Home 🎬 Bollywood 🎵 Pakistani 🎤 English Pop

Aste Aste-Sun Beliya

👤 Humane Sagar feat. Dipti Rekha Padhi 🎼 Odia Love Songs ⏱️ 5:21
🎵 2873 characters
⏱️ 5:21 duration
🆔 ID: 6929137

📜 Lyrics

सुन बेलिया I love you (love you, love you)
सुन बेलिया I love you (love you, love you)

ଆସ୍ତେ-ଆସ୍ତେ ଏମିତି ତୁ ଏ ମନକୁ ଛୁଇଁଦେଲୁ
ଆସ୍ତେ-ଆସ୍ତେ ଏମିତି ତୁ ଏ ମନକୁ ଛୁଇଁଦେଲୁ
ପ୍ରେମଋତୁ ରଙ୍ଗ ବୋଳି ସପନକୁ ରଙ୍ଗେଇଲୁ
କିଛି ମୁଁ ଚାହେଁନା ଆଉ

सुन बेलिया I love you (love you, love you)
सुन बेलिया I love you, ହୋ
सुन बेलिया I love you (love you, love you)
सुन बेलिया I love you (love you, love you)

ଧୀରେ-ଧୀରେ ମୋ ଜୀବନେ ଯାଦୁ ତୋର କରିଦେଲୁ
ଲକ୍ଷେ କସ୍ତୁରୀ ମହକ ମନସାରା ଭରିଦେଲୁ
ରହି ମୁଁ ପାରୁନି ଆଉ

सुन माहिया I love you (love you, love you)
सुन माहिया I love you, ହୋ
सुन बेलिया I love you
सुन बेलिया I love you, love you, love you

ନଜରରେ ବାନ୍ଧିଦେଲୁ ଏମିତି ମୋ ମନ
ତୋ ପ୍ରେମରେ ମହକୁଛି ମୋର ରାତି-ଦିନ
ମୋର ରାତି, ମୋର ଦିନ ସବୁ ତୋ ନାଁରେ
ହଜିଗଲି ଆଜି ଏଇ ନୂଆ ଦୁନିଆରେ
सुन बेलिया I love you (love you, love you)
सुन बेलिया I love you

ଏମିତି ତୁ ଚୁପି-ଚୁପି ମନ କଥା କହିଦେଲୁ
ବିଚରା ଏ ହୃଦୟକୁ ନଛୁଇଁ ବି ଛୁଇଁଦେଲୁ
ଝରୁଛି ଖୁସିର ମହୁ

सुन बेलिया I love you (love you, love you)
सुन बेलिया I love you, ହୋ
सुन माहिया I love you (love you, love you)
सुन माहिया I love you, love you, love you

ପ୍ରେମ ବାଟେ ଆସୁ କଣ୍ଟା, ଆସୁ ଫୁଲ ହାଟ
ଏମିତି ମୁଁ ତୋ ସାଥେରେ ଚାଲୁଥିବି ବାଟ
ହୋ, ସେ ବାଟରେ ଆସୁ ଖରା, ଆସୁ ଯେତେ ମେଘ
ତୁ ଥିଲେ ମିଳିଯାଏ ନୁଆଁ ଦିଗ
सुन माहिया I love you (love you)
सुन माहिया I love you

ଏମିତି ତୁ ଆସି ମୋର ଜୀବନରେ ରହିଗଲୁ
ସ୍ବପ୍ନ ମୋର ତୁଟି ହେଇ ସ୍ବପ୍ନସାରା ଛାଇଗଲୁ
ଖୋଜୁନି କିଛି ମୁଁ ଆଉ

सुन बेलिया I love you (love you, love you)
सुन बेलिया I love you, ହୋ
सुन माहिया I love you (love you, love you)
सुन माहिया love you, love you, love you, love you

⏱️ Synced Lyrics

[00:02.51] सुन बेलिया I love you (love you, love you)
[00:09.39] सुन बेलिया I love you (love you, love you)
[00:25.61] ଆସ୍ତେ-ଆସ୍ତେ ଏମିତି ତୁ ଏ ମନକୁ ଛୁଇଁଦେଲୁ
[00:34.83] ଆସ୍ତେ-ଆସ୍ତେ ଏମିତି ତୁ ଏ ମନକୁ ଛୁଇଁଦେଲୁ
[00:39.48] ପ୍ରେମଋତୁ ରଙ୍ଗ ବୋଳି ସପନକୁ ରଙ୍ଗେଇଲୁ
[00:44.16] କିଛି ମୁଁ ଚାହେଁନା ଆଉ
[00:48.73] सुन बेलिया I love you (love you, love you)
[00:53.33] सुन बेलिया I love you, ହୋ
[00:58.08] सुन बेलिया I love you (love you, love you)
[01:02.59] सुन बेलिया I love you (love you, love you)
[01:07.30] ଧୀରେ-ଧୀରେ ମୋ ଜୀବନେ ଯାଦୁ ତୋର କରିଦେଲୁ
[01:11.84] ଲକ୍ଷେ କସ୍ତୁରୀ ମହକ ମନସାରା ଭରିଦେଲୁ
[01:16.46] ରହି ମୁଁ ପାରୁନି ଆଉ
[01:21.07] सुन माहिया I love you (love you, love you)
[01:25.59] सुन माहिया I love you, ହୋ
[01:30.32] सुन बेलिया I love you
[01:34.99] सुन बेलिया I love you, love you, love you
[02:06.89] ନଜରରେ ବାନ୍ଧିଦେଲୁ ଏମିତି ମୋ ମନ
[02:11.57] ତୋ ପ୍ରେମରେ ମହକୁଛି ମୋର ରାତି-ଦିନ
[02:27.64] ମୋର ରାତି, ମୋର ଦିନ ସବୁ ତୋ ନାଁରେ
[02:32.54] ହଜିଗଲି ଆଜି ଏଇ ନୂଆ ଦୁନିଆରେ
[02:39.54] सुन बेलिया I love you (love you, love you)
[02:44.08] सुन बेलिया I love you
[02:48.66] ଏମିତି ତୁ ଚୁପି-ଚୁପି ମନ କଥା କହିଦେଲୁ
[02:53.50] ବିଚରା ଏ ହୃଦୟକୁ ନଛୁଇଁ ବି ଛୁଇଁଦେଲୁ
[02:57.98] ଝରୁଛି ଖୁସିର ମହୁ
[03:02.53] सुन बेलिया I love you (love you, love you)
[03:07.16] सुन बेलिया I love you, ହୋ
[03:11.81] सुन माहिया I love you (love you, love you)
[03:16.37] सुन माहिया I love you, love you, love you
[03:57.49] ପ୍ରେମ ବାଟେ ଆସୁ କଣ୍ଟା, ଆସୁ ଫୁଲ ହାଟ
[04:02.31] ଏମିତି ମୁଁ ତୋ ସାଥେରେ ଚାଲୁଥିବି ବାଟ
[04:17.78] ହୋ, ସେ ବାଟରେ ଆସୁ ଖରା, ଆସୁ ଯେତେ ମେଘ
[04:22.90] ତୁ ଥିଲେ ମିଳିଯାଏ ନୁଆଁ ଦିଗ
[04:30.15] सुन माहिया I love you (love you)
[04:34.75] सुन माहिया I love you
[04:39.56] ଏମିତି ତୁ ଆସି ମୋର ଜୀବନରେ ରହିଗଲୁ
[04:44.17] ସ୍ବପ୍ନ ମୋର ତୁଟି ହେଇ ସ୍ବପ୍ନସାରା ଛାଇଗଲୁ
[04:48.77] ଖୋଜୁନି କିଛି ମୁଁ ଆଉ
[04:53.35] सुन बेलिया I love you (love you, love you)
[04:57.97] सुन बेलिया I love you, ହୋ
[05:02.47] सुन माहिया I love you (love you, love you)
[05:07.19] सुन माहिया love you, love you, love you, love you
[05:14.23]

⭐ Rate These Lyrics

Average: 0.0/5 • 0 ratings