Jie Mote Athaya
🎵 3031 characters
⏱️ 4:38 duration
🆔 ID: 6929077
📜 Lyrics
ହେ-ହେ-ହେ
ହୋ-ହୋ-ହୋ
ଛମ୍ମାରେ, ଛମ୍ମାରେ ଛମ୍-ଛମା-ଛମ୍ ପାଉଁଜି
ଛମ୍ମାରେ, ଛମ୍ମାରେ ଛମ୍-ଛମା-ଛମ୍ ପାଉଁଜି
ଯିଏ ମୋତେ ଅଥୟ କରିଛି
ଯିଏ ମୋତେ ଅଧିର କରିଛି
ଯିଏ ମୋତେ ଅଥୟ କରିଛି
ଯିଏ ମୋତେ ଅଧିର କରିଛି
ଦିନ ନାହିଁ, ରାତି ନାହିଁ
ମରୁଚି ମୁଁ ଯାହା ପାଇଁ
ତୁ ସେଇ ଝିଅ ପ୍ରିୟା ମୋର
ପାଗଳ-ପାଗଳ କରିଛି ପାଉଁଜି ତୋର
ପାଗଳ-ପାଗଳ କରିଛି ପାଉଁଜି ତୋର
ଯିଏ ମୋର ମନକୁ ଛୁଇଁଛି
ଯିଏ ମୋର ଆଖିରେ ରହୁଛି
ଯିଏ ମୋର ମନକୁ ଛୁଇଁଛି
ଯିଏ ମୋର ଆଖିରେ ରହୁଛି
ଭୋକ ନାହିଁ, ଶୋଷ ନାହିଁ
ଉଜାଗର ଯାହା ପାଇଁ
ତୁ ସେଇ ପୁଅ ମୋ hero
ପାଗଳ-ପାଗଳ କରିଛି ପାଉଁଜି ତୋର
ପାଗଳ-ପାଗଳ କରିଛି ପାଉଁଜି ତୋର
ଛମ୍ମାରେ, ଛମ୍ମାରେ ଛମ୍-ଛମା-ଛମ୍ ପାଉଁଜି
ଛମ୍ମାରେ, ଛମ୍ମାରେ ଛମ୍-ଛମା-ଛମ୍ ପାଉଁଜି
ସାରାଦିନ, ସାରାରାତି ତୋ ପାଇଁ ଧକ-ଧକ ଛାତି
ବସିଲେ ନାଇଁ, ଶୋଇଲେ ନାଇଁ
ନଥିଲେ ତୁ କିଛି ଜମା ଭଲଲାଗେ ନାଇଁ
ଭଲଥିଲି ଏକା ଥିଲି, ମୋ ଦୁନିଆଁରେ ମୁଁ ଥିଲି
ତୁ ଆସିଲୁ ମୋତେ ଡାକିଲୁ
ମୋ ଭିତରୁ ମୋତେ ଛଡେଇ ନେଲୁ, ହାଏ
ଏଇ ଅଛି, ଏଇ ନାହିଁ
ଆନମନା ଯାହା ପାଇଁ
ତୁ ସେଇ ପୁଅ ମୋ hero
ପାଗଳ-ପାଗଳ କରିଛି ପାଉଁଜି ତୋର
ପାଗଳ-ପାଗଳ କରିଛି ପାଉଁଜି ତୋର
ଜୀବନରେ ରଙ୍ଗ ଯେତେ ଖୋଜି ଆଣିଦେବି ସବୁ ତତେ
ଏମିତି ସତେ ଭଲପାଇବି, ସୀମା ଟପି ଦୁନିଆଁକୁ ଦେଖେଇଦେବି
ତୋ କଥାରେ, ତୋ ବାଟରେ, ଚାଲିବାକୁ ରାଜି ତୋ ସାଥିରେ
ଯୁଆଡେ କହ ସିଆଡ଼େ ଯିବି, କହିଲେ ତୁ ନିଆଁକୁ ମୁଁ ଡେଇଁପଡିବି, ହାଏ
होश ନାହିଁ, जोश ନାହିଁ, बेहोश ମୁଁ ଯାହାପାଇଁ
ତୁ ସେଇ ଝିଅ ପ୍ରିୟା ମୋର
ପାଗଳ-ପାଗଳ କରିଛି ପାଉଁଜି ତୋର
ହଁ, ପାଗଳ-ପାଗଳ କରିଛି ପାଉଁଜି ମୋର
ଆରେ, ପାଗଳ-ପାଗଳ କରିଛି ପାଉଁଜି ତୋର (ହୁଁ)

⏱️ Synced Lyrics
[00:00.30] ହେ-ହେ-ହେ
[00:05.47] ହୋ-ହୋ-ହୋ
[00:30.18] ଛମ୍ମାରେ, ଛମ୍ମାରେ ଛମ୍-ଛମା-ଛମ୍ ପାଉଁଜି
[00:35.49] ଛମ୍ମାରେ, ଛମ୍ମାରେ ଛମ୍-ଛମା-ଛମ୍ ପାଉଁଜି
[00:44.30] ଯିଏ ମୋତେ ଅଥୟ କରିଛି
[00:47.63] ଯିଏ ମୋତେ ଅଧିର କରିଛି
[00:51.17] ଯିଏ ମୋତେ ଅଥୟ କରିଛି
[00:54.76] ଯିଏ ମୋତେ ଅଧିର କରିଛି
[00:58.57] ଦିନ ନାହିଁ, ରାତି ନାହିଁ
[01:00.11] ମରୁଚି ମୁଁ ଯାହା ପାଇଁ
[01:01.75] ତୁ ସେଇ ଝିଅ ପ୍ରିୟା ମୋର
[01:05.42] ପାଗଳ-ପାଗଳ କରିଛି ପାଉଁଜି ତୋର
[01:12.48] ପାଗଳ-ପାଗଳ କରିଛି ପାଉଁଜି ତୋର
[01:19.41] ଯିଏ ମୋର ମନକୁ ଛୁଇଁଛି
[01:22.96] ଯିଏ ମୋର ଆଖିରେ ରହୁଛି
[01:26.38] ଯିଏ ମୋର ମନକୁ ଛୁଇଁଛି
[01:29.93] ଯିଏ ମୋର ଆଖିରେ ରହୁଛି
[01:33.59] ଭୋକ ନାହିଁ, ଶୋଷ ନାହିଁ
[01:35.45] ଉଜାଗର ଯାହା ପାଇଁ
[01:37.06] ତୁ ସେଇ ପୁଅ ମୋ hero
[01:41.02] ପାଗଳ-ପାଗଳ କରିଛି ପାଉଁଜି ତୋର
[01:47.98] ପାଗଳ-ପାଗଳ କରିଛି ପାଉଁଜି ତୋର
[02:08.87] ଛମ୍ମାରେ, ଛମ୍ମାରେ ଛମ୍-ଛମା-ଛମ୍ ପାଉଁଜି
[02:14.19] ଛମ୍ମାରେ, ଛମ୍ମାରେ ଛମ୍-ଛମା-ଛମ୍ ପାଉଁଜି
[02:26.52] ସାରାଦିନ, ସାରାରାତି ତୋ ପାଇଁ ଧକ-ଧକ ଛାତି
[02:33.60] ବସିଲେ ନାଇଁ, ଶୋଇଲେ ନାଇଁ
[02:37.43] ନଥିଲେ ତୁ କିଛି ଜମା ଭଲଲାଗେ ନାଇଁ
[02:40.70] ଭଲଥିଲି ଏକା ଥିଲି, ମୋ ଦୁନିଆଁରେ ମୁଁ ଥିଲି
[02:47.87] ତୁ ଆସିଲୁ ମୋତେ ଡାକିଲୁ
[02:51.63] ମୋ ଭିତରୁ ମୋତେ ଛଡେଇ ନେଲୁ, ହାଏ
[02:55.04] ଏଇ ଅଛି, ଏଇ ନାହିଁ
[02:56.85] ଆନମନା ଯାହା ପାଇଁ
[02:58.20] ତୁ ସେଇ ପୁଅ ମୋ hero
[03:02.02] ପାଗଳ-ପାଗଳ କରିଛି ପାଉଁଜି ତୋର
[03:09.15] ପାଗଳ-ପାଗଳ କରିଛି ପାଉଁଜି ତୋର
[03:37.10] ଜୀବନରେ ରଙ୍ଗ ଯେତେ ଖୋଜି ଆଣିଦେବି ସବୁ ତତେ
[03:44.15] ଏମିତି ସତେ ଭଲପାଇବି, ସୀମା ଟପି ଦୁନିଆଁକୁ ଦେଖେଇଦେବି
[03:51.32] ତୋ କଥାରେ, ତୋ ବାଟରେ, ଚାଲିବାକୁ ରାଜି ତୋ ସାଥିରେ
[03:58.48] ଯୁଆଡେ କହ ସିଆଡ଼େ ଯିବି, କହିଲେ ତୁ ନିଆଁକୁ ମୁଁ ଡେଇଁପଡିବି, ହାଏ
[04:05.31] होश ନାହିଁ, जोश ନାହିଁ, बेहोश ମୁଁ ଯାହାପାଇଁ
[04:08.93] ତୁ ସେଇ ଝିଅ ପ୍ରିୟା ମୋର
[04:12.43] ପାଗଳ-ପାଗଳ କରିଛି ପାଉଁଜି ତୋର
[04:19.04] ହଁ, ପାଗଳ-ପାଗଳ କରିଛି ପାଉଁଜି ମୋର
[04:26.11] ଆରେ, ପାଗଳ-ପାଗଳ କରିଛି ପାଉଁଜି ତୋର (ହୁଁ)
[04:35.45]