Ranga Rasia
🎵 4037 characters
⏱️ 5:06 duration
🆔 ID: 7161778
📜 Lyrics
ଆଖିରେ ଆଖି ଯେବେ ମିଶେଇକି ହସିଦଉ
ଛାତିରେ ଖେଳେ ମୋ ବିଜୁଳି
ପାଖକୁ ଆସି ଯେବେ ମତେ ଛୁଇଁ ଚାଲିଯାଉ
ଲାଜରେ ଯାଏ ମୁଁ ଝାଉଁଳି
ଖୋଲି ଲାଜର ଗହଣା
ଆ ପାଖକୁ ଟିକେ ମୋ ଖାଲି
ମିଳନର ଋତୁ ଇଏ
ଭଲ ପାଇବାରେ ସବୁଭୁଲି
କାହିଁକି ଦୂରେ ରହୁଛୁ ତୁ ରେ? କରି ମିଛ ବାହାନା
ପ୍ରେମର ରଙ୍ଗ ଭରି ମାରିଦେ ପିଚକାରୀ
ସଜେଇଦେ ମତେ ରଙ୍ଗ-ରସିଆ
ହୋଲିର ରଙ୍ଗ ଖାଲି ଦିନକ ପାଇଁ ସିନା
ପ୍ରେମର ରଙ୍ଗ ପରା ବାରମାସିଆ
ହେ, ପ୍ରେମର ରଙ୍ଗ ଭରି ମାରିଦେ ପିଚକାରୀ
ସଜେଇଦେ ମତେ ରଙ୍ଗ-ରସିଆ
ହୋଲିର ରଙ୍ଗ ଖାଲି ଦିନକ ପାଇଁ ସିନା
ପ୍ରେମର ରଙ୍ଗ ପରା ବାରମାସିଆ
କାଇଁ ଆଗେପଛେ ତୁ ଘୁରି ବୁଲୁଛୁ ମୋର?
ଏତେ ସହଜରେ ଧରା ଦେବିନି ହାତେ ତୋର
କେତେ ଝିଅ ଦେଖିଛି ତୋ ଆଗରୁ ମୋ ଆଖି
ହେଲେ ତୋ ପାଖରେ ଗଲା ମନଟା ମୋ ଅଟକି
ମିଠା କଥା କହି ମସ୍କା
କାଇଁ ମାରୁଛୁ ତୁ ଏତେ କହ?
ନ ଚାହିଁ ବି ତୋ ଆଡ଼କୁ
ଢଳି ଯାଉଛି ମୋ ହୃଦୟ
ଲାଗୁଛି ଡ଼ର, ପ୍ରେମରେ ତୋର ପଡ଼ିଯିବ ମନଟା
ପ୍ରେମର ରଙ୍ଗ ଭରି ମାରିଦେ ପିଚକାରୀ
ସଜେଇଦେ ମତେ ରଙ୍ଗ-ରସିଆ
ହୋଲିର ରଙ୍ଗ ଖାଲି ଦିନକ ପାଇଁ ସିନା
ପ୍ରେମର ରଙ୍ଗ ପରା ବାରମାସିଆ
ହାଁ, ପ୍ରେମର ରଙ୍ଗ ଭରି ମାରିଦେ ପିଚକାରୀ
ସଜେଇଦେ ମତେ ରଙ୍ଗ-ରସିଆ
ହୋଲିର ରଙ୍ଗ ଖାଲି ଦିନକ ପାଇଁ ସିନା
ପ୍ରେମର ରଙ୍ଗ ପରା ବାରମାସିଆ
(ପ୍ରେମ ତୋ ଭାଙ୍ଗ ପରି)
(ମନ ଗଲା ଘୁରି-ଘୁରି)
(ଚାଲ୍ ଆଜି ଖେଳିବା ହୋଲି)
(ବାହାନା କିଛି ତୁ ଦେ ନା ଗୋରୀ)
(ଲୋକେ କରି ଚୋରି-ଚୋରି)
(ପ୍ରେମ ରଙ୍ଗ ଦେବି ମୁଁ ବୋଳି)
(ଖୋଜିଦେ ତୁ ସାରା ଦୁନିଆଁ)
(କେହି ମିଳିବନି ମୋରି ଭଳି)
ସଜବାଜ ହେଇ ତୁ, ଆସୁ ଯେବେ ସାମ୍ନାକୁ
ଲାଗେ ଦିନ ଦି ପହରେ ଦେଖିନେଲି ଜହ୍ନକୁ
ଏମିତି ତୁ ଚାହାଁନି ପ୍ରେମ ମିଶା ନଜରେ
ଓଦା ଜୁଡୁବୁଡୁ ମୁଁ ହେଇଯାଏ ଲାଜରେ
ଯିଏ ଯାହା ଭାବୁ ପଛେ
ଆମ ଦୁହିଁଙ୍କୁ ଏକାଠି ଦେଖି
ଆ ପ୍ରେମୀ ତାଲିକାରେ
ଦବା ଦୁହିଁଙ୍କର ନାଆଁ ଲେଖି
ଭଲ ପାଉଛେ, ପାପ କରୁନେ, ହଉ କାହିଁ ଛାନିଆଁ?
ପ୍ରେମର ରଙ୍ଗ ଭରି ମାରିଦେ ପିଚକାରୀ
ସଜେଇଦେ ମତେ ରଙ୍ଗ-ରସିଆ
ହୋଲିର ରଙ୍ଗ ଖାଲି ଦିନକ ପାଇଁ ସିନା
ପ୍ରେମର ରଙ୍ଗ ପରା ବାରମାସିଆ
ହଁ, ପ୍ରେମର ରଙ୍ଗ ଭରି ମାରିଦେ ପିଚକାରୀ
ସଜେଇଦେ ମତେ ରଙ୍ଗ-ରସିଆ
ହୋଲିର ରଙ୍ଗ ଖାଲି ଦିନକ ପାଇଁ ସିନା
ପ୍ରେମର ରଙ୍ଗ ପରା ବାରମାସିଆ
ଛାତିରେ ଖେଳେ ମୋ ବିଜୁଳି
ପାଖକୁ ଆସି ଯେବେ ମତେ ଛୁଇଁ ଚାଲିଯାଉ
ଲାଜରେ ଯାଏ ମୁଁ ଝାଉଁଳି
ଖୋଲି ଲାଜର ଗହଣା
ଆ ପାଖକୁ ଟିକେ ମୋ ଖାଲି
ମିଳନର ଋତୁ ଇଏ
ଭଲ ପାଇବାରେ ସବୁଭୁଲି
କାହିଁକି ଦୂରେ ରହୁଛୁ ତୁ ରେ? କରି ମିଛ ବାହାନା
ପ୍ରେମର ରଙ୍ଗ ଭରି ମାରିଦେ ପିଚକାରୀ
ସଜେଇଦେ ମତେ ରଙ୍ଗ-ରସିଆ
ହୋଲିର ରଙ୍ଗ ଖାଲି ଦିନକ ପାଇଁ ସିନା
ପ୍ରେମର ରଙ୍ଗ ପରା ବାରମାସିଆ
ହେ, ପ୍ରେମର ରଙ୍ଗ ଭରି ମାରିଦେ ପିଚକାରୀ
ସଜେଇଦେ ମତେ ରଙ୍ଗ-ରସିଆ
ହୋଲିର ରଙ୍ଗ ଖାଲି ଦିନକ ପାଇଁ ସିନା
ପ୍ରେମର ରଙ୍ଗ ପରା ବାରମାସିଆ
କାଇଁ ଆଗେପଛେ ତୁ ଘୁରି ବୁଲୁଛୁ ମୋର?
ଏତେ ସହଜରେ ଧରା ଦେବିନି ହାତେ ତୋର
କେତେ ଝିଅ ଦେଖିଛି ତୋ ଆଗରୁ ମୋ ଆଖି
ହେଲେ ତୋ ପାଖରେ ଗଲା ମନଟା ମୋ ଅଟକି
ମିଠା କଥା କହି ମସ୍କା
କାଇଁ ମାରୁଛୁ ତୁ ଏତେ କହ?
ନ ଚାହିଁ ବି ତୋ ଆଡ଼କୁ
ଢଳି ଯାଉଛି ମୋ ହୃଦୟ
ଲାଗୁଛି ଡ଼ର, ପ୍ରେମରେ ତୋର ପଡ଼ିଯିବ ମନଟା
ପ୍ରେମର ରଙ୍ଗ ଭରି ମାରିଦେ ପିଚକାରୀ
ସଜେଇଦେ ମତେ ରଙ୍ଗ-ରସିଆ
ହୋଲିର ରଙ୍ଗ ଖାଲି ଦିନକ ପାଇଁ ସିନା
ପ୍ରେମର ରଙ୍ଗ ପରା ବାରମାସିଆ
ହାଁ, ପ୍ରେମର ରଙ୍ଗ ଭରି ମାରିଦେ ପିଚକାରୀ
ସଜେଇଦେ ମତେ ରଙ୍ଗ-ରସିଆ
ହୋଲିର ରଙ୍ଗ ଖାଲି ଦିନକ ପାଇଁ ସିନା
ପ୍ରେମର ରଙ୍ଗ ପରା ବାରମାସିଆ
(ପ୍ରେମ ତୋ ଭାଙ୍ଗ ପରି)
(ମନ ଗଲା ଘୁରି-ଘୁରି)
(ଚାଲ୍ ଆଜି ଖେଳିବା ହୋଲି)
(ବାହାନା କିଛି ତୁ ଦେ ନା ଗୋରୀ)
(ଲୋକେ କରି ଚୋରି-ଚୋରି)
(ପ୍ରେମ ରଙ୍ଗ ଦେବି ମୁଁ ବୋଳି)
(ଖୋଜିଦେ ତୁ ସାରା ଦୁନିଆଁ)
(କେହି ମିଳିବନି ମୋରି ଭଳି)
ସଜବାଜ ହେଇ ତୁ, ଆସୁ ଯେବେ ସାମ୍ନାକୁ
ଲାଗେ ଦିନ ଦି ପହରେ ଦେଖିନେଲି ଜହ୍ନକୁ
ଏମିତି ତୁ ଚାହାଁନି ପ୍ରେମ ମିଶା ନଜରେ
ଓଦା ଜୁଡୁବୁଡୁ ମୁଁ ହେଇଯାଏ ଲାଜରେ
ଯିଏ ଯାହା ଭାବୁ ପଛେ
ଆମ ଦୁହିଁଙ୍କୁ ଏକାଠି ଦେଖି
ଆ ପ୍ରେମୀ ତାଲିକାରେ
ଦବା ଦୁହିଁଙ୍କର ନାଆଁ ଲେଖି
ଭଲ ପାଉଛେ, ପାପ କରୁନେ, ହଉ କାହିଁ ଛାନିଆଁ?
ପ୍ରେମର ରଙ୍ଗ ଭରି ମାରିଦେ ପିଚକାରୀ
ସଜେଇଦେ ମତେ ରଙ୍ଗ-ରସିଆ
ହୋଲିର ରଙ୍ଗ ଖାଲି ଦିନକ ପାଇଁ ସିନା
ପ୍ରେମର ରଙ୍ଗ ପରା ବାରମାସିଆ
ହଁ, ପ୍ରେମର ରଙ୍ଗ ଭରି ମାରିଦେ ପିଚକାରୀ
ସଜେଇଦେ ମତେ ରଙ୍ଗ-ରସିଆ
ହୋଲିର ରଙ୍ଗ ଖାଲି ଦିନକ ପାଇଁ ସିନା
ପ୍ରେମର ରଙ୍ଗ ପରା ବାରମାସିଆ
⏱️ Synced Lyrics
[00:31.36] ଆଖିରେ ଆଖି ଯେବେ ମିଶେଇକି ହସିଦଉ
[00:35.09] ଛାତିରେ ଖେଳେ ମୋ ବିଜୁଳି
[00:42.67] ପାଖକୁ ଆସି ଯେବେ ମତେ ଛୁଇଁ ଚାଲିଯାଉ
[00:46.45] ଲାଜରେ ଯାଏ ମୁଁ ଝାଉଁଳି
[00:49.88] ଖୋଲି ଲାଜର ଗହଣା
[00:51.64] ଆ ପାଖକୁ ଟିକେ ମୋ ଖାଲି
[00:53.82] ମିଳନର ଋତୁ ଇଏ
[00:55.72] ଭଲ ପାଇବାରେ ସବୁଭୁଲି
[00:57.88] କାହିଁକି ଦୂରେ ରହୁଛୁ ତୁ ରେ? କରି ମିଛ ବାହାନା
[01:03.67] ପ୍ରେମର ରଙ୍ଗ ଭରି ମାରିଦେ ପିଚକାରୀ
[01:07.44] ସଜେଇଦେ ମତେ ରଙ୍ଗ-ରସିଆ
[01:11.16] ହୋଲିର ରଙ୍ଗ ଖାଲି ଦିନକ ପାଇଁ ସିନା
[01:14.96] ପ୍ରେମର ରଙ୍ଗ ପରା ବାରମାସିଆ
[01:18.34] ହେ, ପ୍ରେମର ରଙ୍ଗ ଭରି ମାରିଦେ ପିଚକାରୀ
[01:22.60] ସଜେଇଦେ ମତେ ରଙ୍ଗ-ରସିଆ
[01:26.36] ହୋଲିର ରଙ୍ଗ ଖାଲି ଦିନକ ପାଇଁ ସିନା
[01:30.31] ପ୍ରେମର ରଙ୍ଗ ପରା ବାରମାସିଆ
[01:33.93]
[01:58.17] କାଇଁ ଆଗେପଛେ ତୁ ଘୁରି ବୁଲୁଛୁ ମୋର?
[02:02.03] ଏତେ ସହଜରେ ଧରା ଦେବିନି ହାତେ ତୋର
[02:09.68] କେତେ ଝିଅ ଦେଖିଛି ତୋ ଆଗରୁ ମୋ ଆଖି
[02:13.51] ହେଲେ ତୋ ପାଖରେ ଗଲା ମନଟା ମୋ ଅଟକି
[02:17.64] ମିଠା କଥା କହି ମସ୍କା
[02:19.32] କାଇଁ ମାରୁଛୁ ତୁ ଏତେ କହ?
[02:21.31] ନ ଚାହିଁ ବି ତୋ ଆଡ଼କୁ
[02:23.26] ଢଳି ଯାଉଛି ମୋ ହୃଦୟ
[02:25.56] ଲାଗୁଛି ଡ଼ର, ପ୍ରେମରେ ତୋର ପଡ଼ିଯିବ ମନଟା
[02:31.15] ପ୍ରେମର ରଙ୍ଗ ଭରି ମାରିଦେ ପିଚକାରୀ
[02:34.91] ସଜେଇଦେ ମତେ ରଙ୍ଗ-ରସିଆ
[02:38.97] ହୋଲିର ରଙ୍ଗ ଖାଲି ଦିନକ ପାଇଁ ସିନା
[02:42.72] ପ୍ରେମର ରଙ୍ଗ ପରା ବାରମାସିଆ
[02:46.09] ହାଁ, ପ୍ରେମର ରଙ୍ଗ ଭରି ମାରିଦେ ପିଚକାରୀ
[02:50.13] ସଜେଇଦେ ମତେ ରଙ୍ଗ-ରସିଆ
[02:54.02] ହୋଲିର ରଙ୍ଗ ଖାଲି ଦିନକ ପାଇଁ ସିନା
[02:57.87] ପ୍ରେମର ରଙ୍ଗ ପରା ବାରମାସିଆ
[03:01.75]
[03:09.49] (ପ୍ରେମ ତୋ ଭାଙ୍ଗ ପରି)
[03:11.50] (ମନ ଗଲା ଘୁରି-ଘୁରି)
[03:13.51] (ଚାଲ୍ ଆଜି ଖେଳିବା ହୋଲି)
[03:14.92] (ବାହାନା କିଛି ତୁ ଦେ ନା ଗୋରୀ)
[03:17.12] (ଲୋକେ କରି ଚୋରି-ଚୋରି)
[03:19.10] (ପ୍ରେମ ରଙ୍ଗ ଦେବି ମୁଁ ବୋଳି)
[03:20.89] (ଖୋଜିଦେ ତୁ ସାରା ଦୁନିଆଁ)
[03:22.56] (କେହି ମିଳିବନି ମୋରି ଭଳି)
[03:24.58]
[03:41.06] ସଜବାଜ ହେଇ ତୁ, ଆସୁ ଯେବେ ସାମ୍ନାକୁ
[03:44.74] ଲାଗେ ଦିନ ଦି ପହରେ ଦେଖିନେଲି ଜହ୍ନକୁ
[03:52.51] ଏମିତି ତୁ ଚାହାଁନି ପ୍ରେମ ମିଶା ନଜରେ
[03:56.27] ଓଦା ଜୁଡୁବୁଡୁ ମୁଁ ହେଇଯାଏ ଲାଜରେ
[04:00.41] ଯିଏ ଯାହା ଭାବୁ ପଛେ
[04:02.32] ଆମ ଦୁହିଁଙ୍କୁ ଏକାଠି ଦେଖି
[04:04.24] ଆ ପ୍ରେମୀ ତାଲିକାରେ
[04:06.04] ଦବା ଦୁହିଁଙ୍କର ନାଆଁ ଲେଖି
[04:08.31] ଭଲ ପାଉଛେ, ପାପ କରୁନେ, ହଉ କାହିଁ ଛାନିଆଁ?
[04:14.15] ପ୍ରେମର ରଙ୍ଗ ଭରି ମାରିଦେ ପିଚକାରୀ
[04:17.98] ସଜେଇଦେ ମତେ ରଙ୍ଗ-ରସିଆ
[04:21.63] ହୋଲିର ରଙ୍ଗ ଖାଲି ଦିନକ ପାଇଁ ସିନା
[04:25.46] ପ୍ରେମର ରଙ୍ଗ ପରା ବାରମାସିଆ
[04:28.65] ହଁ, ପ୍ରେମର ରଙ୍ଗ ଭରି ମାରିଦେ ପିଚକାରୀ
[04:33.19] ସଜେଇଦେ ମତେ ରଙ୍ଗ-ରସିଆ
[04:36.82] ହୋଲିର ରଙ୍ଗ ଖାଲି ଦିନକ ପାଇଁ ସିନା
[04:40.86] ପ୍ରେମର ରଙ୍ଗ ପରା ବାରମାସିଆ
[04:44.57]
[00:35.09] ଛାତିରେ ଖେଳେ ମୋ ବିଜୁଳି
[00:42.67] ପାଖକୁ ଆସି ଯେବେ ମତେ ଛୁଇଁ ଚାଲିଯାଉ
[00:46.45] ଲାଜରେ ଯାଏ ମୁଁ ଝାଉଁଳି
[00:49.88] ଖୋଲି ଲାଜର ଗହଣା
[00:51.64] ଆ ପାଖକୁ ଟିକେ ମୋ ଖାଲି
[00:53.82] ମିଳନର ଋତୁ ଇଏ
[00:55.72] ଭଲ ପାଇବାରେ ସବୁଭୁଲି
[00:57.88] କାହିଁକି ଦୂରେ ରହୁଛୁ ତୁ ରେ? କରି ମିଛ ବାହାନା
[01:03.67] ପ୍ରେମର ରଙ୍ଗ ଭରି ମାରିଦେ ପିଚକାରୀ
[01:07.44] ସଜେଇଦେ ମତେ ରଙ୍ଗ-ରସିଆ
[01:11.16] ହୋଲିର ରଙ୍ଗ ଖାଲି ଦିନକ ପାଇଁ ସିନା
[01:14.96] ପ୍ରେମର ରଙ୍ଗ ପରା ବାରମାସିଆ
[01:18.34] ହେ, ପ୍ରେମର ରଙ୍ଗ ଭରି ମାରିଦେ ପିଚକାରୀ
[01:22.60] ସଜେଇଦେ ମତେ ରଙ୍ଗ-ରସିଆ
[01:26.36] ହୋଲିର ରଙ୍ଗ ଖାଲି ଦିନକ ପାଇଁ ସିନା
[01:30.31] ପ୍ରେମର ରଙ୍ଗ ପରା ବାରମାସିଆ
[01:33.93]
[01:58.17] କାଇଁ ଆଗେପଛେ ତୁ ଘୁରି ବୁଲୁଛୁ ମୋର?
[02:02.03] ଏତେ ସହଜରେ ଧରା ଦେବିନି ହାତେ ତୋର
[02:09.68] କେତେ ଝିଅ ଦେଖିଛି ତୋ ଆଗରୁ ମୋ ଆଖି
[02:13.51] ହେଲେ ତୋ ପାଖରେ ଗଲା ମନଟା ମୋ ଅଟକି
[02:17.64] ମିଠା କଥା କହି ମସ୍କା
[02:19.32] କାଇଁ ମାରୁଛୁ ତୁ ଏତେ କହ?
[02:21.31] ନ ଚାହିଁ ବି ତୋ ଆଡ଼କୁ
[02:23.26] ଢଳି ଯାଉଛି ମୋ ହୃଦୟ
[02:25.56] ଲାଗୁଛି ଡ଼ର, ପ୍ରେମରେ ତୋର ପଡ଼ିଯିବ ମନଟା
[02:31.15] ପ୍ରେମର ରଙ୍ଗ ଭରି ମାରିଦେ ପିଚକାରୀ
[02:34.91] ସଜେଇଦେ ମତେ ରଙ୍ଗ-ରସିଆ
[02:38.97] ହୋଲିର ରଙ୍ଗ ଖାଲି ଦିନକ ପାଇଁ ସିନା
[02:42.72] ପ୍ରେମର ରଙ୍ଗ ପରା ବାରମାସିଆ
[02:46.09] ହାଁ, ପ୍ରେମର ରଙ୍ଗ ଭରି ମାରିଦେ ପିଚକାରୀ
[02:50.13] ସଜେଇଦେ ମତେ ରଙ୍ଗ-ରସିଆ
[02:54.02] ହୋଲିର ରଙ୍ଗ ଖାଲି ଦିନକ ପାଇଁ ସିନା
[02:57.87] ପ୍ରେମର ରଙ୍ଗ ପରା ବାରମାସିଆ
[03:01.75]
[03:09.49] (ପ୍ରେମ ତୋ ଭାଙ୍ଗ ପରି)
[03:11.50] (ମନ ଗଲା ଘୁରି-ଘୁରି)
[03:13.51] (ଚାଲ୍ ଆଜି ଖେଳିବା ହୋଲି)
[03:14.92] (ବାହାନା କିଛି ତୁ ଦେ ନା ଗୋରୀ)
[03:17.12] (ଲୋକେ କରି ଚୋରି-ଚୋରି)
[03:19.10] (ପ୍ରେମ ରଙ୍ଗ ଦେବି ମୁଁ ବୋଳି)
[03:20.89] (ଖୋଜିଦେ ତୁ ସାରା ଦୁନିଆଁ)
[03:22.56] (କେହି ମିଳିବନି ମୋରି ଭଳି)
[03:24.58]
[03:41.06] ସଜବାଜ ହେଇ ତୁ, ଆସୁ ଯେବେ ସାମ୍ନାକୁ
[03:44.74] ଲାଗେ ଦିନ ଦି ପହରେ ଦେଖିନେଲି ଜହ୍ନକୁ
[03:52.51] ଏମିତି ତୁ ଚାହାଁନି ପ୍ରେମ ମିଶା ନଜରେ
[03:56.27] ଓଦା ଜୁଡୁବୁଡୁ ମୁଁ ହେଇଯାଏ ଲାଜରେ
[04:00.41] ଯିଏ ଯାହା ଭାବୁ ପଛେ
[04:02.32] ଆମ ଦୁହିଁଙ୍କୁ ଏକାଠି ଦେଖି
[04:04.24] ଆ ପ୍ରେମୀ ତାଲିକାରେ
[04:06.04] ଦବା ଦୁହିଁଙ୍କର ନାଆଁ ଲେଖି
[04:08.31] ଭଲ ପାଉଛେ, ପାପ କରୁନେ, ହଉ କାହିଁ ଛାନିଆଁ?
[04:14.15] ପ୍ରେମର ରଙ୍ଗ ଭରି ମାରିଦେ ପିଚକାରୀ
[04:17.98] ସଜେଇଦେ ମତେ ରଙ୍ଗ-ରସିଆ
[04:21.63] ହୋଲିର ରଙ୍ଗ ଖାଲି ଦିନକ ପାଇଁ ସିନା
[04:25.46] ପ୍ରେମର ରଙ୍ଗ ପରା ବାରମାସିଆ
[04:28.65] ହଁ, ପ୍ରେମର ରଙ୍ଗ ଭରି ମାରିଦେ ପିଚକାରୀ
[04:33.19] ସଜେଇଦେ ମତେ ରଙ୍ଗ-ରସିଆ
[04:36.82] ହୋଲିର ରଙ୍ଗ ଖାଲି ଦିନକ ପାଇଁ ସିନା
[04:40.86] ପ୍ରେମର ରଙ୍ଗ ପରା ବାରମାସିଆ
[04:44.57]