Rupa Bagichare Tu Sunara Phula
🎵 1936 characters
⏱️ 4:39 duration
🆔 ID: 6862573
📜 Lyrics
ରୁପା ବଗିଚାରେ ତୁ ସୁନାର ଫୁଲ
ତୋଳିନବ କିଏ ତତେ ଦେଇ ତୋ ମୂଲ?
ରୁପା ବଗିଚାରେ ତୁ ସୁନାର ଫୁଲ
ହେ, ତୋଳିନବ କିଏ ତତେ ଦେଇ ତୋ ମୂଲ?
ଗଢ଼ିଦବ କିଏ ତତେ?
ଗଢ଼ିଦବ କିଏ ତତେ ମୋତି ମହଲ?
ରୁପା ବଗିଚାରେ ତୁ ସୁନାର ଫୁଲ
ହେ, ତୋଳିନବ କିଏ ତତେ ଦେଇ ତୋ ମୂଲ?
ଆଖି ନୀଳ-ନୀଳ ଗଙ୍ଗାଜଳ
ଯମୁନା ପରି ତୋ ଚାଲି
କେମିତି ଆସିଲୁ କାହା ସାଥେ
ସରଗ କବାଟ ଖୋଲି?
ହେ, ଆଖି ନୀଳ-ନୀଳ ଗଙ୍ଗାଜଳ
ଯମୁନା ପରି ତୋ ଚାଲି
କେମିତି ଆସିଲୁ କାହା ସାଥେ
ସରଗ କବାଟ ଖୋଲି?
ସଜ ତୋର ସାତରଙ୍ଗ
ସଜ ତୋର ସାତରଙ୍ଗ, କଥା ଚଞ୍ଚଳ
ରୁପା ବଗିଚାରେ ତୁ ସୁନାର ଫୁଲ
ହେ, ତୋଳିନବ କିଏ ତତେ ଦେଇ ତୋ ମୂଲ?
କେଉଁ ବିଧାତାର ହାତଗଢ଼ା ସୁନାର କଣ୍ଢେଇ ତୁ?
କିଏ ସାଇତିବ ତତେ ନେଇ, ସେ କଥା ଭାବୁଚି ମୁଁ
ହେ, କେଉଁ ବିଧାତାର ହାତଗଢ଼ା ସୁନାର କଣ୍ଢେଇ ତୁ?
କିଏ ସାଇତିବ ତତେ ନେଇ, ସେ କଥା ଭାବୁଚି ମୁଁ
ଲାଜ ତୋର ମଲ୍ଲି ଫୁଲ
ଲାଜ ତୋର ମଲ୍ଲି ଫୁଲ, ହସ ବଉଳ
ରୁପା ବଗିଚାରେ ତୁ ସୁନାର ଫୁଲ
ହେ, ତୋଳିନବ କିଏ ତତେ ଦେଇ ତୋ ମୂଲ?
ଗଢ଼ିଦବ କିଏ ତତେ?
ଗଢ଼ିଦବ କିଏ ତତେ ମୋତି ମହଲ?
ତୋଳିନବ କିଏ ତତେ ଦେଇ ତୋ ମୂଲ?
ରୁପା ବଗିଚାରେ ତୁ ସୁନାର ଫୁଲ
ହେ, ତୋଳିନବ କିଏ ତତେ ଦେଇ ତୋ ମୂଲ?
ଗଢ଼ିଦବ କିଏ ତତେ?
ଗଢ଼ିଦବ କିଏ ତତେ ମୋତି ମହଲ?
ରୁପା ବଗିଚାରେ ତୁ ସୁନାର ଫୁଲ
ହେ, ତୋଳିନବ କିଏ ତତେ ଦେଇ ତୋ ମୂଲ?
ଆଖି ନୀଳ-ନୀଳ ଗଙ୍ଗାଜଳ
ଯମୁନା ପରି ତୋ ଚାଲି
କେମିତି ଆସିଲୁ କାହା ସାଥେ
ସରଗ କବାଟ ଖୋଲି?
ହେ, ଆଖି ନୀଳ-ନୀଳ ଗଙ୍ଗାଜଳ
ଯମୁନା ପରି ତୋ ଚାଲି
କେମିତି ଆସିଲୁ କାହା ସାଥେ
ସରଗ କବାଟ ଖୋଲି?
ସଜ ତୋର ସାତରଙ୍ଗ
ସଜ ତୋର ସାତରଙ୍ଗ, କଥା ଚଞ୍ଚଳ
ରୁପା ବଗିଚାରେ ତୁ ସୁନାର ଫୁଲ
ହେ, ତୋଳିନବ କିଏ ତତେ ଦେଇ ତୋ ମୂଲ?
କେଉଁ ବିଧାତାର ହାତଗଢ଼ା ସୁନାର କଣ୍ଢେଇ ତୁ?
କିଏ ସାଇତିବ ତତେ ନେଇ, ସେ କଥା ଭାବୁଚି ମୁଁ
ହେ, କେଉଁ ବିଧାତାର ହାତଗଢ଼ା ସୁନାର କଣ୍ଢେଇ ତୁ?
କିଏ ସାଇତିବ ତତେ ନେଇ, ସେ କଥା ଭାବୁଚି ମୁଁ
ଲାଜ ତୋର ମଲ୍ଲି ଫୁଲ
ଲାଜ ତୋର ମଲ୍ଲି ଫୁଲ, ହସ ବଉଳ
ରୁପା ବଗିଚାରେ ତୁ ସୁନାର ଫୁଲ
ହେ, ତୋଳିନବ କିଏ ତତେ ଦେଇ ତୋ ମୂଲ?
ଗଢ଼ିଦବ କିଏ ତତେ?
ଗଢ଼ିଦବ କିଏ ତତେ ମୋତି ମହଲ?
⏱️ Synced Lyrics
[00:31.84] ରୁପା ବଗିଚାରେ ତୁ ସୁନାର ଫୁଲ
[00:38.61] ତୋଳିନବ କିଏ ତତେ ଦେଇ ତୋ ମୂଲ?
[00:45.35] ରୁପା ବଗିଚାରେ ତୁ ସୁନାର ଫୁଲ
[00:51.70] ହେ, ତୋଳିନବ କିଏ ତତେ ଦେଇ ତୋ ମୂଲ?
[00:58.48] ଗଢ଼ିଦବ କିଏ ତତେ?
[01:01.86] ଗଢ଼ିଦବ କିଏ ତତେ ମୋତି ମହଲ?
[01:08.98] ରୁପା ବଗିଚାରେ ତୁ ସୁନାର ଫୁଲ
[01:14.74] ହେ, ତୋଳିନବ କିଏ ତତେ ଦେଇ ତୋ ମୂଲ?
[01:21.86]
[01:49.08] ଆଖି ନୀଳ-ନୀଳ ଗଙ୍ଗାଜଳ
[01:52.12] ଯମୁନା ପରି ତୋ ଚାଲି
[01:55.55] କେମିତି ଆସିଲୁ କାହା ସାଥେ
[01:58.86] ସରଗ କବାଟ ଖୋଲି?
[02:08.72] ହେ, ଆଖି ନୀଳ-ନୀଳ ଗଙ୍ଗାଜଳ
[02:12.45] ଯମୁନା ପରି ତୋ ଚାଲି
[02:15.85] କେମିତି ଆସିଲୁ କାହା ସାଥେ
[02:19.03] ସରଗ କବାଟ ଖୋଲି?
[02:21.88] ସଜ ତୋର ସାତରଙ୍ଗ
[02:25.44] ସଜ ତୋର ସାତରଙ୍ଗ, କଥା ଚଞ୍ଚଳ
[02:32.49] ରୁପା ବଗିଚାରେ ତୁ ସୁନାର ଫୁଲ
[02:38.72] ହେ, ତୋଳିନବ କିଏ ତତେ ଦେଇ ତୋ ମୂଲ?
[02:45.49]
[03:12.74] କେଉଁ ବିଧାତାର ହାତଗଢ଼ା ସୁନାର କଣ୍ଢେଇ ତୁ?
[03:19.38] କିଏ ସାଇତିବ ତତେ ନେଇ, ସେ କଥା ଭାବୁଚି ମୁଁ
[03:32.25] ହେ, କେଉଁ ବିଧାତାର ହାତଗଢ଼ା ସୁନାର କଣ୍ଢେଇ ତୁ?
[03:39.33] କିଏ ସାଇତିବ ତତେ ନେଇ, ସେ କଥା ଭାବୁଚି ମୁଁ
[03:45.63] ଲାଜ ତୋର ମଲ୍ଲି ଫୁଲ
[03:49.08] ଲାଜ ତୋର ମଲ୍ଲି ଫୁଲ, ହସ ବଉଳ
[03:56.35] ରୁପା ବଗିଚାରେ ତୁ ସୁନାର ଫୁଲ
[04:02.35] ହେ, ତୋଳିନବ କିଏ ତତେ ଦେଇ ତୋ ମୂଲ?
[04:09.17] ଗଢ଼ିଦବ କିଏ ତତେ?
[04:12.62] ଗଢ଼ିଦବ କିଏ ତତେ ମୋତି ମହଲ?
[04:19.62]
[00:38.61] ତୋଳିନବ କିଏ ତତେ ଦେଇ ତୋ ମୂଲ?
[00:45.35] ରୁପା ବଗିଚାରେ ତୁ ସୁନାର ଫୁଲ
[00:51.70] ହେ, ତୋଳିନବ କିଏ ତତେ ଦେଇ ତୋ ମୂଲ?
[00:58.48] ଗଢ଼ିଦବ କିଏ ତତେ?
[01:01.86] ଗଢ଼ିଦବ କିଏ ତତେ ମୋତି ମହଲ?
[01:08.98] ରୁପା ବଗିଚାରେ ତୁ ସୁନାର ଫୁଲ
[01:14.74] ହେ, ତୋଳିନବ କିଏ ତତେ ଦେଇ ତୋ ମୂଲ?
[01:21.86]
[01:49.08] ଆଖି ନୀଳ-ନୀଳ ଗଙ୍ଗାଜଳ
[01:52.12] ଯମୁନା ପରି ତୋ ଚାଲି
[01:55.55] କେମିତି ଆସିଲୁ କାହା ସାଥେ
[01:58.86] ସରଗ କବାଟ ଖୋଲି?
[02:08.72] ହେ, ଆଖି ନୀଳ-ନୀଳ ଗଙ୍ଗାଜଳ
[02:12.45] ଯମୁନା ପରି ତୋ ଚାଲି
[02:15.85] କେମିତି ଆସିଲୁ କାହା ସାଥେ
[02:19.03] ସରଗ କବାଟ ଖୋଲି?
[02:21.88] ସଜ ତୋର ସାତରଙ୍ଗ
[02:25.44] ସଜ ତୋର ସାତରଙ୍ଗ, କଥା ଚଞ୍ଚଳ
[02:32.49] ରୁପା ବଗିଚାରେ ତୁ ସୁନାର ଫୁଲ
[02:38.72] ହେ, ତୋଳିନବ କିଏ ତତେ ଦେଇ ତୋ ମୂଲ?
[02:45.49]
[03:12.74] କେଉଁ ବିଧାତାର ହାତଗଢ଼ା ସୁନାର କଣ୍ଢେଇ ତୁ?
[03:19.38] କିଏ ସାଇତିବ ତତେ ନେଇ, ସେ କଥା ଭାବୁଚି ମୁଁ
[03:32.25] ହେ, କେଉଁ ବିଧାତାର ହାତଗଢ଼ା ସୁନାର କଣ୍ଢେଇ ତୁ?
[03:39.33] କିଏ ସାଇତିବ ତତେ ନେଇ, ସେ କଥା ଭାବୁଚି ମୁଁ
[03:45.63] ଲାଜ ତୋର ମଲ୍ଲି ଫୁଲ
[03:49.08] ଲାଜ ତୋର ମଲ୍ଲି ଫୁଲ, ହସ ବଉଳ
[03:56.35] ରୁପା ବଗିଚାରେ ତୁ ସୁନାର ଫୁଲ
[04:02.35] ହେ, ତୋଳିନବ କିଏ ତତେ ଦେଇ ତୋ ମୂଲ?
[04:09.17] ଗଢ଼ିଦବ କିଏ ତତେ?
[04:12.62] ଗଢ଼ିଦବ କିଏ ତତେ ମୋତି ମହଲ?
[04:19.62]