Home 🎬 Bollywood 🎵 Pakistani 🎤 English Pop

Mane Nahin Kalira Prema

👤 Babushan 🎼 Aji Mun Peini ⏱️ 4:33
🎵 2052 characters
⏱️ 4:33 duration
🆔 ID: 6929191

📜 Lyrics

ମନେ ନାହିଁ କାଲିର ପ୍ରେମ
ମନେ ନାହିଁ କାଲିର ସ୍ୱପ୍ନ
ମନେ ନାହିଁ କାଲିର ପ୍ରେମ
ମନେ ନାହିଁ କାଲିର ସ୍ୱପ୍ନ

ଭୁଲିଗଲି ମୁଁ ସବୁକିଛି
ଥିଲା ଯାହା ମନରେ ଆଶା

ଆଜି ମୁଁ ପିଇନି, ଆଜି ମୁଁ ଛୁଇଁନି
ମିଛେ ହୁଏ ଲୋକହସା

ଏତ ବାକି ଅଛି କାଲିର ନିଶା
ଉଁ, ବାକି ଅଛି କାଲିର ନିଶା

ଗତକାଲି କେତେ ଲୁହ ଝରିଥିଲା କାହା ପାଇଁ
ଆଉ ମୋର ମନେ ନାହିଁ
ହାରିଲି ଜିତିଲି କେତେ, ହିସାବ ମୁଁ ରଖିନାହିଁ
ପଚାରନା ମୋତେ କେହି

ଥିଲି ବୋଲି ନିଶାରେ କାଲି
ନାହିଁ ମୋତେ କାହା ଭରଷା

ଆଜି ମୁଁ ପିଇନି, ଆଜି ମୁଁ ଛୁଇଁନି
ମିଛେ ହୁଏ ଲୋକହସା

ଏତ ବାକି ଅଛି କାଲିର ନିଶା
ଉଁ, ବାକି ଅଛି କାଲିର ନିଶା
ଏତ ବାକି ଅଛି କାଲିର ନିଶା
ହୋ, ବାକି ଅଛି କାଲିର ନିଶା

ସିଉଁଚି ଓଠକୁ ମୋର
ଆଖି ଦୁଇ ମୋର ମୁକ
ଦେଖେଇ ହୁଏନା ଦୁଃଖ
ମିଛଟାରେ ବଦନାମ କରୁଛନ୍ତି ମୋତେ ଲୋକ
ଆଜି ଏ ଦୁନିଆଁଯାକ

ପାଇଥିଲି କାହିଁକି ଭଲ?
ଗଢ଼ିଥିଲି ବାଇୟା-ବସା

ଆଜି ମୁଁ ପିଇନି, ଆଜି ମୁଁ ଛୁଇଁନି
ମିଛେ ହୁଏ ଲୋକହସା

ଏତ ବାକି ଅଛି କାଲିର ନିଶା
ଉଁ, ବାକି ଅଛି କାଲିର ନିଶା
ଏତ ବାକି ଅଛି କାଲିର ନିଶା
ହୋ, ବାକି ଅଛି କାଲିର ନିଶା

⏱️ Synced Lyrics

[00:31.72] ମନେ ନାହିଁ କାଲିର ପ୍ରେମ
[00:37.05] ମନେ ନାହିଁ କାଲିର ସ୍ୱପ୍ନ
[00:42.45] ମନେ ନାହିଁ କାଲିର ପ୍ରେମ
[00:47.78] ମନେ ନାହିଁ କାଲିର ସ୍ୱପ୍ନ
[00:53.37] ଭୁଲିଗଲି ମୁଁ ସବୁକିଛି
[00:58.46] ଥିଲା ଯାହା ମନରେ ଆଶା
[01:09.87] ଆଜି ମୁଁ ପିଇନି, ଆଜି ମୁଁ ଛୁଇଁନି
[01:15.06] ମିଛେ ହୁଏ ଲୋକହସା
[01:19.82] ଏତ ବାକି ଅଛି କାଲିର ନିଶା
[01:24.31] ଉଁ, ବାକି ଅଛି କାଲିର ନିଶା
[01:49.95] ଗତକାଲି କେତେ ଲୁହ ଝରିଥିଲା କାହା ପାଇଁ
[01:55.54] ଆଉ ମୋର ମନେ ନାହିଁ
[02:00.58] ହାରିଲି ଜିତିଲି କେତେ, ହିସାବ ମୁଁ ରଖିନାହିଁ
[02:06.15] ପଚାରନା ମୋତେ କେହି
[02:10.79] ଥିଲି ବୋଲି ନିଶାରେ କାଲି
[02:15.72] ନାହିଁ ମୋତେ କାହା ଭରଷା
[02:27.28] ଆଜି ମୁଁ ପିଇନି, ଆଜି ମୁଁ ଛୁଇଁନି
[02:32.53] ମିଛେ ହୁଏ ଲୋକହସା
[02:37.39] ଏତ ବାକି ଅଛି କାଲିର ନିଶା
[02:42.25] ଉଁ, ବାକି ଅଛି କାଲିର ନିଶା
[02:47.83] ଏତ ବାକି ଅଛି କାଲିର ନିଶା
[02:52.67] ହୋ, ବାକି ଅଛି କାଲିର ନିଶା
[03:20.47] ସିଉଁଚି ଓଠକୁ ମୋର
[03:23.55] ଆଖି ଦୁଇ ମୋର ମୁକ
[03:26.26] ଦେଖେଇ ହୁଏନା ଦୁଃଖ
[03:31.06] ମିଛଟାରେ ବଦନାମ କରୁଛନ୍ତି ମୋତେ ଲୋକ
[03:36.95] ଆଜି ଏ ଦୁନିଆଁଯାକ
[03:41.16] ପାଇଥିଲି କାହିଁକି ଭଲ?
[03:46.42] ଗଢ଼ିଥିଲି ବାଇୟା-ବସା
[03:57.79] ଆଜି ମୁଁ ପିଇନି, ଆଜି ମୁଁ ଛୁଇଁନି
[04:03.13] ମିଛେ ହୁଏ ଲୋକହସା
[04:07.95] ଏତ ବାକି ଅଛି କାଲିର ନିଶା
[04:12.44] ଉଁ, ବାକି ଅଛି କାଲିର ନିଶା
[04:18.58] ଏତ ବାକି ଅଛି କାଲିର ନିଶା
[04:23.13] ହୋ, ବାକି ଅଛି କାଲିର ନିଶା
[04:28.42]

⭐ Rate These Lyrics

Average: 0.0/5 • 0 ratings