Home 🎬 Bollywood 🎵 Pakistani 🎤 English Pop

Barlight Duku Duku

👤 Abhijit Majumdar 🎼 Barlight Duku Duku ⏱️ 4:23
🎵 3228 characters
⏱️ 4:23 duration
🆔 ID: 7594069

📜 Lyrics

ଯଉ ଦିନୁ ହେଲୁଣି ତୁ ନାଲି ଟୁକୁ-ଟୁକୁ
ଯଉ ଦିନୁ ହେଲୁଣି ତୁ ନାଲି ଟୁକୁ-ଟୁକୁ

ମୋର ତ ରାତି ସାରା barlight ଦୁକୁ-ଦୁକୁ-ଦୁକୁ ରେ
ହେ, ମୋର ରାତି ସାରା barlight ଦୁକୁ-ଦୁକୁ-ଦୁକୁ

ଯଉ ଦିନୁ ଡେଇଁଲୁଣି ଫୁକୁ-ଫୁକୁ-ଫୁକୁ
ଯଉ ଦିନୁ ଡେଇଁଲୁଣି ଫୁକୁ-ଫୁକୁ-ଫୁକୁ

ମୋର ତ ରାତି ସାରା barlight ଦୁକୁ-ଦୁକୁ-ଦୁକୁ ରେ
ହେ, ମୋର ରାତି ସାରା barlight ଦୁକୁ-ଦୁକୁ-ଦୁକୁ

ତୋ କଥା ଭାବି ମୋ ନିଦ ହଜିଲାଣି
କେମିତି ବୁଝିବୁ? ତାଲା ବାଜିଲାଣି

ଛାତି ତଳେ ରେଳ ଚାଲେ ଛୁକୁ-ଛୁକୁ-ଛୁକୁ

ମୋର ତ ରାତି ସାରା barlight ଦୁକୁ-ଦୁକୁ-ଦୁକୁ ରେ
ହେ, ମୋର ରାତି ସାରା barlight ଦୁକୁ-ଦୁକୁ-ଦୁକୁ

ହୁଁ, ଚିକିଣି-ଚିକିଣି ଗୋରାଦେହ ତୋର
କେବେଠୁ ହେଲା ଲୋ ଏତେ ଉଜାଲା?
ମନ କହେ छोरी ଡେଣା ତୋର ଧରି
ଟେକି ନେଇଯିବି ରାଉଲକେଲା

ହଏ, ଚିକିଣି-ଚିକିଣି ଗୋରାଦେହ ତୋର
କେବେଠୁ ହେଲା ଲୋ ଏତେ ଉଜାଲା?
ମନ କହେ छोरी ଡେଣା ତୋର ଧରି
ଟେକି ନେଇଯିବି ରାଉଲକେଲା

ଯେବେଠୁ ତୋ ଓଠ ଲାଜ ଖୋଜିଲାଣି
ହୃଦୟ starter fuse ହେଲାଣି

ଅନ୍ଧାରେ ମୁଁ ଗାଏ ବସି ଛାନ୍ଦ ଆଉ ଚମ୍ପୁ

ମୋର ତ ରାତି ସାରା barlight ଦୁକୁ-ଦୁକୁ-ଦୁକୁ ରେ
ହେ, ମୋର ରାତି ସାରା barlight ଦୁକୁ-ଦୁକୁ-ଦୁକୁ-ଦୁକୁ

ହଁ, ତୋ ଘର ବାଟକୁ ସବୁଦିନ ଯାଇ
ଘଣ୍ଟା-ଘଣ୍ଟା ରହି ଘଣ୍ଟି ଚିପୁଛି
ସବୁ ଜାଣି ମଣି ଖାଉଛୁ ଲୋଟଣୀ
ବୋଉ କାନି ଧରି ଖେଳୁଛୁ ପୁଚି

ହୁଁ, ତୋ ଘର ବାଟକୁ ସବୁଦିନ ଯାଇ
ଘଣ୍ଟା-ଘଣ୍ଟା ରହି ଘଣ୍ଟି ଚିପୁଛି
ସବୁ ଜାଣି ମଣି ଖାଉଛୁ ଲୋଟଣୀ
ବୋଉ କାନି ଧରି ଖେଳୁଛୁ ପୁଚି

ସପନରେ ଆମ ଚଉଠି ହେଲାଣି
ସତ କେବେ ହବ ଦିନ ଗଣିଲିଣି

କୁଆଁରା ମନ ମୋ ହୁଏ ହୁକୁ-ହୁକୁ-ହୁକୁ

ମୋର ତ ରାତି ସାରା barlight-
ଏ, ମୋର ରାତି ସାରା barlight ଦୁକୁ-ଦୁକୁ-ଦୁକୁ ହଁ
ମୋର ତ ରାତି ସାରା barlight ଦୁକୁ-ଦୁକୁ-ଦୁକୁ ରେ
ଏ, ମୋର ରାତି ସାରା barlight ଦୁକୁ-ଦୁକୁ-ଦୁକୁ-ଡୁକୁ-ଦୁକୁ-ଦୁକୁ-ଦୁକୁ-ଦୁକୁ

⏱️ Synced Lyrics

[00:27.47] ଯଉ ଦିନୁ ହେଲୁଣି ତୁ ନାଲି ଟୁକୁ-ଟୁକୁ
[00:34.32] ଯଉ ଦିନୁ ହେଲୁଣି ତୁ ନାଲି ଟୁକୁ-ଟୁକୁ
[00:38.91] ମୋର ତ ରାତି ସାରା barlight ଦୁକୁ-ଦୁକୁ-ଦୁକୁ ରେ
[00:44.21] ହେ, ମୋର ରାତି ସାରା barlight ଦୁକୁ-ଦୁକୁ-ଦୁକୁ
[00:48.04] ଯଉ ଦିନୁ ଡେଇଁଲୁଣି ଫୁକୁ-ଫୁକୁ-ଫୁକୁ
[00:55.06] ଯଉ ଦିନୁ ଡେଇଁଲୁଣି ଫୁକୁ-ଫୁକୁ-ଫୁକୁ
[00:59.62] ମୋର ତ ରାତି ସାରା barlight ଦୁକୁ-ଦୁକୁ-ଦୁକୁ ରେ
[01:04.82] ହେ, ମୋର ରାତି ସାରା barlight ଦୁକୁ-ଦୁକୁ-ଦୁକୁ
[01:08.94] ତୋ କଥା ଭାବି ମୋ ନିଦ ହଜିଲାଣି
[01:12.11] କେମିତି ବୁଝିବୁ? ତାଲା ବାଜିଲାଣି
[01:15.58] ଛାତି ତଳେ ରେଳ ଚାଲେ ଛୁକୁ-ଛୁକୁ-ଛୁକୁ
[01:20.12] ମୋର ତ ରାତି ସାରା barlight ଦୁକୁ-ଦୁକୁ-ଦୁକୁ ରେ
[01:25.33] ହେ, ମୋର ରାତି ସାରା barlight ଦୁକୁ-ଦୁକୁ-ଦୁକୁ
[01:29.19]
[01:52.93] ହୁଁ, ଚିକିଣି-ଚିକିଣି ଗୋରାଦେହ ତୋର
[01:56.78] କେବେଠୁ ହେଲା ଲୋ ଏତେ ଉଜାଲା?
[02:02.15] ମନ କହେ छोरी ଡେଣା ତୋର ଧରି
[02:05.49] ଟେକି ନେଇଯିବି ରାଉଲକେଲା
[02:11.64] ହଏ, ଚିକିଣି-ଚିକିଣି ଗୋରାଦେହ ତୋର
[02:15.59] କେବେଠୁ ହେଲା ଲୋ ଏତେ ଉଜାଲା?
[02:19.27] ମନ କହେ छोरी ଡେଣା ତୋର ଧରି
[02:22.38] ଟେକି ନେଇଯିବି ରାଉଲକେଲା
[02:26.08] ଯେବେଠୁ ତୋ ଓଠ ଲାଜ ଖୋଜିଲାଣି
[02:29.41] ହୃଦୟ starter fuse ହେଲାଣି
[02:32.83] ଅନ୍ଧାରେ ମୁଁ ଗାଏ ବସି ଛାନ୍ଦ ଆଉ ଚମ୍ପୁ
[02:37.37] ମୋର ତ ରାତି ସାରା barlight ଦୁକୁ-ଦୁକୁ-ଦୁକୁ ରେ
[02:42.26] ହେ, ମୋର ରାତି ସାରା barlight ଦୁକୁ-ଦୁକୁ-ଦୁକୁ-ଦୁକୁ
[02:46.61]
[03:10.06] ହଁ, ତୋ ଘର ବାଟକୁ ସବୁଦିନ ଯାଇ
[03:13.81] ଘଣ୍ଟା-ଘଣ୍ଟା ରହି ଘଣ୍ଟି ଚିପୁଛି
[03:19.14] ସବୁ ଜାଣି ମଣି ଖାଉଛୁ ଲୋଟଣୀ
[03:22.42] ବୋଉ କାନି ଧରି ଖେଳୁଛୁ ପୁଚି
[03:28.67] ହୁଁ, ତୋ ଘର ବାଟକୁ ସବୁଦିନ ଯାଇ
[03:32.61] ଘଣ୍ଟା-ଘଣ୍ଟା ରହି ଘଣ୍ଟି ଚିପୁଛି
[03:36.25] ସବୁ ଜାଣି ମଣି ଖାଉଛୁ ଲୋଟଣୀ
[03:39.78] ବୋଉ କାନି ଧରି ଖେଳୁଛୁ ପୁଚି
[03:43.13] ସପନରେ ଆମ ଚଉଠି ହେଲାଣି
[03:46.59] ସତ କେବେ ହବ ଦିନ ଗଣିଲିଣି
[03:49.85] କୁଆଁରା ମନ ମୋ ହୁଏ ହୁକୁ-ହୁକୁ-ହୁକୁ
[03:54.36] ମୋର ତ ରାତି ସାରା barlight-
[03:59.51] ଏ, ମୋର ରାତି ସାରା barlight ଦୁକୁ-ଦୁକୁ-ଦୁକୁ ହଁ
[04:04.68] ମୋର ତ ରାତି ସାରା barlight ଦୁକୁ-ଦୁକୁ-ଦୁକୁ ରେ
[04:09.97] ଏ, ମୋର ରାତି ସାରା barlight ଦୁକୁ-ଦୁକୁ-ଦୁକୁ-ଡୁକୁ-ଦୁକୁ-ଦୁକୁ-ଦୁକୁ-ଦୁକୁ
[04:15.90]

⭐ Rate These Lyrics

Average: 0.0/5 • 0 ratings