Aama Bhitare Kichhi Achhi - Version 1
🎵 2123 characters
⏱️ 4:28 duration
🆔 ID: 6837720
📜 Lyrics
ଆମ ଭିତରେ କିଛି ଅଛି କି? (କିଛି ଅଛି କି?)
ହଁ, କିଛି ଅଛି, କିଛିତ ଅଛି
ଆମ ଭିତରେ କିଛି ଅଛି କି?
ଆମ ଭିତରେ କିଛି ଅଛି କି?
ହଁ, କିଛି ଅଛି, କିଛିତ ଅଛି
ହଁ, କିଛି ଅଛି, କିଛିତ ଅଛି
ମନ ଯେତେ କହିଲେ ବି ନାହିଁ ବୋଲି କିଛି
ତମ ମୁହଁ ଦେଖିଦେଲେ ହୁଏ କିଛି-କିଛି (ହୁଏ କିଛି-କିଛି)
ଆମ ଭିତରେ କିଛି ଅଛି କି?
ହଁ, କିଛି ଅଛି, କିଛିତ ଅଛି
ହଁ, କିଛି ଅଛି, କିଛିତ ଅଛି
ପ୍ରେମରେ ତୋ ପଡ଼ିଥିଲା ମୋର ଏଇ ହୃଦୟ
ଏଇ କଥା ଜାଣିବାକୁ ନେଲା ଏତେ ସମୟ
ସମୟ ତ ଧୀରେ-ଧୀରେ ସାରିଦେଲା ଦୂରତା
ସେ ଆଖିତ ଏ ଆଖିକୁ କହେ ଆଜି ସେ କଥା
ଆଖି ଯେତେ କହିଲେ ବି ଦେଖିବନି କିଛି
ତମ ମୁହଁ ଦେଖିଦେଲେ ହୁଏ କିଛି-କିଛି (ହୁଏ କିଛି-କିଛି)
ଆମ ଭିତରେ କିଛି ଅଛି କି?
ହଁ, କିଛି ଅଛି, କିଛିତ ଅଛି
ହଁ, କିଛି ଅଛି, କିଛିତ ଅଛି
ନୀରବରେ ନିରୋଳାରେ ପଚାରିଲି ମନକୁ
ଭଲ ପାଇବାକୁ ଦେଲି ଅନୁମତି ନିଜକୁ
ଅନୁମତି ଦେଲ ବୋଲି ପ୍ରେମ-ଋତୁ ଆସିଲା
ପ୍ରେମ-ଋତୁ ଆସି ଆମ ହୃଦୟରେ ରହିଲା
ହୃଦୟ ତ ହୃଦୟକୁ କହେ କିଛି କିଛି
ଏବେ କାଇଁ ନୂଆଁ-ନୂଆଁ ଲାଗେ ସବୁ କିଛି? (ଲାଗେ ସବୁ କିଛି)

⏱️ Synced Lyrics
[00:05.09] ଆମ ଭିତରେ କିଛି ଅଛି କି? (କିଛି ଅଛି କି?)
[00:18.61] ହଁ, କିଛି ଅଛି, କିଛିତ ଅଛି
[00:29.25]
[00:49.23] ଆମ ଭିତରେ କିଛି ଅଛି କି?
[00:51.81]
[00:56.67] ଆମ ଭିତରେ କିଛି ଅଛି କି?
[00:59.45] ହଁ, କିଛି ଅଛି, କିଛିତ ଅଛି
[01:04.42] ହଁ, କିଛି ଅଛି, କିଛିତ ଅଛି
[01:09.42] ମନ ଯେତେ କହିଲେ ବି ନାହିଁ ବୋଲି କିଛି
[01:14.48] ତମ ମୁହଁ ଦେଖିଦେଲେ ହୁଏ କିଛି-କିଛି (ହୁଏ କିଛି-କିଛି)
[01:21.80] ଆମ ଭିତରେ କିଛି ଅଛି କି?
[01:24.50] ହଁ, କିଛି ଅଛି, କିଛିତ ଅଛି
[01:29.33] ହଁ, କିଛି ଅଛି, କିଛିତ ଅଛି
[01:34.28]
[01:56.96] ପ୍ରେମରେ ତୋ ପଡ଼ିଥିଲା ମୋର ଏଇ ହୃଦୟ
[02:02.06] ଏଇ କଥା ଜାଣିବାକୁ ନେଲା ଏତେ ସମୟ
[02:12.09] ସମୟ ତ ଧୀରେ-ଧୀରେ ସାରିଦେଲା ଦୂରତା
[02:17.02] ସେ ଆଖିତ ଏ ଆଖିକୁ କହେ ଆଜି ସେ କଥା
[02:22.18] ଆଖି ଯେତେ କହିଲେ ବି ଦେଖିବନି କିଛି
[02:26.98] ତମ ମୁହଁ ଦେଖିଦେଲେ ହୁଏ କିଛି-କିଛି (ହୁଏ କିଛି-କିଛି)
[02:34.26] ଆମ ଭିତରେ କିଛି ଅଛି କି?
[02:37.13] ହଁ, କିଛି ଅଛି, କିଛିତ ଅଛି
[02:41.83] ହଁ, କିଛି ଅଛି, କିଛିତ ଅଛି
[02:46.79]
[03:12.04] ନୀରବରେ ନିରୋଳାରେ ପଚାରିଲି ମନକୁ
[03:16.97] ଭଲ ପାଇବାକୁ ଦେଲି ଅନୁମତି ନିଜକୁ
[03:27.15] ଅନୁମତି ଦେଲ ବୋଲି ପ୍ରେମ-ଋତୁ ଆସିଲା
[03:31.99] ପ୍ରେମ-ଋତୁ ଆସି ଆମ ହୃଦୟରେ ରହିଲା
[03:36.98] ହୃଦୟ ତ ହୃଦୟକୁ କହେ କିଛି କିଛି
[03:42.03] ଏବେ କାଇଁ ନୂଆଁ-ନୂଆଁ ଲାଗେ ସବୁ କିଛି? (ଲାଗେ ସବୁ କିଛି)
[03:49.26] ଆମ ଭିତରେ କିଛି ଅଛି କି?
[03:51.80] ହଁ, କିଛି ଅଛି, କିଛିତ ଅଛି
[03:56.97] ହଁ, କିଛି ଅଛି, କିଛିତ ଅଛି
[04:01.98]