Hrudaya Aei Alekha
🎵 1737 characters
⏱️ 3:46 duration
🆔 ID: 6929263
📜 Lyrics
ହୃଦୟର ଏଇ ଅଲେଖା ଖାତାରୁ
ଫରଦେ କାଗଜ ଚିରି
ବଢ଼େଇ ଦେଲି ମୁଁ ତୁମ ହାତେ ଆଜି
ଲେଖିଦିଅ, ଲେଖିଦିଅ ତମ ନାଁ
ହେ ପ୍ରିୟା, ହେ ପ୍ରିୟା, ହେ ପ୍ରିୟା, ହେ ପ୍ରିୟା
ହୃଦୟର ଏଇ ସାଗର ବେଳାରୁ
ଶାମୁକା ଗୋଟିଏ ନେଇ
ଚାହିଁ ମୁଁ ବସିଛି ମୁକୁତାଟେ ପାଇଁ
ଶିଶିରରେ, ଶିଶିରରେ ଛୁଇଁଦିଅ
ହେ ପ୍ରିୟା, ହେ ପ୍ରିୟା, ହେ ପ୍ରିୟା, ହେ ପ୍ରିୟା
କଥାଥିଲା ତମେ ନଈଟେ ହୋଇ
ଧରି-ଧରି ମୋର ଯିବାକୁ ବୋହି
ଫଗୁଣକୁ ଡ଼ାକି ଆଣିବ ତମେ
କିଛି ହସ, ଲୁହ ବାଣ୍ଟିବା ଆମେ
ହସ ମୋର ଓଠ କବାଟ କିଳି
ଋଷିଯାଏ ତମେ ଆସିନ ବୋଲି
ମରୁଭୂମି ଏଠି କଣ୍ଟା ଯେ ଖାଲି
ଫୁଲ ଫୁଟିଯିବ ଆସିଲେ ଚାଲି
ଅବୁଝା ମନର ଅକୁହା କଥାରୁ
ପଦିଏ କବିତା ଲେଖି
ତୁମ ଓଠେ ଦେଲି ଗାଇଦିଅ ଥରେ
ତୁମ ସୁରେ, ତୁମ ସୁରେ ସାଜିଦିଅ
ହେ ପ୍ରିୟା, ହେ ପ୍ରିୟା, ହେ ପ୍ରିୟା, ହେ ପ୍ରିୟା
ହୃଦୟର ଏଇ ଅଲେଖା ଖାତାରୁ
ଫରଦେ କାଗଜ ଚିରି
ବଢ଼େଇ ଦେଲି ମୁଁ ତୁମ ହାତେ ଆଜି
ଲେଖିଦିଅ, ଲେଖିଦିଅ ତମ ନାଁ
ଫରଦେ କାଗଜ ଚିରି
ବଢ଼େଇ ଦେଲି ମୁଁ ତୁମ ହାତେ ଆଜି
ଲେଖିଦିଅ, ଲେଖିଦିଅ ତମ ନାଁ
ହେ ପ୍ରିୟା, ହେ ପ୍ରିୟା, ହେ ପ୍ରିୟା, ହେ ପ୍ରିୟା
ହୃଦୟର ଏଇ ସାଗର ବେଳାରୁ
ଶାମୁକା ଗୋଟିଏ ନେଇ
ଚାହିଁ ମୁଁ ବସିଛି ମୁକୁତାଟେ ପାଇଁ
ଶିଶିରରେ, ଶିଶିରରେ ଛୁଇଁଦିଅ
ହେ ପ୍ରିୟା, ହେ ପ୍ରିୟା, ହେ ପ୍ରିୟା, ହେ ପ୍ରିୟା
କଥାଥିଲା ତମେ ନଈଟେ ହୋଇ
ଧରି-ଧରି ମୋର ଯିବାକୁ ବୋହି
ଫଗୁଣକୁ ଡ଼ାକି ଆଣିବ ତମେ
କିଛି ହସ, ଲୁହ ବାଣ୍ଟିବା ଆମେ
ହସ ମୋର ଓଠ କବାଟ କିଳି
ଋଷିଯାଏ ତମେ ଆସିନ ବୋଲି
ମରୁଭୂମି ଏଠି କଣ୍ଟା ଯେ ଖାଲି
ଫୁଲ ଫୁଟିଯିବ ଆସିଲେ ଚାଲି
ଅବୁଝା ମନର ଅକୁହା କଥାରୁ
ପଦିଏ କବିତା ଲେଖି
ତୁମ ଓଠେ ଦେଲି ଗାଇଦିଅ ଥରେ
ତୁମ ସୁରେ, ତୁମ ସୁରେ ସାଜିଦିଅ
ହେ ପ୍ରିୟା, ହେ ପ୍ରିୟା, ହେ ପ୍ରିୟା, ହେ ପ୍ରିୟା
ହୃଦୟର ଏଇ ଅଲେଖା ଖାତାରୁ
ଫରଦେ କାଗଜ ଚିରି
ବଢ଼େଇ ଦେଲି ମୁଁ ତୁମ ହାତେ ଆଜି
ଲେଖିଦିଅ, ଲେଖିଦିଅ ତମ ନାଁ
⏱️ Synced Lyrics
[00:42.19] ହୃଦୟର ଏଇ ଅଲେଖା ଖାତାରୁ
[00:46.63] ଫରଦେ କାଗଜ ଚିରି
[00:51.39] ବଢ଼େଇ ଦେଲି ମୁଁ ତୁମ ହାତେ ଆଜି
[00:55.65] ଲେଖିଦିଅ, ଲେଖିଦିଅ ତମ ନାଁ
[01:02.03] ହେ ପ୍ରିୟା, ହେ ପ୍ରିୟା, ହେ ପ୍ରିୟା, ହେ ପ୍ରିୟା
[01:11.81] ହୃଦୟର ଏଇ ସାଗର ବେଳାରୁ
[01:16.63] ଶାମୁକା ଗୋଟିଏ ନେଇ
[01:21.29] ଚାହିଁ ମୁଁ ବସିଛି ମୁକୁତାଟେ ପାଇଁ
[01:25.67] ଶିଶିରରେ, ଶିଶିରରେ ଛୁଇଁଦିଅ
[01:32.56] ହେ ପ୍ରିୟା, ହେ ପ୍ରିୟା, ହେ ପ୍ରିୟା, ହେ ପ୍ରିୟା
[02:19.85] କଥାଥିଲା ତମେ ନଈଟେ ହୋଇ
[02:23.82] ଧରି-ଧରି ମୋର ଯିବାକୁ ବୋହି
[02:28.95] ଫଗୁଣକୁ ଡ଼ାକି ଆଣିବ ତମେ
[02:33.31] କିଛି ହସ, ଲୁହ ବାଣ୍ଟିବା ଆମେ
[02:38.99] ହସ ମୋର ଓଠ କବାଟ କିଳି
[02:43.67] ଋଷିଯାଏ ତମେ ଆସିନ ବୋଲି
[02:48.09] ମରୁଭୂମି ଏଠି କଣ୍ଟା ଯେ ଖାଲି
[02:52.74] ଫୁଲ ଫୁଟିଯିବ ଆସିଲେ ଚାଲି
[02:57.49] ଅବୁଝା ମନର ଅକୁହା କଥାରୁ
[03:01.72] ପଦିଏ କବିତା ଲେଖି
[03:06.65] ତୁମ ଓଠେ ଦେଲି ଗାଇଦିଅ ଥରେ
[03:11.16] ତୁମ ସୁରେ, ତୁମ ସୁରେ ସାଜିଦିଅ
[03:17.71] ହେ ପ୍ରିୟା, ହେ ପ୍ରିୟା, ହେ ପ୍ରିୟା, ହେ ପ୍ରିୟା
[03:26.86] ହୃଦୟର ଏଇ ଅଲେଖା ଖାତାରୁ
[03:30.86] ଫରଦେ କାଗଜ ଚିରି
[03:35.63] ବଢ଼େଇ ଦେଲି ମୁଁ ତୁମ ହାତେ ଆଜି
[03:40.38] ଲେଖିଦିଅ, ଲେଖିଦିଅ ତମ ନାଁ
[03:45.64]
[00:46.63] ଫରଦେ କାଗଜ ଚିରି
[00:51.39] ବଢ଼େଇ ଦେଲି ମୁଁ ତୁମ ହାତେ ଆଜି
[00:55.65] ଲେଖିଦିଅ, ଲେଖିଦିଅ ତମ ନାଁ
[01:02.03] ହେ ପ୍ରିୟା, ହେ ପ୍ରିୟା, ହେ ପ୍ରିୟା, ହେ ପ୍ରିୟା
[01:11.81] ହୃଦୟର ଏଇ ସାଗର ବେଳାରୁ
[01:16.63] ଶାମୁକା ଗୋଟିଏ ନେଇ
[01:21.29] ଚାହିଁ ମୁଁ ବସିଛି ମୁକୁତାଟେ ପାଇଁ
[01:25.67] ଶିଶିରରେ, ଶିଶିରରେ ଛୁଇଁଦିଅ
[01:32.56] ହେ ପ୍ରିୟା, ହେ ପ୍ରିୟା, ହେ ପ୍ରିୟା, ହେ ପ୍ରିୟା
[02:19.85] କଥାଥିଲା ତମେ ନଈଟେ ହୋଇ
[02:23.82] ଧରି-ଧରି ମୋର ଯିବାକୁ ବୋହି
[02:28.95] ଫଗୁଣକୁ ଡ଼ାକି ଆଣିବ ତମେ
[02:33.31] କିଛି ହସ, ଲୁହ ବାଣ୍ଟିବା ଆମେ
[02:38.99] ହସ ମୋର ଓଠ କବାଟ କିଳି
[02:43.67] ଋଷିଯାଏ ତମେ ଆସିନ ବୋଲି
[02:48.09] ମରୁଭୂମି ଏଠି କଣ୍ଟା ଯେ ଖାଲି
[02:52.74] ଫୁଲ ଫୁଟିଯିବ ଆସିଲେ ଚାଲି
[02:57.49] ଅବୁଝା ମନର ଅକୁହା କଥାରୁ
[03:01.72] ପଦିଏ କବିତା ଲେଖି
[03:06.65] ତୁମ ଓଠେ ଦେଲି ଗାଇଦିଅ ଥରେ
[03:11.16] ତୁମ ସୁରେ, ତୁମ ସୁରେ ସାଜିଦିଅ
[03:17.71] ହେ ପ୍ରିୟା, ହେ ପ୍ରିୟା, ହେ ପ୍ରିୟା, ହେ ପ୍ରିୟା
[03:26.86] ହୃଦୟର ଏଇ ଅଲେଖା ଖାତାରୁ
[03:30.86] ଫରଦେ କାଗଜ ଚିରି
[03:35.63] ବଢ଼େଇ ଦେଲି ମୁଁ ତୁମ ହାତେ ଆଜି
[03:40.38] ଲେଖିଦିଅ, ଲେଖିଦିଅ ତମ ନାଁ
[03:45.64]