Bechain Dil (From "Ashique")
🎵 2395 characters
⏱️ 4:43 duration
🆔 ID: 6929140
📜 Lyrics
ଆଖି ନିଦହରା ମନ ବେସାହାରା
ମନେପଡେ ତୋର କଥା ରାତିସାରା
ଆଖି ନିଦହରା ମନ ବେସାହାରା
ମନେପଡେ ତୋର କଥା ରାତିସାରା
ଜୀୟା ଧଡକ ଧଡକ କହେ ତଡ଼ପ ତଡ଼ପ ଜିଇଁ ହୁଏ ନାହିଁ ଏକା ସତେ
ବେଚେଇଁନ ଦିଲ୍ ୟେ କହେ ମୋତେ ତୋ ବିନା କିଛି ସତେ ଭଲଲାଗେନା ମତେ,
ବେଚେଇଁନ ଦିଲ୍ ୟେ କହେ ମୋତେ ତୋ ବିନା କିଛି
ସତେ ଭଲ ଲାଗେନା ମୋତେ,
ହସ ଲିଭିଗଲା ଓଠ ରୁ,
ଲୁହ ସୁଖିନାହିଁ ଆଖିରୁ,
ଜୀବନ ଲାଗୁଛି ଦିଗହଜା
କାକର ରେ ଭିଜା ସକାଳ
କରିଦିଏ ମୋତେ ପାଗଳ
ସ୍ମୃତି ତୋର ଦିଏ ମୋତେ ସଜା,
ଭୁଲା ଅଭୁଲାସେ କଥା ଅପାସରା
ତାରା ଟିଏ ହେଇ ଗପେ ରାତିସାରା

ବେଚେଇଁନ ଦିଲ୍ ୟେ କହେ ମୋତେ ତୋ ବିନା କିଛି ସତେ ଭଲଲାଗେନା ମତେ
ରାତି ସାଜେ କଳା ନାଗୁଣୀ
ଦଂଶୁଥାଏ ସାରା ରଜନୀ
ସହୁଛି ଯାତନ ଏକା ଏକା
ଜିଇଁବାକୁ ଇଚ୍ଛା ହଉନି
ମରିବାକୁ ବାଟ ପାଉନି
ନିଜକୁ ନିଜେ ମୁଁ ଦିଏ ଧୋକା
ଆଜି ତୋ ପ୍ରେମ ର ମାଗେ ମୁଁ ଆସରା
ମୋ ନିରବତା ଖୋଜେ ତୋ ସାହାରା