Home 🎬 Bollywood 🎵 Pakistani 🎤 English Pop

Peg Badei De

👤 Papu Pom Pom & Biswa Mohan 🎼 Peg Badei De ⏱️ 3:24
🎵 2663 characters
⏱️ 3:24 duration
🆔 ID: 7478585

📜 Lyrics

ନିଶା, ନିଶା, ନିଶା
ନିଶା, ନିଶା, ନିଶା
ନିଶା, ନିଶା, ନିଶା
ନିଶା, ନିଶା, ନିଶା

ନିଶା-ନିଶା ରାତି, ମୁଁ ମୋ ସାଥି
ବୋତଲ ସରିବନି ଆଜି ସାରାରାତି party
ଚାଖନା-ବାଖନା ready, ଆ, Chicken କସା ବାକି
Soda ସବୁ ଆଣି ଦେଇଛି, ଖଟିଟା ହବା ବାକି

ଘସିଦେ, ଆଜି ଘସିଦେ, ମୋ card ଘସିଦେ

Peg ବଢେଇଦେ
Peg ବଢେଇଦେ
Peg ବଢେଇଦେ, ସାଙ୍ଗ ଟିକେ peg ବଢେଇଦେ
Peg ବଢେଇଦେ, ସାଙ୍ଗ, peg ବଢେଇଦେ

ତ୍ରେତୟାରେ କ୍ଷୀରି, ପୁରୀ, ଦ୍ୱାପରରେ ଘିଅ
କଳିଯୁଗରେ foreign-liquor, ଢକ-ଢକ କରି ପିଅ, bye

Rum, କାଟିବ गम
ଆରେ, ଲେମ୍ବୁ ଟିକେ ଦେଇ ପାଣି ମିସେଇବୁ କମ୍
Whisky full risky, Rum ପୁରା ଦମ୍
Rum, କାଟିବ କମ୍
ଆରେ, ଲେମ୍ବୁ ଟିକେ ଦେଇ ପାଣି ମିସେଇବୁ କମ୍

କମ୍, ହେଇଯିବ କମ୍
ଆରେ, tension ଭୁଲିଯା ରେ ବାକି ସବୁ भोले-बम

ଯେତେ କିଳା ସବୁ ଫୁଙ୍କି ଆଜି ଉଡେଇଦେ

Peg ବଢେଇଦେ
Peg ବଢେଇଦେ
Peg ବଢେଇଦେ, ସାଙ୍ଗ ଟିକେ peg ବଢେଇଦେ
Peg ବଢେଇଦେ, ଦଉନୁ, peg ବଢେଇଦେ

ପ୍ରେମ ଅଢେଇ ଅକ୍ଷର, ତୋର ହେଲାଣି ସାଢ଼େ-ତିନ
ଦି-ତିନ peg ମାରିଦେ ବନ୍ଧୁ, ପ୍ରେମ DJ ବାଜିବ ତା-ଧୀନ୍-ଧୀନ୍, ତା-ଧୀନ୍-ଧୀନ୍, ତା-ଧୀନ୍-ଧୀନ୍, ତା-ଧୀନ୍-ଧୀନ୍

ଭୁଲେଇଦେ ଭୁଲେଇଦେ, ସବୁକିଛି ଭୁଲେଇଦେ
Tension-fension ସବୁ ଛାଡି, moment ଟା ସାଙ୍ଗ ବଞ୍ଚିଦେ
ମଦକୁ ଓଲଟେଇ ଦେଲେ ଦମ, ମଦରେ କଣ କମ୍ ଦମ?
ହେଇଟି, ଭୁଲେଇଦେ ଭୁଲେଇଦେ, ସବୁକିଛି ଭୁଲେଇଦେ
Tension-fension ସବୁ ଛାଡି, moment ଟା ସାଙ୍ଗ ବଞ୍ଚିଦେ

College pressure, job tension ସବୁ ଉଡେଇଦେ

Peg ବଢେଇଦେ
Peg ବଢେଇଦେ
Peg ବଢେଇଦେ, ସାଙ୍ଗ ଟିକେ peg ବଢେଇଦେ
ଇଆଡ଼େ ବଢ଼େଇଦେ, ସାଙ୍ଗ ଟିକେ peg ବଢେଇଦେ

⏱️ Synced Lyrics

[00:11.91] ନିଶା, ନିଶା, ନିଶା
[00:14.26] ନିଶା, ନିଶା, ନିଶା
[00:16.08] ନିଶା, ନିଶା, ନିଶା
[00:18.16] ନିଶା, ନିଶା, ନିଶା
[00:36.15] ନିଶା-ନିଶା ରାତି, ମୁଁ ମୋ ସାଥି
[00:40.03] ବୋତଲ ସରିବନି ଆଜି ସାରାରାତି party
[00:44.04] ଚାଖନା-ବାଖନା ready, ଆ, Chicken କସା ବାକି
[00:48.00] Soda ସବୁ ଆଣି ଦେଇଛି, ଖଟିଟା ହବା ବାକି
[00:52.08] ଘସିଦେ, ଆଜି ଘସିଦେ, ମୋ card ଘସିଦେ
[00:58.04] Peg ବଢେଇଦେ
[01:00.09] Peg ବଢେଇଦେ
[01:02.13] Peg ବଢେଇଦେ, ସାଙ୍ଗ ଟିକେ peg ବଢେଇଦେ
[01:06.18] Peg ବଢେଇଦେ, ସାଙ୍ଗ, peg ବଢେଇଦେ
[01:09.06]
[01:18.51] ତ୍ରେତୟାରେ କ୍ଷୀରି, ପୁରୀ, ଦ୍ୱାପରରେ ଘିଅ
[01:22.06] କଳିଯୁଗରେ foreign-liquor, ଢକ-ଢକ କରି ପିଅ, bye
[01:34.05] Rum, କାଟିବ गम
[01:37.96] ଆରେ, ଲେମ୍ବୁ ଟିକେ ଦେଇ ପାଣି ମିସେଇବୁ କମ୍
[01:42.62] Whisky full risky, Rum ପୁରା ଦମ୍
[01:45.65] Rum, କାଟିବ କମ୍
[01:49.83] ଆରେ, ଲେମ୍ବୁ ଟିକେ ଦେଇ ପାଣି ମିସେଇବୁ କମ୍
[01:54.22] କମ୍, ହେଇଯିବ କମ୍
[01:57.84] ଆରେ, tension ଭୁଲିଯା ରେ ବାକି ସବୁ भोले-बम
[02:02.20] ଯେତେ କିଳା ସବୁ ଫୁଙ୍କି ଆଜି ଉଡେଇଦେ
[02:08.00] Peg ବଢେଇଦେ
[02:10.12] Peg ବଢେଇଦେ
[02:11.93] Peg ବଢେଇଦେ, ସାଙ୍ଗ ଟିକେ peg ବଢେଇଦେ
[02:16.13] Peg ବଢେଇଦେ, ଦଉନୁ, peg ବଢେଇଦେ
[02:20.27]
[02:24.79] ପ୍ରେମ ଅଢେଇ ଅକ୍ଷର, ତୋର ହେଲାଣି ସାଢ଼େ-ତିନ
[02:28.98] ଦି-ତିନ peg ମାରିଦେ ବନ୍ଧୁ, ପ୍ରେମ DJ ବାଜିବ ତା-ଧୀନ୍-ଧୀନ୍, ତା-ଧୀନ୍-ଧୀନ୍, ତା-ଧୀନ୍-ଧୀନ୍, ତା-ଧୀନ୍-ଧୀନ୍
[02:44.47] ଭୁଲେଇଦେ ଭୁଲେଇଦେ, ସବୁକିଛି ଭୁଲେଇଦେ
[02:48.55] Tension-fension ସବୁ ଛାଡି, moment ଟା ସାଙ୍ଗ ବଞ୍ଚିଦେ
[02:52.50] ମଦକୁ ଓଲଟେଇ ଦେଲେ ଦମ, ମଦରେ କଣ କମ୍ ଦମ?
[02:55.63] ହେଇଟି, ଭୁଲେଇଦେ ଭୁଲେଇଦେ, ସବୁକିଛି ଭୁଲେଇଦେ
[03:00.34] Tension-fension ସବୁ ଛାଡି, moment ଟା ସାଙ୍ଗ ବଞ୍ଚିଦେ
[03:04.26] College pressure, job tension ସବୁ ଉଡେଇଦେ
[03:10.29] Peg ବଢେଇଦେ
[03:12.18] Peg ବଢେଇଦେ
[03:14.30] Peg ବଢେଇଦେ, ସାଙ୍ଗ ଟିକେ peg ବଢେଇଦେ
[03:18.19] ଇଆଡ଼େ ବଢ଼େଇଦେ, ସାଙ୍ଗ ଟିକେ peg ବଢେଇଦେ
[03:22.26]

⭐ Rate These Lyrics

Average: 0.0/5 • 0 ratings