Biche Bazar Re
🎵 3792 characters
⏱️ 4:43 duration
🆔 ID: 6929296
📜 Lyrics
ହେଇ, ବିଚ୍-ବଜାରେ ତତେ ପ୍ରେମକଲି, ହଁ ପ୍ରେମକଲି
ଆଲୋ, ତୋ ପ୍ରେମେ ପାଗଳ ମୁଁ ହେଲି
ମୋ ଛାତିରେ ଫୁଟିଲା ବୋମା, ଟିକେ ଦେ ଚୁମା
ଆରେ, ବିଚ୍-ବଜାରେ ତତେ ପ୍ରେମକଲି, ହଁ ପ୍ରେମକଲି
ଆଲୋ, ତୋ ପ୍ରେମେ ପାଗଳ ମୁଁ ହେଲି
ମୋ ଛାତିରେ ଫୁଟିଲା ବୋମା, ଟିକେ ଦେ ଚୁମା
ଆରେ, ଆରେ, ରସିଆ ତୁ ମନ ମୋର ନେଇଗଲୁ
ମନ ନେଇ ଧୀରେ ଧୀରେ ମୋ ଦେହେ ତୁ ଛୁଇଁଦେଲୁ
ଏମିତି ଚଗଲା ତୁ ରେ ଜାଣି ମୁଁ ନଥିଲି
ବିଚ୍-ବଜାରେ ତତେ ପ୍ରେମକଲି, ହଁ ପ୍ରେମକଲି
ଆଲୋ, ତୋ ପ୍ରେମେ ପାଗଳ ମୁଁ ହେଲି
ମୋ ଛାତିରେ ଫୁଟିଲା ବୋମା, ଟିକେ ଦେ ଚୁମା
ସରୁ ସରୁ ଅଣ୍ଟା ତୋର କଣ୍ଟା ଦିଏ ଫୋଡ଼ି
ତୋ ପାଇଁକି ଆଖିର B.P. ଯାଉଛି ମୋର ବଢ଼ି
ହେ, ଗୋରା ଗୋରା ରଙ୍ଗ ଦେହେ ପଡୁଛି ଲୋ ଝରି
ନପାଇଲେ ତତେ ମୁଁ ଗୋରୀ, ହେବି ମୁଁ ବ୍ରହ୍ମଚାରୀ
ତୁ ଖାଇଲା ପୁଅ ରଙ୍କ, ଆଉ ଦେଖାନା ଗଳି-ବାଙ୍କ
ତୁ ଖାଇଲା ପୁଅ ରଙ୍କ, ଆଉ ଦେଖାନା ଗଳି-ବାଙ୍କ
କଥାରେ କୁହୁକ କରୁ ବୁଝି ମୁଁ ନଥିଲି
ବିଚ୍-ବଜାରେ ତତେ ପ୍ରେମକଲି, ହଁ ପ୍ରେମକଲି
ଆଲୋ, ତୋ ପ୍ରେମେ ପାଗଳ ମୁଁ ହେଲି
ମୋ ଛାତିରେ ଫୁଟିଲା ବୋମା, ଟିକେ ଦେ ଚୁମା
ସାରାରାତି ତତେ ଭାବି ଯାଉଛି ଲୋ ତିନ୍ତି
ସପନେ ତତେ ଦେଖିଲେ ଯାଇ ଲାଗୁଛି ଟିକେ ଶାନ୍ତି
ହେ, ମିଠା ମିଠା ଦୁର୍ଘଟଣା ହବ ଯଦି ହଉ
କୁଆଁରା ଏଇ ମନଟା ମୋର ସମ୍ଭାଳୁ ନାହିଁ ଆଉ
ଧୀରେ ମାରିଦେ ପ୍ରେମ-ତୀର, ମୋତେ ହଉଛି ପ୍ରେମ-ଜର
ଧୀରେ ମାରିଦେ ପ୍ରେମ-ତୀର, ମୋତେ ହଉଛି ପ୍ରେମ-ଜର
ତୋ ପରି ରଙ୍ଗିଲା ଆଜି ଖୋଜି ମୁଁ ପାଇନି
ବିଚ୍-ବଜାରେ ତତେ ପ୍ରେମକଲି, ହଁ ପ୍ରେମକଲି
ଆଲୋ, ତୋ ପ୍ରେମେ ପାଗଳ ମୁଁ ହେଲି
ମୋ ଛାତିରେ ଫୁଟିଲା ବୋମା, ଟିକେ ଦେ ଚୁମା
ହେଇ, ବିଚ୍-ବଜାରେ ତତେ ପ୍ରେମକଲି, ଆଲୋ, ଆଲୋ, ପ୍ରେମକଲି
ତୋ ପ୍ରେମେ ପାଗଳ ମୁଁ ହେଲି
ମୋ ଛାତିରେ ଫୁଟିଲା ବୋମା, ଟିକେ ଦେ ଚୁମା
ଆରେ, ଆରେ, ରସିଆ ତୁ ମନ ମୋର ନେଇଗଲୁ
ମନ ନେଇ ଧୀରେ ଧୀରେ ମୋ ଦେହେ ତୁ ଛୁଇଁଦେଲୁ
ଏମିତି ଚଗଲା ତୁ ରେ ଜାଣି ମୁଁ ନଥିଲି
ବିଚ୍-ବଜାରେ ତତେ ପ୍ରେମକଲି, ହଁ ପ୍ରେମକଲି
ଆଲୋ, ଆଲୋ, ତୋ ପ୍ରେମେ ପାଗଳ ମୁଁ ହେଲି
ମୋ ଛାତିରେ ଫୁଟିଲା ବୋମା, ଟିକେ ଦେ ଚୁମା
ଟିକେ ଦେ ଚୁମା

⏱️ Synced Lyrics
[00:25.60] ହେଇ, ବିଚ୍-ବଜାରେ ତତେ ପ୍ରେମକଲି, ହଁ ପ୍ରେମକଲି
[00:30.86] ଆଲୋ, ତୋ ପ୍ରେମେ ପାଗଳ ମୁଁ ହେଲି
[00:34.52] ମୋ ଛାତିରେ ଫୁଟିଲା ବୋମା, ଟିକେ ଦେ ଚୁମା
[00:43.44] ଆରେ, ବିଚ୍-ବଜାରେ ତତେ ପ୍ରେମକଲି, ହଁ ପ୍ରେମକଲି
[00:49.16] ଆଲୋ, ତୋ ପ୍ରେମେ ପାଗଳ ମୁଁ ହେଲି
[00:52.80] ମୋ ଛାତିରେ ଫୁଟିଲା ବୋମା, ଟିକେ ଦେ ଚୁମା
[00:58.72] ଆରେ, ଆରେ, ରସିଆ ତୁ ମନ ମୋର ନେଇଗଲୁ
[01:02.44] ମନ ନେଇ ଧୀରେ ଧୀରେ ମୋ ଦେହେ ତୁ ଛୁଇଁଦେଲୁ
[01:06.11] ଏମିତି ଚଗଲା ତୁ ରେ ଜାଣି ମୁଁ ନଥିଲି
[01:09.35] ବିଚ୍-ବଜାରେ ତତେ ପ୍ରେମକଲି, ହଁ ପ୍ରେମକଲି
[01:14.43] ଆଲୋ, ତୋ ପ୍ରେମେ ପାଗଳ ମୁଁ ହେଲି
[01:18.27] ମୋ ଛାତିରେ ଫୁଟିଲା ବୋମା, ଟିକେ ଦେ ଚୁମା
[01:53.01] ସରୁ ସରୁ ଅଣ୍ଟା ତୋର କଣ୍ଟା ଦିଏ ଫୋଡ଼ି
[01:56.74] ତୋ ପାଇଁକି ଆଖିର B.P. ଯାଉଛି ମୋର ବଢ଼ି
[02:03.43] ହେ, ଗୋରା ଗୋରା ରଙ୍ଗ ଦେହେ ପଡୁଛି ଲୋ ଝରି
[02:07.74] ନପାଇଲେ ତତେ ମୁଁ ଗୋରୀ, ହେବି ମୁଁ ବ୍ରହ୍ମଚାରୀ
[02:11.12] ତୁ ଖାଇଲା ପୁଅ ରଙ୍କ, ଆଉ ଦେଖାନା ଗଳି-ବାଙ୍କ
[02:14.64] ତୁ ଖାଇଲା ପୁଅ ରଙ୍କ, ଆଉ ଦେଖାନା ଗଳି-ବାଙ୍କ
[02:18.98] କଥାରେ କୁହୁକ କରୁ ବୁଝି ମୁଁ ନଥିଲି
[02:22.30] ବିଚ୍-ବଜାରେ ତତେ ପ୍ରେମକଲି, ହଁ ପ୍ରେମକଲି
[02:27.28] ଆଲୋ, ତୋ ପ୍ରେମେ ପାଗଳ ମୁଁ ହେଲି
[02:30.99] ମୋ ଛାତିରେ ଫୁଟିଲା ବୋମା, ଟିକେ ଦେ ଚୁମା
[02:58.55] ସାରାରାତି ତତେ ଭାବି ଯାଉଛି ଲୋ ତିନ୍ତି
[03:02.25] ସପନେ ତତେ ଦେଖିଲେ ଯାଇ ଲାଗୁଛି ଟିକେ ଶାନ୍ତି
[03:08.10] ହେ, ମିଠା ମିଠା ଦୁର୍ଘଟଣା ହବ ଯଦି ହଉ
[03:13.15] କୁଆଁରା ଏଇ ମନଟା ମୋର ସମ୍ଭାଳୁ ନାହିଁ ଆଉ
[03:16.41] ଧୀରେ ମାରିଦେ ପ୍ରେମ-ତୀର, ମୋତେ ହଉଛି ପ୍ରେମ-ଜର
[03:20.19] ଧୀରେ ମାରିଦେ ପ୍ରେମ-ତୀର, ମୋତେ ହଉଛି ପ୍ରେମ-ଜର
[03:24.35] ତୋ ପରି ରଙ୍ଗିଲା ଆଜି ଖୋଜି ମୁଁ ପାଇନି
[03:27.82] ବିଚ୍-ବଜାରେ ତତେ ପ୍ରେମକଲି, ହଁ ପ୍ରେମକଲି
[03:32.63] ଆଲୋ, ତୋ ପ୍ରେମେ ପାଗଳ ମୁଁ ହେଲି
[03:36.44] ମୋ ଛାତିରେ ଫୁଟିଲା ବୋମା, ଟିକେ ଦେ ଚୁମା
[03:45.48] ହେଇ, ବିଚ୍-ବଜାରେ ତତେ ପ୍ରେମକଲି, ଆଲୋ, ଆଲୋ, ପ୍ରେମକଲି
[03:51.35] ତୋ ପ୍ରେମେ ପାଗଳ ମୁଁ ହେଲି
[03:54.68] ମୋ ଛାତିରେ ଫୁଟିଲା ବୋମା, ଟିକେ ଦେ ଚୁମା
[04:00.85] ଆରେ, ଆରେ, ରସିଆ ତୁ ମନ ମୋର ନେଇଗଲୁ
[04:04.24] ମନ ନେଇ ଧୀରେ ଧୀରେ ମୋ ଦେହେ ତୁ ଛୁଇଁଦେଲୁ
[04:07.10] ଏମିତି ଚଗଲା ତୁ ରେ ଜାଣି ମୁଁ ନଥିଲି
[04:11.29] ବିଚ୍-ବଜାରେ ତତେ ପ୍ରେମକଲି, ହଁ ପ୍ରେମକଲି
[04:16.26] ଆଲୋ, ଆଲୋ, ତୋ ପ୍ରେମେ ପାଗଳ ମୁଁ ହେଲି
[04:20.24] ମୋ ଛାତିରେ ଫୁଟିଲା ବୋମା, ଟିକେ ଦେ ଚୁମା
[04:27.21] ଟିକେ ଦେ ଚୁମା
[04:30.64] ଟିକେ ଦେ ଚୁମା
[04:33.06]