Home 🎬 Bollywood 🎵 Pakistani 🎤 English Pop

Rati Chhota Ku Ethi Sapana Besi

👤 Nizam 🎼 Tu Tha Mu Jauchhi Rusi (Original Motion Picture Soundtrack) ⏱️ 6:04
🎵 2863 characters
⏱️ 6:04 duration
🆔 ID: 7590751

📜 Lyrics

ହେ-ହେ, ହେ-ହେ-ହେ-ହେ
ଓ-ହୋ, ଓ-ହୋ-ହୋ-ହୋ
ହୁଁ-ହୁଁ-ହୁଁ, ହୋ-ହୋ-ହୋ

ରାତି ଛୋଟକୁ ଏଠି ସପନ ବେଶୀ
ହୃଦୟ ବଡ଼ ହେଲେ ଅଳପ ଖୁସି
ହୁଁ, ରାତି ଛୋଟକୁ ଏଠି ସପନ ବେଶୀ
ହୃଦୟ ବଡ଼ ହେଲେ ଅଳପ ଖୁସି

ରାଗ ଭୁଲି, ଦେ ତୁ ହସି

ତୁ ଥା, ମୁଁ ଯାଉଛି ରୁଷି
ତୁ ଥା, ମୁଁ ଯାଉଛି ରୁଷି
ତୁ ଥା...
ତୁ ଥା, ମୁଁ ଯାଉଛି ରୁଷି
ତୁ ଥା, ମୁଁ ଯାଉଛି ରୁଷି

ଛୋଟ ଛୋଟ କଥାରେ, ମିଛ ରାଗ ରୁଷାରେ
ଫିକା ଲାଗେ ମିଠା ଜୀବନ
ପୁରିଗଲେ କଳସୀ, ଲୁହ ଯାଏ ବରଷି
ଚୁନାହୁଏ ସୁନା ସପନ

ଛୋଟ ଛୋଟ କଥାରେ, ମିଛ ରାଗ ରୁଷାରେ
ଫିକା ଲାଗେ ମିଠା ଜୀବନ
ପୁରିଗଲେ କଳସୀ, ଲୁହ ଯାଏ ବରଷି
ଚୁନାହୁଏ ସୁନା ସପନ

ମାନିଯା ମୋ ଧନ, ଗଢ଼େଇ ଦେବି ତୋ ସପନ

ପାଖରେ ଅଛି ବୋଲି ରାଗୁଛୁ ବେଶୀ
ବିନା ଦୋଷରେ ମତେ କରୁଛୁ ଦୋଷୀ

ସ୍ନେହ ତୋର ହେଲାଣି ବାସି

ତୁ ଥା, ମୁଁ ଯାଉଛି ରୁଷି
ତୁ ଥା, ମୁଁ ଯାଉଛି ରୁଷି
ତୁ ଥା...
ତୁ ଥା, ମୁଁ ଯାଉଛି ରୁଷି
ତୁ ଥା, ମୁଁ ଯାଉଛି ରୁଷି

ଟିକେ-ଟିକେ ସେନେହ, ଟିକେ-ଟିକେ କଳହ
ମଜା ତାର ଲାଗେ ନିଆରା
ଆରେ, ତାକୁ ଯାଇ କହିଦେ, ପଙ୍ଗା ଯଦି ନବ ସେ
କଥା ଏଠି ହବ दूसरा
(କହିଦେ-କହିଦେ)

ଆରେ-ରେ-ରେ, ଟିକେ-ଟିକେ ସେନେହ, ଟିକେ-ଟିକେ କଳହ
ମଜା ତାର ଲାଗେ ନିଆରା
ତାକୁ ଯାଇ କହିଦେ, ପଙ୍ଗା ଯଦି ନବ ସେ
କଥା ଏଠି ହବ दूसरा

ନା ରେ ନା, ନା ରେ ନା
ମିଛରେ ଝଗଡ଼ା କରନା

କହୁଛି ରାଣ ଖାଇ ଗଲେ ମୁଁ ଋଷି
ନେହୁରା ହେଇ ଯେତେ ଡାକିବ ଆସି

ଚାଲିଗଲେ କାନ୍ଦିବ ବସି

ତୁ ଥା, ମୁଁ ଯାଉଛି ରୁଷି
ତୁ ଥା, ମୁଁ ଯାଉଛି ରୁଷି
ତୁ ଥା...
ତୁ ଥା, ମୁଁ ଯାଉଛି ରୁଷି
ତୁ ଥା, ମୁଁ ଯାଉଛି ରୁଷି
ତୁ ଥା, ମୁଁ ଯାଉଛି ରୁଷି
ତୁ ଥା, ମୁଁ ଯାଉଛି ରୁଷି

⏱️ Synced Lyrics

[00:30.32] ହେ-ହେ, ହେ-ହେ-ହେ-ହେ
[00:35.03] ଓ-ହୋ, ଓ-ହୋ-ହୋ-ହୋ
[00:39.35] ହୁଁ-ହୁଁ-ହୁଁ, ହୋ-ହୋ-ହୋ
[00:43.72]
[00:54.04] ରାତି ଛୋଟକୁ ଏଠି ସପନ ବେଶୀ
[00:58.70] ହୃଦୟ ବଡ଼ ହେଲେ ଅଳପ ଖୁସି
[01:07.29] ହୁଁ, ରାତି ଛୋଟକୁ ଏଠି ସପନ ବେଶୀ
[01:12.39] ହୃଦୟ ବଡ଼ ହେଲେ ଅଳପ ଖୁସି
[01:17.07] ରାଗ ଭୁଲି, ଦେ ତୁ ହସି
[01:23.56] ତୁ ଥା, ମୁଁ ଯାଉଛି ରୁଷି
[01:28.14] ତୁ ଥା, ମୁଁ ଯାଉଛି ରୁଷି
[01:32.74] ତୁ ଥା...
[01:35.14] ତୁ ଥା, ମୁଁ ଯାଉଛି ରୁଷି
[01:39.53] ତୁ ଥା, ମୁଁ ଯାଉଛି ରୁଷି
[01:43.61]
[02:05.58] ଛୋଟ ଛୋଟ କଥାରେ, ମିଛ ରାଗ ରୁଷାରେ
[02:10.18] ଫିକା ଲାଗେ ମିଠା ଜୀବନ
[02:14.60] ପୁରିଗଲେ କଳସୀ, ଲୁହ ଯାଏ ବରଷି
[02:19.44] ଚୁନାହୁଏ ସୁନା ସପନ
[02:28.60] ଛୋଟ ଛୋଟ କଥାରେ, ମିଛ ରାଗ ରୁଷାରେ
[02:33.28] ଫିକା ଲାଗେ ମିଠା ଜୀବନ
[02:37.77] ପୁରିଗଲେ କଳସୀ, ଲୁହ ଯାଏ ବରଷି
[02:42.67] ଚୁନାହୁଏ ସୁନା ସପନ
[02:46.47] ମାନିଯା ମୋ ଧନ, ଗଢ଼େଇ ଦେବି ତୋ ସପନ
[02:56.44] ପାଖରେ ଅଛି ବୋଲି ରାଗୁଛୁ ବେଶୀ
[03:00.91] ବିନା ଦୋଷରେ ମତେ କରୁଛୁ ଦୋଷୀ
[03:05.54] ସ୍ନେହ ତୋର ହେଲାଣି ବାସି
[03:11.81] ତୁ ଥା, ମୁଁ ଯାଉଛି ରୁଷି
[03:16.63] ତୁ ଥା, ମୁଁ ଯାଉଛି ରୁଷି
[03:21.03] ତୁ ଥା...
[03:23.44] ତୁ ଥା, ମୁଁ ଯାଉଛି ରୁଷି
[03:28.04] ତୁ ଥା, ମୁଁ ଯାଉଛି ରୁଷି
[03:32.35]
[04:12.52] ଟିକେ-ଟିକେ ସେନେହ, ଟିକେ-ଟିକେ କଳହ
[04:17.17] ମଜା ତାର ଲାଗେ ନିଆରା
[04:21.49] ଆରେ, ତାକୁ ଯାଇ କହିଦେ, ପଙ୍ଗା ଯଦି ନବ ସେ
[04:26.27] କଥା ଏଠି ହବ दूसरा
[04:30.60] (କହିଦେ-କହିଦେ)
[04:34.67] ଆରେ-ରେ-ରେ, ଟିକେ-ଟିକେ ସେନେହ, ଟିକେ-ଟିକେ କଳହ
[04:40.15] ମଜା ତାର ଲାଗେ ନିଆରା
[04:44.78] ତାକୁ ଯାଇ କହିଦେ, ପଙ୍ଗା ଯଦି ନବ ସେ
[04:49.24] କଥା ଏଠି ହବ दूसरा
[04:53.32] ନା ରେ ନା, ନା ରେ ନା
[04:57.82] ମିଛରେ ଝଗଡ଼ା କରନା
[05:03.29] କହୁଛି ରାଣ ଖାଇ ଗଲେ ମୁଁ ଋଷି
[05:07.78] ନେହୁରା ହେଇ ଯେତେ ଡାକିବ ଆସି
[05:12.55] ଚାଲିଗଲେ କାନ୍ଦିବ ବସି
[05:18.86] ତୁ ଥା, ମୁଁ ଯାଉଛି ରୁଷି
[05:23.45] ତୁ ଥା, ମୁଁ ଯାଉଛି ରୁଷି
[05:28.05] ତୁ ଥା...
[05:30.40] ତୁ ଥା, ମୁଁ ଯାଉଛି ରୁଷି
[05:34.86] ତୁ ଥା, ମୁଁ ଯାଉଛି ରୁଷି
[05:39.62] ତୁ ଥା, ମୁଁ ଯାଉଛି ରୁଷି
[05:44.58] ତୁ ଥା, ମୁଁ ଯାଉଛି ରୁଷି
[05:51.53]

⭐ Rate These Lyrics

Average: 0.0/5 • 0 ratings