Jagannatha Kale Jaa Anatha Re
🎵 2006 characters
⏱️ 5:02 duration
🆔 ID: 6838532
📜 Lyrics
ଜଗନ୍ନାଥ କଲେ ଯା' ଅନାଥରେ
ଆଉ କେ ହରିବ ଦୁଃଖ??
ଜଗନ୍ନାଥ କଲେ ଯା' ଅନାଥରେ
ଆଉ କେ ହରିବ ଦୁଃଖ??
ଜଗତରେ ପରା, ବାଜୁଛି ନାଗରା
ଦୁଃଖହରି ପଦ୍ମମୁଖ
ଜଗନ୍ନାଥ କଲେ ଯା' ଅନାଥରେ
ଆଉ କେ ହରିବ ଦୁଃଖ?
ସାହା ଚଉବାହା ନୋହିଲେ କି ସାହା
ସାହା ଚଉବାହା ନୋହିଲେ କି ସାହା
ଦେଖି ମୋ ଜୀବନ ବ୍ଯଥା
ଚଉଦିଗ ପୁରି ଯିବଟି ପ୍ରସରି
ଲୁଚିବ ନହିଁ ଏ କଥା
ଜଗନ୍ନାଥ କଲେ ଯା' ଅନାଥରେ
ଆଉ କେ ହରିବ ଦୁଃଖ?
ଯୋଗୀ, ଅନୁରାଗୀ, କହନ୍ତି କି ଲାଗି
ଶରଣ ରକ୍ଷଣ ବାନା
ଅନ୍ଧକାର ଘୋଟି, ଗଲେ ବକ୍ଷ ଫାଟି
ଅନ୍ଧକାର ଘୋଟି, ଗଲେ ବକ୍ଷ ଫାଟି
ନ ଚାହାନ୍ତି ଥରେ ସିନା
ଜଗନ୍ନାଥ କଲେ ଯା' ଅନାଥରେ
ଆଉ କେ ହରିବ ଦୁଃଖ?
ଗଜପତି ବୋଲେ ପ୍ରଭୁ ଯେବେ ଭଲେ
ଗଜପତି ବୋଲେ ପ୍ରଭୁ ଯେବେ ଭଲେ
ନ ଶୁଣିବେ ମୋର ଗୁହାରି
ପଡୁ ମୋ ନିଶ୍ୱାସ, ପଡୁ ମୋ ବିଶ୍ୱାସ
ପଡୁ ମୋ ନିଶ୍ୱାସ, ପଡୁ ମୋ ବିଶ୍ୱାସ
ବଡ଼ ଦୟାବନ୍ତ ହରି
ଜଗନ୍ନାଥ କଲେ ଯା' ଅନାଥରେ
ଆଉ କେ ହରିବ ଦୁଃଖ?
ଜଗତରେ ପରା, ବାଜୁଛି ନାଗରା
ଦୁଃଖହରି ପଦ୍ମମୁଖ
ଜଗନ୍ନାଥ କଲେ ଯା' ଅନାଥରେ
ଆଉ କେ ହରିବ ଦୁଃଖ?
ଆଉ କେ ହରିବ ଦୁଃଖ?
ଆଉ କେ ହରିବ ଦୁଃଖ?
ଆଉ କେ ହରିବ ଦୁଃଖ??
ଜଗନ୍ନାଥ କଲେ ଯା' ଅନାଥରେ
ଆଉ କେ ହରିବ ଦୁଃଖ??
ଜଗତରେ ପରା, ବାଜୁଛି ନାଗରା
ଦୁଃଖହରି ପଦ୍ମମୁଖ
ଜଗନ୍ନାଥ କଲେ ଯା' ଅନାଥରେ
ଆଉ କେ ହରିବ ଦୁଃଖ?
ସାହା ଚଉବାହା ନୋହିଲେ କି ସାହା
ସାହା ଚଉବାହା ନୋହିଲେ କି ସାହା
ଦେଖି ମୋ ଜୀବନ ବ୍ଯଥା
ଚଉଦିଗ ପୁରି ଯିବଟି ପ୍ରସରି
ଲୁଚିବ ନହିଁ ଏ କଥା
ଜଗନ୍ନାଥ କଲେ ଯା' ଅନାଥରେ
ଆଉ କେ ହରିବ ଦୁଃଖ?
ଯୋଗୀ, ଅନୁରାଗୀ, କହନ୍ତି କି ଲାଗି
ଶରଣ ରକ୍ଷଣ ବାନା
ଅନ୍ଧକାର ଘୋଟି, ଗଲେ ବକ୍ଷ ଫାଟି
ଅନ୍ଧକାର ଘୋଟି, ଗଲେ ବକ୍ଷ ଫାଟି
ନ ଚାହାନ୍ତି ଥରେ ସିନା
ଜଗନ୍ନାଥ କଲେ ଯା' ଅନାଥରେ
ଆଉ କେ ହରିବ ଦୁଃଖ?
ଗଜପତି ବୋଲେ ପ୍ରଭୁ ଯେବେ ଭଲେ
ଗଜପତି ବୋଲେ ପ୍ରଭୁ ଯେବେ ଭଲେ
ନ ଶୁଣିବେ ମୋର ଗୁହାରି
ପଡୁ ମୋ ନିଶ୍ୱାସ, ପଡୁ ମୋ ବିଶ୍ୱାସ
ପଡୁ ମୋ ନିଶ୍ୱାସ, ପଡୁ ମୋ ବିଶ୍ୱାସ
ବଡ଼ ଦୟାବନ୍ତ ହରି
ଜଗନ୍ନାଥ କଲେ ଯା' ଅନାଥରେ
ଆଉ କେ ହରିବ ଦୁଃଖ?
ଜଗତରେ ପରା, ବାଜୁଛି ନାଗରା
ଦୁଃଖହରି ପଦ୍ମମୁଖ
ଜଗନ୍ନାଥ କଲେ ଯା' ଅନାଥରେ
ଆଉ କେ ହରିବ ଦୁଃଖ?
ଆଉ କେ ହରିବ ଦୁଃଖ?
ଆଉ କେ ହରିବ ଦୁଃଖ?
⏱️ Synced Lyrics
[00:26.19] ଜଗନ୍ନାଥ କଲେ ଯା' ଅନାଥରେ
[00:33.09] ଆଉ କେ ହରିବ ଦୁଃଖ??
[00:38.60] ଜଗନ୍ନାଥ କଲେ ଯା' ଅନାଥରେ
[00:45.36] ଆଉ କେ ହରିବ ଦୁଃଖ??
[00:50.66] ଜଗତରେ ପରା, ବାଜୁଛି ନାଗରା
[00:59.03] ଦୁଃଖହରି ପଦ୍ମମୁଖ
[01:03.44] ଜଗନ୍ନାଥ କଲେ ଯା' ଅନାଥରେ
[01:10.14] ଆଉ କେ ହରିବ ଦୁଃଖ?
[01:14.57]
[01:28.02] ସାହା ଚଉବାହା ନୋହିଲେ କି ସାହା
[01:37.07] ସାହା ଚଉବାହା ନୋହିଲେ କି ସାହା
[01:45.18] ଦେଖି ମୋ ଜୀବନ ବ୍ଯଥା
[01:51.10] ଚଉଦିଗ ପୁରି ଯିବଟି ପ୍ରସରି
[01:59.54] ଲୁଚିବ ନହିଁ ଏ କଥା
[02:03.60] ଜଗନ୍ନାଥ କଲେ ଯା' ଅନାଥରେ
[02:10.27] ଆଉ କେ ହରିବ ଦୁଃଖ?
[02:14.91]
[02:32.26] ଯୋଗୀ, ଅନୁରାଗୀ, କହନ୍ତି କି ଲାଗି
[02:40.57] ଶରଣ ରକ୍ଷଣ ବାନା
[02:46.97] ଅନ୍ଧକାର ଘୋଟି, ଗଲେ ବକ୍ଷ ଫାଟି
[02:55.13] ଅନ୍ଧକାର ଘୋଟି, ଗଲେ ବକ୍ଷ ଫାଟି
[03:03.10] ନ ଚାହାନ୍ତି ଥରେ ସିନା
[03:07.33] ଜଗନ୍ନାଥ କଲେ ଯା' ଅନାଥରେ
[03:13.90] ଆଉ କେ ହରିବ ଦୁଃଖ?
[03:18.85]
[03:31.82] ଗଜପତି ବୋଲେ ପ୍ରଭୁ ଯେବେ ଭଲେ
[03:40.33] ଗଜପତି ବୋଲେ ପ୍ରଭୁ ଯେବେ ଭଲେ
[03:48.44] ନ ଶୁଣିବେ ମୋର ଗୁହାରି
[03:54.64] ପଡୁ ମୋ ନିଶ୍ୱାସ, ପଡୁ ମୋ ବିଶ୍ୱାସ
[04:02.61] ପଡୁ ମୋ ନିଶ୍ୱାସ, ପଡୁ ମୋ ବିଶ୍ୱାସ
[04:10.86] ବଡ଼ ଦୟାବନ୍ତ ହରି
[04:14.98] ଜଗନ୍ନାଥ କଲେ ଯା' ଅନାଥରେ
[04:21.46] ଆଉ କେ ହରିବ ଦୁଃଖ?
[04:27.19] ଜଗତରେ ପରା, ବାଜୁଛି ନାଗରା
[04:35.37] ଦୁଃଖହରି ପଦ୍ମମୁଖ
[04:39.55] ଜଗନ୍ନାଥ କଲେ ଯା' ଅନାଥରେ
[04:46.08] ଆଉ କେ ହରିବ ଦୁଃଖ?
[04:50.04] ଆଉ କେ ହରିବ ଦୁଃଖ?
[04:54.12] ଆଉ କେ ହରିବ ଦୁଃଖ?
[04:59.23]
[00:33.09] ଆଉ କେ ହରିବ ଦୁଃଖ??
[00:38.60] ଜଗନ୍ନାଥ କଲେ ଯା' ଅନାଥରେ
[00:45.36] ଆଉ କେ ହରିବ ଦୁଃଖ??
[00:50.66] ଜଗତରେ ପରା, ବାଜୁଛି ନାଗରା
[00:59.03] ଦୁଃଖହରି ପଦ୍ମମୁଖ
[01:03.44] ଜଗନ୍ନାଥ କଲେ ଯା' ଅନାଥରେ
[01:10.14] ଆଉ କେ ହରିବ ଦୁଃଖ?
[01:14.57]
[01:28.02] ସାହା ଚଉବାହା ନୋହିଲେ କି ସାହା
[01:37.07] ସାହା ଚଉବାହା ନୋହିଲେ କି ସାହା
[01:45.18] ଦେଖି ମୋ ଜୀବନ ବ୍ଯଥା
[01:51.10] ଚଉଦିଗ ପୁରି ଯିବଟି ପ୍ରସରି
[01:59.54] ଲୁଚିବ ନହିଁ ଏ କଥା
[02:03.60] ଜଗନ୍ନାଥ କଲେ ଯା' ଅନାଥରେ
[02:10.27] ଆଉ କେ ହରିବ ଦୁଃଖ?
[02:14.91]
[02:32.26] ଯୋଗୀ, ଅନୁରାଗୀ, କହନ୍ତି କି ଲାଗି
[02:40.57] ଶରଣ ରକ୍ଷଣ ବାନା
[02:46.97] ଅନ୍ଧକାର ଘୋଟି, ଗଲେ ବକ୍ଷ ଫାଟି
[02:55.13] ଅନ୍ଧକାର ଘୋଟି, ଗଲେ ବକ୍ଷ ଫାଟି
[03:03.10] ନ ଚାହାନ୍ତି ଥରେ ସିନା
[03:07.33] ଜଗନ୍ନାଥ କଲେ ଯା' ଅନାଥରେ
[03:13.90] ଆଉ କେ ହରିବ ଦୁଃଖ?
[03:18.85]
[03:31.82] ଗଜପତି ବୋଲେ ପ୍ରଭୁ ଯେବେ ଭଲେ
[03:40.33] ଗଜପତି ବୋଲେ ପ୍ରଭୁ ଯେବେ ଭଲେ
[03:48.44] ନ ଶୁଣିବେ ମୋର ଗୁହାରି
[03:54.64] ପଡୁ ମୋ ନିଶ୍ୱାସ, ପଡୁ ମୋ ବିଶ୍ୱାସ
[04:02.61] ପଡୁ ମୋ ନିଶ୍ୱାସ, ପଡୁ ମୋ ବିଶ୍ୱାସ
[04:10.86] ବଡ଼ ଦୟାବନ୍ତ ହରି
[04:14.98] ଜଗନ୍ନାଥ କଲେ ଯା' ଅନାଥରେ
[04:21.46] ଆଉ କେ ହରିବ ଦୁଃଖ?
[04:27.19] ଜଗତରେ ପରା, ବାଜୁଛି ନାଗରା
[04:35.37] ଦୁଃଖହରି ପଦ୍ମମୁଖ
[04:39.55] ଜଗନ୍ନାଥ କଲେ ଯା' ଅନାଥରେ
[04:46.08] ଆଉ କେ ହରିବ ଦୁଃଖ?
[04:50.04] ଆଉ କେ ହରିବ ଦୁଃଖ?
[04:54.12] ଆଉ କେ ହରିବ ଦୁଃଖ?
[04:59.23]