Home 🎬 Bollywood 🎵 Pakistani 🎤 English Pop

Hatiaa Thakura

👤 Bhikari Bala 🎼 Bhajan Puspanjali ⏱️ 4:55
🎵 2048 characters
⏱️ 4:55 duration
🆔 ID: 7117703

📜 Lyrics

ଠାକୁର ହେ-ଏ
ଠାକୁର ହେ-ଏ

ହଟିଆ ଠାକୁର ଆଉ କେତେ ନାଟ ଦେଖିବ?
ହଟିଆ ଠାକୁର ଆଉ କେତେ ନାଟ ଦେଖିବ?
ହଟିଆ ଠାକୁର ଆଉ

ଚଲାଇ ତାତି ବାଲିରେ
ହାଟ ମୋର ସାରିବ

ହଟିଆ ଠାକୁର ଆଉ କେତେ ନାଟ ଦେଖିବ?
ହଟିଆ ଠାକୁର ଆଉ...

ଗୁହାରି ମୋ ନଶୁଣ ଯେବେ, କା' ଆଗେ ମୁଁ କହିବି ତେବେ?
ଗୁହାରି ମୋ ନଶୁଣ ଯେବେ, କା' ଆଗେ ମୁଁ କହିବି ତେବେ?
ଦୀନବନ୍ଧୁ ନାମେ ସିନା
ଦୀନବନ୍ଧୁ ନାମେ ସିନା
ଦୀନବନ୍ଧୁ ନାମେ ସିନା
ଅପଯଶ ବାନା ଉଡ଼ିବ

ହଟିଆ ଠାକୁର ଆଉ କେତେ ନାଟ ଦେଖିବ?
ହଟିଆ ଠାକୁର ଆଉ...

କଲ ବଲ କରୁଛି ଏତେ, କି ସୁଖ ବା ପାଉଛି ସତେ?
କଲ ବଲ କରୁଛି ଏତେ, କି ସୁଖ ବା ପାଉଛି ସତେ?
ଦୁଃଖ ପରେ ଦୁଃଖ ଦାଉ
ଦୁଃଖ ପରେ ଦୁଃଖ ଦାଉ
କେତେ ଆଉ କିଏ ସହିବ?

ହଟିଆ ଠାକୁର ଆଉ କେତେ ନାଟ ଦେଖିବ?
ହଟିଆ ଠାକୁର ଆଉ...

ସବୁ ଶୁଣୁଛ ଦେଖୁଛ, ମନେ ଥାଇ କି ନଜାଣୁଛ?
ସବୁ ଶୁଣୁଛ ଦେଖୁଛ, ମନେ ଥାଇ କି ନଜାଣୁଛ?
ଚେଇଁ ଶୋଇବା ଗୁଣଟି
ଚେଇଁ ଶୋଇବା ଗୁଣଟି
କେବେ ଆଉ ତମେ ଛାଡ଼ିବ?

ହଟିଆ ଠାକୁର ଆଉ କେତେ ନାଟ ଦେଖିବ?
ହଟିଆ ଠାକୁର ଆଉ...

ଚଲାଇ ତାତି ବାଲିରେ
ହାଟ ମୋର ସାରିବା
ହଟିଆ ଠାକୁର ଆଉ କେତେ ନାଟ ଦେଖିବ?
ହଟିଆ ଠାକୁର ଆଉ...

⭐ Rate These Lyrics

Average: 0.0/5 • 0 ratings