Salua Banaru To Mandira Bedha
🎵 2951 characters
⏱️ 5:33 duration
🆔 ID: 6928941
📜 Lyrics
ଶାଳୁଆ ବଣରୁ ତୋ ମନ୍ଦିର ବେଢ଼ା ଯେତିକି ଦୂର ଲୋ, ଯେତିକି ଦୂର
ତାରିଣୀ ମା' ତୋ'ଠାରୁ ମୁଁ ସେତିକି ଦୂର
ଶାଳୁଆ ବଣରୁ ତୋ ମନ୍ଦିର ବେଢ଼ା ଯେତିକି ଦୂର ଲୋ, ଯେତିକି ଦୂର
ତାରିଣୀ ମା' ତୋ'ଠାରୁ ମୁଁ ସେତିକି ଦୂର
ତାରିଣୀ ମା' ତୋ'ଠାରୁ ମୁଁ ସେତିକି ଦୂର
ନଡ଼ିଆ କତାରୁ ନଡ଼ିଆର ପାଣି ଯେତିକି ଦୂର ଲୋ, ଯେତିକି ଦୂର
ତାରିଣୀ ମା' ତୋ'ଠାରୁ ମୁଁ ସେତିକି ଦୂର
ତାରିଣୀ ମା' ତୋ'ଠାରୁ ମୁଁ ସେତିକି ଦୂର
ତୁ ମୋର ସୁଖ, ତୁ ମୋର ଦୁଃଖ
ତୁ ତ ନଥିଲେ ମୋର ସବୁ ଅସାର
ତୁ ମୋର ସୁଖ, ତୁ ମୋର ଦୁଃଖ
ତୁ ତ ନଥିଲେ ମୋର ସବୁ ଅସାର
ତୁ ମୋ ଜନମ, ତୁ ମୋ ମରଣ
ତୋ ପାଇଁ ହେଲା ମୋର ଜୀବନ ଧନ୍ୟ
ତୋ ନାଲି ନେତରୁ ଘଟଗାଁ-ପୀଠ ଯେତିକି ଦୂର ଲୋ, ଯେତିକି ଦୂର
ତାରିଣୀ ମା' ତୋ'ଠାରୁ ମୁଁ ସେତିକି ଦୂର
ତାରିଣୀ ମା' ତୋ'ଠାରୁ ମୁଁ ସେତିକି ଦୂର
ଜାଣେ ନାହିଁ ପାପ, ଜାଣେ ନାହିଁ ପୁଣ୍ୟ
ତାରିଣୀ-ତାରିଣୀ ଭଜି ସରୁ ମୋ ଦିନ
ଜାଣେ ନାହିଁ ପାପ, ଜାଣେ ନାହିଁ ପୁଣ୍ୟ
ତାରିଣୀ-ତାରିଣୀ ଭଜି ସରୁ ମୋ ଦିନ
ଖୋଜୁଥିବ ଆଖି, ଝୁରୁଥିବ ମନ
ସକଳତୀର୍ଥ ହେଉ ମା' ତୋ ଚରଣ
ତୋ ମାଟି ଘଟରୁ ତୋ ମାଟି-ଘୋଡ଼ା ଯେତିକି ଦୂର ଲୋ, ଯେତିକି ଦୂର

⏱️ Synced Lyrics
[00:04.32] ଶାଳୁଆ ବଣରୁ ତୋ ମନ୍ଦିର ବେଢ଼ା ଯେତିକି ଦୂର ଲୋ, ଯେତିକି ଦୂର
[00:20.42] ତାରିଣୀ ମା' ତୋ'ଠାରୁ ମୁଁ ସେତିକି ଦୂର
[00:26.95]
[01:03.14] ଶାଳୁଆ ବଣରୁ ତୋ ମନ୍ଦିର ବେଢ଼ା ଯେତିକି ଦୂର ଲୋ, ଯେତିକି ଦୂର
[01:13.16] ତାରିଣୀ ମା' ତୋ'ଠାରୁ ମୁଁ ସେତିକି ଦୂର
[01:19.27] ତାରିଣୀ ମା' ତୋ'ଠାରୁ ମୁଁ ସେତିକି ଦୂର
[01:25.19] ନଡ଼ିଆ କତାରୁ ନଡ଼ିଆର ପାଣି ଯେତିକି ଦୂର ଲୋ, ଯେତିକି ଦୂର
[01:35.18] ତାରିଣୀ ମା' ତୋ'ଠାରୁ ମୁଁ ସେତିକି ଦୂର
[01:41.42] ତାରିଣୀ ମା' ତୋ'ଠାରୁ ମୁଁ ସେତିକି ଦୂର
[01:46.93]
[02:15.62] ତୁ ମୋର ସୁଖ, ତୁ ମୋର ଦୁଃଖ
[02:19.48] ତୁ ତ ନଥିଲେ ମୋର ସବୁ ଅସାର
[02:24.63]
[02:31.68] ତୁ ମୋର ସୁଖ, ତୁ ମୋର ଦୁଃଖ
[02:35.11] ତୁ ତ ନଥିଲେ ମୋର ସବୁ ଅସାର
[02:41.10] ତୁ ମୋ ଜନମ, ତୁ ମୋ ମରଣ
[02:44.76] ତୋ ପାଇଁ ହେଲା ମୋର ଜୀବନ ଧନ୍ୟ
[02:50.43] ତୋ ନାଲି ନେତରୁ ଘଟଗାଁ-ପୀଠ ଯେତିକି ଦୂର ଲୋ, ଯେତିକି ଦୂର
[03:00.56] ତାରିଣୀ ମା' ତୋ'ଠାରୁ ମୁଁ ସେତିକି ଦୂର
[03:06.72] ତାରିଣୀ ମା' ତୋ'ଠାରୁ ମୁଁ ସେତିକି ଦୂର
[03:12.25]
[03:41.15] ଜାଣେ ନାହିଁ ପାପ, ଜାଣେ ନାହିଁ ପୁଣ୍ୟ
[03:44.75] ତାରିଣୀ-ତାରିଣୀ ଭଜି ସରୁ ମୋ ଦିନ
[03:49.98]
[03:56.78] ଜାଣେ ନାହିଁ ପାପ, ଜାଣେ ନାହିଁ ପୁଣ୍ୟ
[04:00.57] ତାରିଣୀ-ତାରିଣୀ ଭଜି ସରୁ ମୋ ଦିନ
[04:06.26] ଖୋଜୁଥିବ ଆଖି, ଝୁରୁଥିବ ମନ
[04:09.97] ସକଳତୀର୍ଥ ହେଉ ମା' ତୋ ଚରଣ
[04:15.76] ତୋ ମାଟି ଘଟରୁ ତୋ ମାଟି-ଘୋଡ଼ା ଯେତିକି ଦୂର ଲୋ, ଯେତିକି ଦୂର
[04:25.72] ତାରିଣୀ ମା' ତୋ'ଠାରୁ ମୁଁ ସେତିକି ଦୂର
[04:31.81] ତାରିଣୀ ମା' ତୋ'ଠାରୁ ମୁଁ ସେତିକି ଦୂର
[04:37.75] ଶାଳୁଆ ବଣରୁ ତୋ ମନ୍ଦିର ବେଢ଼ା ଯେତିକି ଦୂର ଲୋ, ଯେତିକି ଦୂର
[04:47.84] ତାରିଣୀ ମା' ତୋ'ଠାରୁ ମୁଁ ସେତିକି ଦୂର
[04:54.18] ତାରିଣୀ ମା' ତୋ'ଠାରୁ ମୁଁ ସେତିକି ଦୂର
[04:59.95] ନଡ଼ିଆ କତାରୁ ନଡ଼ିଆର ପାଣି ଯେତିକି ଦୂର ଲୋ, ଯେତିକି ଦୂର
[05:10.09] ତାରିଣୀ ମା' ତୋ'ଠାରୁ ମୁଁ ସେତିକି ଦୂର
[05:16.23] ତାରିଣୀ ମା' ତୋ'ଠାରୁ ମୁଁ ସେତିକି ଦୂର
[05:22.48] ତାରିଣୀ ମା' ତୋ'ଠାରୁ ମୁଁ ସେତିକି ଦୂର
[05:28.43]