Tuma Oda Akhi
🎵 2024 characters
⏱️ 4:42 duration
🆔 ID: 7442484
📜 Lyrics
ତୁମ ଓଦା ଆଖି ମୋରି ଦେହରେ
ଭରି ଦେଇଯାଏ ଶ୍ରାବଣ ବର୍ଷାରେ
ତୁମ ଓଦା ଆଖି ମୋରି ଦେହରେ
ଭରି ଦେଇଯାଏ ଶ୍ରାବଣ ବର୍ଷାରେ
କହୁଥାଏ ରହିବାକୁ, ଚାହେଁନାହିଁ ବୁଝିବାକୁ
ତୁମେ ଗଲା ପରେ ପରେ
ତୁମ ଓଦା ଆଖି ମୋରି ଦେହରେ
ଭରି ଦେଇଯାଏ ଶ୍ରବଣ ବର୍ଷାରେ
କେବେ ଆସି ଅବେଳାରେ ଛୁଇଁଦେଇ ଯାଅନା ଟିକେ
କେବେ ଆସି ଅବେଳାରେ ଛୁଇଁଦେଇ ଯାଅନା ଟିକେ
ଭୁଲିଯିବି ସବୁକିଛି ପାଇଗଲେ ପୁଣି କେବେ
ରାଗମିଶା ଅଭିମାନ ସବୁ ସରିଯିବ ହସିଦେଲେ ତୁମେ
ନୂଆ ପୁଣି ହେଇଯିବ ପ୍ରେମ ଲାଗିଯିବ ପ୍ରେମରଙ୍ଗ ଯେବେ (ରଙ୍ଗ ଯେବେ)
ମୋରି ବାଟ ସାରା ତୁ ମୋ ସ୍ମୃତିରେ
ଚାଲିଯିବି ପୁଣି ସେଇ ରାସ୍ତାରେ
କହୁଥିବ ହସି ହସି, ଚାହୁଁଥିବି ବେଶି ବେଶି
ମଜା ଲାଗେ ସେ ଇଶାରାରେ
ତୁମ ଓଦା ଆଖି ମୋରି ଦେହରେ
ଭରି ଦେଇଯାଏ ଶ୍ରାବଣ ବର୍ଷାରେ
ଅକାରଣେ ଯଦି କେବେ କହିଦେବି ମୁଁ ରାଗି କିଛି
ହଁ, ଅକାରଣେ ଯଦି କେବେ କହିଦେବି ମୁଁ ରାଗି କିଛି
ଭାବିନେବ ମୁଁ ତୁମର ସବୁ ଦିନ ପାଇଁ ସବୁକିଛି
ତୁମେ ମୋର ମୁଁ ତୁମର, ଯେମିତି ସନ୍ଧ୍ୟା ରାତିର
ରାତି ପାହିଗଲେ ଆସିଯିବ ତୁମେ ପୁଣି ନୂଆ ଗୋଟେ ସକାଳେ

⏱️ Synced Lyrics
[00:39.06] ତୁମ ଓଦା ଆଖି ମୋରି ଦେହରେ
[00:46.83] ଭରି ଦେଇଯାଏ ଶ୍ରାବଣ ବର୍ଷାରେ
[00:54.23] ତୁମ ଓଦା ଆଖି ମୋରି ଦେହରେ
[00:57.44] ଭରି ଦେଇଯାଏ ଶ୍ରାବଣ ବର୍ଷାରେ
[01:01.47] କହୁଥାଏ ରହିବାକୁ, ଚାହେଁନାହିଁ ବୁଝିବାକୁ
[01:08.65] ତୁମେ ଗଲା ପରେ ପରେ
[01:16.39] ତୁମ ଓଦା ଆଖି ମୋରି ଦେହରେ
[01:19.89] ଭରି ଦେଇଯାଏ ଶ୍ରବଣ ବର୍ଷାରେ
[01:45.83] କେବେ ଆସି ଅବେଳାରେ ଛୁଇଁଦେଇ ଯାଅନା ଟିକେ
[02:00.76] କେବେ ଆସି ଅବେଳାରେ ଛୁଇଁଦେଇ ଯାଅନା ଟିକେ
[02:08.20] ଭୁଲିଯିବି ସବୁକିଛି ପାଇଗଲେ ପୁଣି କେବେ
[02:15.47] ରାଗମିଶା ଅଭିମାନ ସବୁ ସରିଯିବ ହସିଦେଲେ ତୁମେ
[02:22.98] ନୂଆ ପୁଣି ହେଇଯିବ ପ୍ରେମ ଲାଗିଯିବ ପ୍ରେମରଙ୍ଗ ଯେବେ (ରଙ୍ଗ ଯେବେ)
[02:34.41] ମୋରି ବାଟ ସାରା ତୁ ମୋ ସ୍ମୃତିରେ
[02:37.98] ଚାଲିଯିବି ପୁଣି ସେଇ ରାସ୍ତାରେ
[02:41.60] କହୁଥିବ ହସି ହସି, ଚାହୁଁଥିବି ବେଶି ବେଶି
[02:49.35] ମଜା ଲାଗେ ସେ ଇଶାରାରେ
[02:56.64] ତୁମ ଓଦା ଆଖି ମୋରି ଦେହରେ
[03:00.45] ଭରି ଦେଇଯାଏ ଶ୍ରାବଣ ବର୍ଷାରେ
[03:26.37] ଅକାରଣେ ଯଦି କେବେ କହିଦେବି ମୁଁ ରାଗି କିଛି
[03:40.47] ହଁ, ଅକାରଣେ ଯଦି କେବେ କହିଦେବି ମୁଁ ରାଗି କିଛି
[03:48.74] ଭାବିନେବ ମୁଁ ତୁମର ସବୁ ଦିନ ପାଇଁ ସବୁକିଛି
[03:55.97] ତୁମେ ମୋର ମୁଁ ତୁମର, ଯେମିତି ସନ୍ଧ୍ୟା ରାତିର
[04:03.37] ରାତି ପାହିଗଲେ ଆସିଯିବ ତୁମେ ପୁଣି ନୂଆ ଗୋଟେ ସକାଳେ
[04:41.78]