Home 🎬 Bollywood 🎵 Pakistani 🎤 English Pop

Jibanata Dhuan Dhuan

👤 Babushaan Mohanty 🎼 Hero No. 1 ⏱️ 4:16
🎵 2174 characters
⏱️ 4:16 duration
🆔 ID: 7341415

📜 Lyrics

ହୋ-ଓ-ଓ
ଓହୋ-ହୋ-ହୋ-ହୋ

ଛିଟା-ଛିଟା ବରଷାରେ ଭିଜିଗଲା ସବୁ ଆଶା
ଛୋଟ-ଛୋଟ ସ୍ବପ୍ନ ଯେତେ କଲା ମୋତେ ଲୋକହସା

ଏଇ ଅଦେଖା ଲୁହ, ଜାଳିଦେଇ ହୃଦୟ
ଏ କି ଖେଳ ଖେଳେ ତା ସାଥିରେ?

ଏ ଜୀବନଟା ଧୂଆଁ-ଧୂଆଁ-ଧୂଆଁ ଲାଗେ ରେ
ହଁ, ଦୁଃଖ ସବୁ ନୂଆ-ନୂଆ-ନୂଆ ଲାଗେ ରେ
ଏ ଜୀବନଟା ଧୂଆଁ-ଧୂଆଁ-ଧୂଆଁ ଲାଗେ ରେ
ହଁ, ଦୁଃଖ ସବୁ ନୂଆ-ନୂଆ-ନୂଆ ଲାଗେ ରେ

ନିଜକୁ ଯେ ନିଜେ କେବେ ମାଗିନାହିଁ ଟିକେ ଖୁସି
ହଁ, ନିଜକୁ ଯେ ନିଜେ କେବେ ମାଗିନାହିଁ ଟିକେ ଖୁସି
ଏ କି ଦୁଃଖ ଆସି ଆଜି ଡରଉଚି ବେସି ବେସି?

କିଏ ଜାଣେ କାହାର, ଲାଗିଗଲା ନଜର
ସୁଖ ଜଳିଯାଏ କି ନିଆଁରେ?

ଏ ଜୀବନଟା ଧୂଆଁ-ଧୂଆଁ-ଧୂଆଁ ଲାଗେ ରେ
ହଁ, ଦୁଃଖ ସବୁ ନୂଆ-ନୂଆ-ନୂଆ ଲାଗେ ରେ
ଏ ଜୀବନଟା ଧୂଆଁ-ଧୂଆଁ-ଧୂଆଁ ଲାଗେ ରେ
ହଁ, ଦୁଃଖ ସବୁ ନୂଆ-ନୂଆ-ନୂଆ ଲାଗେ ରେ

ସପନଟେ ଦେଖୁ-ଦେଖୁ ନିଦ ମୋର ଭାଙ୍ଗିଗଲା
ହଁ, ସପନଟେ ଦେଖୁ-ଦେଖୁ ନିଦ ମୋର ଭାଙ୍ଗିଗଲା
ଗପଟିଏ ଲେଖୁ-ଲେଖୁ ଅଧା ହେଇ ରହିଗଲା

ନିଜ ଭିତର କୋହ, ଆଜି ପଚାରେ କହ
କାଇଁ ଖେଳୁଥିଲୁ ତୁ ବାଜି ରେ?

ଏ ଜୀବନଟା ଧୂଆଁ-ଧୂଆଁ-ଧୂଆଁ ଲାଗେ ରେ
ହଁ, ଦୁଃଖ ସବୁ ନୂଆ-ନୂଆ-ନୂଆ ଲାଗେ ରେ
ଏ ଜୀବନଟା ଧୂଆଁ-ଧୂଆଁ-ଧୂଆଁ ଲାଗେ ରେ
ହଁ, ଦୁଃଖ ସବୁ ନୂଆ-ନୂଆ-ନୂଆ ଲାଗେ ରେ

⏱️ Synced Lyrics

[00:15.10] ହୋ-ଓ-ଓ
[00:21.06] ଓହୋ-ହୋ-ହୋ-ହୋ
[00:34.24] ଛିଟା-ଛିଟା ବରଷାରେ ଭିଜିଗଲା ସବୁ ଆଶା
[00:45.51] ଛୋଟ-ଛୋଟ ସ୍ବପ୍ନ ଯେତେ କଲା ମୋତେ ଲୋକହସା
[00:53.93] ଏଇ ଅଦେଖା ଲୁହ, ଜାଳିଦେଇ ହୃଦୟ
[00:58.57] ଏ କି ଖେଳ ଖେଳେ ତା ସାଥିରେ?
[01:02.05] ଏ ଜୀବନଟା ଧୂଆଁ-ଧୂଆଁ-ଧୂଆଁ ଲାଗେ ରେ
[01:06.36] ହଁ, ଦୁଃଖ ସବୁ ନୂଆ-ନୂଆ-ନୂଆ ଲାଗେ ରେ
[01:11.00] ଏ ଜୀବନଟା ଧୂଆଁ-ଧୂଆଁ-ଧୂଆଁ ଲାଗେ ରେ
[01:15.57] ହଁ, ଦୁଃଖ ସବୁ ନୂଆ-ନୂଆ-ନୂଆ ଲାଗେ ରେ
[01:48.90] ନିଜକୁ ଯେ ନିଜେ କେବେ ମାଗିନାହିଁ ଟିକେ ଖୁସି
[02:01.79] ହଁ, ନିଜକୁ ଯେ ନିଜେ କେବେ ମାଗିନାହିଁ ଟିକେ ଖୁସି
[02:11.56] ଏ କି ଦୁଃଖ ଆସି ଆଜି ଡରଉଚି ବେସି ବେସି?
[02:20.18] କିଏ ଜାଣେ କାହାର, ଲାଗିଗଲା ନଜର
[02:24.57] ସୁଖ ଜଳିଯାଏ କି ନିଆଁରେ?
[02:28.02] ଏ ଜୀବନଟା ଧୂଆଁ-ଧୂଆଁ-ଧୂଆଁ ଲାଗେ ରେ
[02:32.43] ହଁ, ଦୁଃଖ ସବୁ ନୂଆ-ନୂଆ-ନୂଆ ଲାଗେ ରେ
[02:37.07] ଏ ଜୀବନଟା ଧୂଆଁ-ଧୂଆଁ-ଧୂଆଁ ଲାଗେ ରେ
[02:41.47] ହଁ, ଦୁଃଖ ସବୁ ନୂଆ-ନୂଆ-ନୂଆ ଲାଗେ ରେ
[03:14.94] ସପନଟେ ଦେଖୁ-ଦେଖୁ ନିଦ ମୋର ଭାଙ୍ଗିଗଲା
[03:27.77] ହଁ, ସପନଟେ ଦେଖୁ-ଦେଖୁ ନିଦ ମୋର ଭାଙ୍ଗିଗଲା
[03:37.61] ଗପଟିଏ ଲେଖୁ-ଲେଖୁ ଅଧା ହେଇ ରହିଗଲା
[03:46.07] ନିଜ ଭିତର କୋହ, ଆଜି ପଚାରେ କହ
[03:50.59] କାଇଁ ଖେଳୁଥିଲୁ ତୁ ବାଜି ରେ?
[03:54.06] ଏ ଜୀବନଟା ଧୂଆଁ-ଧୂଆଁ-ଧୂଆଁ ଲାଗେ ରେ
[03:58.35] ହଁ, ଦୁଃଖ ସବୁ ନୂଆ-ନୂଆ-ନୂଆ ଲାଗେ ରେ
[04:03.04] ଏ ଜୀବନଟା ଧୂଆଁ-ଧୂଆଁ-ଧୂଆଁ ଲାଗେ ରେ
[04:07.54] ହଁ, ଦୁଃଖ ସବୁ ନୂଆ-ନୂଆ-ନୂଆ ଲାଗେ ରେ
[04:13.61]

⭐ Rate These Lyrics

Average: 0.0/5 • 0 ratings