Home 🎬 Bollywood 🎵 Pakistani 🎤 English Pop

Khola Khola Nalia Botala

👤 Pamela Jain 🎼 Rangeela Toka (Original Motion Picture Soundtrack) ⏱️ 4:54
🎵 3086 characters
⏱️ 4:54 duration
🆔 ID: 6929146

📜 Lyrics

ମାର୍ ଦଲେ-ଦଲେ ଖଜିର ତାଡି
ଖଲ-ଖଲ-ଖଲ
ହାଏ, ଦେ ଢ଼ାଳିଦେ ଶୋଷ ଲାଗିଲା
ସଲ-ସଲ-ସଲ

ହାଏ, ମାର୍ ଦଲେ-ଦଲେ ଖଜିର ତାଡି
ଖଲ-ଖଲ-ଖଲ
ଦେ ଢ଼ାଳିଦେ ଶୋଷ ଲାଗିଲା
ସଲ-ସଲ-ସଲ

ଝୁମିଗଲେ ତତେ କରିବି ଗେହ୍ଲ
ଆହାରେ ମୋର ମହୁଲ ଫୁଲ

ଖୋଲ-ଖୋଲ-ଖୋଲ ଖୋଲ ରେ ସାଙ୍ଗ
ନାଲିଆ ବୋତଲ ଖୋଲ
ଗଲ-ଗଲ-ଗଲ ଗଲ ରେ ବାଞ୍ଚା ଘିନି ଆଇବ ଗଲ (oh no)
ଖୋଲ-ଖୋଲ-ଖୋଲ ଖୋଲ ରେ ସାଙ୍ଗ
ନାଲିଆ ବୋତଲ ଖୋଲ
ହେ, ଗଲ-ଗଲ-ଗଲ ଗଲ ରେ ବାଞ୍ଚା ଘିନି ଆଇବ ଗଲ

ଏ ମୁରଲୀ
(Don't make it clasical baby, Make it hot)
ନେଇଗଲେ ଭାରିଯା କୁ ତୁ ଡାକିବୁ ଶାଳୀ
ନହେଲେ ସିଏ ତ ବାଘ ତୁ ତ ଛେଳି

ହେ, ରଞ୍ଜିଆ
ଦୁଇ peg ମାରିଦେଲେ ତୁ ଠିଆ-ଠିଆ
ଯେତେ ଅଛି tension ତୋର ମାରିବ ଡ଼ିଆଁ

ଦମ୍-ଦମା-ଦମ୍ ଅଙ୍ଗୁର ପାଣି ଥଲ-ଥଲ-ଥଲ
ଦେଖି-ଦେଖି ଏଇ ମନଟା ହୁଏ କଲ-ବଲ-କଲ
ଡ଼ାବେ ମାରିଦେଲେ ଫାଟ କରିଥାଏ
ଦିଶିବରେ ତତେ ହାଓଡ଼ା ପୋଲ (baby)

ଆରେ, ଖୋଲ-ଖୋଲ-ଖୋଲ ଖୋଲ ରେ ସାଙ୍ଗ
ନାଲିଆ ବୋତଲ ଖୋଲ (wonderful)
ଗଲ-ଗଲ-ଗଲ ଗଲ ରେ ବାଞ୍ଚା ଘିନି ଆଇବ ଗଲ
ଖୋଲ-ଖୋଲ-ଖୋଲ ଖୋଲ ରେ ସାଙ୍ଗ
ନାଲିଆ ବୋତଲ ଖୋଲ
ହେ, ଗଲ-ଗଲ-ଗଲ ଗଲ ରେ ବାଞ୍ଚା ଘିନି ଆଇବ ଗଲ

ଏ ନେତେରା
(ସିଏ ପିଇକି full ଭିତରେ, ଆଉ କାହାକୁ ଡାକୁଛୁ ଡ଼ାକ)
ଏଇ ନାଲି ପାଣି ପାଇଁ କେତେ ଯାତରା
ଝିଅ ପାଇଁ ବାଡ଼ିଆ ପିଟା କଟା କୁଟୁରା

ଏ, ରାଜିବ
Full ଟେ ନେଇଗଲେରେ ଡ଼ାଲା ବାଜିବ
Half ଟେ ନେଇଯା ଧନ ମଜା ଲାଗିବ

ତାକ ଦୁଲୁ-ଦୁଲୁ ବୟସ ମୋର ହଲ-ହଲ-ହଲ
ପଡିଗଲେ ତୁ ସମ୍ଭାଳି ନବୁ ଦେଖିଥିବୁ ଖାଲ
ନିଶା ଛାଡ଼ିଗଲେ କହିବୁ ମତେ
ଆଜିଯାଏଁ ମଣି କଉଠି ଥେଲ (mind blowing)

ଖୋଲ-ଖୋଲ-ଖୋଲ ଖୋଲ ରେ ସାଙ୍ଗ
ନାଲିଆ ବୋତଲ ଖୋଲ (oh yeah, oh yeah)
ଗଲ-ଗଲ-ଗଲ ଗଲ ରେ ବାଞ୍ଚା ଘିନି ଆଇବ ଗଲ (I love you)
ଖୋଲ-ଖୋଲ-ଖୋଲ ଖୋଲ ରେ ସାଙ୍ଗ
ନାଲିଆ ବୋତଲ ଖୋଲ
ହେ, ଗଲ-ଗଲ-ଗଲ ଗଲ ରେ ବାଞ୍ଚା ଘିନି ଆଇବ ଗଲ

⏱️ Synced Lyrics

[00:43.84] ମାର୍ ଦଲେ-ଦଲେ ଖଜିର ତାଡି
[00:45.66] ଖଲ-ଖଲ-ଖଲ
[00:50.25] ହାଏ, ଦେ ଢ଼ାଳିଦେ ଶୋଷ ଲାଗିଲା
[00:52.44] ସଲ-ସଲ-ସଲ
[00:56.90] ହାଏ, ମାର୍ ଦଲେ-ଦଲେ ଖଜିର ତାଡି
[00:59.36] ଖଲ-ଖଲ-ଖଲ
[01:00.91] ଦେ ଢ଼ାଳିଦେ ଶୋଷ ଲାଗିଲା
[01:02.47] ସଲ-ସଲ-ସଲ
[01:04.03] ଝୁମିଗଲେ ତତେ କରିବି ଗେହ୍ଲ
[01:05.88] ଆହାରେ ମୋର ମହୁଲ ଫୁଲ
[01:10.91] ଖୋଲ-ଖୋଲ-ଖୋଲ ଖୋଲ ରେ ସାଙ୍ଗ
[01:12.94] ନାଲିଆ ବୋତଲ ଖୋଲ
[01:16.02] ଗଲ-ଗଲ-ଗଲ ଗଲ ରେ ବାଞ୍ଚା ଘିନି ଆଇବ ଗଲ (oh no)
[01:21.11] ଖୋଲ-ଖୋଲ-ଖୋଲ ଖୋଲ ରେ ସାଙ୍ଗ
[01:23.06] ନାଲିଆ ବୋତଲ ଖୋଲ
[01:25.56] ହେ, ଗଲ-ଗଲ-ଗଲ ଗଲ ରେ ବାଞ୍ଚା ଘିନି ଆଇବ ଗଲ
[01:31.20]
[02:05.25] ଏ ମୁରଲୀ
[02:08.62] (Don't make it clasical baby, Make it hot)
[02:18.78] ନେଇଗଲେ ଭାରିଯା କୁ ତୁ ଡାକିବୁ ଶାଳୀ
[02:22.13] ନହେଲେ ସିଏ ତ ବାଘ ତୁ ତ ଛେଳି
[02:24.50] ହେ, ରଞ୍ଜିଆ
[02:28.94] ଦୁଇ peg ମାରିଦେଲେ ତୁ ଠିଆ-ଠିଆ
[02:32.33] ଯେତେ ଅଛି tension ତୋର ମାରିବ ଡ଼ିଆଁ
[02:37.17] ଦମ୍-ଦମା-ଦମ୍ ଅଙ୍ଗୁର ପାଣି ଥଲ-ଥଲ-ଥଲ
[02:40.49] ଦେଖି-ଦେଖି ଏଇ ମନଟା ହୁଏ କଲ-ବଲ-କଲ
[02:43.70] ଡ଼ାବେ ମାରିଦେଲେ ଫାଟ କରିଥାଏ
[02:45.61] ଦିଶିବରେ ତତେ ହାଓଡ଼ା ପୋଲ (baby)
[02:50.52] ଆରେ, ଖୋଲ-ଖୋଲ-ଖୋଲ ଖୋଲ ରେ ସାଙ୍ଗ
[02:52.72] ନାଲିଆ ବୋତଲ ଖୋଲ (wonderful)
[02:55.60] ଗଲ-ଗଲ-ଗଲ ଗଲ ରେ ବାଞ୍ଚା ଘିନି ଆଇବ ଗଲ
[03:00.89] ଖୋଲ-ଖୋଲ-ଖୋଲ ଖୋଲ ରେ ସାଙ୍ଗ
[03:02.96] ନାଲିଆ ବୋତଲ ଖୋଲ
[03:05.56] ହେ, ଗଲ-ଗଲ-ଗଲ ଗଲ ରେ ବାଞ୍ଚା ଘିନି ଆଇବ ଗଲ
[03:10.99]
[03:31.24] ଏ ନେତେରା
[03:34.51] (ସିଏ ପିଇକି full ଭିତରେ, ଆଉ କାହାକୁ ଡାକୁଛୁ ଡ଼ାକ)
[03:45.17] ଏଇ ନାଲି ପାଣି ପାଇଁ କେତେ ଯାତରା
[03:48.11] ଝିଅ ପାଇଁ ବାଡ଼ିଆ ପିଟା କଟା କୁଟୁରା
[03:51.42] ଏ, ରାଜିବ
[03:55.14] Full ଟେ ନେଇଗଲେରେ ଡ଼ାଲା ବାଜିବ
[03:58.64] Half ଟେ ନେଇଯା ଧନ ମଜା ଲାଗିବ
[04:03.11] ତାକ ଦୁଲୁ-ଦୁଲୁ ବୟସ ମୋର ହଲ-ହଲ-ହଲ
[04:06.85] ପଡିଗଲେ ତୁ ସମ୍ଭାଳି ନବୁ ଦେଖିଥିବୁ ଖାଲ
[04:10.18] ନିଶା ଛାଡ଼ିଗଲେ କହିବୁ ମତେ
[04:12.03] ଆଜିଯାଏଁ ମଣି କଉଠି ଥେଲ (mind blowing)
[04:16.96] ଖୋଲ-ଖୋଲ-ଖୋଲ ଖୋଲ ରେ ସାଙ୍ଗ
[04:18.95] ନାଲିଆ ବୋତଲ ଖୋଲ (oh yeah, oh yeah)
[04:22.19] ଗଲ-ଗଲ-ଗଲ ଗଲ ରେ ବାଞ୍ଚା ଘିନି ଆଇବ ଗଲ (I love you)
[04:27.02] ଖୋଲ-ଖୋଲ-ଖୋଲ ଖୋଲ ରେ ସାଙ୍ଗ
[04:28.96] ନାଲିଆ ବୋତଲ ଖୋଲ
[04:31.77] ହେ, ଗଲ-ଗଲ-ଗଲ ଗଲ ରେ ବାଞ୍ଚା ଘିନି ଆଇବ ଗଲ
[04:36.96]

⭐ Rate These Lyrics

Average: 0.0/5 • 0 ratings