜିବି ବିଶ୍ୱାସ ଅଛି ଦିନେ ତୋର
[04:58.13] ବରଷିବ ମୋ ପାଇଁ ପ୍ରେମ
[05:03.52] ବାଟ ବଣା ହେଲା ମୋ ପ୍ରେମ
[05:08.95] ବାଟ ବଣା ହେଲା ମୋ ପ୍ରେମ
[05:14.14] ବାଟ ବଣା ହେଲା ମୋ ପ୍ରେମ
[05:19.58] ବାଟ ବଣା ହେଲା ମୋ ପ୍ରେମ
[05:24.55]

⭐ Rate These Lyrics

Average: 0.0/5 • 0 ratings