Sparsha
🎵 2347 characters
⏱️ 6:21 duration
🆔 ID: 7515238
📜 Lyrics
ହୁଁ-ହୁଁ-ହୁଁ-ହୁଁ-ହୁଁ
ତୁ ସ୍ପନ୍ଦନ, ତୁ ଜୀବନ
ଆଖି ପଲକରେ ତୁ ଛାଇ ସପନ
ତୁ ସ୍ପନ୍ଦନ, ତୁ ଜୀବନ
ଆଖି ପଲକରେ ତୁ ଛାଇ ସପନ
କଥା ତୁ ଦେଇଯା
ମୋ ପାଖେ ରହିଯା
ଏଇ ଜୀବନ ତୋର ମୋ ନାଁ ରେ ଲେଖି ଯାଆ
କଥା ତୁ ଦେଇଯା
ମୋ ପାଖେ ରହିଯା
ଏଇ ଜୀବନ ମୋ ନାଁ ରେ ଲେଖି ଯାଆ
ସାଥି, ଓ ରେ ସାଥି
ସାଥି, ଓ ରେ ସାଥି
ସାଥି, ଓ ରେ ସାଥି
ସାଥି, ଓ ରେ ସାଥି
ଆନମନା, ବାଟବଣା
ବାଟୋଇ ମୁଁ ଥିଲି
ତୋ ମିଠା ସ୍ପର୍ଶରେ ମୁଁ
ମୋ ନିଜକୁ ପାଇଲି
ହୋ, ଆନମନା, ବାଟବଣା
ବାଟୋଇ ମୁଁ ଥିଲି
ତୋ ମିଠା ସ୍ପର୍ଶରେ ମୁଁ
ମୋ ନିଜକୁ ପାଇଲି
ଲୁହରେ ତୁ ମୋର
ହସରେ ତୁ ମୋର
ପ୍ରତି ମୁହୂର୍ତ୍ତ ତୋର ସାଥି ମୁଁ ମାନିଯା
ଲୁହରେ ତୁ ମୋର
ହସରେ ତୁ ମୋର
ପ୍ରତି ମୁହୂର୍ତ୍ତ ତୋର ସାଥି ମୁଁ ମାନିଯା
ସାଥି, ଓ ରେ ସାଥି
ସାଥି, ଓ ରେ ସାଥି
ସାଥି, ଓ ରେ ସାଥି
ସାଥି, ଓ ରେ ସାଥି
ଇଛାହୁଏ କିଛିଦିନ
ଆଉ ବଂଚିଯିବି
ବଞ୍ଚିବାର ବାହାନାରେ
ତତେ ଦେଖୁଥିବି
ହୋ, ଇଛାହୁଏ କିଛିଦିନ
ଆଉ ବଂଚିଯିବି
ବଞ୍ଚିବାର ବାହାନାରେ
ତତେ ଦେଖୁଥିବି
ଭଲରେ ତୁ ମୋର
ମନ୍ଦରେ ତୁ ମୋର
ତୋ ଦେହ ଛାଇପରି ମୁଁ ନିତି ରହୁଥିବି
ଭଲରେ ତୁ ମୋର
ମନ୍ଦରେ ତୁ ମୋର
ତୋ ଦେହ ଛାଇପରି ମୁଁ ରହିବି
ସାଥି, ଓ ରେ ସାଥି
ସାଥି, ଓ ରେ ସାଥି
ସାଥି, ଓ ରେ ସାଥି (ସାଥି, ଓ ରେ ସାଥି)
ସାଥି, ଓ ରେ ସାଥି (ସାଥି, ଓ ରେ ସାଥି)
ତୁ ସ୍ପନ୍ଦନ, ତୁ ଜୀବନ
ଆଖି ପଲକରେ ତୁ ଛାଇ ସପନ
ତୁ ସ୍ପନ୍ଦନ, ତୁ ଜୀବନ
ଆଖି ପଲକରେ ତୁ ଛାଇ ସପନ
କଥା ତୁ ଦେଇଯା
ମୋ ପାଖେ ରହିଯା
ଏଇ ଜୀବନ ତୋର ମୋ ନାଁ ରେ ଲେଖି ଯାଆ
କଥା ତୁ ଦେଇଯା
ମୋ ପାଖେ ରହିଯା
ଏଇ ଜୀବନ ମୋ ନାଁ ରେ ଲେଖି ଯାଆ
ସାଥି, ଓ ରେ ସାଥି
ସାଥି, ଓ ରେ ସାଥି
ସାଥି, ଓ ରେ ସାଥି
ସାଥି, ଓ ରେ ସାଥି
ଆନମନା, ବାଟବଣା
ବାଟୋଇ ମୁଁ ଥିଲି
ତୋ ମିଠା ସ୍ପର୍ଶରେ ମୁଁ
ମୋ ନିଜକୁ ପାଇଲି
ହୋ, ଆନମନା, ବାଟବଣା
ବାଟୋଇ ମୁଁ ଥିଲି
ତୋ ମିଠା ସ୍ପର୍ଶରେ ମୁଁ
ମୋ ନିଜକୁ ପାଇଲି
ଲୁହରେ ତୁ ମୋର
ହସରେ ତୁ ମୋର
ପ୍ରତି ମୁହୂର୍ତ୍ତ ତୋର ସାଥି ମୁଁ ମାନିଯା
ଲୁହରେ ତୁ ମୋର
ହସରେ ତୁ ମୋର
ପ୍ରତି ମୁହୂର୍ତ୍ତ ତୋର ସାଥି ମୁଁ ମାନିଯା
ସାଥି, ଓ ରେ ସାଥି
ସାଥି, ଓ ରେ ସାଥି
ସାଥି, ଓ ରେ ସାଥି
ସାଥି, ଓ ରେ ସାଥି
ଇଛାହୁଏ କିଛିଦିନ
ଆଉ ବଂଚିଯିବି
ବଞ୍ଚିବାର ବାହାନାରେ
ତତେ ଦେଖୁଥିବି
ହୋ, ଇଛାହୁଏ କିଛିଦିନ
ଆଉ ବଂଚିଯିବି
ବଞ୍ଚିବାର ବାହାନାରେ
ତତେ ଦେଖୁଥିବି
ଭଲରେ ତୁ ମୋର
ମନ୍ଦରେ ତୁ ମୋର
ତୋ ଦେହ ଛାଇପରି ମୁଁ ନିତି ରହୁଥିବି
ଭଲରେ ତୁ ମୋର
ମନ୍ଦରେ ତୁ ମୋର
ତୋ ଦେହ ଛାଇପରି ମୁଁ ରହିବି
ସାଥି, ଓ ରେ ସାଥି
ସାଥି, ଓ ରେ ସାଥି
ସାଥି, ଓ ରେ ସାଥି (ସାଥି, ଓ ରେ ସାଥି)
ସାଥି, ଓ ରେ ସାଥି (ସାଥି, ଓ ରେ ସାଥି)
⏱️ Synced Lyrics
[00:17.83] ହୁଁ-ହୁଁ-ହୁଁ-ହୁଁ-ହୁଁ
[00:26.48] ତୁ ସ୍ପନ୍ଦନ, ତୁ ଜୀବନ
[00:29.87] ଆଖି ପଲକରେ ତୁ ଛାଇ ସପନ
[00:37.75] ତୁ ସ୍ପନ୍ଦନ, ତୁ ଜୀବନ
[00:41.33] ଆଖି ପଲକରେ ତୁ ଛାଇ ସପନ
[00:49.45] କଥା ତୁ ଦେଇଯା
[00:53.04] ମୋ ପାଖେ ରହିଯା
[00:57.00] ଏଇ ଜୀବନ ତୋର ମୋ ନାଁ ରେ ଲେଖି ଯାଆ
[01:04.96] କଥା ତୁ ଦେଇଯା
[01:08.98] ମୋ ପାଖେ ରହିଯା
[01:12.92] ଏଇ ଜୀବନ ମୋ ନାଁ ରେ ଲେଖି ଯାଆ
[01:20.58] ସାଥି, ଓ ରେ ସାଥି
[01:28.66] ସାଥି, ଓ ରେ ସାଥି
[01:36.42] ସାଥି, ଓ ରେ ସାଥି
[01:44.33] ସାଥି, ଓ ରେ ସାଥି
[02:26.12] ଆନମନା, ବାଟବଣା
[02:30.28] ବାଟୋଇ ମୁଁ ଥିଲି
[02:34.09] ତୋ ମିଠା ସ୍ପର୍ଶରେ ମୁଁ
[02:37.89] ମୋ ନିଜକୁ ପାଇଲି
[02:45.80] ହୋ, ଆନମନା, ବାଟବଣା
[02:49.82] ବାଟୋଇ ମୁଁ ଥିଲି
[02:53.73] ତୋ ମିଠା ସ୍ପର୍ଶରେ ମୁଁ
[02:57.59] ମୋ ନିଜକୁ ପାଇଲି
[03:01.65] ଲୁହରେ ତୁ ମୋର
[03:05.14] ହସରେ ତୁ ମୋର
[03:08.90] ପ୍ରତି ମୁହୂର୍ତ୍ତ ତୋର ସାଥି ମୁଁ ମାନିଯା
[03:17.20] ଲୁହରେ ତୁ ମୋର
[03:20.72] ହସରେ ତୁ ମୋର
[03:24.88] ପ୍ରତି ମୁହୂର୍ତ୍ତ ତୋର ସାଥି ମୁଁ ମାନିଯା
[03:32.15] ସାଥି, ଓ ରେ ସାଥି
[03:40.73] ସାଥି, ଓ ରେ ସାଥି
[03:48.51] ସାଥି, ଓ ରେ ସାଥି
[03:56.52] ସାଥି, ଓ ରେ ସାଥି
[04:38.19] ଇଛାହୁଏ କିଛିଦିନ
[04:42.07] ଆଉ ବଂଚିଯିବି
[04:45.85] ବଞ୍ଚିବାର ବାହାନାରେ
[04:49.94] ତତେ ଦେଖୁଥିବି
[04:57.41] ହୋ, ଇଛାହୁଏ କିଛିଦିନ
[05:01.65] ଆଉ ବଂଚିଯିବି
[05:05.60] ବଞ୍ଚିବାର ବାହାନାରେ
[05:09.78] ତତେ ଦେଖୁଥିବି
[05:13.37] ଭଲରେ ତୁ ମୋର
[05:16.99] ମନ୍ଦରେ ତୁ ମୋର
[05:21.14] ତୋ ଦେହ ଛାଇପରି ମୁଁ ନିତି ରହୁଥିବି
[05:28.88] ଭଲରେ ତୁ ମୋର
[05:32.72] ମନ୍ଦରେ ତୁ ମୋର
[05:36.76] ତୋ ଦେହ ଛାଇପରି ମୁଁ ରହିବି
[05:44.26] ସାଥି, ଓ ରେ ସାଥି
[05:52.51] ସାଥି, ଓ ରେ ସାଥି
[06:00.15] ସାଥି, ଓ ରେ ସାଥି (ସାଥି, ଓ ରେ ସାଥି)
[06:08.16] ସାଥି, ଓ ରେ ସାଥି (ସାଥି, ଓ ରେ ସାଥି)
[06:19.83]
[00:26.48] ତୁ ସ୍ପନ୍ଦନ, ତୁ ଜୀବନ
[00:29.87] ଆଖି ପଲକରେ ତୁ ଛାଇ ସପନ
[00:37.75] ତୁ ସ୍ପନ୍ଦନ, ତୁ ଜୀବନ
[00:41.33] ଆଖି ପଲକରେ ତୁ ଛାଇ ସପନ
[00:49.45] କଥା ତୁ ଦେଇଯା
[00:53.04] ମୋ ପାଖେ ରହିଯା
[00:57.00] ଏଇ ଜୀବନ ତୋର ମୋ ନାଁ ରେ ଲେଖି ଯାଆ
[01:04.96] କଥା ତୁ ଦେଇଯା
[01:08.98] ମୋ ପାଖେ ରହିଯା
[01:12.92] ଏଇ ଜୀବନ ମୋ ନାଁ ରେ ଲେଖି ଯାଆ
[01:20.58] ସାଥି, ଓ ରେ ସାଥି
[01:28.66] ସାଥି, ଓ ରେ ସାଥି
[01:36.42] ସାଥି, ଓ ରେ ସାଥି
[01:44.33] ସାଥି, ଓ ରେ ସାଥି
[02:26.12] ଆନମନା, ବାଟବଣା
[02:30.28] ବାଟୋଇ ମୁଁ ଥିଲି
[02:34.09] ତୋ ମିଠା ସ୍ପର୍ଶରେ ମୁଁ
[02:37.89] ମୋ ନିଜକୁ ପାଇଲି
[02:45.80] ହୋ, ଆନମନା, ବାଟବଣା
[02:49.82] ବାଟୋଇ ମୁଁ ଥିଲି
[02:53.73] ତୋ ମିଠା ସ୍ପର୍ଶରେ ମୁଁ
[02:57.59] ମୋ ନିଜକୁ ପାଇଲି
[03:01.65] ଲୁହରେ ତୁ ମୋର
[03:05.14] ହସରେ ତୁ ମୋର
[03:08.90] ପ୍ରତି ମୁହୂର୍ତ୍ତ ତୋର ସାଥି ମୁଁ ମାନିଯା
[03:17.20] ଲୁହରେ ତୁ ମୋର
[03:20.72] ହସରେ ତୁ ମୋର
[03:24.88] ପ୍ରତି ମୁହୂର୍ତ୍ତ ତୋର ସାଥି ମୁଁ ମାନିଯା
[03:32.15] ସାଥି, ଓ ରେ ସାଥି
[03:40.73] ସାଥି, ଓ ରେ ସାଥି
[03:48.51] ସାଥି, ଓ ରେ ସାଥି
[03:56.52] ସାଥି, ଓ ରେ ସାଥି
[04:38.19] ଇଛାହୁଏ କିଛିଦିନ
[04:42.07] ଆଉ ବଂଚିଯିବି
[04:45.85] ବଞ୍ଚିବାର ବାହାନାରେ
[04:49.94] ତତେ ଦେଖୁଥିବି
[04:57.41] ହୋ, ଇଛାହୁଏ କିଛିଦିନ
[05:01.65] ଆଉ ବଂଚିଯିବି
[05:05.60] ବଞ୍ଚିବାର ବାହାନାରେ
[05:09.78] ତତେ ଦେଖୁଥିବି
[05:13.37] ଭଲରେ ତୁ ମୋର
[05:16.99] ମନ୍ଦରେ ତୁ ମୋର
[05:21.14] ତୋ ଦେହ ଛାଇପରି ମୁଁ ନିତି ରହୁଥିବି
[05:28.88] ଭଲରେ ତୁ ମୋର
[05:32.72] ମନ୍ଦରେ ତୁ ମୋର
[05:36.76] ତୋ ଦେହ ଛାଇପରି ମୁଁ ରହିବି
[05:44.26] ସାଥି, ଓ ରେ ସାଥି
[05:52.51] ସାଥି, ଓ ରେ ସାଥି
[06:00.15] ସାଥି, ଓ ରେ ସାଥି (ସାଥି, ଓ ରେ ସାଥି)
[06:08.16] ସାଥି, ଓ ରେ ସାଥି (ସାଥି, ଓ ରେ ସାଥି)
[06:19.83]