Home 🎬 Bollywood 🎵 Pakistani 🎤 English Pop

Anamika Nayika

👤 Babul Supriyo 🎼 Babul Supriyo Hits 1 ⏱️ 4:47
🎵 3469 characters
⏱️ 4:47 duration
🆔 ID: 6928970

📜 Lyrics

ଅନାମିକା ନାୟିକା ସେ, ହେଲା ମୋର ପ୍ରେମିକା
ଅନାମିକା ନାୟିକା ସେ, ହେଲା ମୋର ପ୍ରେମିକା
ଚୁନା ଚୁନା ସପନରେ, ଅନାବନା ଭାବନାରେ
ଚୁନା ଚୁନା ସପନରେ, ଅନାବନା ଭାବନାରେ

ନିତି ଆସି ବଜାଏ ସେ ପାଦର ପାଉଁଜି ଆଉ
କାନର ଝୁମୁକା, କାନର ଝୁମୁକା
କାନର ଝୁମୁକା ଆଉ କାନର ଝୁମୁକା

ଝୁମ୍ଝୁ ଝୁମ୍ ଝୁମୁକା, ଝୁମ୍ ଝୁମ୍ ଝୁମୁକା
ଝୁମ୍ ଝୁମ୍ ଝୁମୁକା, ଝୁମ୍ ଝୁମ୍ ଝୁମୁକା

ହୋ ଅନାମିକା ନାୟିକା ସେ, ହେଲା ମୋର ପ୍ରେମିକା

ଦେଖା ହୁଏ ସିନା ଭିଡ଼ରେ ମୋଡ଼ରେ, ଏକା ଦେଖା ହୁଏ ନାହିଁ
ମନ କଥା ସବୁ ଆଖିରେ-ଆଖିରେ ତାକୁ କହିପାରେ ନାହିଁ
ହୋ, ଦେଖା ହୁଏ ସିନା ଭିଡ଼ରେ ମୋଡ଼ରେ, ଏକା ଦେଖା ହୁଏ ନାହିଁ
ମନ କଥା ସବୁ ଆଖିରେ-ଆଖିରେ ତାକୁ କହିପାରେ ନାହିଁ

ଅଧା-ଅଧା କାହାଣୀରେ, ଚୋରା-ଚୋରା ଚାହାଣୀରେ
ଅଧା-ଅଧା କାହାଣୀରେ, ଚୋରା-ଚୋରା ଚାହାଣୀରେ

ଏତିକି ମୁଁ ଜାଣେ ଖାଲି ତା ହସ ମୁକୁତା ଆଉ
ତା ଆଖି ଶାମୁକା, ତା ଆଖି ଶାମୁକା
ତା ହସ ମୁକୁତା ଆଉ ତା ଆଖି ଶାମୁକା

ଝୁମ୍ ଝୁମ୍ ଝୁମୁକା, ଝୁମ୍ ଝୁମ୍ ଝୁମୁକା
ଝୁମ୍ ଝୁମ୍ ଝୁମୁକା, ଝୁମ୍ ଝୁମ୍ ଝୁମୁକା

ହୋ ଅନାମିକା ନାୟିକା ସେ, ହେଲା ମୋର ପ୍ରେମିକା

ଦିନ ପରେ ରାତି ବିତୁଛି ଏମିତି, ପାରେ ନାହିଁ ତାକୁ ଛୁଇଁ
ଏ ଯାଏଁ ମୋ ପ୍ରେମ ଫୁଲତ ହେଇନି, ରହିଛି ସେ କଢ଼ି ହୋଇ
ହୋ ଦିନ ପରେ ରାତି ବିତୁଛି ଏମିତି, ପାରେ ନାହିଁ ତାକୁ ଛୁଇଁ
ଏ ଯାଏଁ ମୋ ପ୍ରେମ ଫୁଲତ ହେଇନି, ରହିଛି ସେ କଢ଼ି ହୋଇ

ଥରେ-ଥରେ ନିରୋଳାରେ, ବେଳେ-ବେଳେ ନିରବରେ
ଥରେ-ଥରେ ନିରୋଳାରେ, ବେଳେ-ବେଳେ ନିରବରେ

ଭାବୁଛି ମୁଁ ସିଏ ମୋର ମନର ମାନସୀ ଆଉ
ମାନିନୀ ମୋନିକା, ମାନିନୀ ମୋନିକା
ମାନିନୀ ମୋନିକା ଆଉ ମାନିନୀ ମୋନିକା

ଝୁମ୍ ଝୁମ୍ ଝୁମୁକା, ଝୁମ୍ ଝୁମ୍ ଝୁମୁକା
ଝୁମ୍ ଝୁମ୍ ଝୁମୁକା, ଝୁମ୍ ଝୁମ୍ ଝୁମୁକା

ହୋ ଅନାମିକା ନାୟିକା ସେ, ହେଲା ମୋର ପ୍ରେମିକା
ଅନାମିକା ନାୟିକା ସେ, ହେଲା ମୋର ପ୍ରେମିକା
ଅନାମିକା ନାୟିକା ସେ, ହେଲା ମୋର ପ୍ରେମିକା

⏱️ Synced Lyrics

[00:22.60] ଅନାମିକା ନାୟିକା ସେ, ହେଲା ମୋର ପ୍ରେମିକା
[00:27.28] ଅନାମିକା ନାୟିକା ସେ, ହେଲା ମୋର ପ୍ରେମିକା
[00:32.68] ଚୁନା ଚୁନା ସପନରେ, ଅନାବନା ଭାବନାରେ
[00:38.48] ଚୁନା ଚୁନା ସପନରେ, ଅନାବନା ଭାବନାରେ
[00:44.21] ନିତି ଆସି ବଜାଏ ସେ ପାଦର ପାଉଁଜି ଆଉ
[00:50.14] କାନର ଝୁମୁକା, କାନର ଝୁମୁକା
[00:55.78] କାନର ଝୁମୁକା ଆଉ କାନର ଝୁମୁକା
[01:01.76] ଝୁମ୍ଝୁ ଝୁମ୍ ଝୁମୁକା, ଝୁମ୍ ଝୁମ୍ ଝୁମୁକା
[01:06.96] ଝୁମ୍ ଝୁମ୍ ଝୁମୁକା, ଝୁମ୍ ଝୁମ୍ ଝୁମୁକା
[01:12.41] ହୋ ଅନାମିକା ନାୟିକା ସେ, ହେଲା ମୋର ପ୍ରେମିକା
[01:41.95] ଦେଖା ହୁଏ ସିନା ଭିଡ଼ରେ ମୋଡ଼ରେ, ଏକା ଦେଖା ହୁଏ ନାହିଁ
[01:46.82] ମନ କଥା ସବୁ ଆଖିରେ-ଆଖିରେ ତାକୁ କହିପାରେ ନାହିଁ
[01:56.48] ହୋ, ଦେଖା ହୁଏ ସିନା ଭିଡ଼ରେ ମୋଡ଼ରେ, ଏକା ଦେଖା ହୁଏ ନାହିଁ
[02:02.92] ମନ କଥା ସବୁ ଆଖିରେ-ଆଖିରେ ତାକୁ କହିପାରେ ନାହିଁ
[02:08.25] ଅଧା-ଅଧା କାହାଣୀରେ, ଚୋରା-ଚୋରା ଚାହାଣୀରେ
[02:13.68] ଅଧା-ଅଧା କାହାଣୀରେ, ଚୋରା-ଚୋରା ଚାହାଣୀରେ
[02:19.44] ଏତିକି ମୁଁ ଜାଣେ ଖାଲି ତା ହସ ମୁକୁତା ଆଉ
[02:25.69] ତା ଆଖି ଶାମୁକା, ତା ଆଖି ଶାମୁକା
[02:31.26] ତା ହସ ମୁକୁତା ଆଉ ତା ଆଖି ଶାମୁକା
[02:37.06] ଝୁମ୍ ଝୁମ୍ ଝୁମୁକା, ଝୁମ୍ ଝୁମ୍ ଝୁମୁକା
[02:42.52] ଝୁମ୍ ଝୁମ୍ ଝୁମୁକା, ଝୁମ୍ ଝୁମ୍ ଝୁମୁକା
[02:48.08] ହୋ ଅନାମିକା ନାୟିକା ସେ, ହେଲା ମୋର ପ୍ରେମିକା
[03:16.48] ଦିନ ପରେ ରାତି ବିତୁଛି ଏମିତି, ପାରେ ନାହିଁ ତାକୁ ଛୁଇଁ
[03:21.90] ଏ ଯାଏଁ ମୋ ପ୍ରେମ ଫୁଲତ ହେଇନି, ରହିଛି ସେ କଢ଼ି ହୋଇ
[03:31.62] ହୋ ଦିନ ପରେ ରାତି ବିତୁଛି ଏମିତି, ପାରେ ନାହିଁ ତାକୁ ଛୁଇଁ
[03:37.80] ଏ ଯାଏଁ ମୋ ପ୍ରେମ ଫୁଲତ ହେଇନି, ରହିଛି ସେ କଢ଼ି ହୋଇ
[03:43.63] ଥରେ-ଥରେ ନିରୋଳାରେ, ବେଳେ-ବେଳେ ନିରବରେ
[03:49.09] ଥରେ-ଥରେ ନିରୋଳାରେ, ବେଳେ-ବେଳେ ନିରବରେ
[03:54.87] ଭାବୁଛି ମୁଁ ସିଏ ମୋର ମନର ମାନସୀ ଆଉ
[04:00.83] ମାନିନୀ ମୋନିକା, ମାନିନୀ ମୋନିକା
[04:06.34] ମାନିନୀ ମୋନିକା ଆଉ ମାନିନୀ ମୋନିକା
[04:12.06] ଝୁମ୍ ଝୁମ୍ ଝୁମୁକା, ଝୁମ୍ ଝୁମ୍ ଝୁମୁକା
[04:17.11] ଝୁମ୍ ଝୁମ୍ ଝୁମୁକା, ଝୁମ୍ ଝୁମ୍ ଝୁମୁକା
[04:22.61] ହୋ ଅନାମିକା ନାୟିକା ସେ, ହେଲା ମୋର ପ୍ରେମିକା
[04:28.74] ଅନାମିକା ନାୟିକା ସେ, ହେଲା ମୋର ପ୍ରେମିକା
[04:33.81] ଅନାମିକା ନାୟିକା ସେ, ହେଲା ମୋର ପ୍ରେମିକା
[04:46.05]

⭐ Rate These Lyrics

Average: 0.0/5 • 0 ratings