Home 🎬 Bollywood 🎵 Pakistani 🎤 English Pop

Kotha Bhoga Khiaa

👤 Bhikari Bala 🎼 Bhajan Puspanjali ⏱️ 4:56
🎵 2093 characters
⏱️ 4:56 duration
🆔 ID: 7117758

📜 Lyrics

କୋଠ ଭୋଗଖିଆ

କୋଠ ଭୋଗଖିଆ
ମୋ ଚକା-ଆଖିଆ
କୋଠ ଭୋଗଖିଆ
ମୋ ଚକା-ଆଖିଆ

ଉଠ ହେ ପହଡ଼ ଭାଙ୍ଗି
ଉଠ ହେ ପହଡ଼ ଭାଙ୍ଗି

ପଣ୍ଡା ପଢ଼ିହାରୀ, କରନ୍ତି ଗୁହାରି
ହେବାକୁ ଚନ୍ଦନ ଲାଗି

ହେବାକୁ ଚନ୍ଦନ ଲାଗି

କୋଠ ଭୋଗଖିଆ

ନିଦା ପଥରହେ ନିଦକେ ଶୋଇଲ
୬୦ ପଉଟି ଖାଇ
୬୦ ପଉଟି ଖାଇ

ଅନାଥ ଜନଙ୍କ ଡ଼ାକ ନ ଶୁଣୁଛ
ଅନାଥ ଜନଙ୍କ ଡ଼ାକ ନ ଶୁଣୁଛ
ଜଗତର ନାଥ ହୋଇ

ଆରତି ବେଳ ଯେ ଗଡ଼ି ଯାଉଅଛି
ଉଠ ହେ ଛପନଭୋଗୀ

ହେବାକୁ ଚନ୍ଦନ ଲାଗି

କୋଠ ଭୋଗଖିଆ

ପତିତପାବନ ବାନା ଉଡ଼ାଉଛ
ପତିତ ଉଦ୍ଧାର ପାଇଁ
ପତିତ ଉଦ୍ଧାର ପାଇଁ

ପତିତପାବନ ବାନା ଉଡ଼ାଉଛ
ପତିତ ଉଦ୍ଧାର ପାଇଁ
ପତିତ ଉଦ୍ଧାର ପାଇଁ

ମୁଁ ଜଣେ ପତିତ, କାନ୍ଦି-କାନ୍ଦି ମରେ
ମୁଁ ଜଣେ ପତିତ, କାନ୍ଦି-କାନ୍ଦି ମରେ
ମୋ ଡ଼ାକ କି ଶୁଭୁନାହିଁ?

ଏଡ଼େ ବଡ଼ପଣ ବହିଅଛ ପ୍ରଭୁ
କୁହ ତେବେ କାହା ଲାଗି?

ହେବାକୁ ଚନ୍ଦନ ଲାଗି

କୋଠ ଭୋଗ ଖିଆ
ମୋ ଚକା-ଆଖିଆ
ଉଠ ହେ ପହଡ଼ ଭାଙ୍ଗି
ଉଠ ହେ ପହଡ଼ ଭାଙ୍ଗି

ପଣ୍ଡା ପଢ଼ିହାରୀ, କରନ୍ତି ଗୁହାରି
ହେବାକୁ ଚନ୍ଦନ ଲାଗି
ହେବାକୁ ଚନ୍ଦନ ଲାଗି

କୋଠ ଭୋଗଖିଆ
କୋଠ ଭୋଗଖିଆ
ମୋ ଚକା-ଆଖିଆ

ଉଠ ହେ ପହଡ଼ ଭାଙ୍ଗି
ଉଠ ହେ ପହଡ଼ ଭାଙ୍ଗି

⏱️ Synced Lyrics

[00:37.97] କୋଠ ଭୋଗଖିଆ
[00:46.41] କୋଠ ଭୋଗଖିଆ
[00:49.16] ମୋ ଚକା-ଆଖିଆ
[00:52.18] କୋଠ ଭୋଗଖିଆ
[00:54.79] ମୋ ଚକା-ଆଖିଆ
[00:57.57] ଉଠ ହେ ପହଡ଼ ଭାଙ୍ଗି
[01:02.70] ଉଠ ହେ ପହଡ଼ ଭାଙ୍ଗି
[01:08.33] ପଣ୍ଡା ପଢ଼ିହାରୀ, କରନ୍ତି ଗୁହାରି
[01:13.72] ହେବାକୁ ଚନ୍ଦନ ଲାଗି
[01:19.02] ହେବାକୁ ଚନ୍ଦନ ଲାଗି
[01:24.68] କୋଠ ଭୋଗଖିଆ
[01:29.16]
[01:46.20] ନିଦା ପଥରହେ ନିଦକେ ଶୋଇଲ
[01:51.75] ୬୦ ପଉଟି ଖାଇ
[01:57.06] ୬୦ ପଉଟି ଖାଇ
[02:02.45] ଅନାଥ ଜନଙ୍କ ଡ଼ାକ ନ ଶୁଣୁଛ
[02:07.95] ଅନାଥ ଜନଙ୍କ ଡ଼ାକ ନ ଶୁଣୁଛ
[02:13.08] ଜଗତର ନାଥ ହୋଇ
[02:18.22] ଆରତି ବେଳ ଯେ ଗଡ଼ି ଯାଉଅଛି
[02:23.52] ଉଠ ହେ ଛପନଭୋଗୀ
[02:27.73] ହେବାକୁ ଚନ୍ଦନ ଲାଗି
[02:33.19] କୋଠ ଭୋଗଖିଆ
[02:38.24]
[02:55.23] ପତିତପାବନ ବାନା ଉଡ଼ାଉଛ
[03:00.40] ପତିତ ଉଦ୍ଧାର ପାଇଁ
[03:05.92] ପତିତ ଉଦ୍ଧାର ପାଇଁ
[03:11.03] ପତିତପାବନ ବାନା ଉଡ଼ାଉଛ
[03:16.48] ପତିତ ଉଦ୍ଧାର ପାଇଁ
[03:21.87] ପତିତ ଉଦ୍ଧାର ପାଇଁ
[03:27.05] ମୁଁ ଜଣେ ପତିତ, କାନ୍ଦି-କାନ୍ଦି ମରେ
[03:32.19] ମୁଁ ଜଣେ ପତିତ, କାନ୍ଦି-କାନ୍ଦି ମରେ
[03:37.33] ମୋ ଡ଼ାକ କି ଶୁଭୁନାହିଁ?
[03:42.67] ଏଡ଼େ ବଡ଼ପଣ ବହିଅଛ ପ୍ରଭୁ
[03:47.86] କୁହ ତେବେ କାହା ଲାଗି?
[03:52.05] ହେବାକୁ ଚନ୍ଦନ ଲାଗି
[03:57.53] କୋଠ ଭୋଗ ଖିଆ
[04:00.05] ମୋ ଚକା-ଆଖିଆ
[04:02.54] ଉଠ ହେ ପହଡ଼ ଭାଙ୍ଗି
[04:07.50] ଉଠ ହେ ପହଡ଼ ଭାଙ୍ଗି
[04:12.76] ପଣ୍ଡା ପଢ଼ିହାରୀ, କରନ୍ତି ଗୁହାରି
[04:17.97] ହେବାକୁ ଚନ୍ଦନ ଲାଗି
[04:23.01] ହେବାକୁ ଚନ୍ଦନ ଲାଗି
[04:28.08] କୋଠ ଭୋଗଖିଆ
[04:30.65] କୋଠ ଭୋଗଖିଆ
[04:32.91] ମୋ ଚକା-ଆଖିଆ
[04:35.74] ଉଠ ହେ ପହଡ଼ ଭାଙ୍ଗି
[04:40.71] ଉଠ ହେ ପହଡ଼ ଭାଙ୍ଗି
[04:52.78]

⭐ Rate These Lyrics

Average: 0.0/5 • 0 ratings