Home 🎬 Bollywood 🎵 Pakistani 🎤 English Pop

Ete Megha Thai

👤 Babusan, Bikas Das 🎼 Bhala Paye Tate Sahe Ru Sahe ⏱️ 6:04
🎵 2682 characters
⏱️ 6:04 duration
🆔 ID: 6929043

📜 Lyrics

ଏତେ ମେଘ ଥାଇ, ଭିଜୁ ନାହିଁ କାହିଁ
ମନେ ପ୍ରେମ ପାଇଁ, ଜାଗା ଜମା ନାହିଁ
ଏତେ ମେଘ ଥାଇ, ଭିଜୁ ନାହିଁ କାହିଁ
ମନେ ପ୍ରେମ ପାଇଁ, ଜାଗା ଜମା ନାହିଁ

କାହା ସାଥେ ଚାଲୁଛି ମୁଁ
କାହା ସାଥେ ଗପୁଛି ମୁଁ
ଛାଇ ନିଦରେ
ପ୍ରେମ ଆଣି ଛାଡି ଦେଲା ଅଧା ବାଟରେ
ପ୍ରେମ ଆଣି ଛାଡି ଦେଲା ଅଧା ବାଟରେ

ଜଳାନା ନା ନା ଜଳାନା ଆଉ ତୁ ଖେଳାନା ଜୀବନ ଏତେ
ବାଧୁଛି ରେ ଭାରି ମତେ
ପ୍ରେମରେ, ମିଛ ପ୍ରେମରେ ପୁଣି ମତେରେ କୁଆଡେ ଡାକୁ
ଜିଇଛି ରେ ଦୁକୁ ଦୁକୁ

ଯାଯାବର ମେଘ ଟେ ମୁଁ ଜରଜର ପାଦ ଟେ ମୁଁ
ବିନା ଋତୁରେ
ପ୍ରେମ ଆଣି ଛାଡି ଦେଲା ଅଧା ବାଟରେ
ପ୍ରେମ ଆଣି ଛାଡି ଦେଲା ଅଧା ବାଟରେ
ପ୍ରେମ ଆଣି ଛାଡି ଦେଲା ଅଧା ବାଟରେ
ପ୍ରେମ ଆଣି ଛାଡି ଦେଲା ଅଧା ବାଟରେ

ପକାନା ମନେ ପକାନା ଆଉ ତୁ କନ୍ଦାନା ଗଲା ସମୟ
ତରଳି ଯାଏ ହୃଦୟ
ଓ ହୋ ଶୁଣାନା ନା ନା ଶୁଣାନା ଆଉ ତୁ ଶିଖାନା
ପ୍ରେମର ଗୀତ ମନା କରେ ମୋ ଅତୀତ

ଅଧା ଚିରା କାଗଜ ମୁଁ ଅଧା ଶୁଝା କରଜ ମୁଁ
ମନ ହାଟ ରେ
ପ୍ରେମ ଆଣି ଛାଡି ଦେଲା ଅଧା ବାଟରେ
ପ୍ରେମ ଆଣି ଛାଡି ଦେଲା ଅଧା ବାଟରେ
ହୋ ପ୍ରେମ ଆଣି ଛାଡି ଦେଲା ଅଧା ବାଟରେ
ପ୍ରେମ ଆଣି ଛାଡି ଦେଲା ଅଧା ବାଟରେ

ଏତେ ମେଘ ଥାଇ, ଭିଜୁ ନାହିଁ କାହିଁ
ମନେ ପ୍ରେମ ପାଇଁ, ଜାଗା ଜମା ନାହିଁ
ଏତେ ମେଘ ଥାଇ, ଭିଜୁ ନାହିଁ କାହିଁ
ମନେ ପ୍ରେମ ପାଇଁ, ଜାଗା ଜମା ନାହିଁ

କାହା ସାଥେ ଚାଲୁଛି ମୁଁ
କାହା ସାଥେ ଗପୁଛି ମୁଁ
ଛାଇ ନିଦରେ
ପ୍ରେମ ଆଣି ଛାଡି ଦେଲା ଅଧା ବାଟରେ
ହୋ ପ୍ରେମ ଆଣି ଛାଡି ଦେଲା ଅଧା ବାଟରେ

⏱️ Synced Lyrics

[00:29.60] ଏତେ ମେଘ ଥାଇ, ଭିଜୁ ନାହିଁ କାହିଁ
[00:36.86] ମନେ ପ୍ରେମ ପାଇଁ, ଜାଗା ଜମା ନାହିଁ
[00:44.29] ଏତେ ମେଘ ଥାଇ, ଭିଜୁ ନାହିଁ କାହିଁ
[00:51.37] ମନେ ପ୍ରେମ ପାଇଁ, ଜାଗା ଜମା ନାହିଁ
[00:58.59] କାହା ସାଥେ ଚାଲୁଛି ମୁଁ
[01:01.94] କାହା ସାଥେ ଗପୁଛି ମୁଁ
[01:05.90] ଛାଇ ନିଦରେ
[01:10.42] ପ୍ରେମ ଆଣି ଛାଡି ଦେଲା ଅଧା ବାଟରେ
[01:17.39] ପ୍ରେମ ଆଣି ଛାଡି ଦେଲା ଅଧା ବାଟରେ
[02:08.51] ଜଳାନା ନା ନା ଜଳାନା ଆଉ ତୁ ଖେଳାନା ଜୀବନ ଏତେ
[02:15.82] ବାଧୁଛି ରେ ଭାରି ମତେ
[02:23.00] ପ୍ରେମରେ, ମିଛ ପ୍ରେମରେ ପୁଣି ମତେରେ କୁଆଡେ ଡାକୁ
[02:30.43] ଜିଇଛି ରେ ଦୁକୁ ଦୁକୁ
[02:33.65] ଯାଯାବର ମେଘ ଟେ ମୁଁ ଜରଜର ପାଦ ଟେ ମୁଁ
[02:41.61] ବିନା ଋତୁରେ
[02:45.82] ପ୍ରେମ ଆଣି ଛାଡି ଦେଲା ଅଧା ବାଟରେ
[02:52.62] ପ୍ରେମ ଆଣି ଛାଡି ଦେଲା ଅଧା ବାଟରେ
[02:59.95] ପ୍ରେମ ଆଣି ଛାଡି ଦେଲା ଅଧା ବାଟରେ
[03:07.32] ପ୍ରେମ ଆଣି ଛାଡି ଦେଲା ଅଧା ବାଟରେ
[03:58.36] ପକାନା ମନେ ପକାନା ଆଉ ତୁ କନ୍ଦାନା ଗଲା ସମୟ
[04:05.70] ତରଳି ଯାଏ ହୃଦୟ
[04:12.69] ଓ ହୋ ଶୁଣାନା ନା ନା ଶୁଣାନା ଆଉ ତୁ ଶିଖାନା
[04:17.55] ପ୍ରେମର ଗୀତ ମନା କରେ ମୋ ଅତୀତ
[04:23.68] ଅଧା ଚିରା କାଗଜ ମୁଁ ଅଧା ଶୁଝା କରଜ ମୁଁ
[04:31.39] ମନ ହାଟ ରେ
[04:35.75] ପ୍ରେମ ଆଣି ଛାଡି ଦେଲା ଅଧା ବାଟରେ
[04:42.94] ପ୍ରେମ ଆଣି ଛାଡି ଦେଲା ଅଧା ବାଟରେ
[04:49.64] ହୋ ପ୍ରେମ ଆଣି ଛାଡି ଦେଲା ଅଧା ବାଟରେ
[04:57.34] ପ୍ରେମ ଆଣି ଛାଡି ଦେଲା ଅଧା ବାଟରେ
[05:04.15] ଏତେ ମେଘ ଥାଇ, ଭିଜୁ ନାହିଁ କାହିଁ
[05:11.58] ମନେ ପ୍ରେମ ପାଇଁ, ଜାଗା ଜମା ନାହିଁ
[05:18.74] ଏତେ ମେଘ ଥାଇ, ଭିଜୁ ନାହିଁ କାହିଁ
[05:26.11] ମନେ ପ୍ରେମ ପାଇଁ, ଜାଗା ଜମା ନାହିଁ
[05:33.17] କାହା ସାଥେ ଚାଲୁଛି ମୁଁ
[05:36.82] କାହା ସାଥେ ଗପୁଛି ମୁଁ
[05:40.82] ଛାଇ ନିଦରେ
[05:45.24] ପ୍ରେମ ଆଣି ଛାଡି ଦେଲା ଅଧା ବାଟରେ
[05:51.46] ହୋ ପ୍ରେମ ଆଣି ଛାଡି ଦେଲା ଅଧା ବାଟରେ
[05:54.77]

⭐ Rate These Lyrics

Average: 0.0/5 • 0 ratings