Hatare Mo
🎵 3330 characters
⏱️ 4:22 duration
🆔 ID: 7117695
📜 Lyrics
ହାତରେ ମୋ ମୁଠା-ମୁଠା ଶରଧା ବାଲି, ଠାକୁରେ ସରଧା ବାଲି
ନରେନ୍ଦ୍ରର ଜଳେ ପଡ଼େ ମଥାରୁ ଝରି
ହାତରେ ମୋ ମୁଠା-ମୁଠା ଶରଧା ବାଲି, ଠାକୁରେ ସରଧା ବାଲି
ନରେନ୍ଦ୍ରର ଜଳେ ପଡ଼େ ମଥାରୁ ଝରି
ଦେହରେ ମୋର ବୋଳା ବଡ଼ଦାଣ୍ଡର ଧୂଳି
ଦେହରେ ମୋର ବୋଳା ବଡ଼ଦାଣ୍ଡର ଧୂଳି
ଚକାଡୋଳା, ଚକାଡୋଳା
କହ ଚକାଡୋଳା ପର ହେଲି କିପରି
ପର ହେଲି କିପରି?
ହାତରେ ମୋ ମୁଠା-ମୁଠା ଶରଧା ବାଲି, ଠାକୁରେ ସରଧା ବାଲି
ନରେନ୍ଦ୍ରର ଜଳେ ପଡ଼େ ମଥାରୁ ଝରି
ଆଖିରେ ମୁଁ ଦେଖୁଥାଇ ତୋର ମୂରତି
କାନ ମୋର ଦିବାନିଶି ଶୁଣେ ତୋ ଗୀତି
ଆଖିରେ ମୁଁ ଦେଖୁଥାଇ ତୋର ମୂରତି
କାନ ମୋର ଦିବାନିଶି ଶୁଣେ ତୋ ଗୀତି
ତୁଣ୍ଡେ ତୁଳସୀ ଜଳ, ତୁଣ୍ଡେ ତୁଳସୀ ଜଳ ପାଏ ମୁଁ ନୀତି
ମୁଣ୍ଡ ମୋର ଛୁଏଁ, ମୁଣ୍ଡ ମୋର ଛୁଏଁ ବଡ଼ ଦାଣ୍ଡର ମାଟି, ବଡ଼ ଦାଣ୍ଡର ମାଟି
ଦଶନାମ ଗାଏ ସଦା
ଦଶନାମ ଗାଏ ସଦା, ଦଶନାମ ଗାଏ ସଦା, ନାମ ତୋହରି
ପର ହେଲି କିପରି?
ହାତରେ ମୋ ମୁଠା-ମୁଠା ଶରଧା ବାଲି, ଠାକୁରେ ସରଧା ବାଲି
ନରେନ୍ଦ୍ରର ଜଳେ ପଡ଼େ ମଥାରୁ ଝରି
ଘର ଜାଣ ନୀଳାଚଳ ବଡ଼ ଦେଉଳ
ପ୍ରଭୁ ପଣେ ତୁହି ଏକା ବଡ଼ ଠାକୁର
ତୋ ପାଇଁ ଭୁଲିଛି ସବୁ, ତୋ ପାଇଁ ଭୁଲିଛି ସବୁ ଆପଣା ପର
ଭରସା କରିଛି ତୋର, ଭରସା କରିଛି ତୋର, ପାଦ ଯୁଗଳ ପ୍ରଭୁ, ପାଦ ଯୁଗଳ
ଜୀବନ ଯିବ ମୋହର
ଜୀବନ ଯିବ ମୋହର, ଜୀବନ ଯିବ ମୋହର ତୋ ନାମ ଧରି

କହ ଚକାଡୋଳା, କହ ଚକାଡୋଳା, କହ ଚକାଡୋଳା, ହେ
କହ ଚକାଡୋଳା, କହ ଚକାଡୋଳା, କହ ଚକାଡୋଳା

⏱️ Synced Lyrics
[00:09.04] ହାତରେ ମୋ ମୁଠା-ମୁଠା ଶରଧା ବାଲି, ଠାକୁରେ ସରଧା ବାଲି
[00:15.95] ନରେନ୍ଦ୍ରର ଜଳେ ପଡ଼େ ମଥାରୁ ଝରି
[00:20.57] ହାତରେ ମୋ ମୁଠା-ମୁଠା ଶରଧା ବାଲି, ଠାକୁରେ ସରଧା ବାଲି
[00:27.77] ନରେନ୍ଦ୍ରର ଜଳେ ପଡ଼େ ମଥାରୁ ଝରି
[00:32.04] ଦେହରେ ମୋର ବୋଳା ବଡ଼ଦାଣ୍ଡର ଧୂଳି
[00:36.78] ଦେହରେ ମୋର ବୋଳା ବଡ଼ଦାଣ୍ଡର ଧୂଳି
[00:40.87] ଚକାଡୋଳା, ଚକାଡୋଳା
[00:45.58] କହ ଚକାଡୋଳା ପର ହେଲି କିପରି
[00:49.34] ପର ହେଲି କିପରି?
[00:51.33] ହାତରେ ମୋ ମୁଠା-ମୁଠା ଶରଧା ବାଲି, ଠାକୁରେ ସରଧା ବାଲି
[00:58.38] ନରେନ୍ଦ୍ରର ଜଳେ ପଡ଼େ ମଥାରୁ ଝରି
[01:02.23]
[01:18.66] ଆଖିରେ ମୁଁ ଦେଖୁଥାଇ ତୋର ମୂରତି
[01:23.12] କାନ ମୋର ଦିବାନିଶି ଶୁଣେ ତୋ ଗୀତି
[01:27.67] ଆଖିରେ ମୁଁ ଦେଖୁଥାଇ ତୋର ମୂରତି
[01:32.22] କାନ ମୋର ଦିବାନିଶି ଶୁଣେ ତୋ ଗୀତି
[01:36.66] ତୁଣ୍ଡେ ତୁଳସୀ ଜଳ, ତୁଣ୍ଡେ ତୁଳସୀ ଜଳ ପାଏ ମୁଁ ନୀତି
[01:43.40] ମୁଣ୍ଡ ମୋର ଛୁଏଁ, ମୁଣ୍ଡ ମୋର ଛୁଏଁ ବଡ଼ ଦାଣ୍ଡର ମାଟି, ବଡ଼ ଦାଣ୍ଡର ମାଟି
[01:52.57] ଦଶନାମ ଗାଏ ସଦା
[01:59.14] ଦଶନାମ ଗାଏ ସଦା, ଦଶନାମ ଗାଏ ସଦା, ନାମ ତୋହରି
[02:04.97] ପର ହେଲି କିପରି?
[02:06.86] ହାତରେ ମୋ ମୁଠା-ମୁଠା ଶରଧା ବାଲି, ଠାକୁରେ ସରଧା ବାଲି
[02:13.91] ନରେନ୍ଦ୍ରର ଜଳେ ପଡ଼େ ମଥାରୁ ଝରି
[02:17.73]
[02:34.00] ଘର ଜାଣ ନୀଳାଚଳ ବଡ଼ ଦେଉଳ
[02:38.43] ପ୍ରଭୁ ପଣେ ତୁହି ଏକା ବଡ଼ ଠାକୁର
[02:42.92] ତୋ ପାଇଁ ଭୁଲିଛି ସବୁ, ତୋ ପାଇଁ ଭୁଲିଛି ସବୁ ଆପଣା ପର
[02:49.67] ଭରସା କରିଛି ତୋର, ଭରସା କରିଛି ତୋର, ପାଦ ଯୁଗଳ ପ୍ରଭୁ, ପାଦ ଯୁଗଳ
[02:58.62] ଜୀବନ ଯିବ ମୋହର
[03:05.34] ଜୀବନ ଯିବ ମୋହର, ଜୀବନ ଯିବ ମୋହର ତୋ ନାମ ଧରି
[03:11.24] ପର ହେଲି କିପରି?
[03:13.23] ହାତରେ ମୋ ମୁଠା-ମୁଠା ଶରଧା ବାଲି, ଠାକୁରେ ସରଧା ବାଲି
[03:20.19] ନରେନ୍ଦ୍ରର ଜଳେ ପଡ଼େ ମଥାରୁ ଝରି
[03:23.49] ଦେହରେ ମୋର ବୋଳା ବଡ଼ଦାଣ୍ଡର ଧୂଳି
[03:27.89] ଦେହରେ ମୋର ବୋଳା ବଡ଼ଦାଣ୍ଡର ଧୂଳି
[03:31.97] ଚକାଡୋଳା, ଚକାଡୋଳା
[03:36.77] କହ ଚକାଡୋଳା ପର ହେଲି କିପରି
[03:40.33] ପର ହେଲି କିପରି?
[03:43.55] ହାତରେ ମୋ ମୁଠା-ମୁଠା ଶରଧା ବାଲି, ଠାକୁରେ ସରଧା ବାଲି
[03:50.05] ନରେନ୍ଦ୍ରର ଜଳେ ପଡ଼େ ମଥାରୁ ଝରି
[03:53.93] କହ ଚକାଡୋଳା, କହ ଚକାଡୋଳା, କହ ଚକାଡୋଳା, ହେ
[04:09.37] କହ ଚକାଡୋଳା, କହ ଚକାଡୋଳା, କହ ଚକାଡୋଳା
[04:17.99]