Jagara Ratire Mora
🎵 3512 characters
⏱️ 7:05 duration
🆔 ID: 6928919
📜 Lyrics
ଜାଗର ରାତିରେ ମୋର ଉଠନ୍ତା କକେଇ
ଜାଗର ରାତିରେ ମୋର ଉଠନ୍ତା କକେଇ
ତୁମ ମହାଦୀପ ଚାହିଁ, ତୁମ ମହାଦୀପ ଚାହିଁ
ନପଡୁ କଉଡ଼ି, ଖଈ
ନକାନ୍ଦୁ ମୋ ଲାଗି କେହି
ନପଡୁ କଉଡ଼ି, ଖଈ
ନକାନ୍ଦୁ ମୋ ଲାଗି କେହି
ମହାଦୀପ ଦେଖି ମୋର ଜଳନ୍ତା କି ଜୁଇ
ନିସ୍ତରୀ ଯା'ନ୍ତି ମୁହିଁ
ପ୍ରଭୁ ହେ, ନିସ୍ତରୀ ଯା'ନ୍ତି ମୁହିଁ
ଜାଗର ରାତିରେ ମୋର ଉଠନ୍ତା କକେଇ
ତୁମ ମହାଦୀପ ଚାହିଁ, ତୁମ ମହାଦୀପ ଚାହିଁ
ମରଣ ଜାଣେନା ମାସ, ବାର, ତିଥି
ମରଣ ଜାଣେନା ମନ
ମଲା ପରେ କିଏ କେଉଁ ଆଡେ ଯିବ
ମଶାଣି ଦିଏନା ଧ୍ୟାନ
ହୋ, ମରଣ ଜାଣେନା ମାସ, ବାର, ତିଥି
ମରଣ ଜାଣେନା ମନ
ମଲା ପରେ କିଏ କେଉଁ ଆଡେ ଯିବ
ମଶାଣି ଦିଏନା ଧ୍ୟାନ
ଆଜି ଏ ଜାଗର ତିଥି ହୁଅନ୍ତା ମୋ ଶେଷ ରାତି
ଆଜି ଏ ଜାଗର ତିଥି ହୁଅନ୍ତା ମୋ ଶେଷ ରାତି
ଅଭଙ୍ଗା ନିଦରେ ଯେବେ ଯା'ନ୍ତି ମୁଁ ଶୋଇ
ନିସ୍ତରୀ ଯା'ନ୍ତି ମୁହିଁ
ପ୍ରଭୁ ହେ, ନିସ୍ତରୀ ଯା'ନ୍ତି ମୁହିଁ
ଜାଗର ରାତିରେ ମୋର ଉଠନ୍ତା କକେଇ
ତୁମ ମହାଦୀପ ଚାହିଁ, ତୁମ ମହାଦୀପ ଚାହିଁ
ଜୀବନ ପ୍ରଦୀପ ଜଳୁଛି ପ୍ରଭୁ ହେ
ଲିଭିବ ଦିନେ ନା ଦିନେ
ଅହରହ ସିଏ ଆନ୍ଦୋଳିତ ହୁଏ
କେବଳ ତୁମରି ଧ୍ୟାନେ
ଜୀବନ ପ୍ରଦୀପ ଜଳୁଛି ପ୍ରଭୁ ହେ
ଲିଭିବ ଦିନେ ନା ଦିନେ
ଅହରହ ସିଏ ଆନ୍ଦୋଳିତ ହୁଏ
କେବଳ ତୁମରି ଧ୍ୟାନେ
ତୁମରି ପ୍ରୀତିରେ ପ୍ରଭୁ
ଏମିତି ରାତିରେ ଲିଭୁ
ତୁମରି ପ୍ରୀତିରେ ପ୍ରଭୁ
ଏମିତି ରାତିରେ ଲିଭୁ
ଏ ଜିବ ଯା'ନ୍ତା ଯେବେ ଶିବ-ଶିବ କହି
ନିସ୍ତରୀ ଯା'ନ୍ତି ମୁହିଁ
ପ୍ରଭୁ ହେ, ନିସ୍ତରୀ ଯା'ନ୍ତି ମୁହିଁ
ଜାଗର ରାତିରେ ମୋର ଉଠନ୍ତା କକେଇ
ଜାଗର ରାତିରେ ମୋର ଉଠନ୍ତା କକେଇ
ତୁମ ମହାଦୀପ ଚାହିଁ, ତୁମ ମହାଦୀପ ଚାହିଁ
ନପଡୁ କଉଡ଼ି, ଖଈ
ନକାନ୍ଦୁ ମୋ ଲାଗି କେହି
ନପଡୁ କଉଡ଼ି, ଖଈ
ନକାନ୍ଦୁ ମୋ ଲାଗି କେହି
ମହାଦୀପ ଦେଖି ମୋର ଜଳନ୍ତା କି ଜୁଇ
ନିସ୍ତରୀ ଯା'ନ୍ତି ମୁହିଁ
ପ୍ରଭୁ ହେ, ନିସ୍ତରୀ ଯା'ନ୍ତି ମୁହିଁ
ପ୍ରଭୁ ହେ, ନିସ୍ତରୀ ଯା'ନ୍ତି ମୁହିଁ
ପ୍ରଭୁ ହେ, ନିସ୍ତରୀ ଯା'ନ୍ତି ମୁହିଁ
ଜାଗର ରାତିରେ ମୋର ଉଠନ୍ତା କକେଇ
ତୁମ ମହାଦୀପ ଚାହିଁ, ତୁମ ମହାଦୀପ ଚାହିଁ
ନପଡୁ କଉଡ଼ି, ଖଈ
ନକାନ୍ଦୁ ମୋ ଲାଗି କେହି
ନପଡୁ କଉଡ଼ି, ଖଈ
ନକାନ୍ଦୁ ମୋ ଲାଗି କେହି
ମହାଦୀପ ଦେଖି ମୋର ଜଳନ୍ତା କି ଜୁଇ
ନିସ୍ତରୀ ଯା'ନ୍ତି ମୁହିଁ
ପ୍ରଭୁ ହେ, ନିସ୍ତରୀ ଯା'ନ୍ତି ମୁହିଁ
ଜାଗର ରାତିରେ ମୋର ଉଠନ୍ତା କକେଇ
ତୁମ ମହାଦୀପ ଚାହିଁ, ତୁମ ମହାଦୀପ ଚାହିଁ
ମରଣ ଜାଣେନା ମାସ, ବାର, ତିଥି
ମରଣ ଜାଣେନା ମନ
ମଲା ପରେ କିଏ କେଉଁ ଆଡେ ଯିବ
ମଶାଣି ଦିଏନା ଧ୍ୟାନ
ହୋ, ମରଣ ଜାଣେନା ମାସ, ବାର, ତିଥି
ମରଣ ଜାଣେନା ମନ
ମଲା ପରେ କିଏ କେଉଁ ଆଡେ ଯିବ
ମଶାଣି ଦିଏନା ଧ୍ୟାନ
ଆଜି ଏ ଜାଗର ତିଥି ହୁଅନ୍ତା ମୋ ଶେଷ ରାତି
ଆଜି ଏ ଜାଗର ତିଥି ହୁଅନ୍ତା ମୋ ଶେଷ ରାତି
ଅଭଙ୍ଗା ନିଦରେ ଯେବେ ଯା'ନ୍ତି ମୁଁ ଶୋଇ
ନିସ୍ତରୀ ଯା'ନ୍ତି ମୁହିଁ
ପ୍ରଭୁ ହେ, ନିସ୍ତରୀ ଯା'ନ୍ତି ମୁହିଁ
ଜାଗର ରାତିରେ ମୋର ଉଠନ୍ତା କକେଇ
ତୁମ ମହାଦୀପ ଚାହିଁ, ତୁମ ମହାଦୀପ ଚାହିଁ
ଜୀବନ ପ୍ରଦୀପ ଜଳୁଛି ପ୍ରଭୁ ହେ
ଲିଭିବ ଦିନେ ନା ଦିନେ
ଅହରହ ସିଏ ଆନ୍ଦୋଳିତ ହୁଏ
କେବଳ ତୁମରି ଧ୍ୟାନେ
ଜୀବନ ପ୍ରଦୀପ ଜଳୁଛି ପ୍ରଭୁ ହେ
ଲିଭିବ ଦିନେ ନା ଦିନେ
ଅହରହ ସିଏ ଆନ୍ଦୋଳିତ ହୁଏ
କେବଳ ତୁମରି ଧ୍ୟାନେ
ତୁମରି ପ୍ରୀତିରେ ପ୍ରଭୁ
ଏମିତି ରାତିରେ ଲିଭୁ
ତୁମରି ପ୍ରୀତିରେ ପ୍ରଭୁ
ଏମିତି ରାତିରେ ଲିଭୁ
ଏ ଜିବ ଯା'ନ୍ତା ଯେବେ ଶିବ-ଶିବ କହି
ନିସ୍ତରୀ ଯା'ନ୍ତି ମୁହିଁ
ପ୍ରଭୁ ହେ, ନିସ୍ତରୀ ଯା'ନ୍ତି ମୁହିଁ
ଜାଗର ରାତିରେ ମୋର ଉଠନ୍ତା କକେଇ
ଜାଗର ରାତିରେ ମୋର ଉଠନ୍ତା କକେଇ
ତୁମ ମହାଦୀପ ଚାହିଁ, ତୁମ ମହାଦୀପ ଚାହିଁ
ନପଡୁ କଉଡ଼ି, ଖଈ
ନକାନ୍ଦୁ ମୋ ଲାଗି କେହି
ନପଡୁ କଉଡ଼ି, ଖଈ
ନକାନ୍ଦୁ ମୋ ଲାଗି କେହି
ମହାଦୀପ ଦେଖି ମୋର ଜଳନ୍ତା କି ଜୁଇ
ନିସ୍ତରୀ ଯା'ନ୍ତି ମୁହିଁ
ପ୍ରଭୁ ହେ, ନିସ୍ତରୀ ଯା'ନ୍ତି ମୁହିଁ
ପ୍ରଭୁ ହେ, ନିସ୍ତରୀ ଯା'ନ୍ତି ମୁହିଁ
ପ୍ରଭୁ ହେ, ନିସ୍ତରୀ ଯା'ନ୍ତି ମୁହିଁ
⏱️ Synced Lyrics
[00:45.44] ଜାଗର ରାତିରେ ମୋର ଉଠନ୍ତା କକେଇ
[00:51.25] ଜାଗର ରାତିରେ ମୋର ଉଠନ୍ତା କକେଇ
[00:56.45] ତୁମ ମହାଦୀପ ଚାହିଁ, ତୁମ ମହାଦୀପ ଚାହିଁ
[01:02.91] ନପଡୁ କଉଡ଼ି, ଖଈ
[01:05.66] ନକାନ୍ଦୁ ମୋ ଲାଗି କେହି
[01:08.68] ନପଡୁ କଉଡ଼ି, ଖଈ
[01:11.46] ନକାନ୍ଦୁ ମୋ ଲାଗି କେହି
[01:14.70] ମହାଦୀପ ଦେଖି ମୋର ଜଳନ୍ତା କି ଜୁଇ
[01:22.08] ନିସ୍ତରୀ ଯା'ନ୍ତି ମୁହିଁ
[01:26.05] ପ୍ରଭୁ ହେ, ନିସ୍ତରୀ ଯା'ନ୍ତି ମୁହିଁ
[01:33.48] ଜାଗର ରାତିରେ ମୋର ଉଠନ୍ତା କକେଇ
[01:38.64] ତୁମ ମହାଦୀପ ଚାହିଁ, ତୁମ ମହାଦୀପ ଚାହିଁ
[02:26.03] ମରଣ ଜାଣେନା ମାସ, ବାର, ତିଥି
[02:31.53] ମରଣ ଜାଣେନା ମନ
[02:37.39] ମଲା ପରେ କିଏ କେଉଁ ଆଡେ ଯିବ
[02:43.17] ମଶାଣି ଦିଏନା ଧ୍ୟାନ
[02:53.75] ହୋ, ମରଣ ଜାଣେନା ମାସ, ବାର, ତିଥି
[03:00.46] ମରଣ ଜାଣେନା ମନ
[03:06.16] ମଲା ପରେ କିଏ କେଉଁ ଆଡେ ଯିବ
[03:11.84] ମଶାଣି ଦିଏନା ଧ୍ୟାନ
[03:17.21] ଆଜି ଏ ଜାଗର ତିଥି ହୁଅନ୍ତା ମୋ ଶେଷ ରାତି
[03:23.17] ଆଜି ଏ ଜାଗର ତିଥି ହୁଅନ୍ତା ମୋ ଶେଷ ରାତି
[03:29.11] ଅଭଙ୍ଗା ନିଦରେ ଯେବେ ଯା'ନ୍ତି ମୁଁ ଶୋଇ
[03:36.47] ନିସ୍ତରୀ ଯା'ନ୍ତି ମୁହିଁ
[03:40.53] ପ୍ରଭୁ ହେ, ନିସ୍ତରୀ ଯା'ନ୍ତି ମୁହିଁ
[03:47.99] ଜାଗର ରାତିରେ ମୋର ଉଠନ୍ତା କକେଇ
[03:53.12] ତୁମ ମହାଦୀପ ଚାହିଁ, ତୁମ ମହାଦୀପ ଚାହିଁ
[04:40.15] ଜୀବନ ପ୍ରଦୀପ ଜଳୁଛି ପ୍ରଭୁ ହେ
[04:45.92] ଲିଭିବ ଦିନେ ନା ଦିନେ
[04:51.82] ଅହରହ ସିଏ ଆନ୍ଦୋଳିତ ହୁଏ
[04:57.46] କେବଳ ତୁମରି ଧ୍ୟାନେ
[05:08.86] ଜୀବନ ପ୍ରଦୀପ ଜଳୁଛି ପ୍ରଭୁ ହେ
[05:14.85] ଲିଭିବ ଦିନେ ନା ଦିନେ
[05:20.62] ଅହରହ ସିଏ ଆନ୍ଦୋଳିତ ହୁଏ
[05:26.38] କେବଳ ତୁମରି ଧ୍ୟାନେ
[05:31.62] ତୁମରି ପ୍ରୀତିରେ ପ୍ରଭୁ
[05:34.69] ଏମିତି ରାତିରେ ଲିଭୁ
[05:37.54] ତୁମରି ପ୍ରୀତିରେ ପ୍ରଭୁ
[05:40.22] ଏମିତି ରାତିରେ ଲିଭୁ
[05:43.58] ଏ ଜିବ ଯା'ନ୍ତା ଯେବେ ଶିବ-ଶିବ କହି
[05:50.79] ନିସ୍ତରୀ ଯା'ନ୍ତି ମୁହିଁ
[05:55.00] ପ୍ରଭୁ ହେ, ନିସ୍ତରୀ ଯା'ନ୍ତି ମୁହିଁ
[06:02.32] ଜାଗର ରାତିରେ ମୋର ଉଠନ୍ତା କକେଇ
[06:08.32] ଜାଗର ରାତିରେ ମୋର ଉଠନ୍ତା କକେଇ
[06:13.22] ତୁମ ମହାଦୀପ ଚାହିଁ, ତୁମ ମହାଦୀପ ଚାହିଁ
[06:19.60] ନପଡୁ କଉଡ଼ି, ଖଈ
[06:22.60] ନକାନ୍ଦୁ ମୋ ଲାଗି କେହି
[06:25.46] ନପଡୁ କଉଡ଼ି, ଖଈ
[06:28.47] ନକାନ୍ଦୁ ମୋ ଲାଗି କେହି
[06:31.64] ମହାଦୀପ ଦେଖି ମୋର ଜଳନ୍ତା କି ଜୁଇ
[06:39.11] ନିସ୍ତରୀ ଯା'ନ୍ତି ମୁହିଁ
[06:43.17] ପ୍ରଭୁ ହେ, ନିସ୍ତରୀ ଯା'ନ୍ତି ମୁହିଁ
[06:48.82] ପ୍ରଭୁ ହେ, ନିସ୍ତରୀ ଯା'ନ୍ତି ମୁହିଁ
[06:54.83] ପ୍ରଭୁ ହେ, ନିସ୍ତରୀ ଯା'ନ୍ତି ମୁହିଁ
[07:01.84]
[00:51.25] ଜାଗର ରାତିରେ ମୋର ଉଠନ୍ତା କକେଇ
[00:56.45] ତୁମ ମହାଦୀପ ଚାହିଁ, ତୁମ ମହାଦୀପ ଚାହିଁ
[01:02.91] ନପଡୁ କଉଡ଼ି, ଖଈ
[01:05.66] ନକାନ୍ଦୁ ମୋ ଲାଗି କେହି
[01:08.68] ନପଡୁ କଉଡ଼ି, ଖଈ
[01:11.46] ନକାନ୍ଦୁ ମୋ ଲାଗି କେହି
[01:14.70] ମହାଦୀପ ଦେଖି ମୋର ଜଳନ୍ତା କି ଜୁଇ
[01:22.08] ନିସ୍ତରୀ ଯା'ନ୍ତି ମୁହିଁ
[01:26.05] ପ୍ରଭୁ ହେ, ନିସ୍ତରୀ ଯା'ନ୍ତି ମୁହିଁ
[01:33.48] ଜାଗର ରାତିରେ ମୋର ଉଠନ୍ତା କକେଇ
[01:38.64] ତୁମ ମହାଦୀପ ଚାହିଁ, ତୁମ ମହାଦୀପ ଚାହିଁ
[02:26.03] ମରଣ ଜାଣେନା ମାସ, ବାର, ତିଥି
[02:31.53] ମରଣ ଜାଣେନା ମନ
[02:37.39] ମଲା ପରେ କିଏ କେଉଁ ଆଡେ ଯିବ
[02:43.17] ମଶାଣି ଦିଏନା ଧ୍ୟାନ
[02:53.75] ହୋ, ମରଣ ଜାଣେନା ମାସ, ବାର, ତିଥି
[03:00.46] ମରଣ ଜାଣେନା ମନ
[03:06.16] ମଲା ପରେ କିଏ କେଉଁ ଆଡେ ଯିବ
[03:11.84] ମଶାଣି ଦିଏନା ଧ୍ୟାନ
[03:17.21] ଆଜି ଏ ଜାଗର ତିଥି ହୁଅନ୍ତା ମୋ ଶେଷ ରାତି
[03:23.17] ଆଜି ଏ ଜାଗର ତିଥି ହୁଅନ୍ତା ମୋ ଶେଷ ରାତି
[03:29.11] ଅଭଙ୍ଗା ନିଦରେ ଯେବେ ଯା'ନ୍ତି ମୁଁ ଶୋଇ
[03:36.47] ନିସ୍ତରୀ ଯା'ନ୍ତି ମୁହିଁ
[03:40.53] ପ୍ରଭୁ ହେ, ନିସ୍ତରୀ ଯା'ନ୍ତି ମୁହିଁ
[03:47.99] ଜାଗର ରାତିରେ ମୋର ଉଠନ୍ତା କକେଇ
[03:53.12] ତୁମ ମହାଦୀପ ଚାହିଁ, ତୁମ ମହାଦୀପ ଚାହିଁ
[04:40.15] ଜୀବନ ପ୍ରଦୀପ ଜଳୁଛି ପ୍ରଭୁ ହେ
[04:45.92] ଲିଭିବ ଦିନେ ନା ଦିନେ
[04:51.82] ଅହରହ ସିଏ ଆନ୍ଦୋଳିତ ହୁଏ
[04:57.46] କେବଳ ତୁମରି ଧ୍ୟାନେ
[05:08.86] ଜୀବନ ପ୍ରଦୀପ ଜଳୁଛି ପ୍ରଭୁ ହେ
[05:14.85] ଲିଭିବ ଦିନେ ନା ଦିନେ
[05:20.62] ଅହରହ ସିଏ ଆନ୍ଦୋଳିତ ହୁଏ
[05:26.38] କେବଳ ତୁମରି ଧ୍ୟାନେ
[05:31.62] ତୁମରି ପ୍ରୀତିରେ ପ୍ରଭୁ
[05:34.69] ଏମିତି ରାତିରେ ଲିଭୁ
[05:37.54] ତୁମରି ପ୍ରୀତିରେ ପ୍ରଭୁ
[05:40.22] ଏମିତି ରାତିରେ ଲିଭୁ
[05:43.58] ଏ ଜିବ ଯା'ନ୍ତା ଯେବେ ଶିବ-ଶିବ କହି
[05:50.79] ନିସ୍ତରୀ ଯା'ନ୍ତି ମୁହିଁ
[05:55.00] ପ୍ରଭୁ ହେ, ନିସ୍ତରୀ ଯା'ନ୍ତି ମୁହିଁ
[06:02.32] ଜାଗର ରାତିରେ ମୋର ଉଠନ୍ତା କକେଇ
[06:08.32] ଜାଗର ରାତିରେ ମୋର ଉଠନ୍ତା କକେଇ
[06:13.22] ତୁମ ମହାଦୀପ ଚାହିଁ, ତୁମ ମହାଦୀପ ଚାହିଁ
[06:19.60] ନପଡୁ କଉଡ଼ି, ଖଈ
[06:22.60] ନକାନ୍ଦୁ ମୋ ଲାଗି କେହି
[06:25.46] ନପଡୁ କଉଡ଼ି, ଖଈ
[06:28.47] ନକାନ୍ଦୁ ମୋ ଲାଗି କେହି
[06:31.64] ମହାଦୀପ ଦେଖି ମୋର ଜଳନ୍ତା କି ଜୁଇ
[06:39.11] ନିସ୍ତରୀ ଯା'ନ୍ତି ମୁହିଁ
[06:43.17] ପ୍ରଭୁ ହେ, ନିସ୍ତରୀ ଯା'ନ୍ତି ମୁହିଁ
[06:48.82] ପ୍ରଭୁ ହେ, ନିସ୍ତରୀ ଯା'ନ୍ତି ମୁହିଁ
[06:54.83] ପ୍ରଭୁ ହେ, ନିସ୍ତରୀ ଯା'ନ୍ତି ମୁହିଁ
[07:01.84]