Chithi Mora Tiki Chadhei
🎵 2321 characters
⏱️ 4:09 duration
🆔 ID: 7720742
📜 Lyrics
ଶାମୁକା
ଚିଠି ମୋର ଟିକି ଚଢ଼େଇ
ଚିଠି ମୋର ଟିକି ଚଢ଼େଇ
ଫୁର୍ କିନା ଦେଲି ଉଡେଇ
ସେଇ ଚଢ଼େଇ (ଲାଲା-ଲା-ଲାଲା)
କହିବ ଯାଇ (ଲାଲା-ଲା-ଲାଲା)
ସେଇ ଚଢ଼େଇ କହିବ ଯାଇ
ଲେଖିଛି ଯିଏ, ଏଇ ଚିଠି ସେ
ସେ ତୋରି ପାଇଁ, ତୋ ପାଇଁ
ତୋରି ପାଇଁ, ତୋ ପାଇଁ
ସାଗର ସାଗର, ସାଗର ବୁକୁଯେ
ଲହରୀରେ ଢେଉ ଢେଉକା
ସାଗର ସାଗର, ସାଗର ବୁକୁଯେ
ଲହରୀରେ ଢେଉ ଢେଉକା
ଲହରୀ-ଲହରୀ, ଲହରୀ ବୁକୁରେ
ପାଇଛି ମୁଁ ମୋ ଶାମୁକା
ଶାମୁକା ମୋର ଅତି ନିଜର
ଜାଣେନା ସେ ତ କାହାର ପାଇଁ
ସେ ତୋରି ପାଇଁ, ତୋ ପାଇଁ
ତୋରି ପାଇଁ, ତୋ ପାଇଁ
ଶାମୁକା ଶାମୁକା, ଶାମୁକା ଓଠରେ
ଶିଶିର ହୋଇଛି ସାଇତା
ଶାମୁକା ଶାମୁକା, ଶାମୁକା ଓଠରେ
ଶିଶିର ହୋଇଛି ସାଇତା
ଜାଣେନା ଜାଣେନା, ଜାଣେନା କେବେ ସେ
ଶିଶିର ହେବ ଯେ ମୁକୁତା
ମୋ ମନର ସେଇ ଶିଶିର
ମୁକୁତା ହେଲେ କାହାର ପାଇଁ?
ସେ ଆମ ପାଇଁ, ଆମ ପାଇଁ (ସେ ଆମ ପାଇଁ, ଆମ ପାଇଁ)
ଆମ ପାଇଁ, ଆମ ପାଇଁ (ଆମ ପାଇଁ, ଆମ ପାଇଁ)
ଚିଠି ମୋର ଟିକି ଚଢ଼େଇ (ଲା)
ଚିଠି ମୋର ଟିକି ଚଢ଼େଇ (ଲା)
ଫୁର୍ କିନା ଦେଲି ଉଡେଇ (ଆ-ଆ-ଆ)
ସେଇ ଚଢ଼େଇ (ଲାଲା-ଲା-ଲାଲା)
କହିବ ଯାଇ (ଲାଲା-ଲା-ଲାଲା)
ସେଇ ଚଢ଼େଇ କହିବ ଯାଇ
ଲେଖିଛି ଯିଏ, ଏଇ ଚିଠି ସେ
ସେ ତୋରି ପାଇଁ, ତୋ ପାଇଁ (ସେ ତୋରି ପାଇଁ, ତୋ ପାଇଁ)
ତୋରି ପାଇଁ, ତୋ ପାଇଁ (ତୋରି ପାଇଁ, ତୋ ପାଇଁ)
ଚିଠି ମୋର ଟିକି ଚଢ଼େଇ
ଚିଠି ମୋର ଟିକି ଚଢ଼େଇ
ଫୁର୍ କିନା ଦେଲି ଉଡେଇ
ସେଇ ଚଢ଼େଇ (ଲାଲା-ଲା-ଲାଲା)
କହିବ ଯାଇ (ଲାଲା-ଲା-ଲାଲା)
ସେଇ ଚଢ଼େଇ କହିବ ଯାଇ
ଲେଖିଛି ଯିଏ, ଏଇ ଚିଠି ସେ
ସେ ତୋରି ପାଇଁ, ତୋ ପାଇଁ
ତୋରି ପାଇଁ, ତୋ ପାଇଁ
ସାଗର ସାଗର, ସାଗର ବୁକୁଯେ
ଲହରୀରେ ଢେଉ ଢେଉକା
ସାଗର ସାଗର, ସାଗର ବୁକୁଯେ
ଲହରୀରେ ଢେଉ ଢେଉକା
ଲହରୀ-ଲହରୀ, ଲହରୀ ବୁକୁରେ
ପାଇଛି ମୁଁ ମୋ ଶାମୁକା
ଶାମୁକା ମୋର ଅତି ନିଜର
ଜାଣେନା ସେ ତ କାହାର ପାଇଁ
ସେ ତୋରି ପାଇଁ, ତୋ ପାଇଁ
ତୋରି ପାଇଁ, ତୋ ପାଇଁ
ଶାମୁକା ଶାମୁକା, ଶାମୁକା ଓଠରେ
ଶିଶିର ହୋଇଛି ସାଇତା
ଶାମୁକା ଶାମୁକା, ଶାମୁକା ଓଠରେ
ଶିଶିର ହୋଇଛି ସାଇତା
ଜାଣେନା ଜାଣେନା, ଜାଣେନା କେବେ ସେ
ଶିଶିର ହେବ ଯେ ମୁକୁତା
ମୋ ମନର ସେଇ ଶିଶିର
ମୁକୁତା ହେଲେ କାହାର ପାଇଁ?
ସେ ଆମ ପାଇଁ, ଆମ ପାଇଁ (ସେ ଆମ ପାଇଁ, ଆମ ପାଇଁ)
ଆମ ପାଇଁ, ଆମ ପାଇଁ (ଆମ ପାଇଁ, ଆମ ପାଇଁ)
ଚିଠି ମୋର ଟିକି ଚଢ଼େଇ (ଲା)
ଚିଠି ମୋର ଟିକି ଚଢ଼େଇ (ଲା)
ଫୁର୍ କିନା ଦେଲି ଉଡେଇ (ଆ-ଆ-ଆ)
ସେଇ ଚଢ଼େଇ (ଲାଲା-ଲା-ଲାଲା)
କହିବ ଯାଇ (ଲାଲା-ଲା-ଲାଲା)
ସେଇ ଚଢ଼େଇ କହିବ ଯାଇ
ଲେଖିଛି ଯିଏ, ଏଇ ଚିଠି ସେ
ସେ ତୋରି ପାଇଁ, ତୋ ପାଇଁ (ସେ ତୋରି ପାଇଁ, ତୋ ପାଇଁ)
ତୋରି ପାଇଁ, ତୋ ପାଇଁ (ତୋରି ପାଇଁ, ତୋ ପାଇଁ)
⏱️ Synced Lyrics
[00:00.03] ଶାମୁକା
[00:01.63]
[00:23.51] ଚିଠି ମୋର ଟିକି ଚଢ଼େଇ
[00:29.04] ଚିଠି ମୋର ଟିକି ଚଢ଼େଇ
[00:33.98] ଫୁର୍ କିନା ଦେଲି ଉଡେଇ
[00:38.90] ସେଇ ଚଢ଼େଇ (ଲାଲା-ଲା-ଲାଲା)
[00:41.68] କହିବ ଯାଇ (ଲାଲା-ଲା-ଲାଲା)
[00:44.08] ସେଇ ଚଢ଼େଇ କହିବ ଯାଇ
[00:46.55] ଲେଖିଛି ଯିଏ, ଏଇ ଚିଠି ସେ
[00:51.24] ସେ ତୋରି ପାଇଁ, ତୋ ପାଇଁ
[00:57.19] ତୋରି ପାଇଁ, ତୋ ପାଇଁ
[01:01.57]
[01:23.34] ସାଗର ସାଗର, ସାଗର ବୁକୁଯେ
[01:28.81] ଲହରୀରେ ଢେଉ ଢେଉକା
[01:33.99] ସାଗର ସାଗର, ସାଗର ବୁକୁଯେ
[01:39.45] ଲହରୀରେ ଢେଉ ଢେଉକା
[01:44.22] ଲହରୀ-ଲହରୀ, ଲହରୀ ବୁକୁରେ
[01:49.52] ପାଇଛି ମୁଁ ମୋ ଶାମୁକା
[01:54.24] ଶାମୁକା ମୋର ଅତି ନିଜର
[01:56.88] ଜାଣେନା ସେ ତ କାହାର ପାଇଁ
[02:01.54] ସେ ତୋରି ପାଇଁ, ତୋ ପାଇଁ
[02:07.48] ତୋରି ପାଇଁ, ତୋ ପାଇଁ
[02:12.22]
[02:43.94] ଶାମୁକା ଶାମୁକା, ଶାମୁକା ଓଠରେ
[02:49.14] ଶିଶିର ହୋଇଛି ସାଇତା
[02:54.29] ଶାମୁକା ଶାମୁକା, ଶାମୁକା ଓଠରେ
[02:59.49] ଶିଶିର ହୋଇଛି ସାଇତା
[03:04.45] ଜାଣେନା ଜାଣେନା, ଜାଣେନା କେବେ ସେ
[03:09.64] ଶିଶିର ହେବ ଯେ ମୁକୁତା
[03:14.31] ମୋ ମନର ସେଇ ଶିଶିର
[03:16.93] ମୁକୁତା ହେଲେ କାହାର ପାଇଁ?
[03:21.56] ସେ ଆମ ପାଇଁ, ଆମ ପାଇଁ (ସେ ଆମ ପାଇଁ, ଆମ ପାଇଁ)
[03:27.45] ଆମ ପାଇଁ, ଆମ ପାଇଁ (ଆମ ପାଇଁ, ଆମ ପାଇଁ)
[03:32.75] ଚିଠି ମୋର ଟିକି ଚଢ଼େଇ (ଲା)
[03:38.00] ଚିଠି ମୋର ଟିକି ଚଢ଼େଇ (ଲା)
[03:43.36] ଫୁର୍ କିନା ଦେଲି ଉଡେଇ (ଆ-ଆ-ଆ)
[03:47.90] ସେଇ ଚଢ଼େଇ (ଲାଲା-ଲା-ଲାଲା)
[03:50.49] କହିବ ଯାଇ (ଲାଲା-ଲା-ଲାଲା)
[03:53.16] ସେଇ ଚଢ଼େଇ କହିବ ଯାଇ
[03:55.58] ଲେଖିଛି ଯିଏ, ଏଇ ଚିଠି ସେ
[04:00.17] ସେ ତୋରି ପାଇଁ, ତୋ ପାଇଁ (ସେ ତୋରି ପାଇଁ, ତୋ ପାଇଁ)
[04:06.02] ତୋରି ପାଇଁ, ତୋ ପାଇଁ (ତୋରି ପାଇଁ, ତୋ ପାଇଁ)
[04:08.63]
[00:01.63]
[00:23.51] ଚିଠି ମୋର ଟିକି ଚଢ଼େଇ
[00:29.04] ଚିଠି ମୋର ଟିକି ଚଢ଼େଇ
[00:33.98] ଫୁର୍ କିନା ଦେଲି ଉଡେଇ
[00:38.90] ସେଇ ଚଢ଼େଇ (ଲାଲା-ଲା-ଲାଲା)
[00:41.68] କହିବ ଯାଇ (ଲାଲା-ଲା-ଲାଲା)
[00:44.08] ସେଇ ଚଢ଼େଇ କହିବ ଯାଇ
[00:46.55] ଲେଖିଛି ଯିଏ, ଏଇ ଚିଠି ସେ
[00:51.24] ସେ ତୋରି ପାଇଁ, ତୋ ପାଇଁ
[00:57.19] ତୋରି ପାଇଁ, ତୋ ପାଇଁ
[01:01.57]
[01:23.34] ସାଗର ସାଗର, ସାଗର ବୁକୁଯେ
[01:28.81] ଲହରୀରେ ଢେଉ ଢେଉକା
[01:33.99] ସାଗର ସାଗର, ସାଗର ବୁକୁଯେ
[01:39.45] ଲହରୀରେ ଢେଉ ଢେଉକା
[01:44.22] ଲହରୀ-ଲହରୀ, ଲହରୀ ବୁକୁରେ
[01:49.52] ପାଇଛି ମୁଁ ମୋ ଶାମୁକା
[01:54.24] ଶାମୁକା ମୋର ଅତି ନିଜର
[01:56.88] ଜାଣେନା ସେ ତ କାହାର ପାଇଁ
[02:01.54] ସେ ତୋରି ପାଇଁ, ତୋ ପାଇଁ
[02:07.48] ତୋରି ପାଇଁ, ତୋ ପାଇଁ
[02:12.22]
[02:43.94] ଶାମୁକା ଶାମୁକା, ଶାମୁକା ଓଠରେ
[02:49.14] ଶିଶିର ହୋଇଛି ସାଇତା
[02:54.29] ଶାମୁକା ଶାମୁକା, ଶାମୁକା ଓଠରେ
[02:59.49] ଶିଶିର ହୋଇଛି ସାଇତା
[03:04.45] ଜାଣେନା ଜାଣେନା, ଜାଣେନା କେବେ ସେ
[03:09.64] ଶିଶିର ହେବ ଯେ ମୁକୁତା
[03:14.31] ମୋ ମନର ସେଇ ଶିଶିର
[03:16.93] ମୁକୁତା ହେଲେ କାହାର ପାଇଁ?
[03:21.56] ସେ ଆମ ପାଇଁ, ଆମ ପାଇଁ (ସେ ଆମ ପାଇଁ, ଆମ ପାଇଁ)
[03:27.45] ଆମ ପାଇଁ, ଆମ ପାଇଁ (ଆମ ପାଇଁ, ଆମ ପାଇଁ)
[03:32.75] ଚିଠି ମୋର ଟିକି ଚଢ଼େଇ (ଲା)
[03:38.00] ଚିଠି ମୋର ଟିକି ଚଢ଼େଇ (ଲା)
[03:43.36] ଫୁର୍ କିନା ଦେଲି ଉଡେଇ (ଆ-ଆ-ଆ)
[03:47.90] ସେଇ ଚଢ଼େଇ (ଲାଲା-ଲା-ଲାଲା)
[03:50.49] କହିବ ଯାଇ (ଲାଲା-ଲା-ଲାଲା)
[03:53.16] ସେଇ ଚଢ଼େଇ କହିବ ଯାଇ
[03:55.58] ଲେଖିଛି ଯିଏ, ଏଇ ଚିଠି ସେ
[04:00.17] ସେ ତୋରି ପାଇଁ, ତୋ ପାଇଁ (ସେ ତୋରି ପାଇଁ, ତୋ ପାଇଁ)
[04:06.02] ତୋରି ପାଇଁ, ତୋ ପାଇଁ (ତୋରି ପାଇଁ, ତୋ ପାଇଁ)
[04:08.63]