Mora Bhugola Re Bhala Hauthila 2.0
🎵 3506 characters
⏱️ 3:48 duration
🆔 ID: 7594097
📜 Lyrics
ମୋର ଭୂଗୋଳରେ ଭଲ ହଉଥିଲା
ମୋର ସାହିତ୍ୟରେ ଶହେ ରହୁଥିଲା
ମୋର ଭୂଗୋଳରେ ଭଲ ହଉଥିଲା
ମୋର ସାହିତ୍ୟରେ ଶହେ ରହୁଥିଲା
ହଁ, ଯଉଦିନ ସିଏ ନାଲି ଓଢ଼ଣୀ ବଜେଇଦେଲା, ସାଆ
ମୋର ସବୁ ଅଙ୍କ ଭୁଲ ହେଇଗଲା, ଗଲା ରେ ଗଲା
ସବୁ ଅଙ୍କ ଭୁଲ ହେଇଗଲା ଗଲା-ଗଲା-ଗଲା
ମୋର ଭୂଗୋଳରେ ଭଲ ହଉଥିଲା
ମୋର ସାହିତ୍ୟରେ ଶହେ ରହୁଥିଲା
ଥିଲି ସୁନାପିଲା ହେଲି ମୁଁ ଚଗଲା
ସେଇ ଝିଅଟି ପାଇଁ
ପାଠପଢା ଛାଡ଼ି ଗଲିଣି ବିଗିଡ଼ି
ମିଛ କହିବି ନାହିଁ
ହଁ, ଥିଲି ସୁନାପିଲା ହେଲି ମୁଁ ଚଗଲା
ସେଇ ଝିଅଟି ପାଇଁ
ପାଠପଢା ଛାଡ଼ି ଗଲିଣି ବିଗିଡ଼ି
ମିଛ କହିବି ନାହିଁ
ମୋର ଇତିହାସ ଭାରି ଭଲଥିଲା
ମୋର ଇଂରାଜି ରେ ଅଶୀ ରହୁଥିଲା
ମୋର ଇତିହାସ ଭାରି ଭଲଥିଲା
ମୋର ଇଂରାଜି ରେ ଅଶୀ ରହୁଥିଲା
ହଁ, ଯଉଦିନ ସିଏ ଚୋରା-ଚାହାଣି ମିଶେଇ ଦେଲା, ସାଆ
ମୋର ସବୁ ଅଙ୍କ ଭୁଲ ହେଇଗଲା, ଗଲା ରେ ଗଲା
ସବୁ ଅଙ୍କ ଭୁଲ ହେଇଗଲା ଗଲା-ଗଲା-ଗଲା
ମୋର ଭୂଗୋଳରେ ଭଲ ହଉଥିଲା
ମୋର ସାହିତ୍ୟରେ ଶହେ ରହୁଥିଲା
(ତୋ ଚକା ରୁ pump ଖୋଲି ତତେ lift ଦଉଛି)
(ପରୀକ୍ଷା ଖାତା ରେ ସେ ତୋ ଛବି ଆଙ୍କୁଛି)
(ଭୂଗୋଳ ବହିରେ ସେ ତୋ ଭୂଗୋଳ ଦେଖୁଛି)
(ତୋ ନାଆଁ ଟା କାହାଠୁ ଶୁଣି ହସ୍ତାକ୍ଷର ଲେଖୁଛି)
(ପ୍ରାଥନା ସଭାରେ ସେ ସ୍ଵୟଂ ପାଢ଼ୀ ଗୀତ ବୋଲୁଛି)
I think ମୁଁ ତାକୁ ଭଲ ପାଉଛି
ଆହା! ପ୍ରମ୍ ଭବିଷ୍ୟତ ଉଜ୍ଜଳ, ସାବଧାନ୍
ବାପା, ବୋଉ ନିତି ସପନ ଦେଖନ୍ତି
ନାମ ରଖିବ ପୁଅ
ପାଠରେ ମୋ ସୁନା ଦେଖୁଛି ସପନ
ସେଇ ଝିଅର ମୁହଁ
ହାଏ, ବାପା, ବୋଉ ନିତି ସପନ ଦେଖନ୍ତି
ନାମ ରଖିବ ପୁଅ
ପାଠରେ ମୋ ସୁନା ଦେଖୁଛି ସପନ
ସେଇ ଝିଅର ମୁହଁ
ମୋର ସାମାଜିକ ମନେ ରହୁଥିଲା
ମୋର ବିଜ୍ଞାନରେ ନବେ ରହୁଥିଲା
ମୋର ସାମାଜିକ ମନେ ରହୁଥିଲା
ମୋର ବିଜ୍ଞାନରେ ନବେ ରହୁଥିଲା
ହଁ, ଯାଉଦିନ ସିଏ ପ୍ରେମ-କାହାଣୀ ଶୁଣେଇ ଦେଲା, ସାଆ
ମୋର ସବୁ ଅଙ୍କ ଭୁଲ ହେଇଗଲା, ଗଲା ରେ ଗଲା
ସବୁ ଅଙ୍କ ଭୁଲ ହେଇଗଲା ଗଲା-ଗଲା-ଗଲା
ମୋର ଭୂଗୋଳରେ ଭଲ ହଉଥିଲା
ମୋର ସାହିତ୍ୟରେ ଶହେ ରହୁଥିଲା, ହାଏ

⏱️ Synced Lyrics
[00:20.50] ମୋର ଭୂଗୋଳରେ ଭଲ ହଉଥିଲା
[00:23.44] ମୋର ସାହିତ୍ୟରେ ଶହେ ରହୁଥିଲା
[00:27.15] ମୋର ଭୂଗୋଳରେ ଭଲ ହଉଥିଲା
[00:30.20] ମୋର ସାହିତ୍ୟରେ ଶହେ ରହୁଥିଲା
[00:33.33] ହଁ, ଯଉଦିନ ସିଏ ନାଲି ଓଢ଼ଣୀ ବଜେଇଦେଲା, ସାଆ
[00:38.32] ମୋର ସବୁ ଅଙ୍କ ଭୁଲ ହେଇଗଲା, ଗଲା ରେ ଗଲା
[00:43.55] ସବୁ ଅଙ୍କ ଭୁଲ ହେଇଗଲା ଗଲା-ଗଲା-ଗଲା
[00:48.03] ମୋର ଭୂଗୋଳରେ ଭଲ ହଉଥିଲା
[00:50.96] ମୋର ସାହିତ୍ୟରେ ଶହେ ରହୁଥିଲା
[01:07.40] ଥିଲି ସୁନାପିଲା ହେଲି ମୁଁ ଚଗଲା
[01:10.39] ସେଇ ଝିଅଟି ପାଇଁ
[01:13.86] ପାଠପଢା ଛାଡ଼ି ଗଲିଣି ବିଗିଡ଼ି
[01:16.98] ମିଛ କହିବି ନାହିଁ
[01:23.29] ହଁ, ଥିଲି ସୁନାପିଲା ହେଲି ମୁଁ ଚଗଲା
[01:27.05] ସେଇ ଝିଅଟି ପାଇଁ
[01:29.95] ପାଠପଢା ଛାଡ଼ି ଗଲିଣି ବିଗିଡ଼ି
[01:33.14] ମିଛ କହିବି ନାହିଁ
[01:35.94] ମୋର ଇତିହାସ ଭାରି ଭଲଥିଲା
[01:39.25] ମୋର ଇଂରାଜି ରେ ଅଶୀ ରହୁଥିଲା
[01:42.48] ମୋର ଇତିହାସ ଭାରି ଭଲଥିଲା
[01:45.45] ମୋର ଇଂରାଜି ରେ ଅଶୀ ରହୁଥିଲା
[01:49.01] ହଁ, ଯଉଦିନ ସିଏ ଚୋରା-ଚାହାଣି ମିଶେଇ ଦେଲା, ସାଆ
[01:54.07] ମୋର ସବୁ ଅଙ୍କ ଭୁଲ ହେଇଗଲା, ଗଲା ରେ ଗଲା
[01:58.83] ସବୁ ଅଙ୍କ ଭୁଲ ହେଇଗଲା ଗଲା-ଗଲା-ଗଲା
[02:03.42] ମୋର ଭୂଗୋଳରେ ଭଲ ହଉଥିଲା
[02:06.44] ମୋର ସାହିତ୍ୟରେ ଶହେ ରହୁଥିଲା
[02:16.47] (ତୋ ଚକା ରୁ pump ଖୋଲି ତତେ lift ଦଉଛି)
[02:19.47] (ପରୀକ୍ଷା ଖାତା ରେ ସେ ତୋ ଛବି ଆଙ୍କୁଛି)
[02:22.79] (ଭୂଗୋଳ ବହିରେ ସେ ତୋ ଭୂଗୋଳ ଦେଖୁଛି)
[02:25.68] (ତୋ ନାଆଁ ଟା କାହାଠୁ ଶୁଣି ହସ୍ତାକ୍ଷର ଲେଖୁଛି)
[02:28.93] (ପ୍ରାଥନା ସଭାରେ ସେ ସ୍ଵୟଂ ପାଢ଼ୀ ଗୀତ ବୋଲୁଛି)
[02:35.52] I think ମୁଁ ତାକୁ ଭଲ ପାଉଛି
[02:37.69] ଆହା! ପ୍ରମ୍ ଭବିଷ୍ୟତ ଉଜ୍ଜଳ, ସାବଧାନ୍
[02:40.28] ବାପା, ବୋଉ ନିତି ସପନ ଦେଖନ୍ତି
[02:42.90] ନାମ ରଖିବ ପୁଅ
[02:46.30] ପାଠରେ ମୋ ସୁନା ଦେଖୁଛି ସପନ
[02:49.56] ସେଇ ଝିଅର ମୁହଁ
[02:56.03] ହାଏ, ବାପା, ବୋଉ ନିତି ସପନ ଦେଖନ୍ତି
[02:59.47] ନାମ ରଖିବ ପୁଅ
[03:02.32] ପାଠରେ ମୋ ସୁନା ଦେଖୁଛି ସପନ
[03:05.46] ସେଇ ଝିଅର ମୁହଁ
[03:08.66] ମୋର ସାମାଜିକ ମନେ ରହୁଥିଲା
[03:11.68] ମୋର ବିଜ୍ଞାନରେ ନବେ ରହୁଥିଲା
[03:15.18] ମୋର ସାମାଜିକ ମନେ ରହୁଥିଲା
[03:18.06] ମୋର ବିଜ୍ଞାନରେ ନବେ ରହୁଥିଲା
[03:21.47] ହଁ, ଯାଉଦିନ ସିଏ ପ୍ରେମ-କାହାଣୀ ଶୁଣେଇ ଦେଲା, ସାଆ
[03:26.56] ମୋର ସବୁ ଅଙ୍କ ଭୁଲ ହେଇଗଲା, ଗଲା ରେ ଗଲା
[03:31.42] ସବୁ ଅଙ୍କ ଭୁଲ ହେଇଗଲା ଗଲା-ଗଲା-ଗଲା
[03:36.01] ମୋର ଭୂଗୋଳରେ ଭଲ ହଉଥିଲା
[03:38.85] ମୋର ସାହିତ୍ୟରେ ଶହେ ରହୁଥିଲା, ହାଏ
[03:47.04]