Rama Re Rama Re
🎵 3434 characters
⏱️ 8:24 duration
🆔 ID: 7594156
📜 Lyrics
ଲାଲା-ଲାଲାଲା-ଲା
ଆହା-ଲାଲା-ଲାଲାଲା-ଲା
ଆହା-ଆହାହା
ରାମାରେ, ରାମାରେ, ରାମାରେ
ଏ କି ହେଲା? ଏ କି ହେଲା ରେ?
ହେ, ରାମାରେ, ରାମାରେ, ରାମାରେ
ଏ କି ହେଲା? ଏ କି ହେଲା ରେ?
ପ୍ରଥମ ଦେଖାରେ, ପ୍ରଥମ ଛୁଆଁରେ
ପ୍ରଥମ ଦେଖାରେ, ପ୍ରଥମ ଛୁଆଁରେ
ମନ ରହିଗଲା ତୁମରି ଠାରେ
ହୋ ମନ ରହିଗଲା ତୁମରି ଠାରେ
ଉଡ଼ିବାକୁ ତମେ ମୋତେ ଦେଲ ଡ଼େଣା
ନାଚିବାକୁ ଘୁଙ୍ଗୁରର ଦେଲ ଅଗଣା
ହୋ ଓଢ଼ଣୀକୁ କରିଦେଲ ମୋ ଓଢ଼ଣା
ମୋ ମନକୁ କରିଦେଲ ବନ ଝରଣା
ରାମାରେ, ରାମାରେ, ରାମାରେ (ରାମା-ରାମା-ରାମା)
ଏ କି ହେଲା? ଏ କି ହେଲା ରେ?
ହେ, ରାମାରେ, ରାମାରେ, ରାମାରେ
ଏ କି ହେଲା? ଏ କି ହେଲା ରେ?
ଝରଣା ପାଣିରେ ଲେଖି ମୁଁ ଦେଲି ରେ
ଝରଣା ପାଣିରେ ଲେଖି ମୁଁ ଦେଲି ରେ
ମନ ରହିଗଲା ତୁମରି ଠାରେ
ହୋ, ମନ ରହିଗଲା ତୁମରି ଠାରେ
ଆଖି କହେ ତୁମକୁ ସେ ପାଇଛି ଖୋଜି, ଓ
ହାତଧରି ମୋତେ ନେଇଯାଅ ଆଜି
ହୋ, ଖୁସିରେ ମୁଁ ତୁମ କୋଳେ ଯିବି ହଜି, ଓ
ନିଜ ଲାଗେ ନିଜେ ମୁଁ ଭିଜି ଭିଜି
ରାମାରେ, ରାମାରେ, ରାମାରେ
ଏ କି ହେଲା? ଏ କି ହେଲା ରେ?
ହେ, ରାମାରେ, ରାମାରେ, ରାମାରେ
ଏ କି ହେଲା? ଏ କି ହେଲା ରେ?
ଲାଜରେ ଲାଜରେ କହି ମୁଁ ଦେଲି ରେ
ଲାଜରେ ଲାଜରେ କହି ମୁଁ ଦେଲି ରେ
ମନ ରହିଗଲା ତୁମରି ଠାରେ
ହୋ ମନ ରହିଗଲା ତୁମରି ଠାରେ
ରାମାରେ, ରାମାରେ, ରାମାରେ
ଏ କି ହେଲା? ଏ କି ହେଲା ରେ?
ରାମାରେ, ରାମାରେ, ରାମାରେ
ଏ କି ହେଲା? ଏ କି ହେଲା ରେ?
ଆଖିର ଲୁହରେ ଘର ଭିଜିଲି ରେ
ଆଖିର ଲୁହରେ ଘର ଭିଜିଲି ରେ
ମନ ଜଳିଗଲା ତୁମ କଥାରେ
ମନ ଜଳିଗଲା ତୁମ କଥାରେ
ଉଡିବାକୁ କାଟିଦେଲ ପର, ଡେଣା
ନାଚିବାକୁ ଘୁଙ୍ଗୁର ତ ଖୋଜେ ଅଗଣା
ହଜିଗଲା ରହିବାକୁ ମୋ ଠିକଣା
ଶୁଖିଗଲା ମୋ ମନ ବନ-ଝରଣା
ରାମାରେ, ରାମାରେ, ରାମାରେ
ଏ କି ହେଲା? ଏ କି ହେଲା ରେ?
ରାମାରେ, ରାମାରେ, ରାମାରେ
ଏ କି ହେଲା? ଏ କି ହେଲା ରେ?
ଏତେ ସହଜରେ ଭୁଲି କି ହୁଏ ରେ?
ଏତେ ସହଜରେ ଭୁଲି କି ହୁଏ ରେ?
ମନ ରହିଗଲା ତୁମରି ଠାରେ
ମନ ରହିଗଲା ତୁମରି
ଆହା-ଲାଲା-ଲାଲାଲା-ଲା
ଆହା-ଆହାହା
ରାମାରେ, ରାମାରେ, ରାମାରେ
ଏ କି ହେଲା? ଏ କି ହେଲା ରେ?
ହେ, ରାମାରେ, ରାମାରେ, ରାମାରେ
ଏ କି ହେଲା? ଏ କି ହେଲା ରେ?
ପ୍ରଥମ ଦେଖାରେ, ପ୍ରଥମ ଛୁଆଁରେ
ପ୍ରଥମ ଦେଖାରେ, ପ୍ରଥମ ଛୁଆଁରେ
ମନ ରହିଗଲା ତୁମରି ଠାରେ
ହୋ ମନ ରହିଗଲା ତୁମରି ଠାରେ
ଉଡ଼ିବାକୁ ତମେ ମୋତେ ଦେଲ ଡ଼େଣା
ନାଚିବାକୁ ଘୁଙ୍ଗୁରର ଦେଲ ଅଗଣା
ହୋ ଓଢ଼ଣୀକୁ କରିଦେଲ ମୋ ଓଢ଼ଣା
ମୋ ମନକୁ କରିଦେଲ ବନ ଝରଣା
ରାମାରେ, ରାମାରେ, ରାମାରେ (ରାମା-ରାମା-ରାମା)
ଏ କି ହେଲା? ଏ କି ହେଲା ରେ?
ହେ, ରାମାରେ, ରାମାରେ, ରାମାରେ
ଏ କି ହେଲା? ଏ କି ହେଲା ରେ?
ଝରଣା ପାଣିରେ ଲେଖି ମୁଁ ଦେଲି ରେ
ଝରଣା ପାଣିରେ ଲେଖି ମୁଁ ଦେଲି ରେ
ମନ ରହିଗଲା ତୁମରି ଠାରେ
ହୋ, ମନ ରହିଗଲା ତୁମରି ଠାରେ
ଆଖି କହେ ତୁମକୁ ସେ ପାଇଛି ଖୋଜି, ଓ
ହାତଧରି ମୋତେ ନେଇଯାଅ ଆଜି
ହୋ, ଖୁସିରେ ମୁଁ ତୁମ କୋଳେ ଯିବି ହଜି, ଓ
ନିଜ ଲାଗେ ନିଜେ ମୁଁ ଭିଜି ଭିଜି
ରାମାରେ, ରାମାରେ, ରାମାରେ
ଏ କି ହେଲା? ଏ କି ହେଲା ରେ?
ହେ, ରାମାରେ, ରାମାରେ, ରାମାରେ
ଏ କି ହେଲା? ଏ କି ହେଲା ରେ?
ଲାଜରେ ଲାଜରେ କହି ମୁଁ ଦେଲି ରେ
ଲାଜରେ ଲାଜରେ କହି ମୁଁ ଦେଲି ରେ
ମନ ରହିଗଲା ତୁମରି ଠାରେ
ହୋ ମନ ରହିଗଲା ତୁମରି ଠାରେ
ରାମାରେ, ରାମାରେ, ରାମାରେ
ଏ କି ହେଲା? ଏ କି ହେଲା ରେ?
ରାମାରେ, ରାମାରେ, ରାମାରେ
ଏ କି ହେଲା? ଏ କି ହେଲା ରେ?
ଆଖିର ଲୁହରେ ଘର ଭିଜିଲି ରେ
ଆଖିର ଲୁହରେ ଘର ଭିଜିଲି ରେ
ମନ ଜଳିଗଲା ତୁମ କଥାରେ
ମନ ଜଳିଗଲା ତୁମ କଥାରେ
ଉଡିବାକୁ କାଟିଦେଲ ପର, ଡେଣା
ନାଚିବାକୁ ଘୁଙ୍ଗୁର ତ ଖୋଜେ ଅଗଣା
ହଜିଗଲା ରହିବାକୁ ମୋ ଠିକଣା
ଶୁଖିଗଲା ମୋ ମନ ବନ-ଝରଣା
ରାମାରେ, ରାମାରେ, ରାମାରେ
ଏ କି ହେଲା? ଏ କି ହେଲା ରେ?
ରାମାରେ, ରାମାରେ, ରାମାରେ
ଏ କି ହେଲା? ଏ କି ହେଲା ରେ?
ଏତେ ସହଜରେ ଭୁଲି କି ହୁଏ ରେ?
ଏତେ ସହଜରେ ଭୁଲି କି ହୁଏ ରେ?
ମନ ରହିଗଲା ତୁମରି ଠାରେ
ମନ ରହିଗଲା ତୁମରି
⏱️ Synced Lyrics
[00:07.54] ଲାଲା-ଲାଲାଲା-ଲା
[00:11.68] ଆହା-ଲାଲା-ଲାଲାଲା-ଲା
[00:16.20] ଆହା-ଆହାହା
[00:19.95]
[00:28.08] ରାମାରେ, ରାମାରେ, ରାମାରେ
[00:32.08] ଏ କି ହେଲା? ଏ କି ହେଲା ରେ?
[00:35.55] ହେ, ରାମାରେ, ରାମାରେ, ରାମାରେ
[00:40.14] ଏ କି ହେଲା? ଏ କି ହେଲା ରେ?
[00:44.09] ପ୍ରଥମ ଦେଖାରେ, ପ୍ରଥମ ଛୁଆଁରେ
[00:47.84] ପ୍ରଥମ ଦେଖାରେ, ପ୍ରଥମ ଛୁଆଁରେ
[00:53.11] ମନ ରହିଗଲା ତୁମରି ଠାରେ
[01:02.39] ହୋ ମନ ରହିଗଲା ତୁମରି ଠାରେ
[01:10.86]
[01:43.45] ଉଡ଼ିବାକୁ ତମେ ମୋତେ ଦେଲ ଡ଼େଣା
[01:50.82] ନାଚିବାକୁ ଘୁଙ୍ଗୁରର ଦେଲ ଅଗଣା
[01:57.82] ହୋ ଓଢ଼ଣୀକୁ କରିଦେଲ ମୋ ଓଢ଼ଣା
[02:05.74] ମୋ ମନକୁ କରିଦେଲ ବନ ଝରଣା
[02:13.18] ରାମାରେ, ରାମାରେ, ରାମାରେ (ରାମା-ରାମା-ରାମା)
[02:17.04] ଏ କି ହେଲା? ଏ କି ହେଲା ରେ?
[02:20.48] ହେ, ରାମାରେ, ରାମାରେ, ରାମାରେ
[02:24.64] ଏ କି ହେଲା? ଏ କି ହେଲା ରେ?
[02:28.45] ଝରଣା ପାଣିରେ ଲେଖି ମୁଁ ଦେଲି ରେ
[02:32.20] ଝରଣା ପାଣିରେ ଲେଖି ମୁଁ ଦେଲି ରେ
[02:37.40] ମନ ରହିଗଲା ତୁମରି ଠାରେ
[02:46.45] ହୋ, ମନ ରହିଗଲା ତୁମରି ଠାରେ
[02:54.89]
[03:37.44] ଆଖି କହେ ତୁମକୁ ସେ ପାଇଛି ଖୋଜି, ଓ
[03:44.81] ହାତଧରି ମୋତେ ନେଇଯାଅ ଆଜି
[03:51.63] ହୋ, ଖୁସିରେ ମୁଁ ତୁମ କୋଳେ ଯିବି ହଜି, ଓ
[03:59.36] ନିଜ ଲାଗେ ନିଜେ ମୁଁ ଭିଜି ଭିଜି
[04:06.65] ରାମାରେ, ରାମାରେ, ରାମାରେ
[04:10.35] ଏ କି ହେଲା? ଏ କି ହେଲା ରେ?
[04:13.70] ହେ, ରାମାରେ, ରାମାରେ, ରାମାରେ
[04:17.87] ଏ କି ହେଲା? ଏ କି ହେଲା ରେ?
[04:21.60] ଲାଜରେ ଲାଜରେ କହି ମୁଁ ଦେଲି ରେ
[04:25.49] ଲାଜରେ ଲାଜରେ କହି ମୁଁ ଦେଲି ରେ
[04:30.26] ମନ ରହିଗଲା ତୁମରି ଠାରେ
[04:39.08] ହୋ ମନ ରହିଗଲା ତୁମରି ଠାରେ
[04:47.48]
[05:03.57] ରାମାରେ, ରାମାରେ, ରାମାରେ
[05:08.73] ଏ କି ହେଲା? ଏ କି ହେଲା ରେ?
[05:14.12] ରାମାରେ, ରାମାରେ, ରାମାରେ
[05:19.58] ଏ କି ହେଲା? ଏ କି ହେଲା ରେ?
[05:24.66] ଆଖିର ଲୁହରେ ଘର ଭିଜିଲି ରେ
[05:30.14] ଆଖିର ଲୁହରେ ଘର ଭିଜିଲି ରେ
[05:37.36] ମନ ଜଳିଗଲା ତୁମ କଥାରେ
[05:50.61] ମନ ଜଳିଗଲା ତୁମ କଥାରେ
[06:01.29]
[06:13.06] ଉଡିବାକୁ କାଟିଦେଲ ପର, ଡେଣା
[06:23.58] ନାଚିବାକୁ ଘୁଙ୍ଗୁର ତ ଖୋଜେ ଅଗଣା
[06:34.06] ହଜିଗଲା ରହିବାକୁ ମୋ ଠିକଣା
[06:44.75] ଶୁଖିଗଲା ମୋ ମନ ବନ-ଝରଣା
[06:55.23] ରାମାରେ, ରାମାରେ, ରାମାରେ
[07:00.84] ଏ କି ହେଲା? ଏ କି ହେଲା ରେ?
[07:06.10] ରାମାରେ, ରାମାରେ, ରାମାରେ
[07:11.28] ଏ କି ହେଲା? ଏ କି ହେଲା ରେ?
[07:16.94] ଏତେ ସହଜରେ ଭୁଲି କି ହୁଏ ରେ?
[07:22.19] ଏତେ ସହଜରେ ଭୁଲି କି ହୁଏ ରେ?
[07:29.53] ମନ ରହିଗଲା ତୁମରି ଠାରେ
[07:42.78] ମନ ରହିଗଲା ତୁମରି
[07:51.11]
[00:11.68] ଆହା-ଲାଲା-ଲାଲାଲା-ଲା
[00:16.20] ଆହା-ଆହାହା
[00:19.95]
[00:28.08] ରାମାରେ, ରାମାରେ, ରାମାରେ
[00:32.08] ଏ କି ହେଲା? ଏ କି ହେଲା ରେ?
[00:35.55] ହେ, ରାମାରେ, ରାମାରେ, ରାମାରେ
[00:40.14] ଏ କି ହେଲା? ଏ କି ହେଲା ରେ?
[00:44.09] ପ୍ରଥମ ଦେଖାରେ, ପ୍ରଥମ ଛୁଆଁରେ
[00:47.84] ପ୍ରଥମ ଦେଖାରେ, ପ୍ରଥମ ଛୁଆଁରେ
[00:53.11] ମନ ରହିଗଲା ତୁମରି ଠାରେ
[01:02.39] ହୋ ମନ ରହିଗଲା ତୁମରି ଠାରେ
[01:10.86]
[01:43.45] ଉଡ଼ିବାକୁ ତମେ ମୋତେ ଦେଲ ଡ଼େଣା
[01:50.82] ନାଚିବାକୁ ଘୁଙ୍ଗୁରର ଦେଲ ଅଗଣା
[01:57.82] ହୋ ଓଢ଼ଣୀକୁ କରିଦେଲ ମୋ ଓଢ଼ଣା
[02:05.74] ମୋ ମନକୁ କରିଦେଲ ବନ ଝରଣା
[02:13.18] ରାମାରେ, ରାମାରେ, ରାମାରେ (ରାମା-ରାମା-ରାମା)
[02:17.04] ଏ କି ହେଲା? ଏ କି ହେଲା ରେ?
[02:20.48] ହେ, ରାମାରେ, ରାମାରେ, ରାମାରେ
[02:24.64] ଏ କି ହେଲା? ଏ କି ହେଲା ରେ?
[02:28.45] ଝରଣା ପାଣିରେ ଲେଖି ମୁଁ ଦେଲି ରେ
[02:32.20] ଝରଣା ପାଣିରେ ଲେଖି ମୁଁ ଦେଲି ରେ
[02:37.40] ମନ ରହିଗଲା ତୁମରି ଠାରେ
[02:46.45] ହୋ, ମନ ରହିଗଲା ତୁମରି ଠାରେ
[02:54.89]
[03:37.44] ଆଖି କହେ ତୁମକୁ ସେ ପାଇଛି ଖୋଜି, ଓ
[03:44.81] ହାତଧରି ମୋତେ ନେଇଯାଅ ଆଜି
[03:51.63] ହୋ, ଖୁସିରେ ମୁଁ ତୁମ କୋଳେ ଯିବି ହଜି, ଓ
[03:59.36] ନିଜ ଲାଗେ ନିଜେ ମୁଁ ଭିଜି ଭିଜି
[04:06.65] ରାମାରେ, ରାମାରେ, ରାମାରେ
[04:10.35] ଏ କି ହେଲା? ଏ କି ହେଲା ରେ?
[04:13.70] ହେ, ରାମାରେ, ରାମାରେ, ରାମାରେ
[04:17.87] ଏ କି ହେଲା? ଏ କି ହେଲା ରେ?
[04:21.60] ଲାଜରେ ଲାଜରେ କହି ମୁଁ ଦେଲି ରେ
[04:25.49] ଲାଜରେ ଲାଜରେ କହି ମୁଁ ଦେଲି ରେ
[04:30.26] ମନ ରହିଗଲା ତୁମରି ଠାରେ
[04:39.08] ହୋ ମନ ରହିଗଲା ତୁମରି ଠାରେ
[04:47.48]
[05:03.57] ରାମାରେ, ରାମାରେ, ରାମାରେ
[05:08.73] ଏ କି ହେଲା? ଏ କି ହେଲା ରେ?
[05:14.12] ରାମାରେ, ରାମାରେ, ରାମାରେ
[05:19.58] ଏ କି ହେଲା? ଏ କି ହେଲା ରେ?
[05:24.66] ଆଖିର ଲୁହରେ ଘର ଭିଜିଲି ରେ
[05:30.14] ଆଖିର ଲୁହରେ ଘର ଭିଜିଲି ରେ
[05:37.36] ମନ ଜଳିଗଲା ତୁମ କଥାରେ
[05:50.61] ମନ ଜଳିଗଲା ତୁମ କଥାରେ
[06:01.29]
[06:13.06] ଉଡିବାକୁ କାଟିଦେଲ ପର, ଡେଣା
[06:23.58] ନାଚିବାକୁ ଘୁଙ୍ଗୁର ତ ଖୋଜେ ଅଗଣା
[06:34.06] ହଜିଗଲା ରହିବାକୁ ମୋ ଠିକଣା
[06:44.75] ଶୁଖିଗଲା ମୋ ମନ ବନ-ଝରଣା
[06:55.23] ରାମାରେ, ରାମାରେ, ରାମାରେ
[07:00.84] ଏ କି ହେଲା? ଏ କି ହେଲା ରେ?
[07:06.10] ରାମାରେ, ରାମାରେ, ରାମାରେ
[07:11.28] ଏ କି ହେଲା? ଏ କି ହେଲା ରେ?
[07:16.94] ଏତେ ସହଜରେ ଭୁଲି କି ହୁଏ ରେ?
[07:22.19] ଏତେ ସହଜରେ ଭୁଲି କି ହୁଏ ରେ?
[07:29.53] ମନ ରହିଗଲା ତୁମରି ଠାରେ
[07:42.78] ମନ ରହିଗଲା ତୁମରି
[07:51.11]