Home 🎬 Bollywood 🎵 Pakistani 🎤 English Pop

Hailo Mora Nakhra

👤 Abhijit Majumdar, Aseema Panda 🎼 Dj Mix Vol. 2 ⏱️ 3:36
🎵 2760 characters
⏱️ 3:36 duration
🆔 ID: 6929074

📜 Lyrics

ଆରେ, ହାଏଲୋ ମୋର नखरा-बाली
ଲାଗୁଚୁ ନୁଆଁ daily କୁ daily
ଏ, ହାଏଲୋ ମୋର नखरा-बाली
ଲାଗୁଚୁ ନୁଆଁ daily କୁ daily

କେବେ ଗୋଟେ Kiss ଦେବୁ ତରସି ଗଲିଣି
Darling ତରସି ଗଲିଣି
Oh Baby, ତରସି ଗଲିଣି

ଜାଗା ଦେଖି ଦେଇଦେ ମଣି
ହଁ, ଜାଗା ଦେଖି ଦେଇଦେ ମଣି

ହାଏ ହାଏରେ Love ଗୁରୁ
ନୂଆ ବୋତଲ, ପୁରୁଣା दारू

ମୋତେ ଦେଖି ଦିଲଟା ତୋର line ଦେଲାଣି
ଏ Hero line ଦେଲାଣି
ଏ छोरा line ଦେଲାଣି

ଜାଗା ଦେଖି ଦେଇଦେ ମଣି
ଏ, ଜାଗା ଦେଖି ଦେଇଦେ ମଣି

ଜାଗା ଦେଖି, ଜାଗା ଦେଖି
ଜାଗା ଦେଖି, ଜାଗା ଦେଖି

ଆରେ ଲାଗୁଛୁ ଝିଅ ଚୋଖା
କରିଦେ ପ୍ରେମ ପକ୍କା
ବାଳିକା, ବାଳିକା, ବାଳିକା
ନହେଲେ ମୁଁ ପସିଯିବି ଭାଙ୍ଗି ତୋର ଝରକା

ଆରେ ମାରନା ଆଉ ଟେକା
ମନକୁ ତୋର ଟିକେ
ଅଟକା, ଅଟକା, ଅଟକା
ନହେଲେ ତୁ ଶୁଖିଲାରେ ଖାଇଯିବୁ ଝଟକା

ଏ, ହାଏଲୋ ମୋର ଫୁଲକି-ଗାଲି
ଚେହେରା ତୋର କେଡ଼େ ନାଲି

ମନ ତୋର ଖିଲି-ପାନ, କିମାମ ଚଟଣି
Darling କିମାମ ଚଟଣି
Oh Baby, କିମାମ ଚଟଣି

ଜାଗା ଦେଖି ଦେଇଦେ ମଣି
ଏ, ଜାଗା ଦେଖି ଦେଇଦେ ମଣି

ଆରେ ମୋ ଦେଶୀ ଗଞ୍ଜା
ପ୍ରେମ ତୋ ପୁରା ତାଜା
ଦେଇଯା, ଦେଇଯା, ଦେଇଯା
କେତେ ଦିନ single ଥିବୁ?
Double ତୁ ହେଇଯା

ହଁ, ଚଗଲି ଚକା ଜହ୍ନ, ହୁଅନି ଛନଛନ
ରହିଯା, ରହିଯା, ରହିଯା
କିଣିଦେବି ନାକବୁଣା
ମୋର ଖାଲି ହେଇଯା

ହାଏରେ ମୋର ନୂଆ खिलाड़ी
ଭାବୁଥିଲି ତୁ ପୁରା अनाड़ी
ପ୍ରେମ ତୋର hot-Pizza, ବାସ୍ନା ହେଲାଣି
ଏ Hero ବାସ୍ନା ହେଲାଣି
ବିଦ୍ୟାରାଣ ବାସ୍ନା ହେଲାଣି

ଜାଗା ଦେଖି ଦେଇଦେ ମଣି
ଏ, ଜାଗା ଦେଖି ଦେଇଦେ ମଣି
ଆରେ, ଜାଗା ଦେଖି ଦେଇଦେ ମଣି
ହଁ-ହଁ, ଜାଗା ଦେଖି ଦେଇଦେ ମଣି

⏱️ Synced Lyrics

[00:29.13] ଆରେ, ହାଏଲୋ ମୋର नखरा-बाली
[00:32.84] ଲାଗୁଚୁ ନୁଆଁ daily କୁ daily
[00:39.01] ଏ, ହାଏଲୋ ମୋର नखरा-बाली
[00:42.79] ଲାଗୁଚୁ ନୁଆଁ daily କୁ daily
[00:46.24] କେବେ ଗୋଟେ Kiss ଦେବୁ ତରସି ଗଲିଣି
[00:48.70] Darling ତରସି ଗଲିଣି
[00:50.23] Oh Baby, ତରସି ଗଲିଣି
[00:52.69] ଜାଗା ଦେଖି ଦେଇଦେ ମଣି
[00:57.11] ହଁ, ଜାଗା ଦେଖି ଦେଇଦେ ମଣି
[01:02.46] ହାଏ ହାଏରେ Love ଗୁରୁ
[01:05.75] ନୂଆ ବୋତଲ, ପୁରୁଣା दारू
[01:09.16] ମୋତେ ଦେଖି ଦିଲଟା ତୋର line ଦେଲାଣି
[01:11.82] ଏ Hero line ଦେଲାଣି
[01:13.45] ଏ छोरा line ଦେଲାଣି
[01:15.83] ଜାଗା ଦେଖି ଦେଇଦେ ମଣି
[01:20.13] ଏ, ଜାଗା ଦେଖି ଦେଇଦେ ମଣି
[01:30.54] ଜାଗା ଦେଖି, ଜାଗା ଦେଖି
[01:33.70] ଜାଗା ଦେଖି, ଜାଗା ଦେଖି
[01:38.21] ଆରେ ଲାଗୁଛୁ ଝିଅ ଚୋଖା
[01:40.11] କରିଦେ ପ୍ରେମ ପକ୍କା
[01:41.73] ବାଳିକା, ବାଳିକା, ବାଳିକା
[01:45.43] ନହେଲେ ମୁଁ ପସିଯିବି ଭାଙ୍ଗି ତୋର ଝରକା
[01:51.39] ଆରେ ମାରନା ଆଉ ଟେକା
[01:53.48] ମନକୁ ତୋର ଟିକେ
[01:55.07] ଅଟକା, ଅଟକା, ଅଟକା
[01:58.56] ନହେଲେ ତୁ ଶୁଖିଲାରେ ଖାଇଯିବୁ ଝଟକା
[02:02.80] ଏ, ହାଏଲୋ ମୋର ଫୁଲକି-ଗାଲି
[02:06.54] ଚେହେରା ତୋର କେଡ଼େ ନାଲି
[02:10.04] ମନ ତୋର ଖିଲି-ପାନ, କିମାମ ଚଟଣି
[02:12.46] Darling କିମାମ ଚଟଣି
[02:14.09] Oh Baby, କିମାମ ଚଟଣି
[02:16.68] ଜାଗା ଦେଖି ଦେଇଦେ ମଣି
[02:19.30] ଏ, ଜାଗା ଦେଖି ଦେଇଦେ ମଣି
[02:41.10] ଆରେ ମୋ ଦେଶୀ ଗଞ୍ଜା
[02:42.86] ପ୍ରେମ ତୋ ପୁରା ତାଜା
[02:44.55] ଦେଇଯା, ଦେଇଯା, ଦେଇଯା
[02:48.10] କେତେ ଦିନ single ଥିବୁ?
[02:49.39] Double ତୁ ହେଇଯା
[02:53.63] ହଁ, ଚଗଲି ଚକା ଜହ୍ନ, ହୁଅନି ଛନଛନ
[02:57.41] ରହିଯା, ରହିଯା, ରହିଯା
[03:01.16] କିଣିଦେବି ନାକବୁଣା
[03:02.10] ମୋର ଖାଲି ହେଇଯା
[03:05.78] ହାଏରେ ମୋର ନୂଆ खिलाड़ी
[03:08.99] ଭାବୁଥିଲି ତୁ ପୁରା अनाड़ी
[03:12.64] ପ୍ରେମ ତୋର hot-Pizza, ବାସ୍ନା ହେଲାଣି
[03:15.00] ଏ Hero ବାସ୍ନା ହେଲାଣି
[03:16.61] ବିଦ୍ୟାରାଣ ବାସ୍ନା ହେଲାଣି
[03:19.09] ଜାଗା ଦେଖି ଦେଇଦେ ମଣି
[03:22.21] ଏ, ଜାଗା ଦେଖି ଦେଇଦେ ମଣି
[03:25.42] ଆରେ, ଜାଗା ଦେଖି ଦେଇଦେ ମଣି
[03:28.90] ହଁ-ହଁ, ଜାଗା ଦେଖି ଦେଇଦେ ମଣି
[03:31.14]

⭐ Rate These Lyrics

Average: 0.0/5 • 0 ratings