Home 🎬 Bollywood 🎵 Pakistani 🎤 English Pop

Halka Tora Mitha

👤 Babushan feat. Sohini Mishra 🎼 Daha Balunga (Original Motion Picture Soundtrack) ⏱️ 3:30
🎵 1678 characters
⏱️ 3:30 duration
🆔 ID: 7594206

📜 Lyrics

ହାଲ୍କା ତୋର ମିଠା ଛୁଆଁରେ
ହଲଚଲ୍ ହେଲି ମୁଁ ପ୍ରିୟାରେ

ଗୁନ୍-ଗୁନ୍-ଗୁନ୍ ଗାଏ, ନିଦ ଚୋରାଏ
ପାଉଁଜି ତୋ ଗୋରା ପାଦରେ, ଓ-ଓ

मौला मौला मेरे मौला
ମେଘ ଥାଇ ଚାନ୍ଦ ଦିଶିଗଲା, ଓ मौला
मौला मौला मेरे मौला
ତତେ ମୋ ପାଇଁ କିଏ ଗଢ଼ିଲା?

ସପନେ ପରୀଟେ ଦେଖିଲି
ଆଖିରେ ଲୁଚେଇ ରଖିଲି

ହଁ, ଭାବନା ରଙ୍ଗ ମୁଁ ବୋଳିଲି
ଛବିରେ ତାକୁ ମୁଁ ଆଙ୍କିଲି

ହାତଠାରି ସେ ଡ଼ାକିଲା ମତେ
ପାଗଳ ତା ପାଇଁ ହେଲିରେ, ଓ-ଓ

मौला मौला मेरे मौला
ମେଘ ଥାଇ ଚାନ୍ଦ ଦିଶିଗଲା, ଓ मौला
मौला मौला मेरे मौला
ତତେ ମୋ ପାଇଁ କିଏ ଗଢ଼ିଲା?

ଅଚିହ୍ନା ଫୁଲଟି ଥିଲି ରେ
ଏମିତି ମହକ ଦେଲୁ ରେ

ହୋ, ଲକ୍ଷେ କଦମ୍ବର ବାସ୍ନାରେ
ମହକି ଯାଉଛି ଏଥିରେ

ସତେ ଯେମିତି, ଚୋରା ଚଇତି
ଛପି ଛପି ଛୁଇଁ ଦେଲାରେ, ଓ-ଓ

मौला मौला मेरे मौला
ମେଘ ଥାଇ ଚାନ୍ଦ ଦିଶିଗଲା, ଓ मौला
मौला मौला मेरे मौला
ମୋତେ ତୋ ପାଇଁ ସେ ଗଢ଼ିଦେଲା

⏱️ Synced Lyrics

[00:26.04] ହାଲ୍କା ତୋର ମିଠା ଛୁଆଁରେ
[00:30.36] ହଲଚଲ୍ ହେଲି ମୁଁ ପ୍ରିୟାରେ
[00:34.65] ଗୁନ୍-ଗୁନ୍-ଗୁନ୍ ଗାଏ, ନିଦ ଚୋରାଏ
[00:38.84] ପାଉଁଜି ତୋ ଗୋରା ପାଦରେ, ଓ-ଓ
[00:43.00] मौला मौला मेरे मौला
[00:46.76] ମେଘ ଥାଇ ଚାନ୍ଦ ଦିଶିଗଲା, ଓ मौला
[00:51.81] मौला मौला मेरे मौला
[00:55.57] ତତେ ମୋ ପାଇଁ କିଏ ଗଢ଼ିଲା?
[01:24.03] ସପନେ ପରୀଟେ ଦେଖିଲି
[01:28.38] ଆଖିରେ ଲୁଚେଇ ରଖିଲି
[01:40.51] ହଁ, ଭାବନା ରଙ୍ଗ ମୁଁ ବୋଳିଲି
[01:45.84] ଛବିରେ ତାକୁ ମୁଁ ଆଙ୍କିଲି
[01:50.12] ହାତଠାରି ସେ ଡ଼ାକିଲା ମତେ
[01:54.61] ପାଗଳ ତା ପାଇଁ ହେଲିରେ, ଓ-ଓ
[01:58.66] मौला मौला मेरे मौला
[02:02.46] ମେଘ ଥାଇ ଚାନ୍ଦ ଦିଶିଗଲା, ଓ मौला
[02:07.45] मौला मौला मेरे मौला
[02:11.22] ତତେ ମୋ ପାଇଁ କିଏ ଗଢ଼ିଲା?
[02:33.37] ଅଚିହ୍ନା ଫୁଲଟି ଥିଲି ରେ
[02:37.82] ଏମିତି ମହକ ଦେଲୁ ରେ
[02:49.59] ହୋ, ଲକ୍ଷେ କଦମ୍ବର ବାସ୍ନାରେ
[02:55.13] ମହକି ଯାଉଛି ଏଥିରେ
[02:59.42] ସତେ ଯେମିତି, ଚୋରା ଚଇତି
[03:03.77] ଛପି ଛପି ଛୁଇଁ ଦେଲାରେ, ଓ-ଓ
[03:07.99] मौला मौला मेरे मौला
[03:11.70] ମେଘ ଥାଇ ଚାନ୍ଦ ଦିଶିଗଲା, ଓ मौला
[03:16.71] मौला मौला मेरे मौला
[03:20.22] ମୋତେ ତୋ ପାଇଁ ସେ ଗଢ଼ିଦେଲା
[03:26.72]

⭐ Rate These Lyrics

Average: 0.0/5 • 0 ratings