Home 🎬 Bollywood 🎵 Pakistani 🎤 English Pop

Sathie Pauti

👤 Bhikari Bala 🎼 Bhajan Saradha ⏱️ 6:26
🎵 2664 characters
⏱️ 6:26 duration
🆔 ID: 7117785

📜 Lyrics

ଷାଠିଏ ପଉଟି ଭୋଗରୁ ତୁମର
କାଢ଼ିତ ନେଇନି ହରି
କୁହ ତେବେ କେଉଁ ଅପରାଧେ ମୋତେ
କୁହ ତେବେ କେଉଁ ଅପରାଧେ ମୋତେ
କଲ ଦାଣ୍ଡର ଭିକାରି
କଲ ଦାଣ୍ଡର ଭିକାରି

ଷାଠିଏ ପଉଟି ଭୋଗରୁ ତୁମର
କାଢ଼ି ନେଇନି ହରି
ଷାଠିଏ ପଉଟି ଭୋଗରୁ ତୁମର
କାଢ଼ିତ ନେଇନି ହରି

କୁହ ତେବେ କେଉଁ ଅପରାଧେ ମୋତେ
କୁହ ତେବେ କେଉଁ ଅପରାଧେ ମୋତେ
କଲ ଦାଣ୍ଡର ଭିକାରି
କଲ ଦାଣ୍ଡର ଭିକାରି

ଷାଠିଏ ପଉଟି ଭୋଗରୁ ତୁମର
କାଢ଼ିତ ନେଇନି ହରି

ଭିକାରି କରିବା ଯେବେ ତୁମ ଇଚ୍ଛା
ଭିକାରି କରିବା ଯେବେ ତୁମ ଇଚ୍ଛା
ନାହିଁ ମୋ ମନରେ ଦୁଃଖ

ସିଂହଦ୍ବାର ବିନା ଆନ ଦୁଆରକୁ
ସିଂହଦ୍ବାର ବିନା ଆନ ଦୁଆରକୁ
ମୁଁ ମାଗି ଯିବି ନାହିଁ ଭିକ

ଆହେ ଇଚ୍ଛାମୟ ଇଚ୍ଛାରେ ତୁମରି
ଆହେ ଇଚ୍ଛାମୟ ଇଚ୍ଛାରେ ତୁମରି
ଦିଅ ମୋର ଥାଳ ଭରି
କଲ ଦାଣ୍ଡର ଭିକାରି
କଲ ଦାଣ୍ଡର ଭିକାରି

ଷାଠିଏ ପଉଟି ଭୋଗରୁ ତୁମର
କାଢ଼ିତ ନେଇନି ହରି

ଜାଣି-ଶୁଣି ଯେବେ ଚେଇଁ ଶୋଇଥିବ
ପ୍ରଭୁ ହେ, ପ୍ରଭୁ

ଜାଣିଶୁଣି ଯେବେ ଚେଇଁ ଶୋଇଥିବ
ମୁଁ କହିବି କାହାକୁ ଆଉ?
ଆଉ କାହା ପାଶେ ପତାଇବି ହାତ?
ତୁମେ ପ୍ରଭୁ ଥାଉ-ଥାଉ

ଖାଲି ହାତେ ପଛେ ଫେରିଯିବି ପ୍ରଭୁ
ଖାଲି ହାତେ ପଛେ ଫେରିଯିବି ପ୍ରଭୁ
ଏ ବଡ଼ଦାଣ୍ଡେ ଛାଡ଼ି ହୁରି
କଲ ଦାଣ୍ଡର ଭିକାରି

ଷାଠିଏ ପଉଟି ଭୋଗରୁ ତୁମର
କାଢ଼ିତ ନେଇନି ହରି

କୁହ ତେବେ କେଉଁ ଅପରାଧେ ମୋତେ
କୁହ ତେବେ କେଉଁ ଅପରାଧେ ମୋତେ

କଲ ଦାଣ୍ଡର ଭିକାରି
କଲ ଦାଣ୍ଡର ଭିକାରି
କଲ ଦାଣ୍ଡର ଭିକାରି
କଲ ଦାଣ୍ଡର ଭିକାରି

⏱️ Synced Lyrics

[00:44.84] ଷାଠିଏ ପଉଟି ଭୋଗରୁ ତୁମର
[00:59.61] କାଢ଼ିତ ନେଇନି ହରି
[01:09.47] କୁହ ତେବେ କେଉଁ ଅପରାଧେ ମୋତେ
[01:19.73] କୁହ ତେବେ କେଉଁ ଅପରାଧେ ମୋତେ
[01:30.62] କଲ ଦାଣ୍ଡର ଭିକାରି
[01:40.64] କଲ ଦାଣ୍ଡର ଭିକାରି
[01:45.63]
[01:55.86] ଷାଠିଏ ପଉଟି ଭୋଗରୁ ତୁମର
[02:02.07] କାଢ଼ି ନେଇନି ହରି
[02:07.69] ଷାଠିଏ ପଉଟି ଭୋଗରୁ ତୁମର
[02:14.08] କାଢ଼ିତ ନେଇନି ହରି
[02:19.62] କୁହ ତେବେ କେଉଁ ଅପରାଧେ ମୋତେ
[02:25.82] କୁହ ତେବେ କେଉଁ ଅପରାଧେ ମୋତେ
[02:31.98] କଲ ଦାଣ୍ଡର ଭିକାରି
[02:37.88] କଲ ଦାଣ୍ଡର ଭିକାରି
[02:42.30] ଷାଠିଏ ପଉଟି ଭୋଗରୁ ତୁମର
[02:48.50] କାଢ଼ିତ ନେଇନି ହରି
[02:53.14]
[03:03.26] ଭିକାରି କରିବା ଯେବେ ତୁମ ଇଚ୍ଛା
[03:09.23] ଭିକାରି କରିବା ଯେବେ ତୁମ ଇଚ୍ଛା
[03:15.36] ନାହିଁ ମୋ ମନରେ ଦୁଃଖ
[03:21.22] ସିଂହଦ୍ବାର ବିନା ଆନ ଦୁଆରକୁ
[03:27.15] ସିଂହଦ୍ବାର ବିନା ଆନ ଦୁଆରକୁ
[03:33.05] ମୁଁ ମାଗି ଯିବି ନାହିଁ ଭିକ
[03:37.78] ଆହେ ଇଚ୍ଛାମୟ ଇଚ୍ଛାରେ ତୁମରି
[03:43.67] ଆହେ ଇଚ୍ଛାମୟ ଇଚ୍ଛାରେ ତୁମରି
[03:49.66] ଦିଅ ମୋର ଥାଳ ଭରି
[03:55.47] କଲ ଦାଣ୍ଡର ଭିକାରି
[03:59.96] କଲ ଦାଣ୍ଡର ଭିକାରି
[04:04.32] ଷାଠିଏ ପଉଟି ଭୋଗରୁ ତୁମର
[04:10.41] କାଢ଼ିତ ନେଇନି ହରି
[04:15.35]
[04:24.95] ଜାଣି-ଶୁଣି ଯେବେ ଚେଇଁ ଶୋଇଥିବ
[04:34.64] ପ୍ରଭୁ ହେ, ପ୍ରଭୁ
[04:51.78] ଜାଣିଶୁଣି ଯେବେ ଚେଇଁ ଶୋଇଥିବ
[04:57.45] ମୁଁ କହିବି କାହାକୁ ଆଉ?
[05:03.59] ଆଉ କାହା ପାଶେ ପତାଇବି ହାତ?
[05:09.42] ତୁମେ ପ୍ରଭୁ ଥାଉ-ଥାଉ
[05:15.58] ଖାଲି ହାତେ ପଛେ ଫେରିଯିବି ପ୍ରଭୁ
[05:21.44] ଖାଲି ହାତେ ପଛେ ଫେରିଯିବି ପ୍ରଭୁ
[05:27.38] ଏ ବଡ଼ଦାଣ୍ଡେ ଛାଡ଼ି ହୁରି
[05:33.45] କଲ ଦାଣ୍ଡର ଭିକାରି
[05:39.03] ଷାଠିଏ ପଉଟି ଭୋଗରୁ ତୁମର
[05:45.27] କାଢ଼ିତ ନେଇନି ହରି
[05:49.67] କୁହ ତେବେ କେଉଁ ଅପରାଧେ ମୋତେ
[05:55.55] କୁହ ତେବେ କେଉଁ ଅପରାଧେ ମୋତେ
[06:01.66] କଲ ଦାଣ୍ଡର ଭିକାରି
[06:07.46] କଲ ଦାଣ୍ଡର ଭିକାରି
[06:11.95] କଲ ଦାଣ୍ଡର ଭିକାରି
[06:16.26] କଲ ଦାଣ୍ଡର ଭିକାରି
[06:24.03]

⭐ Rate These Lyrics

Average: 0.0/5 • 0 ratings