Megharu Tu Jharilu
🎵 2363 characters
⏱️ 5:23 duration
🆔 ID: 6887494
📜 Lyrics
Can you feel heart?
Is your heart speaking to her?
Can you feel the love?
Yes
ମେଘରୁ ତୁ ଝରିଲୁନା? ଫୁଲରୁ ତୁ ଫୁଟିଗଲୁ?
କଉ ଦୁନିଆରେ କହ ଥିଲୁ
ପରୀଟିଏ ହେଇ ଦେଖାଦେଲୁ
ନଛୁଇଁ ତୁ ମୋତେ ଛୁଇଁଦେଲୁ
ଓଠରେ ମୋ ହସ ଭରିଦେଲୁ
ଆଜି ଏତେ ବରଷା ହେଇ
ଶୋଷ ମୋତେ ଲାଗୁଛି କାଇଁ?
ପାଦ ଏ ମୋର ଯିବା ବାଟ ତୋର
ଚାଲିଯାଏ ଛାଁ ଚାଲୁ-ଚାଲୁ
ନ ଡାକି ତୁ ମୋତେ ଡାକିନେଲୁ
ଇନ୍ଦ୍ରଧନୁ ରଙ୍ଗ ମାଖିଦେଲୁ
ହୋ, ଆଖି ଲାଖିଲା ପରି ତୋ ଆଖି
ଫୁଲପରି ତୋର ଚେହେରା
ସେଇ ଚେହେରା ଭିଡ଼ରେ ମୋତେ
ଲାଗେ ସବୁଠାରୁ ନିଆଁରା
କବି ନହେଇ ଆଜି ତୋପାଇଁ
ଲେଖି ଦେଇଯିବି କବିତା
ରଙ୍ଗ ଝରିଲାପରି ତୋ ଓଠ
ହସହେଇ ଝରେ ମୁକୁତା
ଏତେ ହସ, ଏତେ ରଙ୍ଗ
କହ ତୁ କଉଠୁ ଆଣିଲୁ?
ତୋ ରଙ୍ଗରେ ମୋତେ ରଙ୍ଗେଇଲୁ
ତୋ ହସରେ ମୋତେ ହସେଇଲୁ
ନ ଚାହିଁବି ମୋତେ ଚାହିଁଦେଲୁ
ଛାତି ଚିରି ମୋର ରହିଗଲୁ)
ମେଘରୁ ତୁ ଝରିଲୁନା? ଫୁଲରୁ ତୁ ଫୁଟିଗଲୁ?
କଉ ଦୁନିଆରେ କହ ଥିଲୁ
ପରୀଟିଏ ହେଇ ଦେଖାଦେଲୁ
ନଛୁଇଁ ତୁ ମୋତେ ଛୁଇଁଦେଲୁ
ଓଠରେ ମୋ ହସ ଭରି ଦେଲୁ
ତତେ ଦେଖିଲା ପରେ, ଆଉ ପଡୁନାହିଁ ଆଖିପତା
ଏକାଥିଲି ନିରବରେ ଆସି ଭାଙ୍ଗିଦେଲୁ ନିରବତା
ରୂପନଗର ବାଟ ହେଇ ତୁ ଏବେ ବୋଧେ ଫେରିଲୁ
ଫୁଲସହର ବାଟ ହେଇ ତୁ ଏବେ ବୋଧେ ଆସିଲୁ
ନକହି ତୁ ସବୁ କହିଦେଲୁ
ଗୀତ ମୋର ହେଇ ଝରିଗଲୁ
ନୂଆ ଜୀବନଟେ ମୋତେ ଦେଲୁ
ନୂଆ ଦୁନିଆକୁ ନେଇଗଲୁ
Is your heart speaking to her?
Can you feel the love?
Yes
ମେଘରୁ ତୁ ଝରିଲୁନା? ଫୁଲରୁ ତୁ ଫୁଟିଗଲୁ?
କଉ ଦୁନିଆରେ କହ ଥିଲୁ
ପରୀଟିଏ ହେଇ ଦେଖାଦେଲୁ
ନଛୁଇଁ ତୁ ମୋତେ ଛୁଇଁଦେଲୁ
ଓଠରେ ମୋ ହସ ଭରିଦେଲୁ
ଆଜି ଏତେ ବରଷା ହେଇ
ଶୋଷ ମୋତେ ଲାଗୁଛି କାଇଁ?
ପାଦ ଏ ମୋର ଯିବା ବାଟ ତୋର
ଚାଲିଯାଏ ଛାଁ ଚାଲୁ-ଚାଲୁ
ନ ଡାକି ତୁ ମୋତେ ଡାକିନେଲୁ
ଇନ୍ଦ୍ରଧନୁ ରଙ୍ଗ ମାଖିଦେଲୁ
ହୋ, ଆଖି ଲାଖିଲା ପରି ତୋ ଆଖି
ଫୁଲପରି ତୋର ଚେହେରା
ସେଇ ଚେହେରା ଭିଡ଼ରେ ମୋତେ
ଲାଗେ ସବୁଠାରୁ ନିଆଁରା
କବି ନହେଇ ଆଜି ତୋପାଇଁ
ଲେଖି ଦେଇଯିବି କବିତା
ରଙ୍ଗ ଝରିଲାପରି ତୋ ଓଠ
ହସହେଇ ଝରେ ମୁକୁତା
ଏତେ ହସ, ଏତେ ରଙ୍ଗ
କହ ତୁ କଉଠୁ ଆଣିଲୁ?
ତୋ ରଙ୍ଗରେ ମୋତେ ରଙ୍ଗେଇଲୁ
ତୋ ହସରେ ମୋତେ ହସେଇଲୁ
ନ ଚାହିଁବି ମୋତେ ଚାହିଁଦେଲୁ
ଛାତି ଚିରି ମୋର ରହିଗଲୁ)
ମେଘରୁ ତୁ ଝରିଲୁନା? ଫୁଲରୁ ତୁ ଫୁଟିଗଲୁ?
କଉ ଦୁନିଆରେ କହ ଥିଲୁ
ପରୀଟିଏ ହେଇ ଦେଖାଦେଲୁ
ନଛୁଇଁ ତୁ ମୋତେ ଛୁଇଁଦେଲୁ
ଓଠରେ ମୋ ହସ ଭରି ଦେଲୁ
ତତେ ଦେଖିଲା ପରେ, ଆଉ ପଡୁନାହିଁ ଆଖିପତା
ଏକାଥିଲି ନିରବରେ ଆସି ଭାଙ୍ଗିଦେଲୁ ନିରବତା
ରୂପନଗର ବାଟ ହେଇ ତୁ ଏବେ ବୋଧେ ଫେରିଲୁ
ଫୁଲସହର ବାଟ ହେଇ ତୁ ଏବେ ବୋଧେ ଆସିଲୁ
ନକହି ତୁ ସବୁ କହିଦେଲୁ
ଗୀତ ମୋର ହେଇ ଝରିଗଲୁ
ନୂଆ ଜୀବନଟେ ମୋତେ ଦେଲୁ
ନୂଆ ଦୁନିଆକୁ ନେଇଗଲୁ
⏱️ Synced Lyrics
[00:06.63] Can you feel heart?
[00:09.69] Is your heart speaking to her?
[00:13.31] Can you feel the love?
[00:16.94] Yes
[00:20.32] ମେଘରୁ ତୁ ଝରିଲୁନା? ଫୁଲରୁ ତୁ ଫୁଟିଗଲୁ?
[00:28.41] କଉ ଦୁନିଆରେ କହ ଥିଲୁ
[00:32.36] ପରୀଟିଏ ହେଇ ଦେଖାଦେଲୁ
[00:36.16] ନଛୁଇଁ ତୁ ମୋତେ ଛୁଇଁଦେଲୁ
[00:40.55] ଓଠରେ ମୋ ହସ ଭରିଦେଲୁ
[00:47.31] ଆଜି ଏତେ ବରଷା ହେଇ
[00:51.37] ଶୋଷ ମୋତେ ଲାଗୁଛି କାଇଁ?
[00:55.42] ପାଦ ଏ ମୋର ଯିବା ବାଟ ତୋର
[01:00.39] ଚାଲିଯାଏ ଛାଁ ଚାଲୁ-ଚାଲୁ
[01:04.43] ନ ଡାକି ତୁ ମୋତେ ଡାକିନେଲୁ
[01:08.52] ଇନ୍ଦ୍ରଧନୁ ରଙ୍ଗ ମାଖିଦେଲୁ
[01:12.95]
[01:53.97] ହୋ, ଆଖି ଲାଖିଲା ପରି ତୋ ଆଖି
[02:00.29] ଫୁଲପରି ତୋର ଚେହେରା
[02:04.20] ସେଇ ଚେହେରା ଭିଡ଼ରେ ମୋତେ
[02:08.31] ଲାଗେ ସବୁଠାରୁ ନିଆଁରା
[02:12.32] କବି ନହେଇ ଆଜି ତୋପାଇଁ
[02:16.32] ଲେଖି ଦେଇଯିବି କବିତା
[02:20.30] ରଙ୍ଗ ଝରିଲାପରି ତୋ ଓଠ
[02:24.59] ହସହେଇ ଝରେ ମୁକୁତା
[02:28.46] ଏତେ ହସ, ଏତେ ରଙ୍ଗ
[02:32.56] କହ ତୁ କଉଠୁ ଆଣିଲୁ?
[02:36.45] ତୋ ରଙ୍ଗରେ ମୋତେ ରଙ୍ଗେଇଲୁ
[02:40.51] ତୋ ହସରେ ମୋତେ ହସେଇଲୁ
[02:44.37] ନ ଚାହିଁବି ମୋତେ ଚାହିଁଦେଲୁ
[02:48.41] ଛାତି ଚିରି ମୋର ରହିଗଲୁ)
[02:56.42] ମେଘରୁ ତୁ ଝରିଲୁନା? ଫୁଲରୁ ତୁ ଫୁଟିଗଲୁ?
[03:04.44] କଉ ଦୁନିଆରେ କହ ଥିଲୁ
[03:08.24] ପରୀଟିଏ ହେଇ ଦେଖାଦେଲୁ
[03:12.51] ନଛୁଇଁ ତୁ ମୋତେ ଛୁଇଁଦେଲୁ
[03:16.45] ଓଠରେ ମୋ ହସ ଭରି ଦେଲୁ
[03:20.46]
[04:00.08] ତତେ ଦେଖିଲା ପରେ, ଆଉ ପଡୁନାହିଁ ଆଖିପତା
[04:08.03] ଏକାଥିଲି ନିରବରେ ଆସି ଭାଙ୍ଗିଦେଲୁ ନିରବତା
[04:16.86] ରୂପନଗର ବାଟ ହେଇ ତୁ ଏବେ ବୋଧେ ଫେରିଲୁ
[04:24.85] ଫୁଲସହର ବାଟ ହେଇ ତୁ ଏବେ ବୋଧେ ଆସିଲୁ
[04:32.69] ନକହି ତୁ ସବୁ କହିଦେଲୁ
[04:36.72] ଗୀତ ମୋର ହେଇ ଝରିଗଲୁ
[04:40.76] ନୂଆ ଜୀବନଟେ ମୋତେ ଦେଲୁ
[04:44.77] ନୂଆ ଦୁନିଆକୁ ନେଇଗଲୁ
[04:50.25]
[00:09.69] Is your heart speaking to her?
[00:13.31] Can you feel the love?
[00:16.94] Yes
[00:20.32] ମେଘରୁ ତୁ ଝରିଲୁନା? ଫୁଲରୁ ତୁ ଫୁଟିଗଲୁ?
[00:28.41] କଉ ଦୁନିଆରେ କହ ଥିଲୁ
[00:32.36] ପରୀଟିଏ ହେଇ ଦେଖାଦେଲୁ
[00:36.16] ନଛୁଇଁ ତୁ ମୋତେ ଛୁଇଁଦେଲୁ
[00:40.55] ଓଠରେ ମୋ ହସ ଭରିଦେଲୁ
[00:47.31] ଆଜି ଏତେ ବରଷା ହେଇ
[00:51.37] ଶୋଷ ମୋତେ ଲାଗୁଛି କାଇଁ?
[00:55.42] ପାଦ ଏ ମୋର ଯିବା ବାଟ ତୋର
[01:00.39] ଚାଲିଯାଏ ଛାଁ ଚାଲୁ-ଚାଲୁ
[01:04.43] ନ ଡାକି ତୁ ମୋତେ ଡାକିନେଲୁ
[01:08.52] ଇନ୍ଦ୍ରଧନୁ ରଙ୍ଗ ମାଖିଦେଲୁ
[01:12.95]
[01:53.97] ହୋ, ଆଖି ଲାଖିଲା ପରି ତୋ ଆଖି
[02:00.29] ଫୁଲପରି ତୋର ଚେହେରା
[02:04.20] ସେଇ ଚେହେରା ଭିଡ଼ରେ ମୋତେ
[02:08.31] ଲାଗେ ସବୁଠାରୁ ନିଆଁରା
[02:12.32] କବି ନହେଇ ଆଜି ତୋପାଇଁ
[02:16.32] ଲେଖି ଦେଇଯିବି କବିତା
[02:20.30] ରଙ୍ଗ ଝରିଲାପରି ତୋ ଓଠ
[02:24.59] ହସହେଇ ଝରେ ମୁକୁତା
[02:28.46] ଏତେ ହସ, ଏତେ ରଙ୍ଗ
[02:32.56] କହ ତୁ କଉଠୁ ଆଣିଲୁ?
[02:36.45] ତୋ ରଙ୍ଗରେ ମୋତେ ରଙ୍ଗେଇଲୁ
[02:40.51] ତୋ ହସରେ ମୋତେ ହସେଇଲୁ
[02:44.37] ନ ଚାହିଁବି ମୋତେ ଚାହିଁଦେଲୁ
[02:48.41] ଛାତି ଚିରି ମୋର ରହିଗଲୁ)
[02:56.42] ମେଘରୁ ତୁ ଝରିଲୁନା? ଫୁଲରୁ ତୁ ଫୁଟିଗଲୁ?
[03:04.44] କଉ ଦୁନିଆରେ କହ ଥିଲୁ
[03:08.24] ପରୀଟିଏ ହେଇ ଦେଖାଦେଲୁ
[03:12.51] ନଛୁଇଁ ତୁ ମୋତେ ଛୁଇଁଦେଲୁ
[03:16.45] ଓଠରେ ମୋ ହସ ଭରି ଦେଲୁ
[03:20.46]
[04:00.08] ତତେ ଦେଖିଲା ପରେ, ଆଉ ପଡୁନାହିଁ ଆଖିପତା
[04:08.03] ଏକାଥିଲି ନିରବରେ ଆସି ଭାଙ୍ଗିଦେଲୁ ନିରବତା
[04:16.86] ରୂପନଗର ବାଟ ହେଇ ତୁ ଏବେ ବୋଧେ ଫେରିଲୁ
[04:24.85] ଫୁଲସହର ବାଟ ହେଇ ତୁ ଏବେ ବୋଧେ ଆସିଲୁ
[04:32.69] ନକହି ତୁ ସବୁ କହିଦେଲୁ
[04:36.72] ଗୀତ ମୋର ହେଇ ଝରିଗଲୁ
[04:40.76] ନୂଆ ଜୀବନଟେ ମୋତେ ଦେଲୁ
[04:44.77] ନୂଆ ଦୁନିଆକୁ ନେଇଗଲୁ
[04:50.25]