Home 🎬 Bollywood 🎵 Pakistani 🎤 English Pop

Sunyataku

👤 Babusan, Bikas Das 🎼 Super Michhua ⏱️ 4:25
🎵 2057 characters
⏱️ 4:25 duration
🆔 ID: 6929034

📜 Lyrics

ଶୁନ୍ୟତାକୁ ପଚାରେ ଯେବେ, "ମୁଁ କିଏ ତୁମର?"
ପ୍ରତିଧ୍ବନି କହେ ଯେ ମତେ "ମୁଁ ଏକା ତୁମର"
ଶୁନ୍ୟତାକୁ ପଚାରେ ଯେବେ, "ମୁଁ କିଏ ତୁମର?"
ପ୍ରତିଧ୍ବନି କହେ ଯେ ମତେ "ମୁଁ ଏକା ତୁମର"

ଶୁଣ କି ନ ଶୁଣ ତୁମେ
ତଥାବି ମୁଁ ତୁମର
ତଥାବି ମୁଁ ତୁମର

ଶୁନ୍ୟତାକୁ ପଚାରେ ଯେବେ, "ମୁଁ କିଏ ତୁମର?"
ପ୍ରତିଧ୍ବନି କହେ ଯେ ମତେ "ମୁଁ ଏକା ତୁମର"

କାଗଜର ଦସ୍ତାବିଜ କଲା ମତେ ଅଲଗା, ତୁମ ଠାରୁ ଅଲଗା
ନା ମନରୁ, ନା ସ୍ୱପ୍ନରୁ କେହି ତୁମକୁ
ପାରିବେନି କରି ଅଲଗା
ପାରିବେନି କରି ଅଲଗା

ଶୁନ୍ୟତାକୁ ପଚାରେ ଯେବେ, "ମୁଁ କିଏ ତୁମର?"
ପ୍ରତିଧ୍ବନି କହେ ଯେ ମତେ "ମୁଁ ଏକା ତୁମର"

ଯେତେ ସ୍ମୃତି ତୁମର ରଖୁଚି ମୁଁ ସାଇତି, ଛାତି ତଳେ ସେମିତି
ନା ଭୁଲିଚି, ନା ଭୁଲିବି କେବେ ତୁମକୁ
ହୃଦୟରେ ଅଛି ସେମିତି
ହୃଦୟରେ ଅଛି ସେମିତି

ଶୁନ୍ୟତାକୁ ପଚାରେ ଯେବେ, "ମୁଁ କିଏ ତୁମର?"
ପ୍ରତିଧ୍ବନି କହେ ଯେ ମତେ "ମୁଁ ଏକା ତୁମର"

ଶୁଣ କି ନ ଶୁଣ ତୁମେ
ତଥାବି ମୁଁ ତୁମର
ତଥାବି ମୁଁ ତୁମର

ଉହୁଁ ହୁଁହୁଁ ହୁଁହୁଁ ହୁଁହୁଁ ହୁଁ, ଉଁହୁଁ ହୁଁହୁଁ ହୁଁହୁଁ
ଉଁହୁଁ ହୁଁହୁଁ, ହୁଁହୁଁ ହୁଁହୁଁ ହୁଁ, ଉଁହୁଁ ହୁଁହୁଁ ହୁଁହୁଁ

⭐ Rate These Lyrics

Average: 0.0/5 • 0 ratings