Priya Re Priya Re
🎵 2422 characters
⏱️ 5:18 duration
🆔 ID: 6929199
📜 Lyrics
ପାଇଛି ଭଲ ତତେ ମୁଁ ମୋ ନିଜଠୁ
ବୁଝିଲେ ବୁଝିନେ ପ୍ରିୟା
ବୁଝିଲେ ବୁଝିନେ ପ୍ରିୟା
କରିଛି ମୋତେ ଅଲଗା ମୋ ଦୁନିଆ
ଦେଖିଲେ ଦେଖିଯା ପ୍ରିୟା
ଦେଖିଲେ ଦେଖିଯା ପ୍ରିୟା
ସବୁ ବାଟେ, ସବୁ ମୋଡେ
ସ୍ମୃତି ତୋର ବାଟ ଘେରେ
ସବୁଠି ତୋରି ଛୁଆଁ
ପାଇଛି ଭଲ ତତେ ମୁଁ ମୋ ନିଜଠୁ
ବୁଝିଲେ ବୁଝିନେ ପ୍ରିୟା
ବୁଝିଲେ ବୁଝିନେ ପ୍ରିୟା
ପ୍ରିୟା...
ପ୍ରିୟା...
ପ୍ରିୟା...
ଥିଲି ମୁଁ ଏକା ବାଆଁରା ପକ୍ଷୀ
ହାତ ବଢ଼େଇ କାଇଁ ଡ଼ାକି ଆଣିଲୁ ମତେ?
ଦେଲୁ ଏମିତି ପ୍ରେମ ଶିଖେଇ
ଯେତେ ଚାହିଁଲେ ଭୁଲି ମୁଁ ପାରୁନି ତତେ
ମନ ଆଜି ଆନମନା
ତୋ ବିନା ସୁନା-ସୁନା
କୁହୁଳେ ଛାତିରେ ଧୂଆଁ
ପାଇଛି ଭଲ ତତେ ମୁଁ ମୋ ନିଜଠୁ
ବୁଝିଲେ ବୁଝିନେ ପ୍ରିୟା
ବୁଝିଲେ ବୁଝିନେ ପ୍ରିୟା
ବାଟ ସରୁନି, ପାଦ ଚାଲୁଛି
ମୋତେ ଲାଗୁଛି ଠିକଣା ହଜିଛି ସତେ
ହୋ, ରାତି ପାହୁନି, ସ୍ଵପ୍ନ ଆସୁନି
ଆଖି ଜାଣିନି ଲୁହର ଓଜନ କେତେ
ପ୍ରେମ କାଲି ଥିଲା ମୋର
ଲାଗେ ଆଜି ବହୁଦୂର
ଅସରା ସ୍ମୃତିର ଛୁଆଁ
ପାଇଛି ଭଲ ତତେ ମୁଁ ମୋ ନିଜଠୁ
ବୁଝିଲେ ବୁଝିନେ ପ୍ରିୟା
ବୁଝିଲେ ବୁଝିନେ ପ୍ରିୟା
ଦେଖିଲେ ଦେଖିଯା ପ୍ରିୟା
ବୁଝିଲେ ବୁଝିନେ ପ୍ରିୟା
ଛାଡ଼ି ଯାଇଥିଲୁ ମୋତେ ତୁ ଯଉଠି, ସେଇଠି ହେଇଛି ଠିଆ (ପ୍ରିୟା...)
ସେଥିପାଇଁ ବୋଧେ କାନ୍ଥ ବି ବଦଳେ (ପ୍ରିୟା...)
ତୋ ନାଁ ଦେଇଛି ପ୍ରିୟା (ପ୍ରିୟା...)
ପ୍ରିୟା
ପ୍ରିୟା
ବୁଝିଲେ ବୁଝିନେ ପ୍ରିୟା
ବୁଝିଲେ ବୁଝିନେ ପ୍ରିୟା
କରିଛି ମୋତେ ଅଲଗା ମୋ ଦୁନିଆ
ଦେଖିଲେ ଦେଖିଯା ପ୍ରିୟା
ଦେଖିଲେ ଦେଖିଯା ପ୍ରିୟା
ସବୁ ବାଟେ, ସବୁ ମୋଡେ
ସ୍ମୃତି ତୋର ବାଟ ଘେରେ
ସବୁଠି ତୋରି ଛୁଆଁ
ପାଇଛି ଭଲ ତତେ ମୁଁ ମୋ ନିଜଠୁ
ବୁଝିଲେ ବୁଝିନେ ପ୍ରିୟା
ବୁଝିଲେ ବୁଝିନେ ପ୍ରିୟା
ପ୍ରିୟା...
ପ୍ରିୟା...
ପ୍ରିୟା...
ଥିଲି ମୁଁ ଏକା ବାଆଁରା ପକ୍ଷୀ
ହାତ ବଢ଼େଇ କାଇଁ ଡ଼ାକି ଆଣିଲୁ ମତେ?
ଦେଲୁ ଏମିତି ପ୍ରେମ ଶିଖେଇ
ଯେତେ ଚାହିଁଲେ ଭୁଲି ମୁଁ ପାରୁନି ତତେ
ମନ ଆଜି ଆନମନା
ତୋ ବିନା ସୁନା-ସୁନା
କୁହୁଳେ ଛାତିରେ ଧୂଆଁ
ପାଇଛି ଭଲ ତତେ ମୁଁ ମୋ ନିଜଠୁ
ବୁଝିଲେ ବୁଝିନେ ପ୍ରିୟା
ବୁଝିଲେ ବୁଝିନେ ପ୍ରିୟା
ବାଟ ସରୁନି, ପାଦ ଚାଲୁଛି
ମୋତେ ଲାଗୁଛି ଠିକଣା ହଜିଛି ସତେ
ହୋ, ରାତି ପାହୁନି, ସ୍ଵପ୍ନ ଆସୁନି
ଆଖି ଜାଣିନି ଲୁହର ଓଜନ କେତେ
ପ୍ରେମ କାଲି ଥିଲା ମୋର
ଲାଗେ ଆଜି ବହୁଦୂର
ଅସରା ସ୍ମୃତିର ଛୁଆଁ
ପାଇଛି ଭଲ ତତେ ମୁଁ ମୋ ନିଜଠୁ
ବୁଝିଲେ ବୁଝିନେ ପ୍ରିୟା
ବୁଝିଲେ ବୁଝିନେ ପ୍ରିୟା
ଦେଖିଲେ ଦେଖିଯା ପ୍ରିୟା
ବୁଝିଲେ ବୁଝିନେ ପ୍ରିୟା
ଛାଡ଼ି ଯାଇଥିଲୁ ମୋତେ ତୁ ଯଉଠି, ସେଇଠି ହେଇଛି ଠିଆ (ପ୍ରିୟା...)
ସେଥିପାଇଁ ବୋଧେ କାନ୍ଥ ବି ବଦଳେ (ପ୍ରିୟା...)
ତୋ ନାଁ ଦେଇଛି ପ୍ରିୟା (ପ୍ରିୟା...)
ପ୍ରିୟା
ପ୍ରିୟା
⏱️ Synced Lyrics
[00:38.64] ପାଇଛି ଭଲ ତତେ ମୁଁ ମୋ ନିଜଠୁ
[00:44.19] ବୁଝିଲେ ବୁଝିନେ ପ୍ରିୟା
[00:48.67] ବୁଝିଲେ ବୁଝିନେ ପ୍ରିୟା
[00:52.48] କରିଛି ମୋତେ ଅଲଗା ମୋ ଦୁନିଆ
[00:57.78] ଦେଖିଲେ ଦେଖିଯା ପ୍ରିୟା
[01:02.30] ଦେଖିଲେ ଦେଖିଯା ପ୍ରିୟା
[01:05.93] ସବୁ ବାଟେ, ସବୁ ମୋଡେ
[01:10.37] ସ୍ମୃତି ତୋର ବାଟ ଘେରେ
[01:15.06] ସବୁଠି ତୋରି ଛୁଆଁ
[01:21.96] ପାଇଛି ଭଲ ତତେ ମୁଁ ମୋ ନିଜଠୁ
[01:27.21] ବୁଝିଲେ ବୁଝିନେ ପ୍ରିୟା
[01:32.14] ବୁଝିଲେ ବୁଝିନେ ପ୍ରିୟା
[01:35.62] ପ୍ରିୟା...
[01:41.87] ପ୍ରିୟା...
[01:45.41] ପ୍ରିୟା...
[01:47.09]
[02:10.55] ଥିଲି ମୁଁ ଏକା ବାଆଁରା ପକ୍ଷୀ
[02:14.48] ହାତ ବଢ଼େଇ କାଇଁ ଡ଼ାକି ଆଣିଲୁ ମତେ?
[02:26.53] ଦେଲୁ ଏମିତି ପ୍ରେମ ଶିଖେଇ
[02:30.50] ଯେତେ ଚାହିଁଲେ ଭୁଲି ମୁଁ ପାରୁନି ତତେ
[02:37.45] ମନ ଆଜି ଆନମନା
[02:42.06] ତୋ ବିନା ସୁନା-ସୁନା
[02:46.61] କୁହୁଳେ ଛାତିରେ ଧୂଆଁ
[02:53.48] ପାଇଛି ଭଲ ତତେ ମୁଁ ମୋ ନିଜଠୁ
[02:58.87] ବୁଝିଲେ ବୁଝିନେ ପ୍ରିୟା
[03:03.29] ବୁଝିଲେ ବୁଝିନେ ପ୍ରିୟା
[03:07.45]
[03:46.41] ବାଟ ସରୁନି, ପାଦ ଚାଲୁଛି
[03:50.50] ମୋତେ ଲାଗୁଛି ଠିକଣା ହଜିଛି ସତେ
[04:01.32] ହୋ, ରାତି ପାହୁନି, ସ୍ଵପ୍ନ ଆସୁନି
[04:06.69] ଆଖି ଜାଣିନି ଲୁହର ଓଜନ କେତେ
[04:13.46] ପ୍ରେମ କାଲି ଥିଲା ମୋର
[04:17.82] ଲାଗେ ଆଜି ବହୁଦୂର
[04:22.33] ଅସରା ସ୍ମୃତିର ଛୁଆଁ
[04:29.45] ପାଇଛି ଭଲ ତତେ ମୁଁ ମୋ ନିଜଠୁ
[04:34.71] ବୁଝିଲେ ବୁଝିନେ ପ୍ରିୟା
[04:39.51] ବୁଝିଲେ ବୁଝିନେ ପ୍ରିୟା
[04:43.84] ଦେଖିଲେ ଦେଖିଯା ପ୍ରିୟା
[04:48.50] ବୁଝିଲେ ବୁଝିନେ ପ୍ରିୟା
[04:53.14] ଛାଡ଼ି ଯାଇଥିଲୁ ମୋତେ ତୁ ଯଉଠି, ସେଇଠି ହେଇଛି ଠିଆ (ପ୍ରିୟା...)
[04:59.42] ସେଥିପାଇଁ ବୋଧେ କାନ୍ଥ ବି ବଦଳେ (ପ୍ରିୟା...)
[05:03.67] ତୋ ନାଁ ଦେଇଛି ପ୍ରିୟା (ପ୍ରିୟା...)
[05:06.41] ପ୍ରିୟା
[05:08.74] ପ୍ରିୟା
[05:09.22]
[00:44.19] ବୁଝିଲେ ବୁଝିନେ ପ୍ରିୟା
[00:48.67] ବୁଝିଲେ ବୁଝିନେ ପ୍ରିୟା
[00:52.48] କରିଛି ମୋତେ ଅଲଗା ମୋ ଦୁନିଆ
[00:57.78] ଦେଖିଲେ ଦେଖିଯା ପ୍ରିୟା
[01:02.30] ଦେଖିଲେ ଦେଖିଯା ପ୍ରିୟା
[01:05.93] ସବୁ ବାଟେ, ସବୁ ମୋଡେ
[01:10.37] ସ୍ମୃତି ତୋର ବାଟ ଘେରେ
[01:15.06] ସବୁଠି ତୋରି ଛୁଆଁ
[01:21.96] ପାଇଛି ଭଲ ତତେ ମୁଁ ମୋ ନିଜଠୁ
[01:27.21] ବୁଝିଲେ ବୁଝିନେ ପ୍ରିୟା
[01:32.14] ବୁଝିଲେ ବୁଝିନେ ପ୍ରିୟା
[01:35.62] ପ୍ରିୟା...
[01:41.87] ପ୍ରିୟା...
[01:45.41] ପ୍ରିୟା...
[01:47.09]
[02:10.55] ଥିଲି ମୁଁ ଏକା ବାଆଁରା ପକ୍ଷୀ
[02:14.48] ହାତ ବଢ଼େଇ କାଇଁ ଡ଼ାକି ଆଣିଲୁ ମତେ?
[02:26.53] ଦେଲୁ ଏମିତି ପ୍ରେମ ଶିଖେଇ
[02:30.50] ଯେତେ ଚାହିଁଲେ ଭୁଲି ମୁଁ ପାରୁନି ତତେ
[02:37.45] ମନ ଆଜି ଆନମନା
[02:42.06] ତୋ ବିନା ସୁନା-ସୁନା
[02:46.61] କୁହୁଳେ ଛାତିରେ ଧୂଆଁ
[02:53.48] ପାଇଛି ଭଲ ତତେ ମୁଁ ମୋ ନିଜଠୁ
[02:58.87] ବୁଝିଲେ ବୁଝିନେ ପ୍ରିୟା
[03:03.29] ବୁଝିଲେ ବୁଝିନେ ପ୍ରିୟା
[03:07.45]
[03:46.41] ବାଟ ସରୁନି, ପାଦ ଚାଲୁଛି
[03:50.50] ମୋତେ ଲାଗୁଛି ଠିକଣା ହଜିଛି ସତେ
[04:01.32] ହୋ, ରାତି ପାହୁନି, ସ୍ଵପ୍ନ ଆସୁନି
[04:06.69] ଆଖି ଜାଣିନି ଲୁହର ଓଜନ କେତେ
[04:13.46] ପ୍ରେମ କାଲି ଥିଲା ମୋର
[04:17.82] ଲାଗେ ଆଜି ବହୁଦୂର
[04:22.33] ଅସରା ସ୍ମୃତିର ଛୁଆଁ
[04:29.45] ପାଇଛି ଭଲ ତତେ ମୁଁ ମୋ ନିଜଠୁ
[04:34.71] ବୁଝିଲେ ବୁଝିନେ ପ୍ରିୟା
[04:39.51] ବୁଝିଲେ ବୁଝିନେ ପ୍ରିୟା
[04:43.84] ଦେଖିଲେ ଦେଖିଯା ପ୍ରିୟା
[04:48.50] ବୁଝିଲେ ବୁଝିନେ ପ୍ରିୟା
[04:53.14] ଛାଡ଼ି ଯାଇଥିଲୁ ମୋତେ ତୁ ଯଉଠି, ସେଇଠି ହେଇଛି ଠିଆ (ପ୍ରିୟା...)
[04:59.42] ସେଥିପାଇଁ ବୋଧେ କାନ୍ଥ ବି ବଦଳେ (ପ୍ରିୟା...)
[05:03.67] ତୋ ନାଁ ଦେଇଛି ପ୍ରିୟା (ପ୍ରିୟା...)
[05:06.41] ପ୍ରିୟା
[05:08.74] ପ୍ରିୟା
[05:09.22]