Home 🎬 Bollywood 🎵 Pakistani 🎤 English Pop

Kie Achi Mora to Binare

👤 Arpita Choudhury 🎼 Kie Achi Mora to Binare ⏱️ 4:31
🎵 2110 characters
⏱️ 4:31 duration
🆔 ID: 6929236

📜 Lyrics

ଯାଆନା ରେ, ଯାଆନା ରେ, ଛାଡ଼ି ତୁ ଯାଆନା ରେ
କିଏ ଅଛି ମୋର ତୋ ବିନାରେ?
କିଏ ଅଛି ମୋର ତୋ ବିନାରେ?

ଯାଆନା ରେ, ଯାଆନା ରେ, ଛାଡ଼ି ତୁ ଯାଆନା ରେ
କିଏ ଅଛି ମୋର ତୋ ବିନାରେ?
କିଏ ଅଛି ମୋର ତୋ ବିନାରେ?

ଭଲପାଇ ତୋତେ ଖାଲି ମୁଁ ଭିକାରୀ
ପାରିଲୁନି ବୁଝି ଦିନେ ତୁ କେବେ ରେ
ଭଲପାଇ ତୋତେ ଖାଲି ମୁଁ ଭିକାରୀ
ପାରିଲୁନି ବୁଝି ଦିନେ ତୁ କେବେ ରେ

କିଏ ଅଛି ମୋର ତୋ ବିନାରେ?
କିଏ ଅଛି ମୋର ତୋ ବିନାରେ?

ଯେତେ ଇଛା ମୋର ଏଇ ମନରେ
ରହିଯିବ ଅଧା ସବୁ ତୋ ପାଇଁ ରେ
କେମିତି ବଞ୍ଚିବି ମୁଁ ତୋତେ ଛାଡ଼ି ରେ?
ପାରେନାହିଁ ଭାବି ମୁଁ ଏଇ ମନରେ

ଯେତେ ଚାହେଁ ଭୁଲିବାକୁ ସ୍ବପ୍ନ ଭାବି ଅତୀତକୁ
ସେତେ ଭାଙ୍ଗେ ହୃଦୟକୁ ପୁଣି ଥରେ ଯୋଡ଼ିବାକୁ

କିଏ ଅଛି ମୋର ତୋ ବିନାରେ?
କିଏ ଅଛି ମୋର ତୋ ବିନାରେ?

ଆସେନାହିଁ ନିଦ କେବେ ଏଇ ଆଖିରେ
ଝରେ ରାତିଦିନ ଚାହିଁ ତୋ ବାଟରେ
ସମୟ ବି ପର ମୋତେ ଆଜି କଲା ରେ
ବହି ଚାଲିଗଲା ସମୟ ନାହିଁରେ

ଯେତେ ଚାହେଁ ଜିଇଁବାକୁ ବିତାଇ ଜୀବନକୁ
ସେତେ ଝୁରେ ସମୟକୁ ପୁଣି ଥରେ ଫେରିବାକୁ

କିଏ ଅଛି ମୋର ତୋ ବିନାରେ?
କିଏ ଅଛି ମୋର ତୋ ବିନାରେ?

କିଏ ଅଛି ମୋର ତୋ ବିନାରେ?
କିଏ ଅଛି ମୋର ତୋ ବିନାରେ?

⭐ Rate These Lyrics

Average: 0.0/5 • 0 ratings